ଟ୍ରମ୍ପ୍ ଟାରିଫ୍ ୱାର୍ ପରେ ବିଶ୍ବ ବଜାରରେ ହାହାକାର। ଭାରତ, ଜାପାନ୍, ଚୀନ୍, କୋରିଆ ସେୟାର ବଜାରରେ ନିବେଶକଙ୍କୁ ବଡ଼ ଝଟକା ।
କିଏ କହୁଛି ବ୍ଲାକ୍ ମଣ୍ଡେ ଟୁ ପଏଣ୍ଟ୍ ଓ ପୁଣି କିଏ କହୁଛି ଦଲାଲ୍ ଷ୍ଟ୍ରିଟ୍ ବ୍ଲଡ୍ ବାଥ୍ । ୧୦ ସେକେଣ୍ଡ୍ ଭିତରେ ନିବେଶକଙ୍କ ୨୦ ଲକ୍ଷ କୋଟି ସ୍ବାହା । ଖାଲି ଭାରତ ନୁହେଁ, ସାରା ବିଶ୍ବ ବଜାରରେ ହାହାକାର ।
ଧାଡି ଧାଡି ହୋଇ ବିଭିନ୍ନ ରଙ୍ଗର ଫୁଲ ଫୁଟିଛି । କିଏ ଗଛ ସଜାଡୁଛନ୍ତି ତ କିଏ ଫୁଲକୁ ତୋଳି ବଜ଼ାରରେ ବିକ୍ରି ଲାଗି ପ୍ୟାକେଟ ବନାଉଛନ୍ତି । ନିଜଠୁ ଅଧିକା ଫୁଲକୁ ଭଲ ପାଉଥିବା ମଣିଷଟିଏ ହେଉଛନ୍ତି ଏହି ଫୁଲଚାଷୀ ସମ୍ବିତା ବୋଷ । ଆଠଗଡ଼ ଅଞ୍ଚଳ ଖମାର ନୂଆଗାଁ ଅଞ୍ଚଳରେ ତିଆରି କରିଛନ୍ତି ଏକ ଫାର୍ମ ହାଉସ ।
କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨ ଟଙ୍କା ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରିଛନ୍ତି । ତେବେ ଏକ୍ସାଇଜ ଡ୍ୟୁଟି ବଢିବା ପରେ ବଢିବ କି ପେଟ୍ରୋଲ ଓ ଡିଜେଲ ଦାମ୍ ? ଜାଣନ୍ତୁ କ'ଣ ନିଷ୍ପତ୍ତି ନେଲେ ସରକାର।
LPG ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି । ସୂଚନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏଣିକି LPG ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ ।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର । ଆଜି ପୁଣିଥରେ ଶସ୍ତା ହୋଇଛି ସୁନା । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୮୦ ଟଙ୍କା ହ୍ରାସ ପାଇବା ସହ ୨୨ କ୍ୟାରେଟ୍ ଦର ମଧ୍ୟ କମିଛି ।
ଭାରତୀୟ ମାର୍କେଟ ଖୋଲୁଖୋଲୁ ସେନସେକ୍ସରେ ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଛି । ଏହାର ଅର୍ଥ ଏହା ପ୍ରାୟ ୪.୭୦ ପ୍ରତିଶତ ହ୍ରାସ ପାଇଛି ।
ହଠାତ୍ ଶସ୍ତା ହେଲା ସୁନା। ହୁ ହୁ ବଢ଼ୁଥିବା ଦରରେ ଲାଗିଲା ଲଗାମ। ଖସିଲା ଦାମ୍। ତଲମୁହାଁ ହେଲା ସୁନା ଆଉ ରୂପା ଦର। ବର୍ଦ୍ଧିତ ଦରରୁ ସାମାନ୍ୟ ମିଳିଲା ଆଶ୍ୱସ୍ତି। ଲଗାତାର ଦ୍ୱିତୀୟ ଦିନ ପାଇଁ କମିଲା ଦାମ୍। ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୭୪୦ ଟଙ୍କା ଶସ୍ତା ହୋଇଛି।
ଆକାଶଛୁଆଁ ହେବା ପରେ ଆଗକୁ ତଳମୁହାଁ ହେବାକୁ ଯାଉଛି ସୁନାର ଦର। ଏକଦା ୧୦ ଗ୍ରାମ ପ୍ରତି ୯୦ ହଜାର ପାର ହୋଇଥିବା ୨୪ କ୍ୟାରେଟ୍ ସୁନା ଦର ଆଗକୁ ୫୬ ହଜାରକୁ ଖସିଯିବ ବୋଲି ଆକଳନ କରିଛି ଆମେରିକାର ଏକ ଆର୍ଥିକ ସେବା ସଂସ୍ଥା ମର୍ଣ୍ଣିଂ ଷ୍ଟାର।
ଲଗାତାର ଉପର ମୁହାଁ ହେଉଥିବା ଦରରେ ବ୍ରେକ୍ ପରେ ଏବେ ତଳମୁହାଁ ହଳଦିଆ ଧାତୁର ମୂଲ୍ୟ। ଖାଲି ସେତିକି ନୁହେଁ, ଆଗାମୀ ଦିନରେ ଆହୁରି ଶସ୍ତା ହେବାକୁ ଯାଉଛି ସୁନା।
ଆଗାମୀ ଦିନରେ ସୁନାର ଯୋଗାଣ ବୃଦ୍ଧି, ଚାହିଦା ହ୍ରାସ, ମାର୍କେଟ ସାଚୁରେସନ୍ ଆଦି କାରଣରୁ ସୁନା ଦର ଖସିପାରେ ବୋଲି କହିଛି ମର୍ଣିଂଷ୍ଟାର ।
ହଠାତ୍ ଶସ୍ତା ହେଲା ସୁନା। ହୁ ହୁ ବଢ଼ୁଥିବା ଦରରେ ଲାଗିଲା ଲଗାମ। ଖସିଲା ଦାମ୍। ତଲମୁହାଁ ହେଲା ସୁନା ଆଉ ରୂପା ଦର। ବର୍ଦ୍ଧିତ ଦରରୁ ସାମାନ୍ୟ ମିଳିଲା ଆଶ୍ୱସ୍ତି। ଲଗାତାର ଦ୍ୱିତୀୟ ଦିନ ପାଇଁ କମିଲା ଦାମ୍। ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧୭୪୦ ଟଙ୍କା ଶସ୍ତା ହୋଇଛି।
ଟ୍ରମ୍ପ ତାଙ୍କର ନିର୍ବାଚନୀ ପ୍ରଚାର ସମୟରେ ଏବଂ କ୍ଷମତା ଗ୍ରହଣ କରିବା ପରେ ପରେ ଗୋଟିଏ କଥା ଉପରେ ଜୋର ଦେଇ ଆସୁଥିଲେ । ସେ କହୁଥିଲେ, ଆମେରିକା ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ଏବଂ ଘରୋଇ ଉଦ୍ୟୋଗକୁ ସଂରକ୍ଷଣ ଦେବା ପାଇଁ ଟାରିଫ ବ୍ୟବସ୍ଥା ଲାଗୁ କରିବା । ଏଠି ଗୋଟିଏ କଥା କହିରଖିବୁ, ଏହି ଟାରିଫ ପ୍ଲାନ ଟ୍ରମ୍ପଙ୍କର ନ ଥିଲା । ଏହି ବୁଦ୍ଧି ତାଙ୍କୁ ଅନ୍ୟ ଜଣେ ଦେଇଛନ୍ତି ।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ବଡ଼ ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮୦ ଟଙ୍କା ହ୍ରାସ ପାଇବା ସହ ୯୦,୬୬୦ ଟଙ୍କା ରହିଛି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିଜ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ,କେନ୍ଦ୍ର ସରକାର ଗତ ୨ତାରିଖରେ ନିୟମ ପରିବର୍ତ୍ତନ କରିଛନ୍ତି । ୨୦୨୫ ମସିହା ବ୍ୟାଙ୍କିଙ୍ଗ ଆମେଣ୍ଡମେଣ୍ଟ ବିଲରେ ଏନେଇ ବ୍ୟବସ୍ଥା ଥିବା ଜଣାଇଛନ୍ତି ଅର୍ଥମନ୍ତ୍ରୀ ।
ପୂର୍ବରୁ ୨୦୨୪ ମେ’ରେ ଇପିଏଫଓ ଏହି ସମ୍ପର୍କରେ ଗ୍ରାହକଙ୍କୁ ଖୁସି ଖବର ଦେଇଥିଲା । ସେତେବେଳେ ଆଡଭାନ୍ସଡ୍ କ୍ଲେମ୍ ସୀମାର ଅଟୋ ସେଟଲମେଣ୍ଟକୁ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଯାହାକୁ ନେଇ ଖୁବ୍ ଖୁସି ହୋଇଥିଲେ କର୍ମଚାରୀମାନେ । ଆଉ ଏବେ ସେହି ସୀମାକୁ ୫ ଗୁଣା ବୃଦ୍ଧି କରିଛି EPFO ।
ବଢ଼ିଚାଲିଛି ସୁନା ଦର, ନିଇତି ଭାଙ୍ଗୁଛି ରେକର୍ଡ । ମାସକରେ ମହଙ୍ଗା ହେଲାଣି ୬ ହଜାର ଟଙ୍କା । କେବଳ ଗତ ସପ୍ତାହକ ଭିତରେ ବଢ଼ିଲାଣି ୩ ହଜାର ଟଙ୍କା ।
SBI ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ଡିଜିଟାଲ୍ ସର୍ଭିସ୍ ବନ୍ଦ ରହିବ। ଏହି ସମୟରେ UPI ଲାଇଟ୍ ଓ ATM ବ୍ୟବହାର ପାଇଁ ପରାମର୍ଶ ଦେଇଛି SBI।
କର୍ମଚାରୀଙ୍କ ପାଇଁ ଖୁସି ଖବର । EPFO ଦେଲା ବଡ଼ ଖୁସି । ଏଣିକି ଲକ୍ଷେ ନୁହେଁ, ଉଠାଇ ପାରିବେ ୫ ଲକ୍ଷ ଟଙ୍କା । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅର୍ଥାତ୍ EPFO ତା’ର ସାଢ଼େ ୭ କୋଟି ସଦସ୍ୟଙ୍କୁ ଏହି ଖୁସି ଖବର ଦେଇଛି ।
ଏପ୍ରିଲ୍ ପହିଲାରୁ ଦେଶରେ ବଡ଼ ପରିବର୍ତ୍ତନ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଲାଗୁ ହେଲା ନୂଆ ନିୟମ । ଗ୍ରାହକଙ୍କ ଉପରେ ପଡ଼ିପାରେ ବଡ଼ ପ୍ରଭାବ । ଜାଣି ରଖନ୍ତୁ...
ଗ୍ରାହକଙ୍କୁ ମିଳିଲା ବଡ଼ ଖୁସି ଖବର । ନୂଆ ଆର୍ଥିକ ବର୍ଷ ଆରମ୍ଭରୁ କମିଲା କମର୍ସିଆଲ୍ LPG ସିଲିଣ୍ଡର ଦର। ଇଣ୍ଡିଆନ ଅଏଲ କର୍ପୋରେସନ ୱେବସାଇଟ ଅନୁଯାୟୀ, ୧୯ କେଜି କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ୪୧ଟଙ୍କା କମିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି । ଅଏଲ୍ ମାର୍କେଟିଂ କମ୍ପାନୀ ଗୁଡ଼ିକ ଆଜିଠୁ ଏହି ଦର ହ୍ରାସ ନେଇ ଘୋଷଣା କରିଛନ୍ତି।
କାଲିଠୁ ପୁରୁଣା ପେନ୍ସନ୍ ସ୍କିମ୍ ବଦଳରେ ୟୁନିଫାଏଡ୍ ପେନ୍ସନ୍ ସ୍କିମ ଲାଗୁ ହେବ । ଅତିକମରେ ୨୫ ବର୍ଷ ଚାକିରୀ କରଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନ୍ସନ୍ ପାଇବେ ।
ଯେହେତୁ ସପ୍ତାହରେ କେବଳ ୫ ଦିନ ଖୋଲିବା ପାଇଁ ନିୟମ ହେଉଛି, ତେଣୁ କାର୍ଯ୍ୟ ସମୟ ବୃଦ୍ଧି କରିବାର ଯୋଜନା ରହିଛି। ଏହା ସହ କିଛି ବ୍ୟାଙ୍କ ସନ୍ଧ୍ୟା ପରେ କାର୍ଯ୍ୟ ଜାରି ରଖିପାରନ୍ତି ବୋଲି କୁହାଯାଉଛି। ଏପରିକି ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଦୁଇଟି ସିଫ୍ଟ ଆରମ୍ଭ ହେବାର ଯୋଜନା ରହିଛି।
ଦିଲ୍ଲୀର Amazon Sellers Private Limited ର ଗୋଦାମରେ ଚଢାଉ କରି ୩୫୦୦ ନକଲି ଜିନିଷ ଜବତ କରିଛି BIS। ଏଥିରେ ଗିଜର, ଫୁଡ୍ ମିକ୍ସଚର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଅନ୍ତର୍ଭୁକ୍ତ ଥିଲା। ତଦନ୍ତ ସମୟରେ ଏହା ମଧ୍ୟ ଜଣାପଡ଼ିଥିଲା ଯେ ଏହି ଉତ୍ପାଦଗୁଡ଼ିକ ମଧ୍ୟରୁ ଅନେକରେ ନକଲି ISI ଲେବଲ ଲଗାଇ ବିକ୍ରି କରାଯାଉଥିଲା। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ 70 ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।
ଆଗକୁ ସୁନାଦର କେତେରେ ପହଞ୍ଚିବ, କ'ଣ କହୁଛି ମାର୍କେଟ ସ୍ଥିତି ?