ଯେତେବେଳେ ଋଣଗ୍ରସ୍ତ ଦେଶ କଥା ଆସେ, ସମସ୍ତେ ଭାବନ୍ତି କେବଳ ଗରୀବ ଓ ଦୁର୍ବଳ ଦେଶଗୁଡିକ ହିଁ ଋଣଗ୍ରସ୍ତ ରହିଥିବେ । କିନ୍ତୁ ଦେଶର ୧୦ଟି ସବୁଠୁ ଋଣ କରିଥିବା ଦେଶ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୮ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ଓପନଏଆଇ କିଣିବାକୁ ସାମ୍ ଅଲ୍ଟମ୍ୟାନଙ୍କୁ ଅଫର୍ ଦେଲେ ଏଲନ ମସ୍କ । ଟ୍ୱିଟର ପୋଷ୍ଟ ଜରିଆରେ ମସ୍କଙ୍କୁ କଡା ଜବାବ ଦେଲେ ଅଲ୍ଟମ୍ୟାନ ।
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ସୁନା ଭାଙ୍ଗିଲା ସବୁ ରେକର୍ଡ । ଭୁବନେଶ୍ୱରରେ ୨୨ କ୍ୟାରେଟ୍ ଦର ୮୦ ହଜାର ପାର୍ । ମାସକରେ ସାଢ଼େ ୭ ହଜାର ମହଙ୍ଗା ହେଲାଣି ସୁନା । ବିବାହ ଋତୁରେ ଟେନସନରେ ଗ୍ରାହକ । ବିଶ୍ୱ ବଜାରରେ ଅସ୍ଥିରତାରୁ ବଢ଼ୁଛି ଦର ।
ରାଜଧାନୀରେ ଆଜି ୨୨ କ୍ୟାରେଟ୍ ସୁନା ଦର ୮୦ ହଜାର ପାର କରିଯାଇଥିଲା ବେଳେ ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ଦର ପାଖାପାଖି ୮୮ ହଜାରରେ ପହଞ୍ଚିଛି। ଏପରିକି ବିଶେଷଜ୍ଞଙ୍କ ଆକଳନ ମାସକ ଭିତରେ ଖାଣ୍ଟି ସୁନା ଲକ୍ଷେ ମଧ୍ୟ ଟପିଯାଇ ପାରେ।
''ଦୟାକରି ମୋତେ ରାତିରେ ଏଠି ରହିବାକୁ ଦିଅନ୍ତୁ । ନହେଲେ ମୁଁ ଏବେ କୁଆଡେ ଯିବି'', ଇନଫୋସିସରୁ ଛଟେଇ ପରେ ଏମିତି କାନ୍ଦି କାନ୍ଦି ନେହୁରା ହେଲେ ମହିଳା କର୍ମଚାରୀ ।
ଚାଷୀ, ଗରିବ, ଯୁବକକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ଡାଲି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ, ଜଳବାୟୁ ଅନୁସାରେ ବିହନ ବିକଶିତ କରିବା ଏବଂ ଉତ୍ପାଦିତ ଦ୍ରବ୍ୟର ସଂରକ୍ଷଣ ଉପରେ ଧ୍ୟାନ ଦେବା ପାଇଁ ଏକ ପଦକ୍ଷେପ ନିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ କମାଇବା ପାଇଁ ବିଶେଷ ଯୋଜନା ପ୍ରସ୍ତୁତ କରାଯାଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାକୁ ସମସ୍ତ ଇସ୍ପାତ ଏବଂ ଆଲୁମିନିୟମ ଆମଦାନୀ ଉପରେ ୨୫ ପ୍ରତିଶତ ନୂତନ ଶୁଳ୍କ ଘୋଷଣା କରିବା ପରେ ଏହି ଦର ବଢିଛି। ବିଶ୍ୱ ସ୍ତରରେ ସ୍ପଟ୍ ବଜାରରେ ମୂଲ୍ୟବାନ ଧାତୁ ଆଉନ୍ସ ପ୍ରତି ୨୯୦୦ଡଲାରର ରେକର୍ଡ ସ୍ତର ଅତିକ୍ରମ କରିଛି।
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୩ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
୫ ବର୍ଷ ପରେ ଖସିଲା ରେପୋ ରେଟ୍ । ଋଣଗ୍ରହୀତାଙ୍କୁ ମିଳିବ ରିହାତି । କମିବ ଗୃହ ଋଣ ଓ କାର୍ ଋଣ ଇଏମଆଇ । ନୂଆ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ କମାଇ ଦେଇଥିବାରୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଋଣଗ୍ରହୀତାଙ୍କୁ ମିଳିବ ରିହାତି। କମିବ ଗୃହ ଋଣ ଓ କାର୍ ଋଣ ଇଏମଆଇ। ନୂଆ RBI ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ପ୍ରଥମ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟକୁ ୨୫ ବେସିସ୍ ପଏଣ୍ଟ କମାଇ ଦେଇଥିବାରୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା । ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି । ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢ଼ିବା ପରେ ଆଜି ସୁନା ଦର ସ୍ଥିର ରହିଛି ।
ପୂର୍ବରୁ, ସରକାର ମଧ୍ୟବିତ୍ତ ବର୍ଗଙ୍କୁ ଆୟକର ରିହାତି ଦେଇ ଖୁସି କରିଥିଲେ। ସରକାର ବଜେଟରେ ଘୋଷଣା କରିଥିଲେ ଯେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ ଆୟକର ଦେବାକୁ ପଡିବ ନାହିଁ। ଆଉ ଏବେ ରେପୋ ହାର ହ୍ରାସ କରି ମଧ୍ୟବିତ୍ତ ବର୍ଗକୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି।
ରେପୋ ରେଟ୍ ହ୍ରାସ ପାଇବା ପରେ ବ୍ୟାଙ୍କରୁ ଋଣ ନେଇଥିବା ଗ୍ରାହକଙ୍କ ଋଣ ଉପରେ ସୁଧ ହାର କମିବ। ଏହା ଋଣ ଗ୍ରହୀତାଙ୍କୁ ସାମାନ୍ୟ ଆଶ୍ୱସ୍ତି ଆଣିଦେବ ବୋଲି କୁହାଯାଉଛି।
ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୩ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢୁଛି। ଗତକାଲି ଠାରୁ ଆଜିର ଦର ଉଚ୍ଚା ରହିଛି।
ବ୍ରାଜିଲରେ ରହିଥିବା ନେଲୋର ପ୍ରଜାତିର ଗାଇ ଭାୟାଟିନା-୧୯ ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି। ବ୍ରାଜିଲର ମିନେସ ଗେରିସରେ ଏହା ବିଶ୍ବର ସବୁଠାରୁ ମହଙ୍ଗା ଗାଇର ମାନ୍ୟତା ହାସଲ କରିଥିଲା। ଭାୟାଟିନା-୧୯କୁ ୪.୮ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୪୧ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୪,୩୩୦ ଟଙ୍କା ରହିଛି ।
ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି, ନିର୍ବାଚନ ଥିବାରୁ ବିହାରକୁ ଫୋକସ୍ ଦିଆଯାଇଥିବା ବେଳେ ଓଡ଼ିଶାକୁ ଅବହେଳା କରାଯାଇଛି। କିନ୍ତୁ ରାଜ୍ୟ ବିଜେପିର ଯୁକ୍ତି ପୂର୍ବ ଅପେକ୍ଷା ଢେର୍ ଅଧିକ ମିଳିଛି।
ଦେଶର ମଧ୍ୟବିତ୍ତ ମହିଳାଙ୍କ ପାଇଁ ୨୦୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି l
ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ସୁନା ରହିଛି ଏବଂ ବିଶ୍ୱ ସ୍ତରରେ ସୁନା ଗଚ୍ଛିତ ରଖିବାରେ ଭାରତ କେଉଁ ସ୍ଥାନ ଅଧିକାର କରିଛି...
ଦେଶର ମଧ୍ୟବିତ୍ତ ମହିଳାଙ୍କ ପାଇଁ ୨୦୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି l SHG ମହିଳାଙ୍କ ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ବୋଲି କହିବା ସହ ୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ଦିଆଯିବ ବୋଲି ବଜେଟ ଉପସ୍ଥାପନ ବେଳେ ସୂଚନା ଦେଇଛନ୍ତି ନିର୍ମଳା l
ଆର୍ଥିକ ବିକାଶ ଲାଗି କୃଷି, MSME, ପୁଞ୍ଜିନିବେଶ ଓ ରପ୍ତାନି ଭଳି ୪ଟି ଦିଗକୁ ଗ୍ରୋଥ୍ ଇଞ୍ଜିନ୍ ବା ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିବେଚନା କରିଛନ୍ତି ସରକାର। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଘୋଷଣା ହୋଇଥିବା ବେଳେ ଯୁବକଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେବା ନେଇ ହୋଇଛି ବ୍ୟବସ୍ଥା।
ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଲାଗି ଟ୍ୟାକ୍ସ ଡିଡକ୍ସନକୁ 50 ହଜାରରୁ ଡବଲ୍ କରି ଲକ୍ଷେ ଟଙ୍କା କରିଛନ୍ତି ଅର୍ଥମନ୍ତ୍ରୀ। ଏମିତିକି ପୂର୍ବରୁ ବାର୍ଷିକ 2 ଲକ୍ଷ 40 ହଜାର ଟଙ୍କାର ଘରଭଡ଼ା ଉପରେ TDS ଲାଗୁଥିବା ବେଳେ ଏହାକୁ 6 ଲକ୍ଷ ଟଙ୍କାକୁ ବଢ଼ାଯାଇଛି।