• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Promote Handloom Saree

ଚର୍ଚ୍ଚାରେ ନିର୍ମଳାଙ୍କ ଶାଢ଼ି
Union Budget 2025: ଧଳା ଶାଢ଼ି, ଗୋଲ୍ଡେନ୍ ବର୍ଡର...ପୁଣି ଚର୍ଚ୍ଚାରେ ନିର୍ମଳାଙ୍କ ଶାଢି; ଜାଣନ୍ତୁ କିଏ ଦେଇଥିଲେ ଉପହାର...

ଚଳିତ ବଜେଟରେ ନିର୍ମଳା ବିହାରର ମଧୁବନୀ ଶାଢି ପିନ୍ଧିଛନ୍ତି। ଏହି ଶାଢ଼ି ମାଧ୍ୟମରେ ସେ ମଧୁବନୀ କଳା ପ୍ରତି ତାଙ୍କର ସମ୍ମାନ ପ୍ରକାଶ କରିବା ସହ ଏହାକୁ ପ୍ରୋତ୍ସାହିତ କରିବାର ବାର୍ତ୍ତା ମଧ୍ୟ ଦେଇଥିଲେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଏହି ଶାଢ଼ି କିଏ ଅର୍ଥମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି।

campign
ଶାଢ଼ୀ ପାଇଁ କ୍ୟାମ୍ପେନ

ଭୁବନେଶ୍ୱର : ଶାଢ଼ିର ଚାହିଦା ବୃଦ୍ଧି ଏବଂ ବୁଣାକାରଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପ୍ରୟାସ। ସୋସିଆଲ ମିଡିଆ ଜରିଆରେ ଶାଢ଼ିର ପ୍ରଚାର କରିବା ଓ ମହିଳାମାନେ ଯେମିତି ଅଧିକରୁ ଅଧିକ ଶାଢ଼ୀ ପିନ୍ଧିବା ଲାଗି ପସନ୍ଦ କରିବେ, ସେଥିପାଇଁ ଆରମ୍ଭ ହୋଇଛି କ୍ୟାମ୍ପେନ୍। six yards and 365 daysର ଓଡ଼ିଶା ଚାପ୍ଟର୍‌ର ଶୁଭାରମ୍ଭ କରାଯାଇଛି। ସୁନୀତା ବୁଦ୍ଧିରାଜଙ୍କ ଦ୍ୱାରା ସୋସିଆଲ ମିଡିଆରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି।