ବିଷ୍ଣୋୟୀ ଗ୍ୟାଙ୍ଗର ଟାର୍ଗେଟରେ ପ୍ରଥମେ ଥିଲେ ଅଭିନେତା ସଲମାନ୍ । ତାଙ୍କୁ ହତ୍ୟା କରିବା ପାଇଁ ଏହି ଗ୍ୟାଙ୍ଗ୍ ଫେଲ୍ ମାରିବା ପରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ସଲମାନ କଡା ସୁରକ୍ଷା ବଳୟରେ ରହୁଥିବାରୁ ସଫଳ ହୋଇପାରିନଥିଲା ଏହି ଗ୍ୟାଙ୍ଗ...
ବେଡ୍ ହଲିଲା, ମୁଁ ଭାବିଲି ମୋ ଛୋଟ ପୁଅ ବେଡ୍ ଟାଣୁଛି । ତେଣୁ ମୁଁ ଧ୍ୟାନ ଦେଲିନି । ଯେତେବେଳେ ଝରକା ଥରିଲା, ମୁଁ ଜାଣିଲି ଭୂମିକମ୍ପ ହେଉଛି । ମୋ ପୁଅକୁ ଧରି ମୁଁ ସିଧା ଘର ଛାଡି ବାହାରକୁ ଚାଲି ଆସିଲି । ଆମେ...
ପ୍ରବଳ ଶୀତରେ ଲୋକମାନେ ଘରୁ ବାହାରି ପାରୁନଥିବା ବେଳେ ଏହି ସାଧୁ ପ୍ରତିଦିନ ଭୋର୍ ୪ଟାରେ ୬୧ ଗରା ଥଣ୍ଡା ଜଳରେ ସ୍ନାନ କରୁଛନ୍ତି । ସେ ଏକ ସ୍ଥାନରେ ବସୁଛନ୍ତି ଓ ତାଙ୍କର ସହଯୋଗୀମାନେ ଥଣ୍ଡା ପାଣି ଢାଳୁଛନ୍ତି । ଦେହରେ ବିଭୂତି ବୋଳି ହୋଇ ନିଆଁ...
ବିଜେଡିର ପ୍ରତିବାଦ ସଭାରେ ନେତା ଉଠାଇଲେ କାପିବାରା କଥା । କାପିବାରାଙ୍କୁ ଖାଇବାକୁ ବିଜେଡି ଆଣିବ ଆନାକୋଣ୍ଡା । ତେବେ କିଏ ଏହି ଆନାକୋଣ୍ଡା ?
ମାଓ ଅପରେସନ ସାରି ଡିଆରଜି ଯବାନମାନେ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଯବାନଙ୍କ ଗାଡିଟି ଭୂମିଠାରୁ ପ୍ରାୟ ୨୦ ଫୁଟ ଉପରକୁ ଉଠିଯାଇଥିଲା । କୁଟୁରୁ- ବେନ୍ଦ୍ରେ ରାସ୍ତାରେ ଏହି ଅଘଟଣ ଘଟିଛି ।
ଦୁର୍ବୃତ୍ତମାନେ ମୁକେଶଙ୍କ ବେକ ମୋଡ଼ି ଭାଙ୍ଗି ଦେଇଛନ୍ତି । ହାର୍ଟ ବାହାର କରିଦେଇଛନ୍ତି । ଲିଭରକୁ ୪ ଖଣ୍ଡ କରିଦେଇଛନ୍ତି । ମୁଣ୍ଡକୁ ପ୍ରବଳ ପ୍ରହାର କରିଛନ୍ତି । ମୁଣ୍ଡରେ ୧୫ଟି ଫ୍ରାକ୍ଚର ଅଛି । ପିଟି ପିଟି ପଞ୍ଜରା ହାଡ଼ ଭାଙ୍ଗି ଦେଇଛନ୍ତି । ଏହି ଡାକ୍ତରଜଣକ...
ଏହି ଆକ୍ରମଣ ବିଜେଡିର କିଛି ଗୁଣ୍ଡାଙ୍କ ଦ୍ୱାରା କରାଯାଇଥିବା ସେ ଅଭିଯୋଗ କରିଛନ୍ତି l ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଦେବବ୍ରତ ଆକ୍ରମଣ କରିଥିବାରୁ ଏହା ପଛରେ ପ୍ରଣବଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି ।
ମୁମ୍ୱାଇରେ ସେତେବେଳର ଦୁର୍ବଳ ଭିତ୍ତିଭୂମି ତାଙ୍କୁ ପୋୱାଇରେ ହୀରାନନ୍ଦାନୀ ଗାର୍ଡେନସର ବିକାଶ ପାଇଁ ପ୍ରେରଣା ଯୋଗାଇଥିଲା । ପଡିଆ ପଡିଥିବା ଖୋଲା ଜାଗାକୁ ସେ ଏକ ସୁନ୍ଦର ଟାଉନସିପରେ ପରିଣତ କରିଥିଲେ । ଏହା ମଧ୍ୟରେ ଭଲ ରାସ୍ତା, ଜଳ ନିଷ୍କାସନ ପାଇଁ ଭଲ ଡ୍ରେନେଜ୍ ବ୍ୟବସ୍ଥା ଓ...
ପକୁଡି ପ୍ରସ୍ତୁତ କରିବାରେ ବିଳମ୍ୱ ହେବାରୁ ଅତ୍ୟଧିକ ରାଗିଯାଇ ଘରେ ପାଟିତୁଣ୍ଡ କରିଥିଲା । ତା’ର ସାନ ଭାଇ ଏହାର ପ୍ରତିବାଦ କରିବାରୁ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସାନ ଭାଇକୁ ସେ ନିସ୍ତୁକ ପିଟିଥିଲା। ଏହା ପରେ ଚାଳଘରେ ନିଆଁ ଲଗାଇ ଦେଇଥିଲା ।
ଆଇନଗତ ଲଢେଇରେ ଜିତିବା ପରେ ବି ହେମନ୍ତଙ୍କ ସମସ୍ୟାର ଅନ୍ତ ଘଟିନାହିଁ । ଏହି ଦୋକାନକୁ ନିଜ ଦଖଲକୁ ନେବା ପାଇଁ ପୁଣି ତାଙ୍କୁ କସରତ କରିବାକୁ ପଡ଼ିବ । ଏହି ଦୋକାନଟି ଏବେ ଦାଉଦ୍ ଇବ୍ରାହିମର ଗୁଣ୍ଡାମାନଙ୍କ କବଜାରେ ରହିଛି । ନିଜ ନାଁକୁ ଆସିବା ପରେ...
ମେଡିକାଲରୁ ଆସିବା ବେଳେ କିଛି ବାଟ ଦୂରରେ ଏକ ହମ୍ପସ ପଡିଲା । ହମ୍ପସରେ ଆମ୍ବୁଲାନ୍ସ ଟିକିଏ ପିଟି ହୋଇଯିବାରୁ ଜର୍କ ହୋଇଥିଲା । ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଆଙ୍ଗୁଠି ହଲାଇଥିଲେ । ଏହା ତାଙ୍କ ପତ୍ନୀ ଦେଖିବା ପରେ ସେ ବଞ୍ଚିଛନ୍ତି ବୋଲି କହି ଚିତ୍କାର...
ଭଲ ହେବ କି ଖରାପ ହେବ ଭାବି ପୁଣି ପଛକୁ ଫେରି ଯାଉଛନ୍ତି କି ? ବିଶେଷଜ୍ଞଙ୍କ ମତ, ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନିବେ, ଜୀବନରେ କେବେ ବି ହାରିବେ ନାହିଁ । ଅନୁତାପ ବି କରିବେ ନାହିଁ ।
୪୦ ବର୍ଷ ପରେ ୨୦୨୫ ଜାନୁଆରୀ ୧ ତାରିଖ ରାତିରେ ଏବେ ଏହି ପରିତ୍ୟକ୍ତ ଫ୍ୟାକ୍ଟ୍ରିରୁ ହଟିଛି ବିପଦଜନକ ବର୍ଜ୍ୟବସ୍ତୁ । ଏହି ସ୍ଥାନାନ୍ତରଣ ବେଳେ ପ୍ରାୟ ୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ପ୍ରଶାସନର ଆଶ୍ୱାସନା ସତ୍ତ୍ୱେ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ କାମ କରୁଥିବା କର୍ମଚାରୀଙ୍କ ମନରେ ଛନକା...
ବର୍ଷ ୨୦୨୪ରେ ଓଡ଼ିଶାର ସବୁଠୁ ବଡ଼ ଘଟଣା ଥିଲା ସରକାର ପରିବର୍ତ୍ତନ । ବିଜେଡି ସରକାରରୁ ହଟିଲା ଓ ବିଜେପି କ୍ଷମତାକୁ ଆସିଲା । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା । ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଚରଣ...
ସୂର୍ଯ୍ୟବଂଶୀ ବିଜେଡିକୁ ପଢାଇଛନ୍ତି ପରିପକ୍ୱତାର ପାଠ। କହିଛନ୍ତି, ବିରୋଧୀ ଦଳ ପରିପକ୍ବତା କଥା କହୁଛି । ହେଲେ ନିର୍ବାଚନ ସମୟରେ ରାଜ୍ୟ ସାରା ଷ୍ଟାଡିୟମରେ ହେଲିକପଟରରେ ଓହ୍ଲାଇବା ବିଜେଡିର ପରିପକ୍ବତା ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଓଡ଼ିଶା ରାଜନୀତିରେ ୨୦୨୪ ଥିଲା ପରିବର୍ତ୍ତନର ବର୍ଷ । ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼। ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଥିଲା ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।...
ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଚାରିଦ୍ୱାର, ପାଞ୍ଚ ଦଶନ୍ଧି ପରେ ଖୋଲିଲା ରତ୍ନଭଣ୍ଡାର। କେବେ ଘଟିନଥିବା ବଡ ବଡ ଘଟଣା ଘଟିଛି, ଅଘଟଣ ଓ ଦୁର୍ଘଟଣା ବି ଦେଖିଛି ବର୍ଷ ୨୦୨୪। I ଘଟଣାବହୁଳ ଥିଲା ଶ୍ରୀକ୍ଷେତ୍ର ପୁରୀ ।
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିଥିଲା । ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦି । ଏହି ନିର୍ବାଚନରେ ଇଣ୍ଡି ମେଣ୍ଟକୁ ମଧ୍ୟ ବିଶେଷ ସଫଳତା ମିଳିନଥିଲା । ତେବେ କଂଗ୍ରେସର ଆସନ ସଂଖ୍ୟା ୫୨ରୁ ୯୯କୁ ବୃଦ୍ଧି ପାଇଥିଲା...
ପ୍ରଶାନ୍ତ କିଶୋର । ରାଜନୀତିରେ ରଣନୀତିକାର ଥିଲେ, ରଣନୀତି କରି ବିଭିନ୍ନ ଦଳକୁ ଜିତାଉଥିଲେ । ନିଜେ ରାଜନୀତିରେ ପ୍ରବେଶ କଲେ । ଆନ୍ଦୋଳନରେ ସାମିଲ୍ ହେଲେ । ଏବେ ତାଙ୍କ ନାଁରେ ବିହାରରେ ହୋଇଛି ପୋଲିସ୍ କେସ୍ ।
ଏହି କୃଷକମାନେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । ଏହି ସଂଗଠନରେ ଏବେ ପ୍ରାୟ ୨୦୦ ଜଣ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୪୫ ଜଣ ମହିଳା ଚାଷୀ । ନିଷ୍ଠା ଓ ସମ୍ମିଳିତ ଉଦ୍ୟମ ଦ୍ୱାରା ସବୁ କିଛି କରାଯାଇପାରିବ । କଳାହାଣ୍ଡିର...