• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

Tapan Kumar Swain

Editor

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ...more

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ଡିପ୍ଲୋମା କରିବା ପରେ ବୃତ୍ତିଗତ ଜୀବନ ଆରମ୍ଭ । ବିଜ୍ଞାନରେ ସ୍ନାତକ, ଆଇନରେ ସ୍ନାତକ, ସାମ୍ୱାଦିକତାରେ ସ୍ନାତକୋତ୍ତର ଓ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ । ଇଲେକ୍ଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଏପରିକି ଉଭୟରେ ଡେସ୍କ ଓ ରିପୋର୍ଟିଂରେ ଅଭିଜ୍ଞତା । ରାଜନୀତି, ସାଧାରଣ ପ୍ରଶାସନ, ଶିକ୍ଷା, ବିଜ୍ଞାନ, ପରିବେଶ, ଅପରାଧ ଓ ଆଇନ ଆଦି କ୍ଷେତ୍ରରେ ଖବର ପରିବେଷଣରେ ବିଶେଷ ରୁଚି ।

less

Posts by Tapan Kumar Swain

ଗଣମାଧ୍ୟମ ପାଇଁ ଆହ୍ୱାନ ଫେକ୍ ନ୍ୟୁଜ୍
National Press Day: ପରିବର୍ତ୍ତନଶୀଳ ଗଣମାଧ୍ୟମ, ଆହ୍ୱାନ ଏବେ ଫେକ୍ ନ୍ୟୁଜ୍

ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରେସ୍ ବା ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ । ଏହା ମୁକ୍ତ ଭାବେ ଖବର ପରିବେଷଣ ଓ ତଥ୍ୟ ପ୍ରଦାନ କରିବା ସହ ସରକାରଙ୍କୁ ଉତ୍ତରଦାୟୀ କରିବାର କ୍ଷମତା ରଖିଛି । କିନ୍ତୁ ଏବେ ଫେକ୍ ନ୍ୟୁଜ୍ ସାଜିଛି...

ମହାରାଷ୍ଟ୍ର ନିର୍ବାଚନରେ ଛେଟ ଦଳର ବଡ ଭୂମିକା
Maharastra Assembly Elections 2024: ଗୋଳିଆ ରାଜନୀତି, ଛୋଟ ଦଳର ବଡ଼ ଭୂମିକା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୁଖ୍ୟତଃ ମହା ବିକାଶ ଅଘାଡି ଓ ମହାୟୁତି ମଧ୍ୟରେ ଲଢେଇ ହେଉଛି । କିନ୍ତୁ ଛୋଟ ଦଳଗୁଡିକର ରହିଛି ବଡ ଭୂମିକା । ସରକାର ଗଠନରେ ମହାରାଷ୍ଟ୍ର ନବନିର୍ମାଣ ସେନା (MNS), AIMIM, ବଞ୍ଚିତ ବହୁଜନ ଅଘାଡି (VBA) ଭଳି ଦଳ, ମେଣ୍ଟ ଓ...

ଗୋଟିଏ ବିଧାନସଭା ଆସନରେ ଲଢୁଛନ୍ତି ସ୍ୱାମୀ ସ୍ତ୍ରୀ
Maharastra Assembly Elections 2024: ନିର୍ବାଚନ ପାଇଁ ଭାଙ୍ଗିଲା ପରିବାର, ଗୋଟିଏ ଆସନରୁ ଲଢିଲେ ସ୍ୱାମୀ-ସ୍ତ୍ରୀ

ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ । ତେବେ କନ୍ନଡ ଆସନକୁ ନେଇ ସାରା ମହାରାଷ୍ଟ୍ରରେ ଚର୍ଚ୍ଚା ଜୋର୍ ଧରିଛି । ପୂର୍ବତନ ବିଧାୟକ ହର୍ଷବର୍ଦ୍ଧନ ଯାଦବ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପତ୍ନୀ ସଞ୍ଜନା ଯାଦବ ଶିବସେନା...

ୱାୟନାଡରେ ପ୍ରିୟଙ୍କା ଗାନ୍ଧୀଙ୍କ ଭାଗ୍ୟ ପରୀକ୍ଷା
Wayanad Polls: କମିଛି ମତଦାନ ହାର, ଜିତିବେ କି Priyanka Gandhi ?

କେରଳରେ ଭାଗ୍ୟ ପରୀକ୍ଷା କରୁଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଉପନିର୍ବାଚନରେ ହୋଇଛି କଡା ଟକ୍କର । ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏହି ଆସନରେ ଲଢିଛନ୍ତି ପ୍ରିୟଙ୍କା ଗାନ୍ଧୀ। ମତଦାନ ହାର କମିଥିବାରୁ ଫଳାଫଳକୁ ନେଇ ବଢିଛି ଚର୍ଚ୍ଚା ।

ଡଲାର ତୁଳନାରେ ଟଙ୍କା ଦୁର୍ବଳ
INR VS USD: ଟ୍ରମ୍ପ ଜିତିବା ପରେ… ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ବଢିଚାଲିଛି । ଏଥିରେ ହସ୍ତକ୍ଷେପ କରିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।

ଅଗ୍ନିପରୀକ୍ଷାରେ ଅଜୟ କୁମାର
Jharkhand Election 2024: ବାଜିରେ ପରିବାର ଲିଗାସୀ, ଅଜୟ କୁମାରଙ୍କ ପାଇଁ ଅଗ୍ନିପରୀକ୍ଷା

ଝାଡଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ହେବ ଅନେକ ହାଇପ୍ରୋଫାଇଲ୍ ନେତାଙ୍କ ଭାଗ୍ୟ ପରୀକ୍ଷା। ଅନେକଙ୍କ ପାଇଁ ବାଜିରେ ଲାଗିଛି ପରିବାର ଲିଗାସୀ। ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ପାଇଁ ଏ ନିର୍ବାଚନ ଅଗ୍ନିପରୀକ୍ଷା ଭଳି ହୋଇଛି ।

Jharakhand Assembly Election 2024
Jharkhand Assembly Election 2024: ଝାଡଖଣ୍ଡରେ ଓଡ଼ିଶା ନେତାଙ୍କ ଲଢ଼େଇ, କେମିତି ଜିଣିବେ ଓଡ଼ିଆ ଭୋଟରଙ୍କ ମନ

ନେତା ଓଡ଼ିଶାର କିନ୍ତୁ ମଇଦାନ ଝାଡ଼ଖଣ୍ଡ । ଓଡ଼ିଆ ଭୋଟରଙ୍କ ମନ ଜିଣିବାକୁ ଓଡ଼ିଶାର କଂଗ୍ରେସ ଓ ବିଜେପି ନେତା ଡେରା ପକାଇଛନ୍ତି ଝାଡଖଣ୍ଡରେ ।

ଅଜୟ କୁମାର ଓ ରାଜ୍ୟପାଳ ରଘୁବର ଦାସଙ୍କ ବୋହୂଙ୍କ ମଧ୍ୟରେ ଲଢେଇ
Jharkhand Assembly Elections 2024 : ଝାଡଖଣ୍ଡରେ ଓଡିଶା ଫାଇଟ୍, ରାଜ୍ୟପାଳ ରଘୁବରଙ୍କ ବୋହୂଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

ଜାମସେଦପୁର ଇଷ୍ଟ୍ ଆସନରେ ନିର୍ବାଚନ ଲଢୁଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଓ ପୂର୍ବତନ ସାଂସଦ ତଥା ଓଡିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

ଓକିଲଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ
Odisha High Court: ଏତଲା ରଦ୍ଦ କରିବାକୁ ମନାକଲେ ହାଇକୋର୍ଟ, ଅଡୁଆରେ ଓକିଲ

ଜାମିନ୍ ପାଇଁ ହାଇକୋର୍ଟ ଜଜଙ୍କୁ ଲାଞ୍ଚ ଦିଆଯିବ ବୋଲି ମହକିଲଙ୍କୁ କହି ଅଡୁଆରେ ପଡିଛନ୍ତି ଜଣେ ଓକିଲ । ଏହି ଓକିଲଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲା ଖାରଜ ପାଇଁ କରାଯାଇଥିବା ଆବେଦନକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ତାଙ୍କ ବିରୋଧରେ କେସ୍ ଚାଲିବ ।

Sunanda Das
Former MLA Sunanda Das Exposes BJD: ପୋଲିସ୍ ଓ ଅଫିସର୍ ବୁଝୁଥିଲେ ରାଜନୀତି କଥା, ଗୁମର ଖୋଲିଲେ ସୁନନ୍ଦା

ନେତାଙ୍କ ଚରିତ୍ର ରିପୋର୍ଟ ଦେଉଥିଲେ ପୋଲିସ୍ ବାବୁ । ପୋଲିସ୍ ବିଧାୟକଙ୍କ କଥା ଶୁଣୁନଥିଲା । ଯାଜପୁର ଜିଲ୍ଲାରେ ଏମିତି ଚାଲିଥିଲା ଶାସନ । ଏଭଳି ସାଂଘାତିକ ଅଭିଯୋଗ କରି ବିଜେଡିର ଗୁମର ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ।

Union Budget
Union Budget 2024 Live Updates: ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍...କାହା ପାଇଁ ରହିଛି କ’ଣ...

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ

Untold Story Of Trilochan Kanungo
ସାଲିସ୍ ବିହୀନ ରାଜନୀତି କରୁଥିଲେ ତ୍ରିଲୋଚନ କାନୁନ୍‌ଗୋ

କଂଗ୍ରେସ ଦଳ ସହ ଜଡିତ ଥାଇ ବି ୧୯୬୪ ମସିହାରେ ସେ କଂଗ୍ରେସ ସରକାର ବିରୋଧରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୯୬୫ ମସିହାରେ ସେ ରେଭେନସା କଲେଜ ଛାତ୍ର ସଂସଦର ସଭାପତି ହୋଇଥିଲେ ।

Aryan Khan
ହାଜିରା ଦେବେ ଆର୍ୟନ ଖାନ, ଏହି ୧୪ଟି ସର୍ତ୍ତ ମାନିବେ

ପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି ଅଫିସରେ ହାଜର ହେବେ । ଗ୍ରେଟର ମୁମ୍ୱାଇ ଛାଡି ବାହାରକୁ ଗଲେ ଏନସିବିକୁ ଜଣାଇବେ । ସୋସିଆଲ ମିଡିଆରେ ବି କେସ ସଂପର୍କରେ କିଛି ପ୍ରତିକ୍ରିୟା ରଖିପାରିବେନି।

BJD May Lose Votes In Panachyat Elections
ପଞ୍ଚାୟତ ନିର୍ବାଚନରେ ଖସିବ ବିଜେଡି ଭୋଟ୍ ! ୨୦୧୭ରେ ବି କମିଥିଲା

୨୧ ବର୍ଷ ଧରି ଓଡ଼ିଶାକୁ ଶାସନ କରୁଥିବା ବିଜେଡି ଏଥର ନିଜର ମନ୍ତ୍ରୀଙ୍କୁ ନେଇ ଅଡୁଆରେ ପଡ଼ିପାରେ। ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗ ଦଳର ଗୋଡ଼ ଟାଣିପାରେ। ପୂର୍ବରୁ ମଧ୍ୟ ଏହାର ଉଦାହରଣ ରହିଛି।

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ଡିପ୍ଲୋମା କରିବା ପରେ ବୃତ୍ତିଗତ ଜୀବନ ଆରମ୍ଭ । ବିଜ୍ଞାନରେ ସ୍ନାତକ, ଆଇନରେ ସ୍ନାତକ, ସାମ୍ୱାଦିକତାରେ ସ୍ନାତକୋତ୍ତର ଓ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ । ଇଲେକ୍ଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଏପରିକି ଉଭୟରେ ଡେସ୍କ ଓ ରିପୋର୍ଟିଂରେ ଅଭିଜ୍ଞତା । ରାଜନୀତି, ସାଧାରଣ ପ୍ରଶାସନ, ଶିକ୍ଷା, ବିଜ୍ଞାନ, ପରିବେଶ, ଅପରାଧ ଓ ଆଇନ ଆଦି କ୍ଷେତ୍ରରେ ଖବର ପରିବେଷଣରେ ବିଶେଷ ରୁଚି ।