• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

Tapan Kumar Swain

Editor

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ...more

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ଡିପ୍ଲୋମା କରିବା ପରେ ବୃତ୍ତିଗତ ଜୀବନ ଆରମ୍ଭ । ବିଜ୍ଞାନରେ ସ୍ନାତକ, ଆଇନରେ ସ୍ନାତକ, ସାମ୍ୱାଦିକତାରେ ସ୍ନାତକୋତ୍ତର ଓ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ । ଇଲେକ୍ଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଏପରିକି ଉଭୟରେ ଡେସ୍କ ଓ ରିପୋର୍ଟିଂରେ ଅଭିଜ୍ଞତା । ରାଜନୀତି, ସାଧାରଣ ପ୍ରଶାସନ, ଶିକ୍ଷା, ବିଜ୍ଞାନ, ପରିବେଶ, ଅପରାଧ ଓ ଆଇନ ଆଦି କ୍ଷେତ୍ରରେ ଖବର ପରିବେଷଣରେ ବିଶେଷ ରୁଚି ।

less

Posts by Tapan Kumar Swain

ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ଉପହାର
Aparajita Sarangi Gifts Bag To Priyanka Gandhi Vadra: ଚମକାଇଦେଲେ ଅପରାଜିତା ଷଡଙ୍ଗୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦେଲେ ବ୍ୟାଗ ଉପହାର

ଅପରାଜିତା ଷଡଙ୍ଗୀ କଂଗ୍ରେସ ସାଂସଦ ପ୍ରିୟଙ୍କାଙ୍କୁ ଏକ ବ୍ୟାଗ ଉପହାର ଦେଇଛନ୍ତି । ଏହି ବ୍ୟାଗରେ ଲେଖାଯାଇଛି ‘୧୯୮୪ ‘ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା...

ଅଭିଭାଷଣ ଦେବେ ରବି ଶଙ୍କର
Sri Sri Ravi Shankar On World Meditation Day: ଧ୍ୟାନ କରିବ ବିଶ୍ୱ, ରବି ଶଙ୍କରଙ୍କ ସହ ଯୋଗ ଦେବେ ଲକ୍ଷାଧିକ ଲୋକ

ମିଳିତ ଜାତିସଂଘର ମୁଖ୍ୟାଳୟରେ ଡିସେମ୍ବର ୨୦ ତାରିଖରେ ଶ୍ରୀ ଶ୍ରୀ ରବି ଶଙ୍କର ଧ୍ୟାନ ସଂପର୍କରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିବେ । ଏହି ସ୍ମାରକୀ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି "ବିଶ୍ୱ ଶାନ୍ତି ଏବଂ ସମନ୍ୱୟ ପାଇଁ ଧ୍ୟାନ" ।

ଉଦ୍ଧାର ହେଲା ମହାଦେବ ମନ୍ଦିର
Ancient Mahadev Temple Uncovered:ବନ୍ଦ ହୋଇ ପଡିରହିଥିଲା ମହାଦେବ ମନ୍ଦିର, ଉଦ୍ଧାର ହେଲା

ଏହି ମନ୍ଦିରଟି ବହୁତ ପୁରୁଣା । ମନ୍ଦିରର ଦେଖାଶୁଣା କରୁଥିଲେ ଗୋଟିଏ ବେଙ୍ଗଲି ପରିବାର । ମନ୍ଦିରଟି ଏହି ବେଙ୍ଗଲି ପରିବାରର ଅଗଣା ଭିତରେ ରହିଥିଲା । ପରେ ସେ ଏହି ସଂପତ୍ତିକୁ ଜଣେ ସଂଖ୍ୟାଲଘୁ ପରିବାରକୁ ବିକ୍ରି କରି ଅନ୍ୟତ୍ର ଚାଲିଯାଇଥିଲେ । ସେ ଜମି ବିକ୍ରି...

୨୦୨୫ ପାଇଁ ଭବିଷ୍ୟବାଣୀ
Baba Vanga's Predictions: ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୨୫ରେ ଘଟିବ ଏହିସବୁ ଘଟଣା

ବାବା ଭେଙ୍ଗା ହେଉଛନ୍ତି ସେଇ ମହିଳା ଯିଏ ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ସଂପର୍କରେ ଭବିଷ୍ୟବାଣୀ କରିଥିଲେ । ସେ ଭବିଷ୍ୟବାଣୀ କରିବା ସମୟରେ ସେତେବେଳେ ଅଧିକାଂଶ ଲୋକ ବିଶ୍ୱାସ କରିନଥିଲେ । କିନ୍ତୁ ଯେତେବେଳେ ତାଙ୍କ କଥା ସତ୍ୟ ପ୍ରମାଣିତ ହେଲା, ତାଙ୍କୁ...

ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି
Ratnabhandar Repair Work: ରାତି ପାହିଲେ ରତ୍ନଭଣ୍ଡାର ମରାମତି କାମ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ...

ଅତୁଲ ସୁଭାଷଙ୍କ ବାପାଙ୍କ କୋହ
Atul Subhash Case: ମୋ ପୁଅକୁ ଏଟିଏମ୍ ଭଳି ବ୍ୟବହାର କରୁଥିଲେ, ଜଣେ ବାପାର କୋହଭରା କଥା

ବୋହୂ ନିକିତା ଓ ତାଙ୍କ ମାଆ ମୋ ପୁଅକୁ ଏଟିଏମ ଭଳି ବ୍ୟବହାର କରୁଥିଲେ । ଖାଲି ଟଙ୍କା ଟାଣୁଥିଲେ । ବୋହୂ ଓ ତାଙ୍କ ପରିବାର ଲୋକ ଅତୁଲକୁ ନିର୍ଯ୍ୟାତନା ଦେଇ ଆସୁଥିଲେ ।

ପରିବାରକୁ ଯୋଡିଲା ପରିବାର
Maharastra Politics 2024: ପରିବାରକୁ ଯୋଡିଲା ରାଜନୀତି, ମନ୍ତ୍ରିମଣ୍ଡଳରେ ଭାଇଭଉଣୀ

ମହାରାଷ୍ଟ୍ରରେ ରାଜନୀତି କଥା ଉଠିଲେ ମନକୁ ଆସେ ସେଠାରେ ରାଜନୀତି ପାଇଁ ପରିବାର ଖଣ୍ଡ ଖଣ୍ଡ ହୋଇଯାଏ । ଯେମିତି ଉଦ୍ଧବ ଠାକରେ, ରାଜ ଠାକରେ, ଶରଦ ପାୱାର ଓ ଅଜିତ ପାୱାରଙ୍କୁ ନେଇ ଢେର୍ ଚର୍ଚ୍ଚା ହୁଏ । କିନ୍ତୁ ଏଥର ନିର୍ବାଚନରେ ଗୋଟିଏ ପରିବାର ଯୋଡି...

Contemporary Art: ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କଳାକାର, ବଖାଣିଲେ ଅନୁଭୂତି

ଥାଇଲାଣ୍ଡର ନାଥାଫୋନ୍ ଚାଲୱୋରୱାଟ, ଆମେରିକାର ସିନ୍ଥିଆ ପୋଷ୍ଟ ହଣ୍ଟ, ଶ୍ରୀଲଙ୍କାର ଗଡୱିନ୍ କନଷ୍ଟାଣ୍ଟିନ, ଜାପାନର ଡାଏସୁକେ ଟେକିଆ, ଭାରତର ଜି ଭିଗ୍ନେଶ୍ ଓ ଆମେରିକାର ହେକ୍ଟର କାନୋଙ୍ଗେ ପ୍ରମୁଖ ଯୋଗଦେଇଥିଲେ ।

ଲୋକସଭାରେ ପ୍ରିୟଙ୍କାଙ୍କ ପ୍ରଥମ ଭାଷଣ
Priayanka Gandhi Vadra Maiden Speech:ଭାଇକୁ ବଳିଗଲେ ଭଉଣୀ, ପ୍ରଥମ ଭାଷଣରେ କହିଲେ ଏମିତି...

ଅଦାନୀ ପ୍ରସଙ୍ଗ ପରେ କହିଥିଲେ ଚାଷୀଙ୍କ ସମସ୍ୟା କଥା । ହିମାଚଳ ପ୍ରଦେଶର ସେଓ ଚାଷୀଙ୍କ ଦୁଃଖ ବଖାଣିବାକୁ ଯାଇ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା କଥା ଉଠାଇଲେ । ହିମାଚଳ ପ୍ରଦେଶ ସରକାର ଚାଷୀଙ୍କ କଥା ଆଦୌ ବୁଝୁନାହାନ୍ତି । ସେମାନଙ୍କ ଦୁଃଖ ଶୁଣୁନାହାନ୍ତି, କେବଳ ପୁଞ୍ଜିପତିଙ୍କ ପାଇଁ...

ଗୁକେଶ ତାମିଲନାଡୁର ନା ଆନ୍ଧ୍ରପ୍ରଦେଶର ?
D Gukesh Tamil Or Telugu Controversy: ଚେସ୍ ତାରକା ଗୁକେଶଙ୍କୁ ନେଇ ଦୁଇ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

ଚେସରେ ଟାଇଟଲ୍ ହାସଲ କରି ଦେଶର ନାଁ ରଖିଲେ ଗୁକେଶ । କିନ୍ତୁ ସଫଳତାର ଶ୍ରେୟ ନେବାକୁ ମୁହାଁମୁହିଁ ଦୁଇ ମୁଖ୍ୟମନ୍ତ୍ରୀ । ସୋସିଆଲ୍ ମିଡିଆରେ ଚାଲିଛି ଯୁଦ୍ଧ ।

କୋଇଲା ଦୁର୍ନୀତି ରାୟ
Coal Block Judgement: କୋଇଲା ଆବଣ୍ଟନ ଦୁର୍ନୀତି ଗନ୍ଧ ବାରିଥିଲେ CVC, ଦିଲ୍ଲୀ କୋର୍ଟ ଦେଲେ ରାୟ

ଓଡିଶାରେ କୋଇଲା ଆବଣ୍ଟନରେ ଦୁର୍ନୀତି ହୋଇଥିବାର ଆସିଥିଲା ଅଭିଯୋଗ । ମାମଲା ରୁଜୁ ହୋଇଥିଲା । ଦିଲ୍ଲୀର ଏକ କୋର୍ଟ ଶୁଣାଇଲେ ରାୟ ।

ହାଜର ହେଲେ ପ୍ରଦୀପ
Pradeep Panigrahy: ଅଭିଯୋଗକାରୀଙ୍କ ଚାଞ୍ଚଲ୍ୟକର ବୟାନ, ଚାପରେ ଦସ୍ତଖତ ଦେଇଥିଲୁ

ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାରେ ଅଭିଯୋଗକାରୀ କୋର୍ଟରେ ହାଜର ହୋଇ ବୟାନ ଦେଇଛନ୍ତି । ଚାପ ପକାଯାଇ ମାମଲା ରୁଜୁ କରାଯାଇଥିଲା ବୋଲି କୋର୍ଟରେ କହିଛନ୍ତି ଅଭିଯୋଗକାରୀ ।

ନାଗରିକତ୍ୱ ରଦ୍ଦ
Former MLA Stripped Of Citizenship: ଭାରତରେ ନିର୍ବାଚନ ଲଢି ଜିତୁଥିଲେ ଜର୍ମାନୀ ନାଗରିକ !

ଚାଲାକ୍ ହେବା ଭଲ ହୋଇପାରେ କିନ୍ତୁ ଅତି ଚାଲାକ ହେଲେ ଖରାପ । ଜଣେ ରାଜନେତା ଜର୍ମାନୀର ନାଗରିକ ଥାଇ ଭାରତରେ ନିର୍ବାଚନ ଲଢୁଥିଲେ । ଥରେ କି ଦୁଇ ଥର ନୁହେଁ, ୪ ଥର ବିଧାୟକ ଭାବେ ଜିତିଛନ୍ତି । ହାଇକୋର୍ଟ ତାଙ୍କୁ ୩୦ ଲକ୍ଷ ଟଙ୍କା...

ପ୍ରକୃତ ଅପରାଧ ଜାଣିବାକୁ...
Criminology Student Kills woman: ଜଣକୁ ହତ୍ୟା କଲେ କେମିତି ଲାଗେ… ଜାଣିବାକୁ କ୍ରିମିନୋଲୋଜି ଛାତ୍ରଙ୍କ ଭୟଙ୍କର କାଣ୍ଡ

‘କେମିତି ଅନୁଭବ ହେଉଛି’ ଜାଣିବା ପାଇଁ କ୍ରିମିନୋଲୋଜି ଛାତ୍ର ମାରିଦେଲା ମହିଳାଙ୍କୁ । ଜହ୍ନରାତିରେ ସମୁଦ୍ର କୂଳରେ ଅଚାନକ ଛୁରୀ ଭୁସି ଚାଲିଲା ଦୁଇ ମହିଳାଙ୍କୁ ।

ବିଶ୍ୱାସରେ ବିଷ ଦେଉଥିଲା ବାବା
Serial Killer Chavda Baba:ବିଷ ଦେଇ ୧୨ ଜଣଙ୍କୁ ମାରିଥିବା ଜଣେ ବାବାର କାହାଣୀ

ଇଏ ଏମିତି ଏକ କାହାଣୀ ଯାହା ସହଜରେ ବିଶ୍ୱାସ କରିହେବନାହିଁ । କିନ୍ତୁ ପୋଲିସ୍ ଏ ସବୁର ଖୁଲାସା କରିଛି । ବିଷ ଦେଇ ମାରୁଥିଲା ଜଣକ ପରେ ଜଣକୁ । କେହି ସନ୍ଦେହ ବି କରିପାରୁନଥିଲେ । କିନ୍ତୁ ସବୁ କଥା ଜଣାପଡିଗଲା ।

ମିଆଁମାର ସୀମାରେ ତାରବାଡ଼
 Myanmar Border Fencing: ଭାରତର କଠୋର ନିଷ୍ପତ୍ତି, ସ୍ମଗଲିଂ ଓ ମାନବ ଚାଲାଣ ରୋକିବାକୁ ତିଆରି ହେବ ତାରବାଡ଼

ମଣିପୁର ହିଂସାକାଣ୍ଡ ଉପରେ ରୋକ୍ ଲଗାଇବାକୁ ହେଲେ ସୀମାରେ ତାରବାଡ଼ ନିର୍ମାଣ ହେବା ଦରକାର । କେନ୍ଦ୍ର ସରକାର ଏହା ଅନୁଭବ କରିଛନ୍ତି । ତେଣୁ ମିଆଁମାର ସୀମାରେ ୧୬୪୩ କିଲୋମିଟରର ତାରବାଡ଼ ୩୧୦୦୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଯାଉଛି ।

ଚୟନ କମିଟି ବିରୋଧରେ ବିଷୋଦଗାର
Allegation Against OCA Selection Committee: ନିଜ କ୍ଲବ ପିଲାଙ୍କୁ ଦେଉଛନ୍ତି ସୁଯୋଗ, ସିନିୟରଙ୍କୁ ଅଣଦେଖା !

ଚୟନ ପ୍ରକ୍ରିୟାରେ ସିନିୟର ଖେଳାଳିଙ୍କୁ ଅଣଦେଖା କରାଯାଉଛି । ପ୍ରତିଭା ଓ ଭଲ ପ୍ରଦର୍ଶନ ଥିବା ସତ୍ତ୍ୱେ ଟିମରେ ତାଙ୍କୁ ସ୍ଥାନ ମିଳିନଥିବା ଅଭିଯୋଗ କରିଛନ୍ତି । ଚୟନ କମିଟି ଉପରେ ଆରୋପ ଲଗାଇ ସେ କହିଛନ୍ତି ଯେ, ନିଜ ପରିଚିତ ଖେଳାଳିଙ୍କୁ ଟିମରେ ସ୍ଥାନ ଦେଉଛନ୍ତି ଚୟନକର୍ତ୍ତା...

ସିବିଆଇ ରେଡ୍
CBI Raid: ଚଢାଉକୁ ଜୋରଦାର୍ କରି ସିବିଆଇର ଖୋଳତାଡ, ବାହାରିବ ଟେଣ୍ଡର ଫିକ୍ସିଂର ସତ !

ତିନିଜଣଙ୍କୁ ଗିରଫ କଲା ସିବିଆଇ । ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫଙ୍କୁ ଗିରଫ କଲା । ଦେବଦତ୍ତଙ୍କ ଘରୁ ରେଡ୍‌ ବେଳେ ନଗଦ ଟଙ୍କା ଓ ସୁନା ପାଇଛି...

ବଢୁଛି ମଦ ବିକ୍ରି
Excise Revenue Collection: ଏଇ ଜିଲ୍ଲା ମଦ ବିକ୍ରିରେ କରିଛି ରେକର୍ଡ, ବିଧାନସଭାରେ କହିଲେ ମନ୍ତ୍ରୀ

ଅବକାରୀ ଜିଲ୍ଲା ଭାବେ ବରଗଡରୁ ଅଧିକ ରାଜସ୍ୱ ମିଳିଥିବା ବେଳେ ରାଜସ୍ୱ ଜିଲ୍ଲା ଭାବେ ଅନ୍ୟ ଏକ ଜିଲ୍ଲାରେ ବିକ୍ରି ହୋଇଛି ଅଧିକ ମଦ । କେଉଁ ଜିଲ୍ଲାରେ ବିକ୍ରି ହେଉଛି ଅଧିକ ମଦ, ଦେଖନ୍ତୁ ଏଇ ରିପୋର୍ଟ ।

ASO ଚାକିରି ବିକ୍ରି ପ୍ରସଙ୍ଗ
Odisha Common Examinations Bill 2024: ASO ଚାକିରି ବିକ୍ରି ନେଇ ରୁଲିଂ ଦାବି କଲେ ପ୍ରମିଳା, କାଉଣ୍ଟର୍ କଲେ ସନ୍ତୋଷ

ବିଧାନସଭାରେ ବିଜେଡି ଦାବି କଲା ରୁଲିଂ । ମୁଖ୍ୟମନ୍ତ୍ରୀ କେଉଁ ସଂସ୍ଥା ଲଗାଇ ତଦନ୍ତ କରି ଜାଣିଲେ, ବିକ୍ରି ହେଉଥିଲା ASO ଚାକିରି ? ବିଜେପି ବିଧାୟକ କଲେ କାଉଣ୍ଟର । କହିଲେ, ବଣିକ ବିକୁଥିଲେ ଚାକିରି ।

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ଡିପ୍ଲୋମା କରିବା ପରେ ବୃତ୍ତିଗତ ଜୀବନ ଆରମ୍ଭ । ବିଜ୍ଞାନରେ ସ୍ନାତକ, ଆଇନରେ ସ୍ନାତକ, ସାମ୍ୱାଦିକତାରେ ସ୍ନାତକୋତ୍ତର ଓ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ । ଇଲେକ୍ଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଏପରିକି ଉଭୟରେ ଡେସ୍କ ଓ ରିପୋର୍ଟିଂରେ ଅଭିଜ୍ଞତା । ରାଜନୀତି, ସାଧାରଣ ପ୍ରଶାସନ, ଶିକ୍ଷା, ବିଜ୍ଞାନ, ପରିବେଶ, ଅପରାଧ ଓ ଆଇନ ଆଦି କ୍ଷେତ୍ରରେ ଖବର ପରିବେଷଣରେ ବିଶେଷ ରୁଚି ।