/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746615379.jpg)
CPRI Recruitment 2025 apply for 44 post
ଆପଣ କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିବାକୁ ଚାହୁଁଛନ୍ତି କି? ଯଦି ହଁ ତେବେ ଏହି ଖବର ଆପଣଙ୍କ ପାଇଁ। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର କେନ୍ଦ୍ରୀୟ ଶକ୍ତି ଗବେଷଣା ପ୍ରତିଷ୍ଠାନ (CPRI)ରେ ବିଭିନ୍ନ ପଦବୀ ପାଇଁ ସିଧାସଳଖ ନିଯୁକ୍ତି ଘୋଷଣା କରାଯାଇଛି। ଏନେଇ CPRI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
Advertisment
ଏହି ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ୍, ଲାଇବ୍ରେରିଆନ୍ ଏବଂ ଅନୁବାଦକ ପଦବୀ ପୂରଣ ହେବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୪ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ISROର ଅଫିସିଆଲ୍ ୱେବ୍ସାଇଟ୍ cpri.res.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ CPRI Recruitment 2025 apply for 44 post Notificationରେ କ୍ଲିକ୍ କରି ଦେଖିପାରିବେ।
Advertisment
ଅଧିକ ପଢ଼ନ୍ତୁ: ଚାକିରି ହରାଇ ଚାପରେ ଅଛନ୍ତି କି… ଏହି ସମୟରେ କ’ଣ କରିବେ ଜାଣନ୍ତୁ
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୫ ମେ ୨୦୨୫
- ଅନ୍ଲାଇନ୍ ଆବେଦନ ଶେଷ – ୨୫ ମେ ୨୦୨୫
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ:
- ବୈଜ୍ଞାନିକ ସହାୟକ – ୦୪ ଟି ପୋଷ୍ଟ୍
- ଇଞ୍ଜିନିୟରିଂ ସହାୟକ – ୦୮ ଟି ପୋଷ୍ଟ୍
- ଟେକ୍ନିସିଆନ୍ ଗ୍ରେଡ୍ I – ୦୬ ଟି ପୋଷ୍ଟ୍
- ଜୁନିଅର ହିନ୍ଦୀ ଅନୁବାଦକ – ୦୧ ଟି ପୋଷ୍ଟ୍
- ସହାୟକ ଗ୍ରେଡ୍ II – ୨୩ ଟି ପୋଷ୍ଟ୍
- ସହାୟକ ଲାଇବ୍ରେରିଆନ୍ – ୦୨ ଟି ପୋଷ୍ଟ୍
- ମୋଟ ପଦବୀ – ୪୪ଟି ପୋଷ୍ଟ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଯୋଗ୍ୟତା:
- ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୮ବର୍ଷ
- ସର୍ବାଧିକ ବୟସ – ୩୫ ବର୍ଷ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଦରମା:
- ସର୍ବନିମ୍ନ ଦରମା – ୧୯,୯୦୦ ଟଙ୍କା
- ସର୍ବାଧିକ ଦରମା – ୧,୧୨,୪୦୦ ଟଙ୍କା
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
- ବୈଜ୍ଞାନିକ ସହାୟକ, ଇଞ୍ଜିନିୟରିଂ ସହାୟକ, ଜୁନିଅର ହିନ୍ଦୀ ଅନୁବାଦକ – ୧୦୦୦ଟଙ୍କା
- ଟେକ୍ନିସିଆନ୍ ଗ୍ରେଡ୍ I, ସହାୟକ ଗ୍ରେଡ୍ II, ସହାୟକ ଲାଇବ୍ରେରିଆନ୍ – ୭୦୦ଟଙ୍କା
- SC/ST/PwBD/ESM – ଦେୟମୁକ୍ତ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା
- ସାକ୍ଷାତକାର
- ଡକ୍ୟୁମେଣ୍ଟ୍ ଯାଞ୍ଚ
ଅଧିକ ପଢ଼ନ୍ତୁ: ଚାକିରି ହୋଇଯିବ ପକ୍କା, ଯଦି ଏହି ଗୋଟିଏ ପ୍ରଶ୍ନର ଠିକ୍ ଉତ୍ତର ଦେଇଦେବେ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)