• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

Tapan Kumar Swain

Editor

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ...more

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ଡିପ୍ଲୋମା କରିବା ପରେ ବୃତ୍ତିଗତ ଜୀବନ ଆରମ୍ଭ । ବିଜ୍ଞାନରେ ସ୍ନାତକ, ଆଇନରେ ସ୍ନାତକ, ସାମ୍ୱାଦିକତାରେ ସ୍ନାତକୋତ୍ତର ଓ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ । ଇଲେକ୍ଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଏପରିକି ଉଭୟରେ ଡେସ୍କ ଓ ରିପୋର୍ଟିଂରେ ଅଭିଜ୍ଞତା । ରାଜନୀତି, ସାଧାରଣ ପ୍ରଶାସନ, ଶିକ୍ଷା, ବିଜ୍ଞାନ, ପରିବେଶ, ଅପରାଧ ଓ ଆଇନ ଆଦି କ୍ଷେତ୍ରରେ ଖବର ପରିବେଷଣରେ ବିଶେଷ ରୁଚି ।

less

Posts by Tapan Kumar Swain

Best Out Of Waste
Sculpture Fest: ଅଦରକାରୀ ପଦାର୍ଥରେ ଆଖି ଝଲସା କଳାକୃତି, ଓଡ଼ିଆ ଶିଳ୍ପୀଙ୍କ ହାତରେ ଜୀବନ୍ତ

ପ୍ରବାସୀ ଭାରତୀୟ ଓଡ଼ିଶା ଆସିଛନ୍ତି । ସାରା ଓଡ଼ିଶା ବୁଲିବେ । ପୁରୀ ସମୁଦ୍ର କୂଳ ବି । ଠିକ୍ ଏହି ସମୟରେ ରାଜ୍ୟର ଭାସ୍କର୍ଯ୍ୟ ଶିଳ୍ପୀମାନେ ଦେଖାଇଛନ୍ତି ହାତର ଯାଦୁ । ଚମକୁଛି ପୁରୀ ବେଳାଭୂମି ।

ଓଡ଼ିଶାରୁ ଯିବ ପ୍ରୟାଗରାଜ
Mahakumbh Mela 2025: ମହାକୁମ୍ଭ ମେଳାକୁ ଓଡ଼ିଶାରୁ ଯିବା ହେଲା ସହଜ, ଏହି ସବୁ ସ୍ଥାନରୁ ଗଡ଼ିବ ବସ୍

ମହାକୁମ୍ଭ ମେଳା ପାଇଁ ସ୍ୱତନ୍ତ୍ର ଭାବେ ଜାନୁଆରି ୧୩ରୁ ଫେବ୍ରୁଆରୀ ୨୬ ଯାଏଁ ଚାଲିବ ବସ ସେବା । କୁମ୍ଭ ମେଳା ପରେ ବି ବସ ଚଳାଚଳ ଜାରି ରହିବ। ଏହା ବାଦ ଓଡ଼ିଶାର ଅନ୍ୟ ତୀର୍ଥ ସ୍ଥାନକୁ ବି ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର...

Narendra Modi
Pravasi Bharatiya Divas Convention: ପ୍ରବାସୀ ଭାରତୀୟଙ୍କ ଆଗରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବଖାଣିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ ।

ରେସରେ ଆଗରେ ବିଜେପି ନେତା
OCA President: ବବିଙ୍କ ପରେ କିଏ ? ଶାସକ ଦଳ ନେତାଙ୍କ ନାଁ ଚର୍ଚ୍ଚାରେ

ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେବା ପରେ କିଏ ହେବେ ପରବର୍ତ୍ତୀ ସଭାପତି ? ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା ବେଳେ ରେସରେ ଆଗରେ ଅଛନ୍ତି ବିଜେପିର ଏହି ନେତା । ସେ ସଭାପତି ହେଲେ ଭଲ ହେବ ବୋଲି...

ବୁଲେଟପ୍ରୁଫ୍ ଗ୍ଲାସ
Salman Khan: ଚାର୍ଜସିଟ ଦାଖଲ ପରେ ଛାନିଆ ସଲମାନ, ଘରେ ଲଗାଇଲେ ବୁଲେଟପ୍ରୁଫ୍ ଗ୍ଲାସ

ବିଷ୍ଣୋୟୀ ଗ୍ୟାଙ୍ଗର ଟାର୍ଗେଟରେ ପ୍ରଥମେ ଥିଲେ ଅଭିନେତା ସଲମାନ୍ । ତାଙ୍କୁ ହତ୍ୟା କରିବା ପାଇଁ ଏହି ଗ୍ୟାଙ୍ଗ୍ ଫେଲ୍ ମାରିବା ପରେ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ସଲମାନ କଡା ସୁରକ୍ଷା ବଳୟରେ ରହୁଥିବାରୁ ସଫଳ ହୋଇପାରିନଥିଲା ଏହି ଗ୍ୟାଙ୍ଗ...

ଭୂମିକମ୍ପ ପରେ ଭୂମିକମ୍ପ
Tibet Earthquake: ୫ ବର୍ଷରେ ବଡ଼ ଭୂମିକମ୍ପ, ଘରୁ ବାହାରକୁ ଦୌଡ଼ିଥିଲେ ବାସିନ୍ଦା

ବେଡ୍ ହଲିଲା, ମୁଁ ଭାବିଲି ମୋ ଛୋଟ ପୁଅ ବେଡ୍ ଟାଣୁଛି । ତେଣୁ ମୁଁ ଧ୍ୟାନ ଦେଲିନି । ଯେତେବେଳେ ଝରକା ଥରିଲା, ମୁଁ ଜାଣିଲି ଭୂମିକମ୍ପ ହେଉଛି । ମୋ ପୁଅକୁ ଧରି ମୁଁ ସିଧା ଘର ଛାଡି ବାହାରକୁ ଚାଲି ଆସିଲି । ଆମେ...

ଶୀତରେ ଗରା ଗରା ଥଣ୍ଡା ଜଳରେ ସ୍ନାନ
Mahakumbh 2025: ନାଗା ସାଧୁଙ୍କ ଚମତ୍କାରିତା, ହଠ ଯୋଗରେ ସ୍ନାନ କରି ମୋହୁଛନ୍ତି ମନ

ପ୍ରବଳ ଶୀତରେ ଲୋକମାନେ ଘରୁ ବାହାରି ପାରୁନଥିବା ବେଳେ ଏହି ସାଧୁ ପ୍ରତିଦିନ ଭୋର୍ ୪ଟାରେ ୬୧ ଗରା ଥଣ୍ଡା ଜଳରେ ସ୍ନାନ କରୁଛନ୍ତି । ସେ ଏକ ସ୍ଥାନରେ ବସୁଛନ୍ତି ଓ ତାଙ୍କର ସହଯୋଗୀମାନେ ଥଣ୍ଡା ପାଣି ଢାଳୁଛନ୍ତି । ଦେହରେ ବିଭୂତି ବୋଳି ହୋଇ ନିଆଁ...

ବିଜେଡିର ଆନାକୋଣ୍ଡା ଉପାଖ୍ୟାନ
BJD Agitation: ‘କାପିବାରାଙ୍କ ସଂଖ୍ୟା ବଢିଗଲାଣି, ବିଜେଡି ଆଣିବ ଆନାକୋଣ୍ଡା’

ବିଜେଡିର ପ୍ରତିବାଦ ସଭାରେ ନେତା ଉଠାଇଲେ କାପିବାରା କଥା । କାପିବାରାଙ୍କୁ ଖାଇବାକୁ ବିଜେଡି ଆଣିବ ଆନାକୋଣ୍ଡା । ତେବେ କିଏ ଏହି ଆନାକୋଣ୍ଡା ?

ନକ୍ସଲ ଆକ୍ରମଣରେ ୮ ଯବାନ ସହିଦ
IED Blast: ମାଓବାଦୀଙ୍କ IED ବିସ୍ଫୋରଣ, ଉଡ଼ିଗଲା ଗାଡ଼ି, ୮ ଯବାନ ସହିଦ

ମାଓ ଅପରେସନ ସାରି ଡିଆରଜି ଯବାନମାନେ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଯବାନଙ୍କ ଗାଡିଟି ଭୂମିଠାରୁ ପ୍ରାୟ ୨୦ ଫୁଟ ଉପରକୁ ଉଠିଯାଇଥିଲା । କୁଟୁରୁ- ବେନ୍ଦ୍ରେ ରାସ୍ତାରେ ଏହି ଅଘଟଣ ଘଟିଛି ।

ସାମ୍ବାଦିକଙ୍କୁ ହତ୍ୟା ପଛର କାହାଣୀ
Mukesh Chandrakar Murder Case: ବେକ ମୋଡ଼ିଲେ, ହାର୍ଟ କାଢ଼ିଲେ, ଲିଭରକୁ କଲେ ୪ ଖଣ୍ଡ

ଦୁର୍ବୃତ୍ତମାନେ ମୁକେଶଙ୍କ ବେକ ମୋଡ଼ି ଭାଙ୍ଗି ଦେଇଛନ୍ତି । ହାର୍ଟ ବାହାର କରିଦେଇଛନ୍ତି । ଲିଭରକୁ ୪ ଖଣ୍ଡ କରିଦେଇଛନ୍ତି । ମୁଣ୍ଡକୁ ପ୍ରବଳ ପ୍ରହାର କରିଛନ୍ତି । ମୁଣ୍ଡରେ ୧୫ଟି ଫ୍ରାକ୍ଚର ଅଛି । ପିଟି ପିଟି ପଞ୍ଜରା ହାଡ଼ ଭାଙ୍ଗି ଦେଇଛନ୍ତି । ଏହି ଡାକ୍ତରଜଣକ...

Law And Order Situation
Panikoili: ଆତଙ୍କରାଜ ଚଳାଇଛନ୍ତି କି ବିଜେଡି ନେତା ? ବବିଙ୍କ ସହ ଏ ପିଲାଟି କିଏ ?

ଏହି ଆକ୍ରମଣ ବିଜେଡିର କିଛି ଗୁଣ୍ଡାଙ୍କ ଦ୍ୱାରା କରାଯାଇଥିବା ସେ ଅଭିଯୋଗ କରିଛନ୍ତି l ବିଜେଡିର ପୂର୍ବତନ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଦେବବ୍ରତ ଆକ୍ରମଣ କରିଥିବାରୁ ଏହା ପଛରେ ପ୍ରଣବଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ ପ୍ରକାଶ କରିଛନ୍ତି ।

ସଫଳତାର କାହାଣୀ
Billionaire Niranjan Hiranandani: ରାସ୍ତା ଦେଖି ଭଲ ଲାଗିଲାନି, ମୁମ୍ୱାଇରେ ତିଆରି କଲେ ଆଖି ଖୋସି ହୋଇଗଲା ଭଳି ଟାଉନଶିପ୍

ମୁମ୍ୱାଇରେ ସେତେବେଳର ଦୁର୍ବଳ ଭିତ୍ତିଭୂମି ତାଙ୍କୁ ପୋୱାଇରେ ହୀରାନନ୍ଦାନୀ ଗାର୍ଡେନସର ବିକାଶ ପାଇଁ ପ୍ରେରଣା ଯୋଗାଇଥିଲା । ପଡିଆ ପଡିଥିବା ଖୋଲା ଜାଗାକୁ ସେ ଏକ ସୁନ୍ଦର ଟାଉନସିପରେ ପରିଣତ କରିଥିଲେ । ଏହା ମଧ୍ୟରେ ଭଲ ରାସ୍ତା, ଜଳ ନିଷ୍କାସନ ପାଇଁ ଭଲ ଡ୍ରେନେଜ୍ ବ୍ୟବସ୍ଥା ଓ...

ମାତାଲ୍ ପୁଅର ଉନ୍ମତ୍ତ କାଣ୍ଡ
Son Sets House Ablaze: ପକୁଡ଼ି ଛାଣିବାରେ ବିଳମ୍ୱ, ମାତାଲ୍ ପୁଅ ଘରେ ଲଗାଇଦେଲା ନିଆଁ

ପକୁଡି ପ୍ରସ୍ତୁତ କରିବାରେ ବିଳମ୍ୱ ହେବାରୁ ଅତ୍ୟଧିକ ରାଗିଯାଇ ଘରେ ପାଟିତୁଣ୍ଡ କରିଥିଲା । ତା’ର ସାନ ଭାଇ ଏହାର ପ୍ରତିବାଦ କରିବାରୁ ଦୁଇଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସାନ ଭାଇକୁ ସେ ନିସ୍ତୁକ ପିଟିଥିଲା। ଏହା ପରେ ଚାଳଘରେ ନିଆଁ ଲଗାଇ ଦେଇଥିଲା ।

ଦାଉଦ୍ ସମ୍ପତ୍ତି ନିଲାମ ନେଇ ଲଢୁଛନ୍ତି
Dawood Ibrahim Property: ଦାଉଦ୍ ଇବ୍ରାହିମ୍ ଗୁଣ୍ଡାଙ୍କ ସହ ଲଢୁଛନ୍ତି ଗାଁରୁ ଆସିଥିବା ହେମନ୍ତ, ଦୋକାନ ଦଖଲ ନେବାକୁ କରୁଛନ୍ତି ଲଢ଼େଇ

ଆଇନଗତ ଲଢେଇରେ ଜିତିବା ପରେ ବି ହେମନ୍ତଙ୍କ ସମସ୍ୟାର ଅନ୍ତ ଘଟିନାହିଁ । ଏହି ଦୋକାନକୁ ନିଜ ଦଖଲକୁ ନେବା ପାଇଁ ପୁଣି ତାଙ୍କୁ କସରତ କରିବାକୁ ପଡ଼ିବ । ଏହି ଦୋକାନଟି ଏବେ ଦାଉଦ୍ ଇବ୍ରାହିମର ଗୁଣ୍ଡାମାନଙ୍କ କବଜାରେ ରହିଛି । ନିଜ ନାଁକୁ ଆସିବା ପରେ...

ଦଣ୍ଡ ନିମିଷେ ଥିଲେ ପ୍ରାଣ
Miraculous Incident: ଆଶ୍ଚର୍ଯ୍ୟ ! ମୃତ ରୋଗୀ ବଞ୍ଚିଲେ, ବଞ୍ଚାଇଦେଲା ହମ୍ପସ୍

ମେଡିକାଲରୁ ଆସିବା ବେଳେ କିଛି ବାଟ ଦୂରରେ ଏକ ହମ୍ପସ ପଡିଲା । ହମ୍ପସରେ ଆମ୍ବୁଲାନ୍ସ ଟିକିଏ ପିଟି ହୋଇଯିବାରୁ ଜର୍କ ହୋଇଥିଲା । ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଆଙ୍ଗୁଠି ହଲାଇଥିଲେ । ଏହା ତାଙ୍କ ପତ୍ନୀ ଦେଖିବା ପରେ ସେ ବଞ୍ଚିଛନ୍ତି ବୋଲି କହି ଚିତ୍କାର...

ଆପଣାନ୍ତୁ ଚାଣକ୍ୟ ନୀତି
ChanakyaNeeti: ନୂଆ ବର୍ଷରେ ନିଅନ୍ତୁ ଏହି ସଂକଳ୍ପ, କେବେ ବି ହାରିବେନି

ଭଲ ହେବ କି ଖରାପ ହେବ ଭାବି ପୁଣି ପଛକୁ ଫେରି ଯାଉଛନ୍ତି କି ? ବିଶେଷଜ୍ଞଙ୍କ ମତ, ଯଦି ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥା ମାନିବେ, ଜୀବନରେ କେବେ ବି ହାରିବେ ନାହିଁ । ଅନୁତାପ ବି କରିବେ ନାହିଁ ।

Bhopal Gas TRagedy
Bhopal Gas Tragedy: ବିଷାକ୍ତ ବର୍ଜ୍ୟବସ୍ତୁ ହଟାଇବାକୁ ଲାଗିଲା ୪୦ ବର୍ଷ, ମରିଥିଲେ ୫୦୦୦ରୁ ଅଧିକ ଲୋକ

୪୦ ବର୍ଷ ପରେ ୨୦୨୫ ଜାନୁଆରୀ ୧ ତାରିଖ ରାତିରେ ଏବେ ଏହି ପରିତ୍ୟକ୍ତ ଫ୍ୟାକ୍ଟ୍ରିରୁ ହଟିଛି ବିପଦଜନକ ବର୍ଜ୍ୟବସ୍ତୁ । ଏହି ସ୍ଥାନାନ୍ତରଣ ବେଳେ ପ୍ରାୟ ୭୦୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । ପ୍ରଶାସନର ଆଶ୍ୱାସନା ସତ୍ତ୍ୱେ ଇଣ୍ଡଷ୍ଟ୍ରିଆଲ୍ ଏରିଆରେ କାମ କରୁଥିବା କର୍ମଚାରୀଙ୍କ ମନରେ ଛନକା...

ସୁଭଦ୍ରା ଶୁଭାରମ୍ଭରୁ...
Year Ender Odisha 2024: ସୁଭଦ୍ରା ଯୋଜନାରୁ ଡିଜିପି ସମ୍ମିଳନୀ, ମନେରହିବ ଏହି ସବୁ ଘଟଣା

ବର୍ଷ ୨୦୨୪ରେ ଓଡ଼ିଶାର ସବୁଠୁ ବଡ଼ ଘଟଣା ଥିଲା ସରକାର ପରିବର୍ତ୍ତନ । ବିଜେଡି ସରକାରରୁ ହଟିଲା ଓ ବିଜେପି କ୍ଷମତାକୁ ଆସିଲା । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ହେଲେ ବିରୋଧୀ ଦଳ ନେତା । ନୂଆ ମୁଖ୍ୟମନ୍ତ୍ରୀ ହେଲେ ମୋହନ ଚରଣ...

ପାଣ୍ଡିଆନଙ୍କୁ କଟାକ୍ଷ
Suryavanshi Suraj:ବିଜେଡିକୁ ପରିପକ୍ୱତାର ପାଠ ପଢେଇଲେ ସୂର୍ଯ୍ୟବଂଶୀ, ବିଜେଡି କହିଲା ଦେଇପାରିଲେନି ଉତ୍ତର

ସୂର୍ଯ୍ୟବଂଶୀ ବିଜେଡିକୁ ପଢାଇଛନ୍ତି ପରିପକ୍ୱତାର ପାଠ। କହିଛନ୍ତି, ବିରୋଧୀ ଦଳ ପରିପକ୍ବତା କଥା କହୁଛି । ହେଲେ ନିର୍ବାଚନ ସମୟରେ ରାଜ୍ୟ ସାରା ଷ୍ଟାଡିୟମରେ ହେଲିକପଟରରେ ଓହ୍ଲାଇବା ବିଜେଡିର ପରିପକ୍ବତା ଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି।

୨୦୨୪ର ବଡ଼ ଘଟଣା
Yearender Odisha Politics 2024:ଟଳି ପଡିଥିଲେ ରଥୀ ମହାରଥୀ, ଧରାଶାୟୀ ହୋଇଥିଲେ ଦଳପତି

ଓଡ଼ିଶା ରାଜନୀତିରେ ୨୦୨୪ ଥିଲା ପରିବର୍ତ୍ତନର ବର୍ଷ । ଗେରୁଆ ସୁନାମୀରେ ନିଶ୍ଚିହ୍ନ ହୋଇଗଲା ବିଜେଡି ଗଡ଼। ମୁହଁମାଡ଼ି ପଡ଼ିଲେ ୪ ଡଜନରୁ ଅଧିକ ମନ୍ତ୍ରୀ ଓ ବିଧାୟକ। ସ୍ଥିତି ଏତେ ଦୟନୀୟ ଥିଲା ଯେ, ଖୋଦ୍ ନବୀନଙ୍କୁ ବି ପ୍ରଥମ ଥର ପରାଜୟ ବରଣ କରିବାକୁ ପଡ଼ିଲା।...

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ଡିପ୍ଲୋମା କରିବା ପରେ ବୃତ୍ତିଗତ ଜୀବନ ଆରମ୍ଭ । ବିଜ୍ଞାନରେ ସ୍ନାତକ, ଆଇନରେ ସ୍ନାତକ, ସାମ୍ୱାଦିକତାରେ ସ୍ନାତକୋତ୍ତର ଓ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ । ଇଲେକ୍ଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଏପରିକି ଉଭୟରେ ଡେସ୍କ ଓ ରିପୋର୍ଟିଂରେ ଅଭିଜ୍ଞତା । ରାଜନୀତି, ସାଧାରଣ ପ୍ରଶାସନ, ଶିକ୍ଷା, ବିଜ୍ଞାନ, ପରିବେଶ, ଅପରାଧ ଓ ଆଇନ ଆଦି କ୍ଷେତ୍ରରେ ଖବର ପରିବେଷଣରେ ବିଶେଷ ରୁଚି ।