• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

Tapan Kumar Swain

Editor

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ...more

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ଡିପ୍ଲୋମା କରିବା ପରେ ବୃତ୍ତିଗତ ଜୀବନ ଆରମ୍ଭ । ବିଜ୍ଞାନରେ ସ୍ନାତକ, ଆଇନରେ ସ୍ନାତକ, ସାମ୍ୱାଦିକତାରେ ସ୍ନାତକୋତ୍ତର ଓ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ । ଇଲେକ୍ଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଏପରିକି ଉଭୟରେ ଡେସ୍କ ଓ ରିପୋର୍ଟିଂରେ ଅଭିଜ୍ଞତା । ରାଜନୀତି, ସାଧାରଣ ପ୍ରଶାସନ, ଶିକ୍ଷା, ବିଜ୍ଞାନ, ପରିବେଶ, ଅପରାଧ ଓ ଆଇନ ଆଦି କ୍ଷେତ୍ରରେ ଖବର ପରିବେଷଣରେ ବିଶେଷ ରୁଚି ।

less

Posts by Tapan Kumar Swain

କଷ୍ଟ କଲେ କୃଷ୍ଣ ମିଳେ
Peon Cracks Civil Services Exams: ପିଅନ ପାଇଲେ ସିଭିଲ ସର୍ଭିସ୍, ସିଧା ହେଲେ ଅଫିସର୍

ପିଅନ ଚାକିରି କରିଥିବା ଜଣେ ଯୁବକ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ଏବେ ପିଅନରୁ ସିଧା ହେବେ ଜଣେ ଅଫିସର । ଏ କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଘଟଣା ପୂରା ସତ । ଛତିଶଗଡରେ ଘଟିଛି ଏହି ଘଟଣା ।

ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ
Odisha Common Examinations Bill 2024: ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ବିଧାନସଭାରେ ଆଗତ, ପୂର୍ବ ସରକାର ଚାକିରି ବିକୁଥିଲେ କହିଲେ ମୁଖ୍ୟମନ୍ତ୍ରୀ

ଗତ ସରକାର ହୋଇଥିବା ଅପରାଧର ଇତିଶ୍ରୀ ହୋଇସାରିଛି। ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁର ଚେତାବନୀ ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି। ସ୍ୱଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ଵ। ଯାହା ପ୍ରତିଶ୍ରୁତି ଦେଇଛୁ ତାହା କରିଦେଖାଇବୁ। ପୂର୍ବ ସରକାର ଆଉଟ୍ ସୋର୍ସରେ ରହିଯାଇଥିଲେ। ଆମ ପିଲାଙ୍କ ଭବିଷ୍ୟତକୁ...

ରାଜ୍ୟସଭାରେ ନୋଟ ବିଡ଼ା
Wad Of Currency Notes Found: ରାଜ୍ୟସଭାରେ ନୋଟ୍ ବିଡ଼ା, କଂଗ୍ରେସ ସାଂସଦଙ୍କ ସିଟ୍‌ରୁ ମିଳିଲା

ରାଜ୍ୟସଭା ମୁଲତବୀ ହେବା ପରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରିବା ବେଳେ ଏହି ନୋଟ୍ ବିଡ଼ା ଠାବ କରିଛନ୍ତି । ଏହି ୨୨୨ ସିଟ୍‌ଟି ତେଲଙ୍ଗାନାର କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କୁ ଆଲଟ୍ କରାଯାଇଛି । ରୁଟିନ୍ ଚେକ୍ ବେଳେ ସିଟରେ ଏହି ନୋଟ୍ ଥିବା ଜଣାପଡିଥିଲା...

ନକଲି ମେଡିକାଲ ଡିଗ୍ରୀ ରାକେଟ
Fake Medical Degree Racket Busted: ୭୦ ହଜାରରେ ମେଡିକାଲ ଡିଗ୍ରୀ, ବନ୍ଧାହେଲେ ୧୪ ନକଲି ଡାକ୍ତର

୭୦ ହଜାର ଟଙ୍କା ଦେଲେ ମିଳୁଥିଲା ଡାକ୍ତରୀ ସାର୍ଟିଫିକେଟ୍ । ଗୁଜରାଟର ସୁରଟରୁ ଅପରେଟ କରୁଥିଲା ଏହି ଗ୍ୟାଙ୍ଗ୍ । ପ୍ରାୟ ୧୨୦୦ ନକଲି ସାର୍ଟିଫିକେଟ୍ ଇସ୍ୟୁ ହୋଇଥିବା ଏକ ଡାଟାବେସ୍ ପୋଲିସ୍ ହାତରେ ଲାଗିଛି ।

ଓଡିଶାକୁ ପ୍ରାଧାନ୍ୟ
ରାୟଗଡ଼ାରେ ହେବ ନୂଆ ରେଳ ଡିଭିଜନ, ଦକ୍ଷିଣ ତଟରେ ମିଶିବନି ଓଡ଼ିଶାର ଇଞ୍ଚେ ରେଳଲାଇନ୍

ଇଷ୍ଟକୋଷ୍ଟ ରେଳବାଇରେ ନୂଆ ରାୟଗଡ଼ା ଡିଭିଜନ୍ ଗଠନ ହେବ । ଏହି ଡିଭିଜନରେ ମିଶିବ ୱାଲଟିୟର୍ ଡିଭିଜନର ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ରେଳଲାଇନର କିଛି ଅଂଶ । କିନ୍ତୁ ଓଡିଶାରୁ ଇଞ୍ଚେ ବି ବାହାର ରାଜ୍ୟକୁ ଯିବନି । ରେଳ ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ।

ବଢିଲା ଚିନ୍ମୟ କୃଷ୍ଣଙ୍କ ଅଡୁଆ
Chinmaya Krishna Das: ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ପାଇଁ ବଢ଼ିଲା ଅଡୁଆ, ମିଳୁନାହାନ୍ତି ଓକିଲ

ପୂଜକ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ପାଇଁ ମିଳୁନାହାନ୍ତି ଓକିଲ । ମାସକ ପରେ ହେବ ପରବର୍ତ୍ତୀ ଶୁଣାଣି । ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାବିରେ କରିଥିଲେ ବିକ୍ଷୋଭ ।

ବାହାଭୋଜିରେ ପାଣ୍ଡିଆନ
VK Pandian Returns: ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍, କ’ଣ କହୁଛନ୍ତି ରାଜନୈତିକ ସମୀକ୍ଷକ...

ଏବେବି ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ଲୋକଙ୍କ ମନରେ ଅନେକ ପ୍ରଶ୍ନ। ନିର୍ବାଚନ ପରେ ସେ କୁଆଡ଼େ ଗାଏବ୍ ଥିଲେ? ସେ କେଉଁଠି ରହୁଛନ୍ତି, ନବୀନ ନିବାସ ଆସୁଛନ୍ତି ନା ନାହିଁ, ରାଜନୀତିରୁ ସଂପୂର୍ଣ୍ଣ ସନ୍ୟାସ ନେଇଗଲେ କି, ଏମିତି ଅନେକ ପ୍ରଶ୍ନ ଏବେବି ଗାଁ ଗହଳିର ରାଜନୈତିକ...

ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍
VK Pandian Returns: ବିଜେଡି ନେତାଙ୍କ ବାହାଭୋଜିରେ ପାଣ୍ଡିଆନ୍, ୫ ମାସ ପରେ…

ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରଠୁ ପାଣ୍ଡିଆନ୍ ଅଜ୍ଞାତବାସରେ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । କାରଣ ସର୍ବସାଧାରଣ ସ୍ଥାନରେ କିମ୍ୱା କୌଣସି ସଭାସମିତିରେ ତାଙ୍କୁ କେହି କେବେ ଦେଖିନଥିଲେ । କିନ୍ତୁ ଜଣେ ବିଜେଡି ବିଧାୟକଙ୍କ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଛି ।

ରାଜନୀତି ପଶାପାଲିରେ ଆଳୁ
Potato Politics: ଗରିବର ଖାଦ୍ୟ 'ଆଳୁ' ପାଲଟିଛି ରାଜନୈତିକ ଅସ୍ତ୍ର, ଜାଣନ୍ତୁ ଓଡ଼ିଶାକୁ ଆଳୁ ବନ୍ଦ ପଛର ଅସଲ ରାଜନୀତି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଓଡିଶାକୁ ଆଳୁ ଗାଡ଼ି ଛଡା ନଯିବା ପଛରେ ରହିଛି କି ରାଜନୀତି? କଣ ହୋଇପାରେ ଏହାର କାରଣ? ଏହାଦ୍ୱାରା ଖୁସି ଅଛନ୍ତି କି ପଶ୍ଚିମବଙ୍ଗ ଚାଷୀ ଓ ବ୍ୟବସାୟୀ? ଗରିବ ଲୋକର ପଖାଳ କଂସାରୁ ଆଳୁକୁ ଚୋରେଇ ନେବା ପଛରେ କାହାର...

ଦେଶ ସୁରକ୍ଷାରେ ବ୍ରତୀ ଅଜିତ ଡୋଭାଲ୍
Ajit Doval From Spy Master To NSA: ଅଜିତ ଡୋଭାଲଙ୍କ ନିଆରା ବ୍ୟକ୍ତିତ୍ୱ, ଗୁଇନ୍ଦାଗିରି କରି ଏବେ ଜାତୀୟ ସୁରକ୍ଷାର ଚାଣକ୍ୟ

ନିଜକୁ ଜଣେ ଆଇଏସଆଇ ଏଜେଣ୍ଟର ପରିଚୟ ଦେଇ ସ୍ୱର୍ଣ୍ଣମନ୍ଦିର ଭିତରେ ପ୍ରବେଶ କରିଥିଲେ । ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ସହ ମିଶି ସେମାନଙ୍କ ଅସ୍ତ୍ରଶସ୍ତ୍ର ଓ ଆଡ୍ଡାର ମ୍ୟାପ ସଂପର୍କରେ ତଥ୍ୟ ହାସଲ କରିଥିଲେ । ସେମାନଙ୍କ ଗ୍ରୁପରେ ଏକ ପ୍ରମୁଖ ସଭ୍ୟ ହୋଇ ସେମାନଙ୍କୁ ଭୁଲ୍ ପରାମର୍ଶ ଦେଇ...

PM'S Odisha Visit
PM'S Odisha Visit: ମୋଦି ଆସୁଛନ୍ତି ବୋଲି… ଫିଲ୍ମ ଦେଖୁଛନ୍ତି ବିଜେପି ନେତା

ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରାୟ ଦୁଇଘଣ୍ଟା କଥାହେବେ। କାଳେ ମୋଦି କ'ଣ ପଚାରି ଦେବେ, ସେଇଥିପାଇଁ ସିନେମା ଦେଖି ନିଜକୁ ପ୍ରସ୍ତୁତ କରୁଛନ୍ତି ବିଜେପି ନେତା। କଥାଟି ଆପଣଙ୍କୁ ଅଡୁଆ ଲାଗୁଥିବ, କିନ୍ତୁ...

ପୁରି ନେଇଗଲା ଛାତ୍ରଙ୍କ ଜୀବନ
Student Choked To Death: ହୃଦୟବିଦାରକ...ପୁରି ଖାଉ ଖାଉ ଚାଲିଗଲା ଛାତ୍ରଙ୍କ ଜୀବନ

ସବୁଦିନ ପରି ରେଡି ହୋଇ ଟିଫିନ ବକ୍ସ ନେଇ ସ୍କୁଲକୁ ଯାଇଥିଲେ ବିରେନ୍ । ଯେମିତି ପଢିବା କଥା ପାଠ ବି ପଢିଲେ । ମଧ୍ୟାହ୍ନ ବିରତିରେ ଘରୁ ଆଣିଥିବା ଟିଫିନ୍ ଖୋଲି ଖାଇବା ଆରମ୍ଭ କଲେ । ଠିକ୍ ସେତିକି ବେଳେ ତଳେ ପଡିଗଲେ। ଡାକ୍ତରଖାନାରେ ତାଙ୍କୁ...

କିଏ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
Maharastra CM Race: କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ, ଲାଗିରହିଛି ସସପେନ୍ସ

ମହାୟୁତିର ବିପୁଳ ବିଜୟ ଘଟିଲା । ମହାରାଷ୍ଟ୍ରରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଏକନାଥ ସିନ୍ଦେ ନା ଦେବେନ୍ଦ୍ର ଫଡନାଭିସ୍ । କାହାର ପଲା ଭାରୀ ?

ପ୍ରଭାବ ପଡିଲାନି ଓଡ଼ିଶା ନେତାଙ୍କ ପ୍ରଚାର
Jharkhand Election 2024: ଝାଡଖଣ୍ଡରେ ହାରିଲେ ଓଡିଶା ନେତା, କାମ ଦେଲାନି ପ୍ରଚାର

ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଓଡିଶାର ନେତାମାନେ ପ୍ରଚାରରେ ଏଥର ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଉଭୟ ବିଜେପି ଓ କଂଗ୍ରେସ ନେତାମାନେ ପ୍ରଚାର କରୁଥିଲେ ଝାଡଖଣ୍ଡ ମଇଦାନରେ । କିନ୍ତୁ ଏହି ନେତାମାନେ ଭୋଟରଙ୍କ ମନ ଜିଣିପାରିନଥିବା ଚର୍ଚ୍ଚା ହେଉଛି ।

ମହାରାଷ୍ଟ୍ର ରାଜନୀତିର ଚର୍ଚ୍ଚିତ ବ୍ୟକ୍ତିତ୍ୱ
Maharastra Politics:ରାଜନୀତିରେ ଚର୍ଚ୍ଚିତ କାଳିଦାସ, ଗିନିଜ୍‌ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବାକୁ ଲକ୍ଷ୍ୟ

୯ ଥର ବିଧାୟକ ହୋଇଥିବା କାଳିଦାସ ଦୁଇଥର ବିଜେପିରୁ, ଦୁଇଥର କଂଗ୍ରେସରୁ ଓ ୫ ଥର ଶିବସେନା ପକ୍ଷରୁ ପ୍ରାର୍ଥୀ ହୋଇ ଜିତିଛନ୍ତି । ୧୯୯୦ ମସିହାରୁ ସେ ଜିତି ଆସୁଛନ୍ତି, କେବେ ନିର୍ବାଚନରେ ହାରିନାହାନ୍ତି । ସେ ସିନା ଦଳ ବଦଳାଉଛନ୍ତି, ଭୋଟର କିନ୍ତୁ ତାଙ୍କୁ ଛାଡୁନାହାନ୍ତି...

ପାକିସ୍ତାନରେ ଭିକାରୀ ପରିବାର ଦେଲେ ରାଜକୀୟ ଭୋଜି
Celebration by Beggars: ଭିକ ମାଗି ଚଳୁଥିଲେ, ଭୋଜିରେ ଖର୍ଚ୍ଚ କଲେ ୩୮ ଲକ୍ଷ

ଏକ ଅଜବ ଘଟଣା ଘଟିଛି ପାକିସ୍ତାନରେ । ଭିକ ମାଗି ଚଳୁଥିବା ଓ ପାଖରେ ପଇସା ନାହିଁ ବୋଲି କହି ଆସୁଥିବା ଗୋଟିଏ ପରିବାର ଭୋଜିରେ ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପାକିସ୍ତାନ ଗୁଜରନୱାଲାର ଏହି ପରିବାର ୨୦ ହଜାର ଅତିଥିଙ୍କୁ ଡାକି ଭବ୍ୟ ଭୋଜିରେ...

କୀଟନାଶକ ଶୁଙ୍ଘି ମରିଗଲେ ଶହେ ମାଙ୍କଡ଼
Monkey Death:କୀଟନାଶକ ଶୁଙ୍ଘି ମରିଗଲେ ଶହେ ମାଙ୍କଡ, ପୋଲିସର ଛାନଭିନ୍

କୀଟନାଶକ ନେଲା ଶହେ ମାଙ୍କଡ଼ଙ୍କ ଜୀବନ । କୀଟନାଶକ ଶୁଙ୍ଘି ଦେବାପରେ ମରିଗଲେ । ଘଟଣାକୁ ଲୁଚେଇବାକୁ ଯାଇ ଗୋଦାମ କର୍ମଚାରୀ ପୋତି ଦେଇଥିଲେ ମାଙ୍କଡ଼ଙ୍କ ମୃତଦେହ । ଖୋଳି ବାହାର କଲା ପୋଲିସ୍ ।

ଭୋଟଗଣତି ପୂର୍ବରୁ ମହାରାଷ୍ଟ୍ରରେ ଛକାପଞ୍ଝା
Maharastra Politics: ବଢୁଛି ନେତାଙ୍କ ଉତ୍କଣ୍ଠା, ବିଜୟୀଙ୍କୁ ଏକାଠି ରଖିବାକୁ ଜବରଦସ୍ତ ଯୋଜନା

ଭୋଟଗଣତି ସରୁସରୁ ଦଳର ନିର୍ବାଚିତ ପ୍ରାର୍ଥୀମାନେ କେମିତି ଶୀଘ୍ର ମୁମ୍ବାଇରେ ପହଞ୍ଚିପାରିବେ, ସେ ନେଇ ବ୍ୟବସ୍ଥା କରାଯାଇଛି । ଏପରିକି ଅନେକଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଆଇଆଇଟି ଗ୍ରାଜୁଏଟରୁ ସନ୍ୟାସୀ
IITian To Monkhood: ଆଇଆଇଟି ଗ୍ରାଜୁଏଟରୁ ସନ୍ୟାସୀ...ବାନ୍ଧି ପାରିଲାନି ଆକର୍ଷଣୀୟ ଚାକିରି

ପ୍ରମୁଖ କର୍ପୋରେଟ୍ ସଂସ୍ଥାରେ ଚାକିରି କରିଥିଲେ । ହେଲେ ଆଧ୍ୟାତ୍ମିକତା ଆଡକୁ ସେ ଅଧିକ ଆକର୍ଷିତ ହେଲେ । ଜୀବନକୁ ଖୋଜିବାକୁ ଲାଗିଲେ । ସତ୍ୟର ଅନ୍ୱେଷଣ କରିବାକୁ ଲାଗିପଡିଲେ । ବଦଳିଗଲା ତାଙ୍କ ଜୀବନର ମୋଡ଼ । ହଠାତ୍ ଅଧିକ ଦରମାର ଚାକିରି ଛାଡି ସନ୍ୟାସ ନେଲେ...

ଭୋଟଗଣତି ହୋଇନି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା
Maharastra Politics: କିଏ ହେବ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଓ ଶିବସେନା(ଉଦ୍ଧବ ଠାକରେ) ମଧ୍ୟରେ କଥା କଟାକଟି

ମହାରାଷ୍ଟ୍ରରେ ଭୋଟଗଣତି ହୋଇନାହିଁ । କିଏ କେତେ ଆସନ ପାଇବ ଜଣାପଡିନାହିଁ । ତା ପୂର୍ବରୁ ଦୁଇ ଦଳ ମଧ୍ୟରେ ଆରମ୍ଭ ହୋଇଗଲାଣି ବୟାନବାଜି । ସରକାରର ନେତୃତ୍ୱ ନେବ କିଏ ? କିଏ ପିନ୍ଧିବ ମୁଖ୍ୟମନ୍ତ୍ରୀ ମୁକୁଟ ?

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ଡିପ୍ଲୋମା କରିବା ପରେ ବୃତ୍ତିଗତ ଜୀବନ ଆରମ୍ଭ । ବିଜ୍ଞାନରେ ସ୍ନାତକ, ଆଇନରେ ସ୍ନାତକ, ସାମ୍ୱାଦିକତାରେ ସ୍ନାତକୋତ୍ତର ଓ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ । ଇଲେକ୍ଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଏପରିକି ଉଭୟରେ ଡେସ୍କ ଓ ରିପୋର୍ଟିଂରେ ଅଭିଜ୍ଞତା । ରାଜନୀତି, ସାଧାରଣ ପ୍ରଶାସନ, ଶିକ୍ଷା, ବିଜ୍ଞାନ, ପରିବେଶ, ଅପରାଧ ଓ ଆଇନ ଆଦି କ୍ଷେତ୍ରରେ ଖବର ପରିବେଷଣରେ ବିଶେଷ ରୁଚି ।