• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

Tapan Kumar Swain

Editor

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି � ...more

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ଡିପ୍ଲୋମା କରିବା ପରେ ବୃତ୍ତିଗତ ଜୀବନ ଆରମ୍ଭ । ବିଜ୍ଞାନରେ ସ୍ନାତକ, ଆଇନରେ ସ୍ନାତକ, ସାମ୍ୱାଦିକତାରେ ସ୍ନାତକୋତ୍ତର ଓ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ । ଇଲେକ୍ଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଏପରିକି ଉଭୟରେ ଡେସ୍କ ଓ ରିପୋର୍ଟିଂରେ ଅଭିଜ୍ଞତା । ରାଜନୀତି, ସାଧାରଣ ପ୍ରଶାସନ, ଶିକ୍ଷା, ବିଜ୍ଞାନ, ପରିବେଶ, ଅପରାଧ ଓ ଆଇନ ଆଦି କ୍ଷେତ୍ରରେ ଖବର ପରିବେଷଣରେ ବିଶେଷ ରୁଚି ।

less

Posts by Tapan Kumar Swain

Bank Loot At Gun Point
Bank Loot: ହେଲମେଟ୍ ପିନ୍ଧି ପଶିଲେ, ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲେ

ବ୍ୟାଙ୍କ ସବୁଦିନ ଭଳି ସ୍ଵାଭାବିକ ଚାଲିଥିଲା। ୫ ଜଣ ଦୃର୍ବୃତ୍ତ ହେଲମେଟ ପିନ୍ଧି ପଶିଥିଲେ । ଭିତରକୁ ପଶିବା ପରେ ବନ୍ଧୁକ ଦେଖାଇ ଭିତର ପଟୁ ତାଲା ପକାଇ ଦେଇଥିଲେ । ବନ୍ଧୁକ ପଛପଟେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ ।

Minister Sampad Swain On KIIT
KIIT Suicide Row: ତଦନ୍ତ ରିପୋର୍ଟ ଆସିଲେ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ, କହିଲେ ବୈଷୟିକ ଶିକ୍ଷାମନ୍ତ୍ରୀ

କିଟ୍ କର୍ତ୍ତୃପକ୍ଷଙ୍କ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର ଅସମ୍ବେଦନଶୀଳ ଓ ନିନ୍ଦନୀୟ। ସବୁ ସମସ୍ୟାର ସମାଧାନ ଥାଏ। ସମ୍ବେଦନତାର ସହ ଘଟଣାକୁ ସମ୍ଭାଳିବା ଆବଶ୍ୟକ ଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

New Prabhari Ajay Kumar lallu
Odisha Congress: ଓଡ଼ିଶାରେ ପହଞ୍ଚିଲେ କଂଗ୍ରେସ ପ୍ରଭାରୀ ଅଜୟ ଲଲ୍ଲୁ, କହିଲେ ଲଢ଼େଇ ହେବ

ଓଡ଼ିଶାରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଦଳକୁ ମଜଭୁତ୍ କରାଯିବ । ରାହୁଲ ଗାନ୍ଧୀଙ୍କ ଉକ୍ତି ହେଉଛି, ଡରୋ ମତ୍, ଲଢୋ । ଦୁର୍ନୀତି, ଭାଷ୍ଟାଚାର, ଅନ୍ୟାୟ ଏବଂ ଅତ୍ୟାଚାର ବିରୋଧରେ ଲଢେଇ ଜାରି ରହିବ। ତେଣୁ ଲଢେଇକୁ ଶାଣିତ କରାଯିବ ବୋଲି ସେ କହିଛନ୍ତି । ଏହା ହିଁ...

Arun Sahoo Admits
OTV Foresight 2025: ମାନିଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ, 5T ପାଇଁ ଆମେ ମଲୁ

ଆମେ 5T ରେ ମଲୁ । ସେମାନେ ଓଡ଼ିଆ ଅସ୍ମିତାରେ ମରିବେ । ନ୍ୟାରେସନ କ୍ରିଏଟ୍ କରିଦେଲେ ଆମେ ଗାଧେଇଗଲୁ । ସେମାନେ ଓଡ଼ିଆ ଅସ୍ମିତାରେ ମରିବେ ବୋଲି କହିଛନ୍ତି ଅରୁଣ । ଆମେ ଏବେ ପ୍ରତି କଥାରେ ଓଡ଼ିଆ ଅସ୍ମିତା କଥା ଉଠେଇବୁ ।

Former CJI Justice DY Chandrachud
OTV Foresight 2025: ନିଜର ଜୀବନଚର୍ଯ୍ୟାଠୁ ନ୍ୟାୟପାଳିକାର ସଂସ୍କାର ଯାଏ...ସବୁ ବଖାଣିଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ସକାଳ ସାଢେ ୩ଟାରେ ଉଠନ୍ତି । ତା ପରେ କ'ଣ କ'ଣ କରନ୍ତି । କେଉଁ ମନ୍ତ୍ର ଥାଏ ତାଙ୍କ ମନରେ । ଦେଶର ନ୍ୟାୟପାଳିକାରେ କାହିଁକି ଲାଗୁ ହେବା ଦରକାର ଇଣ୍ଡିଆନ ଜୁଡିସିଆଲ ସର୍ଭିସ ବା IJS ।...

KIIT University
KIIT Students Death Row: ଆଗରୁ ଘଟିଛି ଅନେକ ଘଟଣା, ସୁଧୁରିନାହାନ୍ତି କିଟ୍ କର୍ତ୍ତୃପକ୍ଷ !

୨୦୨୧ ମାର୍ଚ୍ଚ ୧୫ ତାରିଖରେ ଜଣେ ୧୯ ବର୍ଷୀୟ ବି.ଟେକ୍ ଛାତ୍ରଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଥିଲା । ମଧ୍ୟପ୍ରଦେଶର ସୁରଜ ଚୌରାସିଆ ନାମକ ଏହି ଛାତ୍ରଜଣକ ମଧ୍ୟ ମାନସିକ ଅବସାଦରେ ଥିଲେ ବୋଲି ତଦନ୍ତ ବେଳେ ଜଣାପଡିଥିଲା । ସେ ଡାକ୍ତରଙ୍କ ଚିକିତ୍ସାରେ ମଧ୍ୟ ଥିଲେ ।...

Beaten To Death
Murder In Front Of Wife: ଘରୁ ଟେକି ନେଇ ପିଟି ପିଟି ମାରିଦେଲେ, ପୋଲିସ ତଦନ୍ତ ଆରମ୍ଭ

ସ୍ତ୍ରୀ ସାମନାରେ ସ୍ୱାମୀକୁ ହତ୍ୟା କରାଯାଇଛି । ମାଡ଼ ମାରୁଥିବା ଦୁର୍ବୃତ୍ତମାନଙ୍କୁ ନିଜ ସ୍ୱାମୀକୁ ଛାଡିଦେବା ପାଇଁ ନେହୁରା ହୋଇଥିଲା ପତ୍ନୀ । କିନ୍ତୁ ରକ୍ତମୁଖା ଯୁବକମାନଙ୍କ ଉପରେ କିଛି ପ୍ରଭାବ ପଡିନଥିଲା । ବରଂ ଧମକ ଦିଆଯାଇଥିଲା, ଯିଏ ପାଖକୁ ଆସିବ ସିଏ ମରିବ ।

Plight Of Powerlifter
Powerlifter Devi Singh: ଘରେ ମାଳମାଳ ଗୋଲ୍ଡ ମେଡାଲ୍, ଛେଳି ଚରାଉଛନ୍ତି ଦେବୀ

ନିଜ ପ୍ରତିଭା ବଳରେ ଗରିବ ଘରର ଝିଅ ଦେବୀ ପାୱାରଲିଫ୍ଟିଂରେ ଜିତିଛନ୍ତି ବହୁ ଗୋଲ୍ଡ ଓ ସିଲଭର୍ ମେଡାଲ୍ । କାନ୍ଥ ଭାଙ୍ଗିଯାଇଥିବା ଚାଳ ଘରେ ଓହଳାଇଛନ୍ତି ଏହି ସବୁ ମେଡାଲ୍ । କିନ୍ତୁ ଆର୍ଥିକ ଦୁରାବସ୍ଥା ତାଙ୍କୁ ବାଧ୍ୟ କରିଛି ଛେଳି ଚରାଇବା ପାଇଁ...

ନୂଆ ସମସ୍ୟା
Bangla Infiltrators: ବାଂଲାଦେଶୀ ଅନୁପ୍ରବେଶକାରୀ ବଢ଼ାଇଲେଣି ସମସ୍ୟା, ସରକାର କହିଲେଣି....

ଏବେ ସାରା ଓଡ଼ିଶାରେ ବାଂଲାଦେଶୀ ଓ ରୋହିଙ୍ଗିଆ ମାନଙ୍କର ଅନୁପ୍ରବେଶ। ଯାହା ରାଜ୍ୟ ଓ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି। ଯାହାକୁ ନେଇ ଖୋଦ୍ ରାଜସ୍ୱ ମନ୍ତ୍ରୀ ବାଂଲାଦେଶୀ ଅନୁପ୍ରବେଶ ବର୍ତ୍ତମାନ ବଡ଼ ସମସ୍ୟା ବୋଲି କହିବା ସହ ସରକାର ଏଥିପ୍ରତି ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି।...

ମିଳୁନି ଆବାସ
Plight Of Poor: ଗୁହାଳରେ ବିତୁଛି ଜୀବନ, କୋଠାଘର ସାତସପନ

ଯେଉଁଠି ଗାଈଗୋରୁ, ସେଇଠି ରହୁଛନ୍ତି ମଣିଷ। ଦଉଡ଼ି ଦଉଡ଼ି ନୟାନ୍ତ ହେଲା ପରେ ବି ମିଳୁନି ଘର ଖଣ୍ଡେ । ଛାତଘର ତାଙ୍କ ପାଇଁ ହୋଇଛି ସାତ ସପନ । ଏବେ ଅଭାବ ଅନାଟନରେ ବିତୁଛି ଅଭିରାମଙ୍କ ପରିଵାରର ଜୀବନ।

ଯାଜପୁର ବିଜେଡି ରାଜନୀତି
BJD Politics: କୋରେଇ ପାଇଁ ଛକାଛକି ହେଉଛନ୍ତି କି ବବି ଓ ଡାନି ?

କୋରେଇକୁ କିଏ ରଖିବ ହାତରେ ? ଲୋକ କୁହନ୍ତି, କୋରେଇରେ ବାରଭାଇ ଆଖଡ଼ା । ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନମଣ୍ଡଳୀ ସବୁବେଳେ ଥାଏ ଚର୍ଚ୍ଚାରେ । ପ୍ରଫୁଲ୍ଲ ଘଡେଇଙ୍କ ବିସ୍ଫୋରକ ବୟାନ ପରେ ଏହି ଚର୍ଚ୍ଚା ଆହୁରି ବଢିଯାଇଛି । ଦୁଇ ପରିବାରର ପତିଆରା ଲଢ଼େଇରେ ଗୋଟି ହୋଇଛି...

ଲଢ଼ିବେ କି ପ୍ରଫୁଲ୍ଲ ?
Prafulla Ghadei: ଘଡେଇ ପରିବାରକୁ ଦରକାର ୪ ଟିକେଟ୍, କଟାକ୍ଷ କଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

ପ୍ରଦୀପ କହିଲେ, ପ୍ରଫୁଲ୍ଲ ଘଡେଇ ଯାହା କହିଛନ୍ତି ତାର ଅର୍ଥ ହେଲା ପ୍ରୀତିରଞ୍ଜନ ଘଡାଇ ଆଉ ସୁକିନ୍ଦାରେ ଜିତି ପାରିବେନି। ସେଥିପାଇଁ ତାଙ୍କୁ କୋରେଇ ପଠାଇବାକୁ ସେ ଯୋଜନା କରୁଛନ୍ତି । ଆଉ ନିଜେ ପ୍ରଫୁଲ୍ଲ ଘଡେଇ ସୁକିନ୍ଦାରୁ ପୁଣି ଲଢ଼ିବାକୁ ଇଚ୍ଛା ରଖିଛନ୍ତି ।

ଅନଲାଇନରେ ଠକେଇ
Online Shopping: ଅନଲାଇନରେ ମଗାଇ ଫସିଗଲେ ଡାକ୍ତର, ଲାପଟପ୍ ବଦଳରେ ଆସିଲା ଖଣ୍ଡେ ମାର୍ବଲ

ଆପଣ ଅନଲାଇନରେ ଜିନିଷ ମଗାଉଛନ୍ତି କି ? ଯଦି ମଗାଉଛନ୍ତି, ହୋଇଯାଆନ୍ତୁ ସାବଧାନ । କାରଣ ବେଳେ ବେଳେ ମଗାଇଥିବା ଜିନିଷ ଆସୁନାହିଁ, ତା ବଦଳରେ ଆସୁଛି ଆଉ କିଛି । ପଢ଼ନ୍ତୁ ଏହି ଖବର ।

ସନାଙ୍କୁ ନେଇ ଚର୍ଚ୍ଚା
BJD MLA Sanatan Mahakud: ନବୀନ ନିବାସରୁ ଫୋନ୍ ଆସିଲେ କାହିଁକି ହୁଏ ସନାଙ୍କ ଦେହ ଖରାପ ?

ଏହି ଅଳ୍ପ ସମୟର କଥାବାର୍ତ୍ତା ରାଜ୍ୟ ରାଜନୀତିକୁ ଉଷ୍ମ କରିଦେଇଛି । ହଠାତ୍ କାହିଁକି ଏମିତି ପଚାରିଲେ ନବୀନ ? ନବୀନ ନିବାସକୁ ଡାକି କଥା ହୋଇ ପାରିଥାଆନ୍ତେ । ବିଜେପି କଥା କାହିଁକି ଉଠାଇଲେ ? ସନାଙ୍କୁ ଡରୁଛନ୍ତି କି ବିଜେଡି ମୁଖିଆ ? ନା ବିଜେପିକୁ...

ମହାକୁମ୍ଭରେ ହଜିଗଲେ ଓଡିଆ ମହିଳା
Maha Kumbh Mela 2025: ମହାକୁମ୍ଭରେ ହଜିଗଲେ ଓଡ଼ିଆ ମହିଳା, ପରିବାର ସହ ଭେଟ କରାଇଲେ OSRTC କର୍ମଚାରୀ

ତାଙ୍କ ପାଖରେ ନା ଥିଲା ମୋବାଇଲ୍ ଫୋନ୍ ନା ସେ କାହା ସହ ହିନ୍ଦି ବା ଇଂରାଜୀରେ କଥାବାର୍ତ୍ତା କରିପାରୁଥିଲେ । ବେସାହାରା ହୋଇଯାଇଥିଲେ । ଅସହାୟ ଅବସ୍ଥାରେ ମନସ୍ତାପରେ ଥିଲେ । କାହାକୁ କହିବେ କ’ଣ କହିବେ, କିଛି ଭାବି ପାରୁନଥିଲେ । ତାଙ୍କ ସହ ଯାଇଥିବା...

ହଁ ମୁଁ ଭେଟିଛି ମୁଖ୍ୟମନ୍ତ୍ରୀଙ୍କୁ
BJD MLA Sanatan Mahakud: ଖୋଲାଖୋଲି କହିଲେ ସନା...ବିଜେଡିରେ ରହିଛି, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛି

କହୁ କହୁ କହିଦେଲେ ଅନେକ କଥା । ସେ କହିଛନ୍ତି, 'ମୁଁ ଦଳ ଠାରୁ ଦୂରେଇନି; ଦଳ ସହ ଅଛି, ରହିଛି, ରହିବି' । ସେ ପୁଣି କହିଛନ୍ତି, ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ ।

ଚାଷରେ ଏତେ ଲାଭ ?
Marigold Cultivation: ଏହି ଚାଷରେ ବହୁତ ରୋଜଗାର, ଆଦିବାସୀ ଅଧ୍ୟୁଷିତ ଗାଁରେ ଫୁଟିଲା ହସ

ପରିଶ୍ରମ ତୁଳନାରେ ସେମାନଙ୍କୁ ସେତିକି ଲାଭ ମିଳୁନଥିଲା । ହେଲେ ଏବେ ତିନି ମାସରେ କମ୍ ପରିଶ୍ରମରେ ଗେଣ୍ଡୁଫୁଲ ଚାଷ କରି ଭଲ ଦୁଇ ପଇସା ରୋଜଗାର କରି ପାରୁଛନ୍ତି । ଯାହା କି ଏହି ଫୁଲ ଚାଷ ଏବେ ସେମାନଙ୍କ ମନରେ ଆନନ୍ଦ ଆଣି ଦେଇଛି ।

ନବୀନ ଆକ୍ଟିଭ୍ ନା ରିଆକ୍ଟିଭ୍ ?
Naveen Patnaik: ବିଜେପି ମୁହାଁ BJD ନେତା, ସନାଙ୍କ ଉପରେ ରାଗିଲେ ନବୀନ

ନବୀନ ତାଙ୍କୁ ପଚାରିଥିଲେ କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସିନଥିଲ । ସନାଙ୍କ ପାଇଁ ଏହି ପ୍ରଶ୍ନ ଥିଲା ଅପ୍ରତ୍ୟାଶିତ । ସେ ହଠାତ୍ କିଛି ବୁଝିପାରିନଥିଲେ । ତା ପରେ ଦେଇଥିଲେ ଉତ୍ତର । ଉତ୍ତରରେ ଦେହ ଭଲ ନଥିବାରୁ ଆସି ନଥିଲି ବୋଲି କହିଥିଲେ...

ବାରବାଟୀରେ ବିଦ୍ୟୁତ ବିଭ୍ରାଟ
Barabati Stadium: ବାରବାଟୀ ବିଦ୍ୟୁତ ବିଭ୍ରାଟ, ଦୋଷୀ କିଏ, ଡ୍ରାଇଭର ମୁଣ୍ଡରେ ଅଠା ?

ଏତେ ବଡ ଆୟୋଜନରେ ଜେନେରେଟର ପାଖରେ କାହିଁକି ନଥିଲା ଷ୍ଟାଣ୍ଡବାଏ ଜେନେରେଟର୍ । ତାହା ହିଁ ଏକ ବଡ଼ ପ୍ରଶ୍ନ । ଖେଳ ପୂର୍ବରୁ ବିଭିନ୍ନ କମିଟି ଗଠନ କରାଯାଇଛି । କମିଟିଗୁଡିକୁ ଭିନ୍ନ ଭିନ୍ନ କାମ ଦିଆଯାଇଛି । ଫ୍ଲଡଲାଇଟ୍ ଓ ବିଦ୍ୟୁତୀକରଣ ଦାୟିତ୍ୱରେ ମଧ୍ୟ ଏକ...

Thief In CCTV Footage
Berhampur Municipal Corporation: ମହାନଗର ନିଗମ କାର୍ଯ୍ୟାଳୟରୁ ଫାଇଲ ଚୋରି, ଦୁର୍ନୀତି ଲୁଚାଇବାକୁ ଉଦ୍ୟମ

ସ୍ୱାସ୍ଥ୍ୟ ବିଭାଗ ଅଧୀନ ସିଟି ପ୍ରୋଗ୍ରାମିଂ କାର୍ଯ୍ୟାଳୟରୁ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କିଏ କେଉଁ ଉଦ୍ଦେଶ୍ୟରେ ଫାଇଲ ଚୋରି କରିନେଇଛି, ତାହା ସ୍ପଷ୍ଟ ହୋଇପାରିନି। ଅନ୍ୟପକ୍ଷରେ ଗୋଟିଏ କର୍ପୋରେଟର ଗୋଷ୍ଠୀ କହିଲେଣି ଯେ, ଦୁର୍ନୀତି ଥିବାରୁ...

ସାମ୍ୱାଦିକତାରେ ଦୀର୍ଘ ୨୫ ବର୍ଷର ଅଭିଜ୍ଞତା । ଢେଙ୍କାନାଳସ୍ଥିତ ଆଇଆଇଏମସିରୁ ପିଜି ଡିପ୍ଲୋମା କରିବା ପରେ ବୃତ୍ତିଗତ ଜୀବନ ଆରମ୍ଭ । ବିଜ୍ଞାନରେ ସ୍ନାତକ, ଆଇନରେ ସ୍ନାତକ, ସାମ୍ୱାଦିକତାରେ ସ୍ନାତକୋତ୍ତର ଓ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରୀ । ଇଲେକ୍ଟ୍ରୋନିକ୍ସ ମିଡିଆ ଓ ପ୍ରିଣ୍ଟ ମିଡିଆ ଏପରିକି ଉଭୟରେ ଡେସ୍କ ଓ ରିପୋର୍ଟିଂରେ ଅଭିଜ୍ଞତା । ରାଜନୀତି, ସାଧାରଣ ପ୍ରଶାସନ, ଶିକ୍ଷା, ବିଜ୍ଞାନ, ପରିବେଶ, ଅପରାଧ ଓ ଆଇନ ଆଦି କ୍ଷେତ୍ରରେ ଖବର ପରିବେଷଣରେ ବିଶେଷ ରୁଚି ।