• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mother S Day

Mothers day Special
ସଂଘର୍ଷ କାହାଣୀରେ ମାଆ; ଜନ୍ମନଦେଇ ବି ପାଲଟିଛନ୍ତି ଶହଶହ ଅସହାୟଙ୍କ ଜନନୀ

ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’।

2 divyang children
ଦୁଇ ଦିବ୍ୟାଙ୍ଗ ପିଲାଙ୍କ ଲାଗି ମାଟି ହାଣୁଛନ୍ତି ବାପା-ମାଆ

ବାପା-ମାଆ ଥିବେ ଯାହାର, ଚିନ୍ତା ନାହିଁ ତାଙ୍କର । ଜନ୍ମରୁ ପୁଅ-ଝିଅ ଦିବ୍ୟାଙ୍ଗ...ହେଲେ ହତାଦର କରୁନାହାନ୍ତି ବାପା-ମାଆ । ଭେଣ୍ଡିଆ ପୁଅର ଯତ୍ନ ନେଉଛନ୍ତି, ସ୍ନେହ ଆଦର କରି ଖୁଆଇ ଦେଉଛନ୍ତି । ପୁଣି ଘର ଚଳେଇବା ଲାଗି ପର ଦୁଆରେ ମାଟି ହାଣୁଛନ୍ତି

mothers day
Mother’s Day : ସେ ପରା ମା’ . . . ! ଜରାଶ୍ରମରେ ଛାଡ଼ି ଯାଇଥିଲେ ବି ନିଇତି ପୁଅର ମଙ୍ଗଳ ମନାସେ

ଯେତେ କଷ୍ଟ ହେଲେବି ନିଜ ପିଲାମାନଙ୍କ କୁଶଳ ମଙ୍ଗଳ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ମା’ ।

Mother\'s Day Captured In Grains Of Sand
ବୋଉ ଆଉ ତା’ର ସ୍ନେହ..

ଆଜି ବିଶ୍ୱ ମାତୃ ଦିବସ..ମାଆ ପାଇଁ ଦିନଟିଏ.. ଏହି ଅବସରରେ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟମ ମହାରଣା ସ୍ୟାଣ୍ଡ୍ ଆନିମେସନ ଜରିଆରେ ମାଆ ଓ ମାତୃତ୍ୱକୁ ଆଙ୍କି ତୋଳିଛନ୍ତି...ଗର୍ଭରେ ଧାରଣ କରିବାଠାରୁ ଆରମ୍ଭ କରି ସମାଜରେ ମଣିଷଟିଏ କରି ଗଢିତୋଳିବା କ୍ଷେତ୍ରରେ ମାଆର ମହତ୍ୱକୁ ନିଜ ସାଣ୍ଡ୍ ଆନିମେସନ ଜରିଆରେ ବାର୍ତ୍ତା ଦେଇଛନ୍ତି ସତ୍ୟନାରାୟଣ..

Odisha's D Subhalaxmi, an epitome of motherhood
ମା’ ନୁହେଁ ତ ଦେବୀ ଟିଏ: ୯୦ ବର୍ଷରେ ଶଯ୍ୟାଶାୟୀ ସ୍ୱାମୀ ଓ ପୁଅର ଯତ୍ନ ନେଉଛନ୍ତି ଶୁଭଲକ୍ଷ୍ମୀ

୯୦ ବର୍ଷ ବୟସରେ ବି ଘର କାମରେ ମାହିର। ପରିଣତ ବୟସରେ ଥକି ନପଡି ପୁଅ ଓ ସ୍ୱାମୀଙ୍କୁ ଅସୀମ ପ୍ରେମ ଓ ସେବା ଯୋଗାଇ ଆସିଛନ୍ତି।

Mother\'s Day । Odisha sand artist sculpts sand art dedicated to mothers
ବାଲୁକା କଳା ମାଧ୍ୟମରେ ମଦର୍ସ ଡେ’ ଶୁଭେଚ୍ଛା.

ମା ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ