• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mother S Day

In the Ramayana time these five mothers exemplified enduring empathy and maternal instincts
Mother's Day 2024: ପ୍ରତ୍ୟେକ ମା’ ରାମାୟଣର ଏହି ୫ ମାତାଙ୍କ ଠାରୁ କିଛି ଶିଖିବା ଜରୁରୀ; ହୋଇଯିବେ ମହାନ

ହିନ୍ଦୁ ଧର୍ମରେ ମା’ର ଅଧିକ ଗୁରୁତ୍ୱ ରହିଛି। ମା’କୁ ସ୍ୱର୍ଗ ଠାରୁ ମଧ୍ୟ ବିଶାଳ କୁହାଯାଇଛି। ସେଥିପାଇଁ ମା’ର ଗୁରୁତ୍ୱକୁ ବୁଝିବା ପାଇଁ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ‘ମାତୃ ଦିବସ’ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ରାମାୟଣର ଏପରି କିଛି ମା’ଙ୍କ ବିଷୟରେ ଜାଣିନେବା, ଯେଉଁମାନଙ୍କ ଠାରୁ ଆଜିର ପ୍ରତ୍ୟେକ ମା’ କିଛି ନା କିଛି ଶିଖିବା ଜରୁରୀ।

Mothers day Special
ସଂଘର୍ଷ କାହାଣୀରେ ମାଆ; ଜନ୍ମନଦେଇ ବି ପାଲଟିଛନ୍ତି ଶହଶହ ଅସହାୟଙ୍କ ଜନନୀ

ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’।

2 divyang children
ଦୁଇ ଦିବ୍ୟାଙ୍ଗ ପିଲାଙ୍କ ଲାଗି ମାଟି ହାଣୁଛନ୍ତି ବାପା-ମାଆ

ବାପା-ମାଆ ଥିବେ ଯାହାର, ଚିନ୍ତା ନାହିଁ ତାଙ୍କର । ଜନ୍ମରୁ ପୁଅ-ଝିଅ ଦିବ୍ୟାଙ୍ଗ...ହେଲେ ହତାଦର କରୁନାହାନ୍ତି ବାପା-ମାଆ । ଭେଣ୍ଡିଆ ପୁଅର ଯତ୍ନ ନେଉଛନ୍ତି, ସ୍ନେହ ଆଦର କରି ଖୁଆଇ ଦେଉଛନ୍ତି । ପୁଣି ଘର ଚଳେଇବା ଲାଗି ପର ଦୁଆରେ ମାଟି ହାଣୁଛନ୍ତି

mothers day
Mother’s Day : ସେ ପରା ମା’ . . . ! ଜରାଶ୍ରମରେ ଛାଡ଼ି ଯାଇଥିଲେ ବି ନିଇତି ପୁଅର ମଙ୍ଗଳ ମନାସେ

ଯେତେ କଷ୍ଟ ହେଲେବି ନିଜ ପିଲାମାନଙ୍କ କୁଶଳ ମଙ୍ଗଳ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ମା’ ।

Mother\'s Day Captured In Grains Of Sand
ବୋଉ ଆଉ ତା’ର ସ୍ନେହ..

ଆଜି ବିଶ୍ୱ ମାତୃ ଦିବସ..ମାଆ ପାଇଁ ଦିନଟିଏ.. ଏହି ଅବସରରେ ବ୍ରହ୍ମପୁରର ବାଲୁକାଶିଳ୍ପୀ ସତ୍ୟନାରାୟମ ମହାରଣା ସ୍ୟାଣ୍ଡ୍ ଆନିମେସନ ଜରିଆରେ ମାଆ ଓ ମାତୃତ୍ୱକୁ ଆଙ୍କି ତୋଳିଛନ୍ତି...ଗର୍ଭରେ ଧାରଣ କରିବାଠାରୁ ଆରମ୍ଭ କରି ସମାଜରେ ମଣିଷଟିଏ କରି ଗଢିତୋଳିବା କ୍ଷେତ୍ରରେ ମାଆର ମହତ୍ୱକୁ ନିଜ ସାଣ୍ଡ୍ ଆନିମେସନ ଜରିଆରେ ବାର୍ତ୍ତା ଦେଇଛନ୍ତି ସତ୍ୟନାରାୟଣ..

Odisha's D Subhalaxmi, an epitome of motherhood
ମା’ ନୁହେଁ ତ ଦେବୀ ଟିଏ: ୯୦ ବର୍ଷରେ ଶଯ୍ୟାଶାୟୀ ସ୍ୱାମୀ ଓ ପୁଅର ଯତ୍ନ ନେଉଛନ୍ତି ଶୁଭଲକ୍ଷ୍ମୀ

୯୦ ବର୍ଷ ବୟସରେ ବି ଘର କାମରେ ମାହିର। ପରିଣତ ବୟସରେ ଥକି ନପଡି ପୁଅ ଓ ସ୍ୱାମୀଙ୍କୁ ଅସୀମ ପ୍ରେମ ଓ ସେବା ଯୋଗାଇ ଆସିଛନ୍ତି।

Mother\'s Day । Odisha sand artist sculpts sand art dedicated to mothers
ବାଲୁକା କଳା ମାଧ୍ୟମରେ ମଦର୍ସ ଡେ’ ଶୁଭେଚ୍ଛା.

ମା ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ