• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

new pension scheme
OPS vs NPS: ଗଠନ ହେଲା କମିଟି, ବଦଳିବ ନୂଆ ପେନ୍‌ସନ୍‌ ଯୋଜନା !

ଅର୍ଥ ସଚିବଙ୍କ ଅଧୀନରେ ଏହି କମିଟି ଗଠନ ହୋଇଥିବା ବେଳେ କର୍ମଚାରୀଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କୁହାଯାଇଛି । ନୂତନ ପେନ୍‌ସନ୍‌ ସ୍କିମ୍‌ ବା (NPS)କୁ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି ।

EPFO Fixes Interest Rate On Employees' Provident Fund For 2022-23
କର୍ମଚାରୀଙ୍କ ପାଇଁ ଖୁସି ଖବର; ବଢ଼ିଲା EPFO ସୁଧହାର

ମଙ୍ଗଳବାର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଙ୍ଗଠନ ବା (EPFO)ର ବୈଠକ ବସିଥିଲା । ଏହି ବୈଠକରେ ସୁଧହାର ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

Jagatsingpur News
ସେଲଫି ହେଲା କାଳ; ନଦୀରେ ବୁଡ଼ିଯାଇ ୩ ଛାତ୍ରଙ୍କ ମୃତ୍ୟୁ

ଘାଟରେ ସେଲଫି ନେବା ବେଳେ କାହ୍ନୁ ବାରିକଙ୍କ ଗୋଡ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଶୁଭମ୍ ପାତ୍ର ଓ ବବୁଲ ବାରିକ ପାଣି ଭିତରକୁ ଯାଇ ଭାସି ଯାଇଥିଲେ ।

Shah Rukh Khan's Son Aryan Khan
ପୁଣି ପ୍ରେମରେ ଆର୍ଯ୍ୟନ ଖାନ୍‌; ଏହି ଅଭିନେତ୍ରୀଙ୍କ ସହ କରୁଛନ୍ତି ଡେଟିଂ !

ରୋଶନି ୱାଲିଆ କେବଳ ଜଣେ ଟିଭି ଅଭିନେତ୍ରୀ ନୁହଁନ୍ତି ବରଂ ତାଙ୍କର ଅନ୍ୟକିଛି ପରିଚୟ ମଧ୍ୟ ରହିଛି । ଇଣ୍ଟରନେଟ୍‌ରେ ସେ ସମସ୍ତଙ୍କ ପାଇଁ ବେଶ୍‌ ଜଣାଶୁଣା । କାରଣ ରୋଶନି ୱାଲିଆ ପ୍ରତିଦିନ ଇଣ୍ଟରନେଟ୍‌ରେ ଆକ୍ଟିଭ୍‌ ରହିବା ସହ ଅନେକ ଫଟୋ ପୋଷ୍ଟ କରିଥା’ନ୍ତି ।

Odisha Bans School Students From Riding Motorcycles
ଗାଡ଼ି ଚଳାଇ ପାରିବେନି ସ୍କୁଲ ପିଲା; ଆଜିଠୁ ସ୍କୁଲ ଆଖପାଖରେ ହେବ କଡ଼ାକଡ଼ି ଚେକିଂ

ଏଣିକି ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା ସ୍କୁଲ ପିଲା । ସ୍କୁଲ ଓ କଲେଜ ଆଖପାଖରେ ହେବ କଡ଼ାକଡ଼ି ଚେକିଂ । କାଲିଠୁ ଆରମ୍ଭ ହେଉଛି ସ୍ପେସାଲ ଡ୍ରାଇଭ । ଗାଡ଼ି ଜବତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା ରହିଛି ।...

Weather
ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ୩୧ରେ ପ୍ରବଳ ବର୍ଷା !

ଆଜି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ାଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି...

Ollywood Producer Arrested
ଓଲିଉଡ୍ ପ୍ରଯୋଜକ ଅଜିତାଭ ମଲିକ ଗିରଫ

ଓଲିଉଡରେ ପୁଣି ଥରେ ବିବାଦ ଦେଖାଦେଇଛି । ଘର ବିକ୍ରି କରିବା ନାଁରେ ଜଣେ ଫିଲ୍ମ ପ୍ରଡ୍ୟୁସର ଗିରଫ ହୋଇଛନ୍ତି । ୭୫ ଲକ୍ଷ୍ୟ ଟଙ୍କା ଠକେଇ ମାମଲାରେ ଫିଲ୍ମ ପ୍ରଡ୍ୟୁସର ଅଜିତାଭ୍ ମଲ୍ଲିକଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ ।

Vehicle Seized If Minor Ride
ସ୍କୁଲପିଲା ସାବଧାନ ! ଗାଡ଼ି ଚଳାଇଲେ ଅଭିଭାବକ ଗଣିବେ ୨୫ ହଜାର

ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଆସନ୍ତାକାଲିଠୁ ଏହି କଟକଣା ଲାଗୁ କରାଯିବ ।

Maharaja of Patiala
ପ୍ରଜାଙ୍କ ସାମ୍ନାକୁ ଉଲଗ୍ନ ହୋଇ ଆସନ୍ତି ଏହି ରାଜା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ...

ପଟିଆଲାର ମହାରାଜା ଭୁପେନ୍ଦ୍ର ସିଂହଙ୍କ ନିକଟରେ ହୀରା ଅଳଙ୍କାରର ଏକ ବଡ଼ ଭଣ୍ଡାର ରହିଥିଲା । ମହାରାଜା ୧୦୦୧ ହୀରାରେ ନିର୍ମିତ ଏକ କବଚ ପିନ୍ଧୁଥିଲେ । ଆଉ ଯେତେବେଳେ ମହାରାଜା ଉଲଗ୍ନ ହୋଇ ପ୍ରଜାଙ୍କ ସାମ୍ନାକୁ ଆସୁଥିଲେ ସେତେବେଳେ ରାଜା ସେହି କବଚକୁ ଧାରଣ କରୁଥିଲେ ।

Woman Passes Driving Test at 69
DL ପାଇବାକୁ ଖର୍ଚ୍ଚ ହେଲା ୧୧ଲକ୍ଷ ; ୧୮ ବର୍ଷ ପରେ ମହିଳା ପାଇଲେ ଡ୍ରାଇଭିଂ ଲାଇସେନ୍ସ

ଏହି ମହିଳାଙ୍କ ଜୋସ୍ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ମହିଳା ଜଣକ ସପ୍ତାହକୁ ୫ ଥର ଡ୍ରାଇଭିଂ ଟେଷ୍ଟ ଦେଉଥିଲେ । ଖାଲି ସେତିକି ନୁହେଁ ଏହିପରି ୩ ବର୍ଷ ଯାଏ ମହିଳା ଜଣକ ପରୀକ୍ଷା ଦେଇଚାଲିଥିଲେ ।

Whatsapp
ଏଣିକି କହିଦେଲେ, ଆପେ ଆପେ ମେସେଜ୍ ଲେଖିଦେବ ହ୍ୱାଟ୍‌ସଆପ୍‌ !

ହ୍ୱାଟ୍‌ସଆପ୍‌ ବ୍ୟବହାରକାରୀମାନେ ଯେପରି କ୍ଲିକ୍‌ କରି ଅଡିଓ ମେସେଜ କରିପାରୁଛନ୍ତି । ସେହିପରି କ୍ଲିକ୍‌ କରିବା ମାତ୍ର ଭଏସ୍‌ ନୋଟ୍‌ ମଧ୍ୟ ପଠାଇପାରିବେ । ଯାହା ଖୁବ୍‌ଶୀଘ୍ର ଗ୍ରାହକମାନଙ୍କ ପାଇଁ କମ୍ପାନୀ ନେଇଆସୁଥିବା ସୂଚନା ମିଳିଛି ।

wedding
କନ୍ୟାର ଅଜବ ନିୟମ ! ‘ମୋ ବାହାଘରରେ ଯୋଗଦେଲେ ପିଇବେ କେବଳ ପାଣି’

ବାହାଘରକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀଙ୍କ ବାହାଘର ହେଉଛି । ସାଧାରଣତଃ ଯେପରି ବିବାହ ହୋଇଥାଏ ସେହିପରି ସମସ୍ତ ପ୍ରସ୍ତୁତି ମଧ୍ୟ କରାଯାଇଛି ।

India bags 4 gold medals
ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନସିପରେ ଭାରତକୁ ୪ ସ୍ୱର୍ଣ୍ଣ

ନିଖତ ୫୦ କେଜି ବର୍ଗରେ ଭିଏତନାମର ନୁଏନ୍ ଥିଟାମଙ୍କୁ ୫-୦ରେ ପରାଜିତ କରିଛନ୍ତି । ଲଭଲିନା ୭୫ କେଜି ବର୍ଗରେ ୫-୨ରେ ଅଷ୍ଟ୍ରେଲିଆର କେଟଲିନ୍ ପାର୍କରଙ୍କୁ ହରାଇଛନ୍ତି ।

BJP
ମନମୋହନଙ୍କ ରଣହୁଙ୍କାର; ‘ହଟିଥିଲା କଂଗ୍ରେସ, ଏବେ ବିଜେଡି ପାଳି’

ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ, ସମ୍ବର୍ଦ୍ଧନା । ଦାୟିତ୍ୱ ନେବା ପୂର୍ବରୁ ଭଦ୍ରକରେ ଶୋଭାଯାତ୍ରା । ଭଦ୍ରକ-ଭୁବନେଶ୍ୱର ରାସ୍ତାର ବିଭିନ୍ନ ଛକରେ ଦଳୀୟ କର୍ମୀ, ନେତାଙ୍କ ଭବ୍ୟ ସ୍ୱାଗତ । ଆଉ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟାଳୟରେ ବ୍ୟାପକ ସମ୍ବର୍ଦ୍ଧନା ।

Odisha Police
ଶାରୀରିକ ଦକ୍ଷତା ପରୀକ୍ଷାରେ ପଛରେ ପଡ଼ିଯାଉଛନ୍ତି କି ଓଡ଼ିଆ ଝିଅ ?

ସମ୍ବଲପୁର ପୋଲିସ ଜିଲ୍ଲାରେ ମହିଳାଙ୍କ ପାଇଁ ମୋଟ ୫୧ଟି କନଷ୍ଟେବଲ ପଦବୀ ସଂରକ୍ଷିତ ଥିବା ବେଳେ, ରିଟିନ୍ ଓ ଫିଜିକାଲ୍ କ୍ୱାଲିଫାଏ କରି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛନ୍ତି ମାତ୍ର ୬ ଜଣ ପ୍ରାର୍ଥିନୀ । ଅର୍ଥାତ୍ ମାତ୍ର ୧୧.୭୬ ପ୍ରତିଶତ ପୂରଣ ହେଲା, ୪୫ଟି ପଦବୀ ଖାଲି ପଡ଼ିଲା...

Nisha Maharana
‘ନିଶା ମଞ୍ଚରେ ଚଢ଼ିଲେ ତ ଆମେ ଓହ୍ଲାଇପଡ଼ିବୁ’

କେନ୍ଦ୍ରାପଡା ଯାତ୍ରା ମଞ୍ଚରେ ପରଫର୍ମ ନେଇ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ଏହି ପ୍ରଚାର ତତାଇ ଦେଇଛି କଳାକାରଙ୍କୁ । ସମସ୍ତେ କ୍ଷୁବ୍ଧ । ସଫା ସଫା କହିଛନ୍ତି, ନିଶା ଷ୍ଟେଜକୁ ଚଢିଲେ ସେମାନେ ଯାତ୍ରା ମଂଚ ବର୍ଜନ କରିବେ ।

Khandagiri Crime News
କେମିତି ହେଲା ଦୁର୍ଗାପ୍ରସାଦଙ୍କ ମୃତ୍ୟୁ ? ସନ୍ଦେହରେ ଗାର୍ଲଫ୍ରେଣ୍ଡ

ବିକାଶଙ୍କ ବାନ୍ଧବୀଙ୍କ ଜନ୍ମଦିନ ପାଳିବା ପାଇଁ ନିଜ ବାନ୍ଧବୀଙ୍କୁ ଧରି ରାତିରେ ଏହି ହୋଟେଲରେ ପହଞ୍ଚିଥିଲେ ଦୁର୍ଗାପ୍ରସାଦ । ବିକାଶ ଏବଂ ଦୁର୍ଗାପ୍ରସାଦ ୨ଟି ରୁମ୍ ବୁକ କରିଥିଲେ । ଆଉ ଠିକ୍ ରାତି ୧୨ଟା ହେବା କ୍ଷଣି ଆରମ୍ଭ ହୋଇଥିଲା ସେଲିବ୍ରେସନ । କଟାଯାଇଥିଲା ବାର୍ଥ ଡେ...

BJD
ଫୋକସରେ ଗଞ୍ଜାମ ! ସଭା ନା ନିର୍ବାଚନ କ୍ୟାମ୍ପେନ୍ ?

ପ୍ରଥମେ ପଶ୍ଚିମ ଓଡ଼ିଶା । ତାପରେ ଦକ୍ଷିଣ । ଆଉ ଏବେ ଫୋକସରେ ନିଜ ଜିଲ୍ଲା ଗଂଜାମ । କବିସୂର୍ଯ୍ୟନଗର, ହିଂଜିଳିକାଟୁ ଓ ଛତ୍ରପୁରରେ ଆଜି ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରୀ କାର୍ଯ୍ୟକ୍ରମ । ହେଲେ ସଭା ଦେଖି ଲାଗୁଥିଲା ଯେମିତି ନିର୍ବାଚନ କ୍ୟାମ୍ପେନ୍ ।

Pecial quality of tea sold for 1 lakh rupees per kg in assam
ଦୁନିଆର ସବୁଠୁ ଦାମୀ ଚା’ ! କେଜି ପ୍ରତି ବିକ୍ରି ହୁଏ ୧ ଲକ୍ଷ ଟଙ୍କା

ବଜାରରେ ଚା’ ଅନେକ ପ୍ରକାରର ରହିଛି । ସମସ୍ତ ଚା’ର ମୂଲ୍ୟ ମଧ୍ୟ ଭିନ୍ନ ହୋଇଥାଏ । ହେଲେ ଆସାମର ଏକ ସ୍ଥାନରେ ବହୁତ ଦାମୀ ଚା’ର ଉତ୍ପାଦନ ହୋଇଥାଏ ।

Panic grips as Royal Bengal Tiger kills cattle in Keonjhar
ମାତିଛି ମହାବଳ; ୪ ମଇଁଷିକୁ ମାରି ଖାଇଦେଲା

ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ବୁଲଥିବା ବେଳେ, ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।