• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Pakhala Dibas
ସୋସିଆଲ ମିଡିଆରେ ପଖାଳ କ୍ରେଜ୍; ଟ୍ରେଣ୍ଡିଂ ପାଲଟିଛି ପଖାଳ ଦିବସ

ଗୋଟିଏ ଦିନରେ ପଖାଳ ଦିବସ ଏବଂ ଅନ୍ତର୍ଜାତୀୟ ହସ ଦିବସ ଥିବାରୁ ସମସ୍ତଙ୍କ ମୁହଁରେ ହସର ଚମକ ଦେଖିବାକୁ ମିଳିଛି । ସେ ଗାଁ ହେଉ କି ସହର ସବୁଠି ସମସ୍ତେ ପଖାଳ ଖାଇବା ସହ ଖୁବ୍‌ ଖୁସିରେ ଆଜିର ଦିନଟିକୁ ମନାଇଛନ୍ତି ।

 Naatu Naatu
ଆମେରିକାରେ ନାଟୁନାଟୁ ଗୀତ; ଭାଇରାଲ ହେଉଛି କାର୍‌ ଲାଇଟିଂ ଡ୍ୟାନ୍ସ

ଆମେରିକାରେ ଏହି ଭିଡିଓଟି କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ତେସଲା କାର୍‌ କମ୍ପାନୀ ପକ୍ଷରୁ ଅନେକ କାର୍‌କୁ ନେଇ ନାଟୁନାଟୁ ଗୀତରେ ଏକ ଲାଇଟିଂ ଡ୍ୟାନ୍ସ କରାଯାଇଛି ।

Bhubaneswar witnesses hailstone showers;
ପଶ୍ଚିମା ଝଡ଼ ପ୍ରଭାବ; ରାଜଧାନୀରେ କୁଆପଥର ସହ ବର୍ଷା

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବା ସହ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ ଘାଟିକିଆରେ କୁଆପଥର ବର୍ଷା ହୋଇଛି ।

Live-in partner
ଲିଭ୍‌ଇନ୍‌ରେ ସମ୍ପର୍କ ରଖିଲା ଯୁବକ; ଭିଡିଓକରି ଯୁବତୀଙ୍କ ବାପା-ମା’ଙ୍କୁ ପଠାଇଲା

ଯୁବତୀ ତାଙ୍କ ଅଭିଯୋଗ କହିଛନ୍ତି, ସେ ଅଭିଯୁକ୍ତ ଯୁବକଙ୍କୁ ମେ’ ୨୦୨୨ରେ ପ୍ରଥମ ସାକ୍ଷାତ କରିଥିଲେ । ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଫଳରେ ସେ ଯୁବକଙ୍କ ସହ ଦିଲ୍ଲୀରେ ଲିଭ୍‌ଇନ୍‌ରେ ରହୁଥିଲେ । ଲିଭ୍‌ଇନ୍‌ରେ ରହିବା ସମୟରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା...

Lic scheme
LICର ଏମିତି ସ୍କିମ୍‌ ଶହେ ରଖିଲେ; ୭୫ ହଜାର ପାଇବେ !

LICର ଏହି ସ୍କିମ୍‌ରେ ମାତ୍ର ୧୦୦ଟଙ୍କା ନିବେଶ କରିବା ଦ୍ୱାରା ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରନ୍ତି । ସ୍କିମ୍‌ର ନାଁ ହେଉଛି ‘ଆମ ଆଦମୀ ଯୋଜନା’ ।

Sushant sing
ନବ ଦାସ ହତ୍ୟା ମାମଲା; ବିଧାୟକ ସୁଶାନ୍ତ ସିଂଙ୍କ ଘରକୁ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ

ଆଜି ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଖାଲି ସେତିକି ନୁହେଁ, ଆଜି ଛାତ୍ର କଂଗ୍ରେସର କର୍ମୀମାନେ ବିଧାୟକ ସୁଶାନ୍ତ ସିଂଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଥିଲେ ।

Worried about wedding expenses
ବିବାହ ପାଇଁ ଲୋନ୍‌ ଚାହୁଁଛନ୍ତି କି ? ବିନା ସୁଧରେ ନେଇପାରିବେ ୨୫ ଲକ୍ଷ !

ଆପଣ ଏହାର ଜରିଆରେ ଋଣ ନେଇପାରିବେ ଏବଂ ପରେ ସେହି ଟଙ୍କାକୁ ସ୍ୱଳ୍ପ ଆକାରରେ ପରିଶୋଧ କରିପାରିବେ ବୋଲି କୁହାଯାଇଛି । ଟ୍ରାଭେଲ୍‌ ଫିନଟେଚ୍‌ ପ୍ଲାଟଫର୍ମ ‘ସାନକଶ’ ଗ୍ରହକମାନଙ୍କ ପାଇଁ MNPL ଯୋଜନା ନେଇଆସିଛି ।

Girl Gangrape
୧୬ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ; ରଶି ଲଗାଇ ଆତ୍ମହତ୍ୟାକଲା ପୀଡ଼ିତା

ନାବାଳିକା ଜଣକ ରାତିରେ ତାଙ୍କ ଗୃହପାଳିତ ପଶୁଙ୍କୁ ଖାଇବାକୁ ଦେବାକୁ ଯିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଉଠାଇନେଇ ଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ କରିସାରିବା ପରେ ଅଭିଯୁକ୍ତ ଯୁବକମାନେ ସେଠାରୁ ଚାଲିଯିବା ପରେ ପୀଡ଼ିତା ରଶି ରଗାଇ ଆତ୍ମହତ୍ୟା କେରିଛନ୍ତି ।

Alissa Carlson Schwartz
ଖବର ପଢ଼ୁ ପଢ଼ୁ ହଠାତ୍‌ ଗଳିପଡ଼ିଲେ ନ୍ୟୁଜ୍‌ ଆଙ୍କର; ଭାଇରାଲ ହେଉଛି ଭିଡିଓ

ଜଣେ ଆଙ୍କର ଖବର ପରିବେଶଷଣ କରିବା ସମୟରେ ଷ୍ଟୁଡିଓରୁ ହଠାତ୍‌ ତଳକୁ ଖସିପଡ଼ିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେଉଛି । ଘଟଣାଟି ଘଟିଛି କାର୍ଲିଫନିଆର ଏକ ନ୍ୟୁଜ୍‌ ଚ୍ୟାନେଲରେ ।

RAIN
ଘାଇଲା କରିଛି ପଶ୍ଚିମା ଝଡ଼; ନେଇଛି ଜୀବନ, ଭାଙ୍ଗିଛି ଘର

ବର୍ଷା, ପବନ ଓ କୁଆପଥର ମାଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଜାଡ଼ି ଦେଇଛି ବହୁ ଚାଷୀଙ୍କ କ୍ଷେତ । ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା ।

Home Guards
ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ; 'ଦୈନିକ ୫୩୩ ଟଙ୍କା ଦିଅ, ପିଛିଲା ଭାବରେ ଲାଗୁ କର'

ଏଲ୍ ଆଣ୍ଡ୍ ଟି ଘଟଣା ପରେ ଏବେ ହୋମାଗାର୍ଡଙ୍କ ଭତ୍ତା ମାମଲା । ବର୍ଷ ବର୍ଷର ଲଢ଼େଇ ପରେ ପୁଣି ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ ଝଟକା ।

Dipali das
ହୋଇନି ତାରିଖ ଘୋଷଣା; ହେଲେ ଜମିଲାଣି ଉପନିର୍ବାଚନ ରାଜନୀତି

ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ ।

Gold Price Hike
ଧାଏଁ ଧାଏଁ ବଢୁଛି ସୁନା ଦର, ୧୦ ଦିନରେ ୫ ହଜାର ବୃଦ୍ଧି

ଉପରମୁହାଁ ସୁନା ଦର । ୧୦ ଦିନରେ ମହଙ୍ଗା ହେଲାଣି ୫ ହଜାର । ଛୁଇଁଛି ସର୍ବକାଳୀନ ରେକର୍ଡ । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ଆଜି ୧୦ ଗ୍ରାମ୍ ପିଛା ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଛି ।

DJ Azex Death Case
ସନ୍ଦେହ ଘେରରେ ଡିଜେ ଆଜେକ୍ସଙ୍କ ମୃତ୍ୟୁ; ଆତ୍ମହତ୍ୟା ନା ହତ୍ୟା ?

ଚାରି ଦିନ ତଳେ ବେଶ୍ ଖୁସ ମିଜାଜରେ ବନ୍ଧୁଙ୍କ ବାର୍ଥ ଡେ’ ପାଳିଥିଲେ ଡିଜେ ଆଜେକ୍ସ । କେକ୍ ଖୁଆଇଥିଲେ, ସେଲଫି ବି ନେଇଥିଲେ । ହେଲେ ଦିନ ଚାରିଟା ଯାଇନି ବଦଳିଯାଇଛି ସମସ୍ତ ଚିତ୍ର । ଆଉ ନାହାଁନ୍ତି ବିନ୍ଦାସ, ଖୁସ ମିଜାଜ ଫେମସ ଡିଜେ ଆଜେକ୍ସ।

BSE
ମାଟ୍ରିକ୍ ପରୀକ୍ଷା ବିଭ୍ରାଟ; ତ୍ରୁଟି ସୁଧାରିବାକୁ ବୋର୍ଡକୁ ନିର୍ଦ୍ଦେଶ

ବିବାଦ, ବିଭ୍ରାଟ, ତ୍ରୁଟି । ଏସବୁ ଯେମିତି ମାଟ୍ରିକ ପରୀକ୍ଷା ଲାଗି ପ୍ରତିଶବ୍ଦ ପାଲଟିଗଲାଣି । ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଆସିଲେ, ସାଙ୍ଗରେ ବିବାଦ ବି ଆସିଥାଏ ।

BSE
ମାଟ୍ରିକ୍ ପରୀକ୍ଷା ବିଭ୍ରାଟ; ତ୍ରୁଟି ସୁଧାରିବାକୁ ବୋର୍ଡକୁ ନିର୍ଦ୍ଦେଶ

ବିବାଦ, ବିଭ୍ରାଟ, ତ୍ରୁଟି । ଏସବୁ ଯେମିତି ମାଟ୍ରିକ ପରୀକ୍ଷା ଲାଗି ପ୍ରତିଶବ୍ଦ ପାଲଟିଗଲାଣି । ଚିନ୍ତାରେ ଛାତ୍ରଛାତ୍ରୀ, ଅଭିଭାବକ । ପ୍ରତିବର୍ଷ ମାଟ୍ରିକ ପରୀକ୍ଷା ଆସିଲେ, ସାଙ୍ଗରେ ବିବାଦ ବି ଆସିଥାଏ ।

Dipali das
ହୋଇନି ତାରିଖ ଘୋଷଣା; ହେଲେ ଜମିଲାଣି ଉପନିର୍ବାଚନ ରାଜନୀତି

ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ ।

RAIN
ଘାଇଲା କରିଛି ପଶ୍ଚିମା ଝଡ଼; ନେଇଛି ଜୀବନ, ଭାଙ୍ଗିଛି ଘର

ବର୍ଷା, ପବନ ଓ କୁଆପଥର ମାଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଜାଡ଼ି ଦେଇଛି ବହୁ ଚାଷୀଙ୍କ କ୍ଷେତ । ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା ।

 Health Ministry
AIIMSରେ ପୂରଣ ହେବ ଖାଲି ପଦବୀ; ମିଳିବ ୪୦୨୬ ନିଯୁକ୍ତି !

AIIMSରେ ସୃଷ୍ଟି ହୋଇଥିବା ପଦବୀ ପୂରଣ ପାଇଁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ନୀତି ଆୟୋଗ କମିଟିର ସଦସ୍ୟ ଡଃ. ବି.କେ ପାଲ୍‌, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ଦିଲ୍ଲୀ AIIMSର ନିର୍ଦ୍ଦେଶକ ସାମିଲ ହେବେ ।

Military Aircraft
ତାଇୱାନକୁ ଧସେଇ ପଶିଲା ଚୀନର ୨୬ ସୈନ୍ୟ ବିମାନ

ଚୀନ ଗତ ଗୋଟିଏ ମାସ ମଧ୍ୟରେ ୬୭ ନୌ ଜାହଜ ଏବଂ ୨୬୬ ସୈନ୍ୟ ବିମାନ ତାଇୱାନକୁ ପଠାଇଛି । ସେପ୍ଟେମ୍ୱର ୨୦୨୦ରେ ତାଇବାନ୍‌ ବାୟୁସେନା କ୍ଷେତ୍ରକୁ ନିୟମିତ ବିମାନ ପଠାଉଥିଲା ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।