• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

MKCG Hospital
ବ୍ରହ୍ମପୁର MKCG ମେଡିକାଲରେ ନାହିଁ ବର୍ଣ୍ଣ କେୟାର ୟୁନିଟ୍

କଟକ ଦୂର ହୋଇଥିବାରୁ ଅଧିକ ଖର୍ଚ୍ଚାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ସେପଟେ ଏକ ଅଘଟଣରୁ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ପୁଅ ଦେହରେ ନିଆଁ ଲାଗିଯିବାରୁ ସେ ବି ନାହିଁ ନଥିବା ହଇରାଣ ହୋଇଛନ୍ତି ।

Narendra Modi
ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଦେଶର ବିକାଶ ଦିଗରେ ନାରୀ ଶକ୍ତି ପ୍ରମୁଖ ମାଧ୍ୟମ ପାଲଟିଛି । ମହିଳା ମାନେ ସର୍ବ ସମ୍ପର୍ଣ୍ଣା ଓ କୁଶଳୀ । ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ପ୍ରଶଂସା କରି ମୋଦି କହିଛନ୍ତି, ପ୍ରଥମ ଭାରତୀୟ ମହିଳା ଭାବେ IUPAC ଅୱାର୍ଡ ପାଇ ସାରା ଦେଶକୁ ଗର୍ବିତ କରିଛନ୍ତି...

Crocodile
Viral Video: ନଦୀରେ କୁମ୍ଭୀର ସହ ଖେଳୁଛନ୍ତି ଦମ୍ପତି; ଭାଇରାଲ ହେଉଛି ଭିଡିଓ

ଭିଡିଓରେ ଦେଖିବାକୁ ମିଳିଛି ଏକ ନଦୀ ମଝିରେ ଦମ୍ପତି ରହିଛନ୍ତି । ହାତରେ କିଛି ଖାଦ୍ୟ ଧରି କୁମ୍ଭୀରକୁ ଦେବାକୁ ଡାକୁଛନ୍ତି । ପରେ ପରେ କୁମ୍ଭୀରଟି ଖାଦ୍ୟ ଖାଇବାକୁ ତାଙ୍କ ନିକଟକୁ ଆସୁଛି ।

Education Loan
ଆପଣ କରିଛନ୍ତି କି ଷ୍ଟଡି ଲୋନ୍‌ ? ଜାଣିନିଅନ୍ତୁ...

ପିଲାମାନଙ୍କ ପାଠପଢ଼ା ପାଇଁ ଅନେକ ବ୍ୟାଙ୍କ ଲୋନ୍‌ ଦେଇଥାଏ । କିଛି ବ୍ୟାଙ୍କ ସ୍ୱଳ୍ପ ସୁଧ ନେଉଥିବା ବେଳେ କିଛି ବ୍ୟାଙ୍କ ଅଧିକ ସୁଧ ମଧ୍ୟ ନେଇଥା’ନ୍ତି ।

Rahul Gandhi
ରାହୁଲଙ୍କୁ କଡ଼ା ଜବାବ ଦେଲା ବିଜେପି; କହିଲା, ରାହୁଲ ଜଣେ ଅଭ୍ୟାସଗତ ମିଛୁଆ

ଗତକାଲି ଲୋକସଭା ସାଂସଦ ପଦ ରଦ୍ଦ ପରେ ଆଜି ପ୍ରେସମିଟରେ ମୁହଁଖୋଲି କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ତାସହ ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି ବୋଲି ପ୍ରଶ୍ନ କରି ରାହୁଲ କହିଥିଲେ- ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ...

Banabasi
ରାଜଧାନୀରେ ବନବାସୀଙ୍କ ଶକ୍ତି ପ୍ରଦର୍ଶନ; ଜନଜାତି ସଂରକ୍ଷଣରୁ ବାଦ୍ ଦେବାକୁ ଦାବି

ଗଞ୍ଜାମ ଖେମୁଣ୍ଡିଖୋଲରୁ ଆସିଥିବା ବନବାସୀ ନରସିଂହ ମଣ୍ଡଳ । ଧର୍ମ ପରିବର୍ତ୍ତନ ପରେ ବି ଜନଜାତି କୋଟାର ଫାଇଦା ନେଉଥିବା ବ୍ୟକ୍ତିଙ୍କୁ ଜନଜାତି ସଂରକ୍ଷଣରୁ ବାଦ୍ ନ ଦେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ନରସିଂହ ।

Agniveer
ଭାରତୀୟ ନାରୀର ଆଉ ଏକ ରୂପ; ଅଗ୍ନିବୀରରେ ମହିଳା

ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ତିନି ସେନା ମଧ୍ୟରୁ ପ୍ରଥମେ ଆଗକୁ ବଢ଼ି ନୌସେନା ଅଗ୍ନିବୀରଙ୍କ ନିଯୁକ୍ତିର ପ୍ରକ୍ରିୟା ଆରମ୍ଭ କରିଥିଲା.... ଆଉ ଏକମାତ୍ର ଆର୍ମଡ ଫୋର୍ସ ଭାବେ କେବଳ ନୌସେନା ହିଁ ମହିଳାମାନଙ୍କୁ ଅଗ୍ନିବୀର ଭାବେ ତାଲିମ୍ ଦେବା ଶେଷ କରିଛି INS ଚିଲିକାରେ ।

Farmer
ଋଣ ନେଇନାହାନ୍ତି ଚାଷୀ; ଖାତାରେ ଗଡ଼ୁଛି ଲକ୍ଷ ଲକ୍ଷ ଟଙ୍କାର ୠଣ

କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ...

girlfriend gave poison
ଏ କେମିତିକା ପ୍ରେମିକା ! ବିଷ ଦେଇ କହିଲା... ‘ଏଯାଏଁ ମରିନୁ, ରଶି ଲଗେଇଦେ’

ଯୁବକ ଜଣକ ଗୁରୁତର ହେବା ସହ ତାଙ୍କର ମୃତ୍ୟୁ ହୋଇଛି । ଘଟଣାରେ ପୋଲିସ ତଦନ୍ତ କରି ପ୍ରେମିକାଙ୍କ ସହ ତାଙ୍କ ପୂରା ପରିବାରକୁ ଗିରଫ କରିଛି ।

Aadhaar, Ration card
ବଢ଼ିଲା ଆଧାର-ରାସନ କାର୍ଡ ଲିଙ୍କ ଅବଧି; ଜାଣନ୍ତୁ କେମିତି କରିବେ ସଂଯୋଗ

ପୂର୍ବରୁ ଏନେଇ କୁହାଯାଇଥିବା ବେଳେ ଆଧାର ଓ ରାସନକାର୍ଡ ସଂଯୋଗ ପାଇଁ ଶେଷ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଥିଲା । ଯାହାର ସମୟସୀମା ଏବେ ସରକାର ବୃଦ୍ଧି କରିଛନ୍ତି ।

BJP MP Ravi Shankar Prasad
ରାହୁଲଙ୍କ ପ୍ରେସମିଟକୁ ନେଇ ବିଜେପିର କଡ଼ା ସମାଲୋଚନା

କଂଗ୍ରେସ ପାଖରେ ବଡ଼ ବଡ଼ ଓକିଲ ରହିଛନ୍ତି, କାହିଁକି ସୁପ୍ରିମକୋର୍ଟର ଏହି ମାମଲାରେ ରହିତାଦେଶ ଆଣିଲେନି ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର । ଖାଲି ରାହୁଲ ନୁହଁନ୍ତି ଦେଶର ୩୨ ଜଣ ଅନ୍ୟ ନେତାଙ୍କ ପଦ ବି ଏଭଳି ରଦ୍ଦ ହୋଇଛି ।

Nikunja Bihari Dhal CEO
ନିକୁଞ୍ଜ ବିହାରୀ ଧଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ନୂଆ SRC ଭାବେ ଅତିରିକ୍ତ ଦାୟିତ୍ୱ ସତ୍ୟବ୍ରତ ସାହୁଙ୍କୁ ଦିଆଯାଇଛି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ସତ୍ୟବ୍ରତ ସାହୁ । ଓଡ଼ିଆ ଭାଷା, ସାହିତ୍ୟ, ବିଭଗର ACS ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

Sambalpur News
ବ୍ରାଣ୍ଡେଡ୍ ବଟଲରେ ଡୁପ୍ଲିକେଟ୍ ମାଲ୍; ସମ୍ବଲପୁରରେ ଜବତ ହେଲା ନକଲି ମଦ ଫ୍ୟାକ୍ଟ୍ରି

ରେଡ୍ ବେଳେ ଘଟଣାସ୍ଥଳରୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୧୦ ହଜାର ଠିପି, ୪୫୨ ବୋତଲ, ୪୫୦ ଲିଟର ସ୍ପିରିଟ୍, ବ୍ଲେଣ୍ଡେଡ୍ ସ୍ପିରିଟ୍ ଭଳି ସାମଗ୍ରୀ ସହ ଗୋଟିଏ ପଂଚିଂ ମେସିନ୍ ଓ ଓଡ଼ିଶା ଅବକାରୀ ବିଭାଗର ଡୁପ୍ଲିକେଟ୍ ଆଡେସିଭ୍ ଲେବୁଲ ବି ଜବତ କରିଛି ।

Hallmark Gold Jewellery
ପହିଲାରୁ ସାରା ରାଜ୍ୟରେ ହଲମାର୍କ ସୁନା ବିକ୍ରି ବାଧ୍ୟତାମୂଳକ

ହଲ୍ ମାର୍କିଂ ବିଶେଷଜ୍ଞଙ୍କ ମତରେ, ନୂଆ ବ୍ୟବସ୍ଥାରେ ବିକ୍ରି ହେବାକୁ ଥିବା ପ୍ରତି ସୁନା ଗହଣାରେ ରହିବ ୩ଟି ମାର୍କ । ଗୋଟିଏ ବିଆଇଏସ୍ ଲୋଗୋ, ସୁନା ଗହଣା ଶୁଦ୍ଧତାର ଚିହ୍ନ ଓ HUID । HUIDରେ ୬ଟି ଆଲ୍ଫାନ୍ୟୁମେରିକ୍ ନମ୍ବର ବିଶିଷ୍ଟ କୋଡ୍ ରହିବ । ଏହି...

Balangir News
ନକଲି ସାର୍ଟିଫିକେଟରେ ଅସଲି ଚାକିରି; ଧରାପଡ଼ିଲା ବଲାଙ୍ଗିର ଜିଲ୍ଲାର ୪ ପୋଷ୍ଟମାଷ୍ଟରଙ୍କ କେଳେଙ୍କାରୀ

ନକଲି ସାର୍ଟିଫିକେଟରେ ଅସଲି ଚାକିରୀ । ଡାକଘରେ ଡୁପ୍ଲିକେଟ୍ କର୍ମଚାରୀ । ଧରାପଡ଼ିଛନ୍ତି ଏକାଧିକ ୪୨୦ ପୋଷ୍ଟରମାଷ୍ଟର । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପୋଷ୍ଟଅଫିସର ପୋଷ୍ଟ ମାଷ୍ଟର ହେଉଛନ୍ତି ଜଗନ୍ନାଥ ପୋଢ଼ । ସାମ୍ନାକୁ ଆସିଛି ବାବୁଙ୍କ ଜାଲିଆତି । ପାଟଣାଗଡ ମରୁଆଁ ପୋଷ୍ଟ ଅଫିସର...

Odisha Corona
ରାଜ୍ୟରେ ପୁଣି ଉପରମୁହାଁ ହେଉଛି କି କରୋନା ? ୨୪ ଘଣ୍ଟାରେ ୧୭ ପଜିଟିଭ୍ ଚିହ୍ନଟ

ଗତକାଲି ରାଜ୍ୟରେ ୫ ହଜାର ୬୪୭ ଜଣଙ୍କର କୋଭିଡ ପରୀକ୍ଷା ହୋଇଥିଲା। ଟେଷ୍ଟିଂ ବଢ଼ିଥିବାରୁ ପଜିଟିଭ ସଂଖ୍ୟା ସାମାନ୍ୟ ବଢ଼ିଛି । ତେବେ ଚିନ୍ତାଜନକ ନଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Weather
ରାଜ୍ୟରେ ଆଉ ୫ ଦିନ ବର୍ଷିବ !

୨୬ ତାରିଖରେ ଦକ୍ଷିଣ ଉପକୂଳ ଓଡ଼ିଶାର ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହାସହ ପୁରୀ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Balangir News
ଚାଷ ଜମିରେ ଥିବା ନଳକୂପରୁ ବାହାରୁଛି ସୁନାଗୁଣ୍ଡ !

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ନିକଟ ନେନ୍ଦୁପଲ ଗାଁରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି । ଗାଁର ଜାଭେଦ ନାମକ ଜଣେ ବ୍ୟକ୍ତି ମାସେ ତଳେ ନିଜ ଚାଷ ଜମିରେ ଗଭୀର ନଳକୂପ ଖୋଲିଥିଲେ ।

Inter-Caste Couple Will Get Rs 10 Lakhs As Marriage Incentive
ଇଣ୍ଟର-କାଷ୍ଟ ମ୍ୟାରେଜ୍‌ କଲେ ମିଳିବ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ !

ଜାତିପ୍ରଥା ଓ କିଛି ଅନ୍ଧ ବିଶ୍ୱାସକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଲୋକଙ୍କ ମନରୁ ଏହା ଦୂରକରିବାକୁ ଏକ ଭିନ୍ନ ପ୍ରୟାସ କରିଛନ୍ତି ରାଜସ୍ଥାନ ସରକାର । ଯଦି ଜଣେ ବ୍ୟକ୍ତି ଅନ୍ୟ ଏକ ଜାତିରେ ବିବାହ କରେ ତେବେ ସେଥିପାଇଁ ସରକାର ପ୍ରୋତ୍ସାହନ...

Amitabh Bachchan
ସେଟ୍‌କୁ ଫେରିବେ ବିଗ୍‌ବି ଅମିତାଭ୍‌ ; ଖୁବ୍‌ଶୀଘ୍ର ‘ପ୍ରୋଜେକ୍ଟ କେ’ର ହେବ ସୁଟିଂ

ଗତ ମାର୍ଚ୍ଚ ୬ ତାରିଖରେ ସୁଟି ସମୟରେ ଆହତ ହୋଇଥିଲେ ବିଗ୍‌ବି । ଫିଲ୍ମ ‘ପ୍ରୋଜେକ୍ଟ କେ’ର ଆକ୍ସନ ସୁଟିଂ ବେଳେ ତାଙ୍କର ମାଂସପେଶୀ ଉପରେ ଆଘାତ ଲାଗିଥିଲା ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।