ଆଗାମୀ ଦିନରେ ପୃଥିବୀର ନିକଟତର ହେବ ଉଲ୍କାପିଣ୍ଡ । ୫ଟି ଉଲ୍କାପିଣ୍ଡ ପୃଥିବୀ ଆଡ଼କୁ ଆସୁଥିବା କୁହାଯାଇଛି । ହେଲେ ସେଥିମଧ୍ୟରୁ ୨ଟି ଉଲ୍କାପିଣ୍ଡ ପୃଥିବୀର ନିକଟତର ହେବ । ଏନେଇ ସୂଚନା ଜାରି କରିଛି ନାସା।
ରେଷ୍ଟୁରାଣ୍ଟର ନିୟମ ଅନୁସାରେ ଗ୍ରାହକମାନେ ଖାଦ୍ୟ ଖାଇବା ସମୟରେ ଫୋନ୍ ବ୍ୟବହାର କରିପାରିବେ ନାହିଁ । ଏହା ଦ୍ୱାରା ଖାଦ୍ୟ ଖାଇବାରେ ବିଳମ୍ବ ହେବା ସହ ଖାଦ୍ୟର ସ୍ୱାଦ ଉପରେ ପ୍ରଭାବ ପଡୁଛି।
୪ଜଣ ଛାତ୍ର ସାଙ୍ଗହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବିଧିର ବିଧାନ ଥିଲା ଅଲଗା । ଗାଧୋଇବା ବେଳେ ସମସ୍ତ ୪ ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଯାଇଥିଲେ ।
ରେଳବାଇର ନୂତନ ନିୟମ ଅନୁସାରେ ଦିଆଯାଉଥିବା ଏହି ଟେଣ୍ଡରର ଅବଧିକୁ ଖସାଇ ଦିଆଯାଇଛି । ଟ୍ରେନରେ କ୍ୟାଟେରିଂ ଏବଂ ବେଡ୍ କମ୍ବଳ ଯୋଗାଣ ପାଇଁ ଟେଣ୍ଡର ୬ ମାସ ପାଇଁ କରାଯାଇଛି ।
ସୂଚନା ମୁତାବକ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ କରାଯାଇଥିଲା । ପ୍ରଥମେ ୫୦ ଓ ପରେ ୯୦ ଲକ୍ଷ ଟଙ୍କା ପାଇଁ ମୁଣ୍ଡ ଜାମିନ ରଖି ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ହତ୍ୟା କରିଥିଲେ ଅପହର୍ତ୍ତା ।
ଏପରି ସମୟରେ ବୈଦ୍ୟୁତିକ ଯାନକୁ ନେଇ ଏକ ବିଶେଷ ଖବର ସାମ୍ନାକୁ ଆସିଛି । ଦୁନିଆରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ଇଲେକ୍ଟ୍ରିକ୍ ସ୍କୁଟର ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ବିଦ୍ୟାଳୟର ନାଁ ହେଉଛି ଗୋପାଳପୁର ମୁଖକେଶୀ ବିଦ୍ୟାଳୟ। । ଦେଶ ସ୍ୱାଧୀନ ହେବା ପୂର୍ବରୁ ଏଠାରେ ଏହି ବିଦ୍ୟାଳୟ ରହିଛି । ସେବେଠାରୁ ଏଠାରେ ରବିବାର ଦିନ ସ୍କୁଲ ଖୋଲା ରହୁଥିବା ବେଳେ ସପ୍ତାହର ପ୍ରତ୍ୟେକ ସୋମବାର ଏଠାରେ ସ୍କୁଲ ବନ୍ଦ ରହିଆସୁଛି ।
ଜଣେ ଗୁରୁତର ହୋଇଥିବାବେଳେ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକ ହେଲେ ଶିବାନନ୍ଦ ତାଡୋ । ତାଙ୍କ ମୁଣ୍ଡ, ଗୋଡ ହାତ ଓ ଆଖିରେ ଆଘାତ ଲାଗିଛି ।
ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏକି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପୂର୍ବରୁ ଆମେରିକାର କୌଣସି ପୂର୍ବତନ ରାଷ୍ଟ୍ରପତି କିଛି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।
ବିଜେଡି ଓ ବିଜେପି ପକ୍ଷରୁ କୋଟିଆରେ ଉତ୍କଳ ଦିବସ ପାଳନକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ପରେ ତେଜିଲା ରାଜନୀତି । କୋଟିଆରୁ ଫେରିବା ପରେ ବିଜେପି ବିଧାୟକମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କୁ ଖୋଜୁଛି । ଚଳିତ ବର୍ଷ ୨୦୨୩ ସରକାରୀ ବିଜ୍ଞପ୍ତି ଅନୁସାରେ ମୋଟ୍ ୧୦୩୧ଟି ପଦବୀ ପୂରଣ କରାଯିବା ନେଇ କୁହାଯାଇଛି ।
ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ନାଁରେ ସେମାନଙ୍କ ପ୍ରତି ଅବଜ୍ଞା ଓ ଅବହେଳା । ସାଧାରଣ ଜୀବନରେ ସେମାନେ ଯେମିତି ନୁହଁନ୍ତି, ସେମିତି ଭାବେ ଚିତ୍ରଣ କରିବାର ଅପଚେଷ୍ଟା । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ...
ଜାନଭୀଙ୍କ ଭଉଣୀ ଖୁସି କପୁର ମଧ୍ୟ ସେମାନଙ୍କ ସହ ବାଲାଜୀ ମନ୍ଦିରରେ ନଜର ଆସିଥିଲେ । ଜାନ୍ଭୀ ଏକ ଗୋଲାପୀ ଏବଂ ସବୁଜ ଲେହେଙ୍ଗା ପିନ୍ଧିଥିବାବେଳେ ଶିଖର ପହରିଆଙ୍କୁ ଧଳା ଧୋତି ଏବଂ ଗୋଲାପୀ ରଙ୍ଗର ସାଲରେ ଦେଖିବାକୁ ମିଳିଥିଲା ।
ଜଣେ ୮ ବର୍ଷର ଝିଅକୁ ଛୁରୀରେ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଛି ବାପା । ସୂଚନା ଅନୁଯାୟୀ, ଇକବାଲ ନାମକ ଜଣେ ବ୍ୟକ୍ତି ଡ୍ରାଇଭର ଭାବେ କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ପ୍ରତ୍ୟେକ ଦିନ ସେ ଗାଡ଼ି ଚଳାଇବାକୁ ଯାଇ...
ବର ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଦେଖି ସ୍ଥାନୀୟ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରିକି ଏହି ଶୋଭାଯାତ୍ରାକୁ ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ମଧ୍ୟ ଜମିଥିବା ଦେଖିବାକୁ ମିଳିଥିଲା ।
ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍, ସାର୍ ଆଇଜାକ୍ ନ୍ୟୁଟନ୍, ପ୍ରଖ୍ୟାତ ଚିତ୍ରକର ପାବଲୋ ପିକାସୋ । ଶୈଶବରେ ଏମାନେ ଥିଲେ ଅଟିଜିମର ଶିକାର । ଖାଲି ଏମାନେ କାହିଁକି, ଚର୍ଚ୍ଚା ହୁଏ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲଗେଟ୍ସଙ୍କ ଠାରେ ବି ଦେଖାଯାଏ ଅଟିଜିମର କିଛି କିଛି ଲକ୍ଷଣ ।
ପଡିଆ ଭିତରେ ଛୁରୀରେ ଆକ୍ରମଣ, ବ୍ୟାଟରେ ବାଡେଇ ବାଡେଇ ହତ୍ୟା । ତାହା ପୁଣି ଜଣେ ଅମ୍ପାୟାରଙ୍କୁ । ଗାଁ କ୍ରିକେଟରେ ଏଭଳି ବଡ ଅଘଟଣ ଘଟିଛି ଚୌଦ୍ୱାର ଥାନା ମହିଁଶାଲଣ୍ଡାରେ । ଅମ୍ପାୟାରଙ୍କ ଆଉଟ୍ ନିଷ୍ପତ୍ତିରେ ପ୍ରଥମେ ଯୁକ୍ତିତର୍କ ପରେ ରକ୍ତାକ୍ତ ସଂଘର୍ଷ ଘଟିଛି ।
ବଲାଙ୍ଗିର ରେ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ତନାଘନା ପୋଲିସ ପରେ କ୍ରାଇମବ୍ରାଞ୍ଚ କାଲି ବଲାଙ୍ଗିର ପହଞ୍ଚିବା ପରେ ଆଜି ପ୍ରଥମେ ପୋଲିସଠୁ ମାମଲା ନେବା ପରେ ତଦନ୍ତ ଆରମ୍ଭ କରି ଦେଇଛି ୫ ଜଣିଆ କ୍ରାଇମ୍ ବ୍ରାଞ୍ଚ ଟିମ୍ । ପ୍ରଥମ ଦଫାରେ ଟିମର ସଦସ୍ୟମାନେ ନକଲି ସାର୍ଟିଫିକେଟର...
ଝାରସୁଗୁଡ଼ାର ପ୍ରଭାବଶାଳୀ ନେତା ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ରକ୍ତରଂଜିତ ଅପରାଧ ଦେଖିଛନ୍ତି ଝାରସୁଗୁଡ଼ା ସହରର ଛାତ୍ରଛାତ୍ରୀ, ଯୁବ ସମାଜ ଏବଂ ସାଧାରଣ ମହିଳା । ଆଉ ଏବେ ୧୫ ବର୍ଷର ନୀରିହ ଛାତ୍ର ସମର୍ଥ ଅଗ୍ରୱାଲକୁ ଅପହରଣ ସହ ହତ୍ୟା ପରେ ବିଚଳିତ ହୋଇଛନ୍ତି...
ବ୍ରହ୍ମପୁରରୁ ବୌଦ୍ଧ, ଭଦ୍ରକରୁ ଭୁବନେଶ୍ୱର, ସବୁଠି ଚାଲିଛି ଜୋରଦାର ଚେକିଂ । ଏମିତିକି ପେଟ୍ରୋଲ ପମ୍ପରେ ହେଲମେଟ୍ ନ ଥିଲେ ପେଟ୍ରୋଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ