UPSCରେ ଉତ୍ତୀର୍ଣ୍ଣ ହୋଇଥିବା ଏହି ଯୁବକଙ୍କ ନାଁ ହେଉଛି କ୍ଷିତିଜ୍ ଗୁରୁଭେଲେ । ଯିଏ କି ତାଙ୍କର ଏହି ଖୁସିର ମୂହୁର୍ତ୍ତର ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଅଲ୍ ଇଣ୍ଡିଆ ରାଙ୍କରେ କ୍ଷିତିଜ୍ ୪୪୧ ସ୍ଥାନରେ ଅଛନ୍ତି ।
ଭାଗବତ ଦାସ ବ୍ରହ୍ମଚାରୀ । ବୟସ ବେଶି ନୁହେଁ, ଏଇ ମାତ୍ର ୪ ବର୍ଷ । ହେଲେ ଏବେ ସବୁଠି ସେ ପରିଚିତ । ଏକ ଘରୋଇ ଟଭି ଚ୍ୟାନେଲର ରିଆଲିଟି ସୋ’ରୁ ଦର୍ଶକଙ୍କ ନଜରକୁ ଆସିଥିବା ଭାଗବତ ଏବେ ସବୁଠି ଚର୍ଚ୍ଚାରେ ।
ଜାଣି ଆପଣ ବି ନିଶ୍ଚୟ ଗର୍ବ ଅନୁଭବ କରିବେ । ଆମ ଭାରତ ବି କିଛି କମ୍ ନୁହେଁ । କରେନ୍ସି ତାଲିକାରେ ଭାରତର ମୁଦ୍ରା ଦାମ୍ କେତେ ରହିଛି ଆସନ୍ତୁ ଜାଣିବା...
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ରଇପୁର ଗାଁର ଦିବ୍ୟାଙ୍ଗ କଳ୍ପନା ପଟ୍ଟନାୟକଙ୍କ ପରିବାର । ଆବାସ ଯୋଜନାର ଅର୍ଥ ନ ପାଇ ଏବେ ହନ୍ତସନ୍ତ ହୋଇଛନ୍ତି ଦିବ୍ୟାଙ୍ଗ ବାପା, ମା’ ଓ ପୁଅ । ଜୁଲାଇ ୧୯ ତାରିଖ ୨୦୨୩ରେ ସରକାରଙ୍କ ପକ୍ଷରୁ PMAY ଯୋଜନାରେ ଘର କରିବାକୁ...
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭୁଇଁପୁର ଗାଁର ମଦନମୋହନ ବିଶ୍ୱାଳଙ୍କ ପୁଅ ମନ୍ମଥ ବିଶ୍ୱାଳ । ତିନି ମାସ ତଳେ ସେ କାମ କରିବାକୁ ତାମିଲନାଡୁ ଇରୋଡକୁ ଯାଇଥିଲେ । ସେଠାରେ ଏକ ଘରୋଇ ସୂତା କଳରେ କାମ କରୁଥିଲେ ।
ଯୁବତୀଙ୍କ ନାଁ ହେଉଛି ଅର୍ଚ୍ଚନା କାନୁନଗୋ । ତାଙ୍କ ନିକଟରେ ରହିଛି PG, MPHIL, PHD ଏବଂ ଡିଗ୍ରୀ । ହେଲେ ଏଯାଏଁ ମିଳିନି ଖଣ୍ଡିଏ ଚାକିରି । ଆଉ ସେଥିପାଇଁ ଭିନ୍ନ ତରିକାରେ ପ୍ରତିବାଦ ଜଣାଇ ରାସ୍ତା କଡରେ ବସି ଆଳୁ ବିକୁଛନ୍ତି ।
କ୍ଷୋଭର ସହ କହୁଛନ୍ତି ଚାଷୀ । ଜଳକର ନେଉଛନ୍ତି ସରକାର । ହେଲେ କେନାଲକୁ ପାଣି ଛାଡ଼ୁନାହାନ୍ତି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ବଡମ୍ବା ବ୍ଲକର ହରିଠା ଓ କଦନା ଗାଁରୁ ।
ମମତା ଘରଟି ତିଆରିର ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି । ଫଳରେ ଅଙ୍ଗନୱାଡି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି ।
ତପ୍ତପାଣି ଘାଟି ରାସ୍ତା ଦେଇ ଗଜପତି, ରାୟଗଡା, କୋରାପୁଟ, ଜୟପୁର ସହ ଗଞ୍ଜାମକୁ ପ୍ରତ୍ୟକ ଦିନ ଯାତାୟାତ କରିଥାଏ ଶହ ଶହ ବସ୍ ଓ ଟ୍ରକ୍ । ଏଇ ବାଟ ଦେଇ ଯାଉଥିବା ଯାତ୍ରୀ ସବୁବେଳେ ସୁରକ୍ଷିତ ଭାବେ ଘାଟିପାର ହେବା ପାଇଁ କରନ୍ତି ଇଷ୍ଟ ସ୍ମରଣ ।...
ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅଧିନରେ ଥିବା ଆଦିବାସୀ ଅଧ୍ୟୁଷିତ ଗ୍ରାମ ଜାମଟୋଲୀ ଗ୍ରାମ । ଏ ଗାଁରେ ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରନ୍ତି, କିନ୍ତୁ ଦେଖନ୍ତୁ ଗାଁର ରାସ୍ତା । ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟରେ ବୋହି ରାସ୍ତାର ଶେଷ ମୁଣ୍ଡକୁ ନେଲେ...
୩୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ । ଆଉ ଲକ୍ଷ୍ୟ ଥିଲା ବାଲେଶ୍ଵରବାସୀଙ୍କ ସମେତ ପଡ଼ୋଶୀ ଜିଲ୍ଲା ମାନଙ୍କର ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ହେଲେ ସବୁକିଛି ଏବେ ଅଧାରେ ରହିଛି ।
୧୫ ବର୍ଷ ତଳେ BJD ସହ ମେଣ୍ଟ ଭାଙ୍ଗିଥିଲା ବିଜୁ ଜନତା ଦଳ । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିବାବେଳେ ପୂର୍ବରୁ ଉଭୟ ଦଳ ୨ଥର ମିଳିତ ସରକାର ଗଢ଼ିଥିଲେ । ୨୦୦୦ ଓ ୨୦୦୪ରେ ମିଳିତ ଭାବେ ସରକାର କରିଥିଲେ BJD-BJP ।
ଛୋଟ ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ଖୁସି ଖବର। ଏଣିକି ବାସଗୃହ ପ୍ରକଳ୍ପ କମନ ଏରିଆ ରକ୍ଷଣାବେକ୍ଷଣ ପାଇଁ ସେମାନେ ଦେବେ ଅପେକ୍ଷାକୃତ କମ୍ ଟଙ୍କା। ଅର୍ଥାତ୍ ହାଉସିଂ ପ୍ରକଳ୍ପରେ ଯେଉଁ ଆପାର୍ଟମେଣ୍ଟର ଆକାର ଯେତେ ବଡ଼ ହେବ, ତା’ର ମାଲିକ ସେତେ ଅଧିକ ମେଣ୍ଟେନାନ୍ସ ଚାର୍ଜ ଗଣିବେ।
ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି । ସେହିପରି ୪ ତାରିଖରେ ପଦ୍ମ ଧରିବେ ଧାମନଗରରେ ବିଜେଡିକୁ ପାନେ ଦେଇଥିବା ବିଦ୍ରୋହୀ ନେତା...
ମେଣ୍ଟ ହେଉନି, ବିଜେଡି ହିଁ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଉଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ଆଉ ଆଜି...
ଘନେଇଲା ବିଜେଡିର ମଧ୍ୟ ଭୁବନେଶ୍ୱର ଟେନସନ୍। ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର ଅମରେଶ ଜେନାଙ୍କ ଭିତରେ ବିବାଦକୁ ନେଇ ସରଗରମ ରାଜଧାନୀ ରାଜନୀତି।
ପ୍ରଶାନ୍ତ ଆହୁରି କହିଛନ୍ତି, ଏବେ ରାଜନୈତିକ ବ୍ୟବସ୍ଥାରୁ ନବୀନ ବାବୁ ନିବୃତ୍ତ ରହିବା ଦରକାର । ମୋତେ ବାସ୍ନା ହେଉଛି, ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ । ଏବେ ମୁଁ ପୂରା ଆକ୍ସନ ମୁଡ୍ରେ ରହିଛି ।
ଫେବ୍ରୁଆରୀ ୨୯ ତାରିଖରେ ଜନ୍ମ ନେଇଥିବା ପିଲାମାନଙ୍କ ପାଇଁ ଜନ୍ମଦିନ ପାଳନ ଲଜିଷ୍ଟିକ୍ ଦୃଷ୍ଟିକୋଣରୁ ଟିକିଏ ଚିନ୍ତା ଦାୟକ । କାରଣ ସେମାନେ ତାଙ୍କ ଜନ୍ମଦିନ ପାଳନ କରିବାକୁ ସଠିକ୍ ତାରିଖ ପାଆନ୍ତି ନାହିଁ ।
ପୂର୍ବରୁ ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି କୁହାଯାଉଥିଲା । ଫେବୃଆରୀ ୨୮ ତାରିଖ ପାଖାପାଖି ମୋଦି ଓଡ଼ିଶା ଆସିବେ ବୋଲି କହିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ଉତ୍ତର ପ୍ରଦେଶର ୮୦, ଆସାମର ୧୪ ଓ ଦିଲ୍ଲୀର ୭ ଲୋକସଭା ଆସନ ଦାୟିତ୍ୱ ବୈଜୟନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଛି । ଏଥର ସାଧାରଣ ନିର୍ବାଚନରେ 'NDA ୪ଶହ ପାର' ଲକ୍ଷ୍ୟ ରଖିଥିବା ବେଳେ ବୈଜୟନ୍ତଙ୍କ ଦାୟିତ୍ୱରେ ସର୍ବାଧିକ ଆସନ ରହିଛି ।