• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

4 dead after boat capsizes
ବୁଡ଼ିଗଲା ଡଙ୍ଗା; ଚାଲିଗଲା ୪ ଜୀବନ

ମୋଟ୍‌ ଦେଶୀ ଡଙ୍ଗାରେ ୮ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ୮ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ ।

Beer Bus
ପର୍ଯ୍ୟଟକଙ୍କ ପାଇଁ ଗଡ଼ିବ ବିୟର ବସ୍; ଭଳିକି ଭଳି ଖାଦ୍ୟର ମଜା ନେଇପାରିବେ ଯାତ୍ରୀ

ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ବସ୍‌ ସେବା ଯୋଗାଇଦିଆଯିବ ବୋଲି କୁହାଯାଉଛି ।

EPFO JOB
EPFOରେ ବାହାରିଲା ୨୮୫୯ ପଦବୀ; ତୁରନ୍ତ କରନ୍ତୁ ଆବେଦନ...

ନିଯୁକ୍ତି ପାଇବାକୁ ହେଲେ ବିଭିନ୍ନ ଚୟନ ପ୍ରକ୍ରିୟା ରଖାଯାଇଛି । ପ୍ରାର୍ଥୀଙ୍କ ଯୋଗ୍ୟତା, ମେରିଟ୍‌ ଲିଷ୍ଟରେ ମାନ୍ୟତା ଓ ଡାକ୍ତରୀ ଫିଟ୍‌ନେସ୍‌ର ଆବଶ୍ୟକତା ରହିଥିବା କୁହାଯାଇଛି । ଏଥି ସହ ସମସ୍ତ ଡକ୍ୟୁମେଣ୍ଟ ଗୁଡ଼ିକର ଯାଞ୍ଚ କରାଯିବ ।

Mukesh Ambani
ଅମ୍ବାନୀଙ୍କ ଘର ଦୁନିଆର ସବୁଠୁ ଦାମୀ; ଜାଣନ୍ତୁ କେତେ ଦାମ୍‌, କ’ଣ ରହିଛି ସୁବିଧା...

ଅମ୍ବାନୀଙ୍କ ପୂରା ପରିବାର ରହୁଥିବା ଘରର ଦାମ୍‌କୁ ନେଇ ସବୁବେଳେ ଚର୍ଚ୍ଚା । ଏହି ଘରେ ରହୁଛନ୍ତି ମୁକେଶ ଅମ୍ବାନୀଙ୍କ ପରିବାର । ତେବେ ଏହି ଘରର ନାଁ ଆଣ୍ଟିଲିଆ କାହିଁକି ଆସନ୍ତୁ ଜାଣିବା...

Audi Chaiwala
ଅଜବ ବ୍ୟବସାୟୀ ! ଅଡି କାର୍‌ରେ ବୁଲିବୁଲି ବିକୁଛନ୍ତି ଚା’

ରାସ୍ତାକଡ଼ରେ ବ୍ୟକ୍ତି ଜଣକ ଏକ ଛୋଟ ଟେବୁଲ ପକାଇଛନ୍ତି । ସେଥିରେ ଚା’ ସହ ଅନ୍ୟ କିଛି ପାନୀୟ ଜିନିଷ ମଧ୍ୟ ରଖିଛନ୍ତି । କିଛି ଗ୍ରାହକ ତାଙ୍କ ନିକଟରେ ଛିଡ଼ା ହୋଇଥିବାବେଳେ ପାଖରେ ଅଡି କାର୍‌ର ଡିକି ଖୋଲା ରହିଛି ।

Anubhav Mohanty
ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ; ବର୍ଷାଙ୍କ ମନ୍ତବ୍ୟ ଉପରେ ଟ୍ୱିଟ୍ କଲେ ଅନୁଭବ

ଗତକାଲି ବର୍ଷାଙ୍କ ମନ୍ତବ୍ୟ ଗଣମାଧ୍ୟମରେ ପ୍ରଚାର ହେବା ପରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ତାଙ୍କ ଫେସବୁକ୍ ହାଣ୍ଡେଲରେ ତୁରନ୍ତ ପ୍ରତିକ୍ରିୟା ରଖିଥିଲେ । ସେ ବର୍ଷାଙ୍କ ନା ନନେଇ ଜଣେ ମହିଳା କିଭଳି ତାଙ୍କ ଆଚରଣ ଉଚ୍ଚାରଣରେ ଭିନ୍ନ ବୋଲି ଉଲ୍ଲେଖ କରିଥିଲେ ।

archana nag
ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ନୟାପଲ୍ଲୀ ଥାନା ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି ।

Odisha Weather
ଆଗକୁ ଆସୁଛି ଡହଡହ ତାତି; ୪୦ ଡିଗ୍ରୀ ଟପିଲା ରାଜଧାନୀ ତାପମାତ୍ରା

ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।

Train
ଏମିତି କ’ଣ ହେଲା ଟ୍ରେନ୍‌ରେ ? ନିଜକୁ ଗୁଳି କଲେ ଯାତ୍ରୀ, ତା’ପରେ...

ଯାତ୍ରୀ ଜଣକ ଟ୍ରେନ୍‌ରେ ଆତ୍ମହତ୍ୟା କରିଥିବା ଆରପିଏଫ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ କହିଛି କି, ଯାତ୍ରୀ ଜଣକ ନିଜେ ନିଜକୁ ଗୁଳିକରିଛନ୍ତି । ଗତକାଲି ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡି ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି ।

Fake Note
କେମିତି ଚିହ୍ନିବେ ନକଲି ନୋଟ୍‌ ? ଜାଣିନିଅନ୍ତୁ ଏହି ସରଳ ଉପାୟ

ଲୋକମାନଙ୍କୁ ନକଲି ନୋଟ୍‌ ଠାରୁ ଦୂରେଇ ରଖିବାକୁ ସଚେତନ କରାଯାଉଛି । ନକଲି ନୋଟ୍‌ କାରବାର RBI ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏଥିରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସତର୍କ କରିଛି RBI ।

Google Pay
Google Pay ଦେଲା ୮୦,୦୦୦ କ୍ୟାସ ବ୍ୟାକ୍‌ ! ଚେକ୍‌ କରନ୍ତୁ ଆଉ ଜାଣନ୍ତୁ ପୂରା ଘଟଣା

କିଛି ୟୁଜର୍ସ କ୍ୟାସ୍‌ ବ୍ୟାକ୍‌ରେ ପାଇଥିବା ଏ ଟଙ୍କାକୁ ଫେରସ୍ତ ପାଇଁ ଦାବି କରିଥିବା ବେଳେ Google Pay କିଛି ୟୁଜର୍ସଙ୍କୁ ଟଙ୍କା ଫେରାଇନିଆଯିବ ନାହିଁ ବୋଲି କହିଛି ।

Corona
ଆଗକୁ ଆସିବ କି କରୋନାର ଆଉ ଏକ ଲହର ?

ଯଦି ପୁଣି ଥରେ କରୋନାର ଲହର ଆସେ, ତେବେ କେମିତି କରାଯିବ ମୁକାବିଲା ? ରାଜ୍ୟରେ କେତେ ପ୍ରସ୍ତୁତ ରହିଛି କୋଭିଡ୍ ଭିତ୍ତିଭୂମି ? ଦେଶରେ ଗଲା କିଛି ଦିନ ଧରି କୋଭିଡ୍ ସଂକ୍ରମଣର ଉପରମୁହାଁ ସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ...

Gold Price
ଗ୍ରାହକଙ୍କୁ ଘାରିଲାଣି ଚିନ୍ତା ; ୬୮ ହଜାର ଟପିପାରେ ସୁନା ଦର

ବର୍ତ୍ତମାନ ସୁନା ଦରକୁ ନେଇ ଆସିଥିବା ଏହି ଖବର ସୁନାପ୍ରେମୀଙ୍କୁ ଚିନ୍ତାରେ ପକାଇଛି । ନିକଟରେ ବଜାରରେ ସୁନା ବିକ୍ରି ହେବାକୁ ନେଇ ସରକାର କିଛି ପ୍ରତିବନ୍ଧକ ଲଗାଇଛନ୍ତି ।

BJP Politic
ବିଜେପିର ମିଶନ ଓଡ଼ିଶା; ଦିଲ୍ଲୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

BJD
ବିଜେଡି ଦେଶର ୨ୟ ଧନୀ ଆଞ୍ଚଳିକ ଦଳ

ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍...

Indias tiger population rises
ବାଘ ମାମୁଙ୍କ ପାଇଁ ନିରାପଦ ଭାରତ, ବଢୁଛି ସଂଖ୍ୟା

ଦେଶରେ ବ୍ୟାଘ୍ର ପ୍ରକଳ୍ପର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଟରନ୍ୟାସନାଲ ବିଗ୍ କ୍ୟାଟ୍ ଆଲାଏନ୍ସର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଖୁସିର କଥା ଓଡ଼ିଶା ଆସୁଥିବା ଇଷ୍ଟର୍ଣ୍ଣ ଘାଟରେ ମଧ୍ୟ ବାଘ ସଂଖ୍ୟା ବୃଦ୍ଧି ପାଇଛି ।

Kidney Disease
କିଡନୀ ରାକ୍ଷସ କବଳରେ ଦୁଇ ଗାଁ: ୧୦ ବର୍ଷରେ ଗଲାଣି ୨୦ଜଣଙ୍କ ଜୀବନ

ଅସାଢୁପଡ଼ାର ଅନେକ ଲୋକ ଏବେ ଏହି ରୋଗ କବଳରେ । ଫୁଲା ଫୁଲା ମୁହଁ, ରୋଗୀଣା ଚେହେରା । ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡ଼ିତ ହେବା ପରେ ଏବେ ଚାଲିଛି ଚିକିତ୍ସା ।

wheelchair fencer
ବଣରେ ମିଳେଇଯିବ କି ବଣମଲ୍ଲୀର ମହକ?

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଦଳାଙ୍ଗ ରାମେଶ୍ୱରପୁରର ସୁନାଝିଅ ମଧୁସ୍ମିତା ସାହୁ। ହ୍ୱିଲ ଚେୟାର୍ ଫେନ୍ସିଂ ଖେଳାଳି। ଗତମାସ ହରିୟାଣାରେ ଜାତୀୟ ସ୍ତରର ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ପରେ, ଏବେ ତାଙ୍କ ଆଖିରେ ଆଖିଏ ସ୍ୱପ୍ନ। ସ୍ୱପ୍ନ ବିଦେଶ ଯିବାର, ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର। ହେଲେ ବିଡ଼ମ୍ବନା,...

college
ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନରୁ ମୁହଁ ମୋଡୁଛି ନାକ୍ ! କାୟା ବଢୁଛି ହେଲେ ଗୁଣବତ୍ତା କମୁଛି

ଉପାନ୍ତରୁ ଉପକୂଳ ଯାଏ ନାକ୍ ମାନ୍ୟତାପ୍ରାପ୍ତ ଡିଗ୍ରୀ କଲେଜ ସଂଖ୍ୟା ନିରୁତ୍ସାହଜନକ । ଖାଲି କଲେଜ ନୁହେଁ ଅଗ୍ରଣୀ ବିଶ୍ୱବିଦ୍ୟାଳୟଗୁଡିକ ବି ନାକ୍ ମାନ୍ୟତାରୁ ବାଦ ପଡୁଛନ୍ତି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଶିକ୍ଷାବିତ।...

GoFirst
ଫ୍ରି... ଫ୍ରି... ଫ୍ରି... ଏହି ବିମାନ ଦେଉଛି ମାଗଣାରେ ଯାତ୍ରାର ସୁଯୋଗ !

ବିମାନ କମ୍ପାନୀ GoFirst ତାର ୧୭ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ GoFirst ସେମାନଙ୍କ ଯାତ୍ରୀଙ୍କ ପାଇଁ ଦୁଇଟି ବିଶେଷ ଅଫର ଆଣିଛି । ଯାହାଦ୍ୱାରା ଯାତ୍ରୀମାନେ ଅନ୍ୟକିଛି ସୁବିଧା ପାଇବା ସହ ବିମାନ ଯାତ୍ରାର ମଧ୍ୟ ଲାଭ ପାଇପାରିବେ ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।