• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

BJD
ବିଜେଡିର ସୋସିଆଲ୍ ମିଡିଆ କ୍ୟାଂପେନରେ ନାହାନ୍ତି ନବୀନ !

୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ...

Electric vehicles
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର; ମିଳିବ ଇଭି ଆଡଭାନ୍ସ

ଗ୍ରୁପ୍-ଏ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ ପାଇଁ ଆଡଭାନ୍ସ ମିଳିବ । ସେହିପରି ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ ଯାନ କିଣିବାକୁ ଅଗ୍ରୀମ ଟଙ୍କା ଦେବେ ସରକାର ।

man body
ଆପଣଙ୍କ ଶରୀରରେ କେତେ ରହିଛି ଜଳ ଓ ଅମ୍ଳଜାନ... କେମିତି ରହିବେ ସୁସ୍ଥ ?

ମଣିଷ ଶରୀର ଠିକ୍‌ ମେସିନ୍‌ ପରି । ମଣିଷ ଚାଲିବାକୁ ହେଲେ ଶକ୍ତିର ଆବଶ୍ୟକତା ରହିଛି । ଖାଦ୍ୟ ରୂପକ ଉର୍ଜା ଦ୍ୱାରା ମଣିଷ ଶକ୍ତି ପାଇବା ସହ ସମସ୍ତ କାମ କରିବାରେ ସକ୍ଷମ ହୋଇଥାଏ ।

 bhagya laxmi yojana
ଝିଅଙ୍କ ପାଇଁ ନୂଆ ଯୋଜନା ଆଣିଲେ ଏହି ସରକାର; ମିଳିବ ୨ଲକ୍ଷ ଟଙ୍କା

ଅତୀତରେ ‘ସୁକନ୍ୟା ଯୋଜନା’କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିବା ବେଳେ ବର୍ତ୍ତମାନ ‘ଭାଗ୍ୟଲକ୍ଷ୍ମୀ ଯୋଜନା’ ଆଣିପାରେ ଝିଅମାନଙ୍କ ପାଇଁ ବିଶେଷ ଖୁସି ।

SNAKE
ମଣିଷ ସ୍ନେହରେ ଅଜଗର; ଭାଇରାଲ ହେଉଛି ଭିଡିଓ...

ଭିଡିଓଟିରେ ଦେଖିବାକୁ ମିଳୁଥିବା ଦୁଇଟି ସାପର ରଙ୍ଗ ଭିନ୍ନ ଭିନ୍ନ ରହିଛି । ଗୋଟିଏ ଅଜଗରର ରଙ୍ଗ କଳା ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର ରହିଛି ।

Temple Bell
ମନ୍ଦିର ବାହାରେ କାହିଁକି ବଜାଯାଏ ଘଣ୍ଟି ? ଜାଣନ୍ତୁ ଧାର୍ମିକ ଓ ବୈଜ୍ଞାନିକ କାରଣ...

ଘଣ୍ଟିକୁ ନେଇ ପୁରାଣରେ ଅନେକ କଥା ବର୍ଣ୍ଣନା କରାଯାଇଛି । ମନ୍ଦିରରେ ଘଣ୍ଟି ବଜାଇବା ଦ୍ୱାରା ମନୁଷ୍ୟର ଅନେକ ଜନ୍ମର ପାପ ନଷ୍ଟ ହୋଇଥାଏ ବୋଲି କୁହାଯାଇଛି ।

Asteroid
ବିପଦ ଆଣିବ କି ଉଲ୍‌କାପିଣ୍ଡ ? ୨୦୪୬ରେ ପୃଥିବୀକୁ ଦେଇପାରେ ଧକ୍କା

ନାସା ପକ୍ଷରୁ ଦିଆଯାଇଥିବା ତଥ୍ୟରେ ପୃଥିବୀ ପ୍ରତି ବିପଦ ରହିଥିବା ଦର୍ଶାଯାଇଛି । କୁହାଯାଇଛି କି, ଆଗାମୀ ୨୩ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସୃଷ୍ଟି ହୋଇପାରେ ।

IPS Bharati
କୁଆଡେ ଗଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ଏନ୍.ବି. ଭାରତୀ ?

୨୦୧୭ରେ କଟକ ପୋଲିସ ମୁଖ୍ୟାଳୟରେ ହ୍ୟୁମାନ ରାଇଟସ୍ ପ୍ରୋଟେକସନ ସେଲରେ ଆଇଜି ଭାବେ ଅବସ୍ଥାପିତ ହୋଇଥିଲେ ୧୯୯୮ ବ୍ୟାଚର ଆଇପିଏସ୍ ଅଧିକାରୀ ଏନବି ଭାରତୀ ।

Meta Company
ସୋସିଆଲ ମିଡିଆରେ କରୁଛନ୍ତି କି ଚାକିରି ? ଛଟେଇ ହେବେ ୧୦ ହଜାର କର୍ମଚାରୀ

ମେଟା ପକ୍ଷରୁ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ କୁହାଯାଇଛି । ଫଳରେ କର୍ମଚାରୀମାନଙ୍କୁ ଶକ୍ତ ଝଟକା ଲାଗିଛି । ଦିଆଯାଇଥିବା ସୂଚନା ଅନୁସାରେ ଦ୍ୱିତୀୟ ଥର ପାଇଁ ମେଟା ଏହିପରି ପଦକ୍ଷେପ ନେବାକୁ ଯାଉଛି ।

Vehicle Burn
ସ୍ତ୍ରୀ ସହ ଝଗଡ଼ା ପରେ ଏମିତି ରାଗିଲେ ସ୍ୱାମୀ, ଗୋଟି ଗୋଟି କରି ୮ ଗାଡ଼ି ପୋଡ଼ିଦେଲେ

ସ୍ୱାମୀ-ସ୍ତ୍ରୀଙ୍କ ବଚସା ପରେ ୮ଟି ଗାଡ଼ି ଜାଳିଦେଇଛନ୍ତି ସ୍ୱାମୀ । ୪ଟି ବାଇକ୍‌, ଦୁଇଟି କାର୍‌ ଓ ୨ଟି ଅଟୋ ନିଆଁରେ ଜଳିଯାଇଛି ।

Sudha Murthy
ଜ୍ୱାଇଁ ପ୍ରଧାନମନ୍ତ୍ରୀ; ରାସ୍ତାରେ ରୋଷେଇ କରୁଛନ୍ତି ଶାଶୂ

ମହିଳା ଜଣକ ହେଉଛନ୍ତି ଜଣେ ପ୍ରଧାନମନ୍ତ୍ରୀଙ୍କ ଶାଶୂ । ଖାଲି ସେତିକି ନୁହେଁ ତାଙ୍କର ଅନେକ ପରିଚୟ ରହିଛି । ସେ ଜଣେ ପ୍ରଖ୍ୟାତ ଲେଖିକା ।

Why sleep is important before exams?
ପରୀକ୍ଷା ପୂର୍ବରୁ କାହିଁକି ଶୋଇବା ଜରୁରୀ ? ଜାଣନ୍ତୁ ୬ଟି କାରଣ...

ଆପଣ ଜାଣନ୍ତି କି, ପରୀକ୍ଷା ପୂର୍ବରୁ ଶୋଇବା ନିହାତି ଜରୁରୀ । କାରଣ ଭଲ ନିଦ ହେବା ଦ୍ୱାରା ଜଣେ ପରୀକ୍ଷାର୍ଥୀଙ୍କୁ ଅନେକ ଫାଇଦା ମିଳିଥାଏ ।

Indian Army
ଦୁର୍ଘଟଣା ପରେ ଜଳିଗଲା ସେନା ହେଲିକପ୍ଟର; ମିଳୁନି ପାଇଲଟ୍‌ଙ୍କ ପତ୍ତା

ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ, ସେ ବାବଦରେ ସୂଚନା ମିଳିପାରିନାହିଁ ।

4 die of suffocation while cleaning drainage chamber
ଡ୍ରେନ୍‌ରେ ଶ୍ୱାସରୁଦ୍ଧ ହୋଇ ୪ଜଣଙ୍କ ମୃତ୍ୟୁ

ବାରମତି ତହସିଲ ଅଧିନରେ ଥିବା ଏକ ଡ୍ରେନେଜ୍‌ କୂଅ ମଧ୍ୟରେ ପଶି ସଫେଇ କରିବା ସମୟରେ ଜଣକ ପରେ ଜଣଙ୍କର ଜୀବନ ଚାଲିଯାଇଛି । ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିବା ସିହ ସମସ୍ତ ୪ଜଣଙ୍କ ମୃତଦେହ ଜବତ କରିଛି ।

5T
ବିଧାନସଭାରେ ଥମୁନି 5T ଝଡ଼

କାଉଣ୍ଟର ପାଇଁ ସୋସିଆଲ ମିଡିଆର ସାହାରା ନେଲା ବିଜେଡି

Odisha Drivers Mahasangh Launches Protest
ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ; ଠପ୍ ହୋଇଗଲା ଜୀବନଯାତ୍ରା !

ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟାଘଂଟା ଧରି ଅଟକି ରହିଲେ ଯାତ୍ରୀ। କେଉଁଠି ଛାତ୍ରଛାତ୍ରୀ ଓ ଅଧ୍ୟାପକ ତ କେଉଁଠି ତୀର୍ଥଯାତ୍ରୀ, ଗାଡି ନପାଇ ହନ୍ତସନ୍ତ ହୋଇଛନ୍ତି ସମସ୍ତେ ।

Forest Fire
ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ; ନିଆଁକୁ ନେଇ କେନ୍ଦ୍ର- ରାଜ୍ୟ ଦୋଷ ଠେଲାଠେଲି

ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି ହୋଇଛନ୍ତି । ବିଜେପି କହିଛି, ଜଳୁଛି ଜଙ୍ଗଲ । ବଢ଼ୁଛି ତାପମାତ୍ରା । ନିଆଁ ଲିଭାଇବା ପାଇଁ ପଶ୍ଚିମା ଝଡ଼କୁ ଭରସା କରି ହାତ ଟେକି ବସିଛନ୍ତି ସରକାର ।

Odisha Drivers Mahasangh Launches Protest
ନିଆରା ଢ଼ଙ୍ଗରେ ଡ୍ରାଇଭର ସଙ୍ଘର ପ୍ରତିବାଦ; କେଉଁଠି ଫୁଲମାଳ ତ କେଉଁଠି ଚନ୍ଦନ ଟିକା..

ଗାଡ଼ି ଛାଡ଼ି ଗର୍ଜନ, ହଲ୍ଲାବୋଲ୍ ଏବଂ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ିକୁ ଟାର୍ଗେଟ୍ । ୧୦ ଦଫା ଦାବିରେ ସାରା ରାଜ୍ୟରେ ଆଜି ଏମିତି ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ ।

Dharmendra Pradhan, Bhartruhari Mahtab
ପଦ୍ମ ପୋଖରୀକୁ ଡେଇଁବେ କି ଭର୍ତ୍ତୃହରି ମହତାବ ?

ଦିଲ୍ଲୀରେ ମହତାବଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ରେଡ୍ କାର୍ପେଟ ! କିଛି ଦିନ ହେଲା ବିଜେଡିକୁ ପରୋକ୍ଷରେ କଟାକ୍ଷ କରିଛନ୍ତି ଭର୍ତ୍ତୃହରି

Anjana Mishara
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା; ଅଭିଯୁକ୍ତ ବିବନକୁ ଘଣ୍ଟ ଘୋଡ଼ାଯାଉଛି !

୨୦୨୧ରେ ପୁଣେରୁ ଗିରଫ କରାଯାଇଥିବା ବିବନ ବିରୋଧରେ ଶୀଘ୍ର ଶୁଣାଣି ଆରମ୍ଭ କରାଯାଇ, ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲାଯାଉ ବୋଲି ସେ ଦାବି କରିଛନ୍ତି । ତାଙ୍କର ଅଭିଯୋଗ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।