ପୂର୍ବରୁ ଉକ୍ତ ଓଲାଗି ବାନର ଦର ୨୦୦ଟଙ୍କା ଥିଲା । ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟିର ନିଷ୍ପତ୍ତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।
ରୋଗୀଙ୍କୁ ଆଡମିଶନ କରାଇ ଆଉ ଏକ ହସପିଟାଲରୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ଜେ. ଏମ୍ . କେୟାର ନର୍ସିଂହୋମ ବିରୋଧରେ ।
ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପ୍ରତି ସଜାଗ ରହିଛୁ । ଆମ ପାଖରେ ଥିବା ଜ୍ଞାନକୌଶଳକୁ ଆଧୁନିକୀକରଣ କରିଛୁ ।
ବର୍ତ୍ତମାନ ମୋଟ୍ ୪୨% ମହଙ୍ଗା ଭତ୍ତା କର୍ମଚାରୀମାନେ ପାଉଥିବାବେଳେ ଜୁନ୍ ୨୦୨୩ ଯାଏଁ କର୍ମଚାରୀମାନେ ଏହି ବେତନ ପାଇବେ । ପରେ ଜୁଲାଇ ପହିଲାରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ ।
ଆଜି ୨୫ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ମିଳିଥିବା ସୂଚନା ମୁତାବକ, ମନ୍ଦିର ଭିତରେ ହୋମ ଚାଲିଥିଲା । ହୋମ ଚାଲିଥିବା ବେଳେ ସେଠାରେ ତିଆରି ହୋଇଥିବା ଅସ୍ଥାୟୀ ଛାଉଣୀରେ ନିଆଁ ଲାଗିଯାଇଥିଲା ।
ଆଜି ସକାଳ ୯ଟାରୁ ପ୍ରଥମ ହେଲିକପ୍ଟର ଉଡାଣ କରିଛି । ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ଏହି ହେଲିକପ୍ଟର ସେବା ଜାରି ରହିବ । ଆକାଶ ଉପରୁ ଅଯୋଧ୍ୟା ନଗରୀର ଏରିଏଲ ଭ୍ୟୁ ଦର୍ଶନ କରିପାରିବେ ପର୍ଯ୍ୟଟକ ।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଗୁରୁବାର
ଯୋଜନା ଅନୁସାରେ ସରକାର ନୂତନ କୃଷି ବ୍ୟବସାୟ ଆରମ୍ଭ କରିବାକୁ ଚାଷୀମାନଙ୍କୁ ୧୫ ଲକ୍ଷ ଟଙ୍କା ଅର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବର୍ତ୍ତମାନ ଇ-ନାମ ପ୍ଲାଟ୍ଫର୍ମରେ ୨୩୮୯ FPO ରହିଛି । ଏହି ଆର୍ଥିକ ରାଶିକୁ ସରକାର ୩ ବର୍ଷ ମଧ୍ୟରେ ପ୍ରଦାନ କରିବେ ।
ସୁନାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବାବେଳେ ଗଲା କିଛି ଦିନ ଧରି ସୁନା ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହାକୁ ନେଇ ମଧ୍ୟବିତ୍ତ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି । ଏହାରି ଭିତରେ ସୁନାକୁ ନେଇ ସାମାନ୍ୟ ଖୁସି ଖବର ଆସିଛି ।
ଯେଉଁ ବିଡିଓଙ୍କୁ ନେଇ ସାରା କୋଇଡ଼ାରେ କମ୍ପନ.... ଯାହାଙ୍କ ବିରୋଧରେ ଜନତାଙ୍କଠୁ ଜନପ୍ରତିନିଧିଙ୍କ ଯାଏଁ ଜଳିଛି ଆକ୍ରୋଶର ନିଆଁ... ସେହି ବିଡିଓଙ୍କୁ ଏବେ ଆକ୍ରମଣ ଅଭିଯୋଗ । ତା’ପୁଣି ଆକ୍ରମଣକାରୀ ଆଉ କେହି ନୁହଁନ୍ତି, ନିଜ ବାପା ଓ ଭାଇ ମାଡ଼ ମାରିଛନ୍ତି ବିବାଦୀୟ ବିଡିଓ ପଲ୍ଲବୀ ରାଣୀ...
ପେନ୍ ବଢ଼ାଇଦେବ ପେନ୍ କିଲର । ବିପି ବଢ଼େଇବ ବ୍ଲଡ୍ ପ୍ରେସର ମେଡିସିନ୍ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ଔଷଧ । ନିଇତି ଦରକାର ପଡ଼ୁଥିବା ଅତ୍ୟାବଶ୍ୟକ ଔଷଧ ଦାମ୍ ୧୨ ପ୍ରତିଶତ ବଢ଼ିଯିବ । ପାଇକାରୀ ମୂଲ୍ୟ ସୂଚୀ-WPI ବୃଦ୍ଧି ଆଧାରରେ ୨୭ଟି ବର୍ଗର...
ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଲମ୍ବୁଛି ଜାଲ୍ ସାର୍ଟିଫିକେଟ କରାବାର । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟର ସାଂଘାତିକ ଅଭିଯୋଗ । ଆଉ ଏ ବଡ଼ ରାକେଟ ପଛରେ ରହିଛି ବିଜେଡି ଲିଙ୍କ୍ ।
୩ଟା ୩୦ରେ ରଥଟଣା ଆରମ୍ଭ ହେବାର ଥିଲେ ବି ନୀତିକାନ୍ତିରେ ବିଳମ୍ବ ଯୋଗୁଁ ୫ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା । ରୁକୁଣା ରଥ ଦେଖିବା ଲାଗି ଭକ୍ତଙ୍କ ମଧ୍ୟରେ ଆଜି ସକାଳୁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।
ବଢେଇ ବାଙ୍କ ଛକରେ ଅଟକି ରହିଲା ରୁକୁଣା ରଥ । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଆଜି ମାଉସୀମା’ ଛକରେ ପହଞ୍ଚି ପାରିନଥିବାରୁ ଆସନ୍ତାକାଲି ସକାଳେ ପୁଣି ଆରମ୍ଭ ହେବ ରଥଟଣା ।
ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବରିଷ୍ଠ ନେତାଙ୍କୁ ଦଳରେ କାହିଁକି ନୀରବ କରାଗଲା ? ଗଞ୍ଜାମ ରାଜନୀତି ବିଜେଡିରେ ଦୁର୍ବଳ ନେତୃତ୍ୱ ପାଇଁ ଦଳର ଗୋଷ୍ଠୀକନ୍ଦଳ ତୀବ୍ର ହେଉଛି ।
ପୁଅକୁ ଅପହରଣକରି ୫୦ ଲକ୍ଷ ମଗାଯାଉଥିବା ଅଭିଯୋଗ ହୋଇଥିଲା । ପରଦିନ ସକାଳେ ବରଗଡ଼ ଜିଲ୍ଲାରେ ନାବାଳକର ମୃତଦେହ ମିଳିଥିଲା । ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଛାତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ଛାତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।
ପ୍ରୀତିରଞ୍ଜନ ବେହେରା କଟକରେ 6th ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତ ଅଛନ୍ତି । ତେବେ ଜଣେ ଯୁବତୀଙ୍କ ସହ ସେ ୭ ବର୍ଷ ସମ୍ପର୍କ ରଖିବା ପରେ ବର୍ତ୍ତମାନ ତାଙ୍କୁ ଧୋକାଦେଇଥିବା ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।
ମହାନଦୀ ଟ୍ରିବ୍ୟୁନାଲରେ ରାଜ୍ୟ ସରକାର ୬ ଜଣ ବରିଷ୍ଠ ଓକିଲଙ୍କୁ ନିୟୋଜିତ କରିଛନ୍ତି, ସେମାନଙ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି । ତାର ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାର ଗୃହରେ ଉପସ୍ଥାପନ କରନ୍ତୁ ବୋଲି ଦାବି କରିଛନ୍ତି ଜୟନାରାୟଣ ।