• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

BJP Politic
ବିଜେପିର ମିଶନ ଓଡ଼ିଶା; ଦିଲ୍ଲୀରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି

ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

India's tiger population rises
ବାଘ ମାମୁଙ୍କ ପାଇଁ ନିରାପଦ ଭାରତ, ବଢୁଛି ସଂଖ୍ୟା

୨୦୨୨ ବାଘ ଗଣନା ରିପୋର୍ଟ ଅନୁସାରେ ଦେଶରେ ଅଛନ୍ତି ୩ ହଜାର ୧୬୭ଟି ବାଘ । ୨୦୧୮ରେ ଏ ସଂଖ୍ୟା ଥିଲା ୨ ହଜାର ୯୬୭ । ବାଘ ସଂଖ୍ୟା ବଢ଼ିଥିବାରୁ ୨୦୨୨ ବାଘ ଗଣନା ରିପୋର୍ଟ ଉନ୍ମୋଚନ କରିବା ଅବସରରେ ଖୁସି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

BJD
ବିଜେଡି ଦେଶର ୨ୟ ଧନୀ ଆଞ୍ଚଳିକ ଦଳ

ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍...

Finance Ministry sets up panel to review NPS
ପୂରଣ ହୋଇପାରେ ସରକାରୀ କର୍ମଚାରୀଙ୍କ ଦାବି; ଫେରିପାରେ ପୁରୁଣା ପେନ୍‌ସନ୍‌ !

ଗଠନ କରାଯାଇଥିବା ଏହି ପ୍ୟାନେଲ୍‌ର ସଦସ୍ୟମାନେ କର୍ମଚାରୀମାନଙ୍କ ନୂତନ ପେନ୍‌ସନ୍‌ ଯୋଜନା ଉପରେ ଅନୁଧ୍ୟାନ କରିବେ ବୋଲି କୁହାଯାଇଛି । ନୂତନ ପେନ୍‌ସନ୍‌ ଯୋଜନାରେ କ’ଣ ପରିବର୍ତ୍ତନ କରାଯିବ ସେନେଇ ପ୍ୟାନେଲ୍‌ର ସଦସ୍ୟମାନେ ବିଚାର କରିବେ ।

Alphonso Mango on EMI
TV-ଫ୍ରିଜ୍‌ ପରି ଏବେ EMIରେ ବି କିଣିପାରିବେ ଆମ୍ୱ

ଆଜି ଆମେ ଆପଣଙ୍କୁ ଏମିତି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି EMIରେ ଆମ୍ବ ବିକ୍ରି କରୁଛନ୍ତି । ବଜାରରେ ଆମ୍ୱର ଦାମ୍‌ ଅଧିକ ଥିବାରୁ ଗ୍ରାହକଙ୍କୁ EMIରେ ଆମ୍ବ ଯୋଗାଇଦେଉଛନ୍ତି ବ୍ୟବସାୟୀ ଜଣକ ।

President Droupadi Murmu takes sortie on Sukhoi 30 MKI aircraft at Tezpur air force station, Assam.
ସୁଖୋଇରେ ଉଡ଼ିଲେ ସୁପ୍ରିମ୍ କମାଣ୍ଡର; ଶତ୍ରୁ ରାଷ୍ଟ୍ରକୁ ଶକ୍ତି ଦେଖାଇଲେ ରାଷ୍ଟ୍ରପତି

ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ବାୟୁ ସେନାର ମେରୁଦଣ୍ଡ ବୋଲାଉଥିବା ସୁଖୋଇ-୩୦ ଫାଇଟର୍ ଜେଟ୍‌ରେ ଆଜି ଉଡ଼ାଣ ଭରିଛନ୍ତି ତିନି ସେନାର ସର୍ବୋଚ୍ଚ କମାଣ୍ଡର ତଥା ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ।

mla sushant Singh is out form Jharsuguda by election duty
ନବ ମର୍ଡର ଷଡ଼ଯନ୍ତ୍ର ଅଭିଯୋଗ ପାଇଁ ଉପନିର୍ବାଚନ ଦାୟିତ୍ୱରୁ ବାଦ୍ ପଡ଼ିଲେ କି ସୁଶାନ୍ତ ସିଂ ?

ନବ ଦାସ ହତ୍ୟା ଷଡ଼ଯନ୍ତ୍ରରେ ସୁଶାନ୍ତ ସିଂଙ୍କ ନାଁ ଥିବା ପୂର୍ବରୁ ବିରୋଧୀ ଅଭିଯୋଗ କରିଥିଲେ। ଆଉ ଏବେ ସେହି ଥିଓରୀ ଦର୍ଶାଇ ତାଙ୍କୁ ବାଦ୍ ଦିଆଯାଇଥିବା କହି ଘେରିଛନ୍ତି। କାହିଁକି ସୁଶାନ୍ତଙ୍କୁ ବିଜେଡିର ନିର୍ବାଚନ ପରିଚାଳନାରେ ସାମିଲ କରଗଲା ନାହିଁ ? ନବ ଦାସ ବିଧାୟକ ଓ...

NCERT Exam Pattern
ବୋର୍ଡ ପରୀକ୍ଷାରେ ଆସିପାରେ ସଂସ୍କାର; ନବମରୁ ଦ୍ୱାଦଶ ଯାଏଁ ସେମିଷ୍ଟର କରିବାକୁ ଡ୍ରାଫ୍ଟ ପଲିସି

ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ ।

Jaga Mission Odisha
‘ଜାଗା ମିଶନ’ରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ?

ଜାଗା ମିଶନରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ? ସହରରେ ଭୂମିହୀନଙ୍କ ପାଇଁ ଜାଗା ଓ ବସତି ଦେବା ଲକ୍ଷ୍ୟରେ ସରକାରଙ୍କ ତଥାକଥିତ ବିଶ୍ୱର ସର୍ବବୃହତ ଯୋଜନାରେ ଘର ପାଉଛନ୍ତି ତ ବସ୍ତି ବାସିନ୍ଦା ? ନା କେବଳ ଭେଳିକି ?

Odisha man’s zeal & skill to speak reverse Odia
ଓଡ଼ିଆକୁ ଓଲଟାଇ ନନଷ୍ଟପ୍ କହୁଛନ୍ତି କାଳୀଚରଣ

ସ୍କୁଲ ସାଙ୍ଗଙ୍କ ସହ କଥା ହେଉ ହେଉ ଧିରେ ଧିରେ ଅଭ୍ୟାସରେ ପରିଣତ ହୋଇଗଲା। ୩୫ ବର୍ଷ ହେଲା ସେ ଏମିତି ନନଷ୍ଟପ୍ କଥା ହୋଇପାରୁଛନ୍ତି। କେବଳ କାଳୀ ନୁହଁନ୍ତି, ତାଙ୍କ ସହ କାମ କରୁଥିବା ରଘୁନାଥ ବାରିକ ଓ ମୃତ୍ୟୁଞ୍ଜୟ ଡାକୁଆ ମଧ୍ୟ ଏମିତି ଓଲଟା କଥାରେ...

NCERT Exam Pattern
ବୋର୍ଡ ପରୀକ୍ଷାରେ ଆସିପାରେ ସଂସ୍କାର; ନବମରୁ ଦ୍ୱାଦଶ ଯାଏଁ ସେମିଷ୍ଟର କରିବାକୁ ଡ୍ରାଫ୍ଟ ପଲିସି

ନୂଆ ଜାତୀୟ ଶିକ୍ଷା କରିକୁଲମ୍ ଫ୍ରେମୱାର୍କ ପ୍ରସ୍ତାବ ଅନୁସାରେ ଯଦି ଗୋଟିଏ ସେମିଷ୍ଟାର ବା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଖରାପ କରନ୍ତି, ତେବେ ତାକୁ ସୁଧାରିବା ପାଇଁ ଆଗାମୀ ସେମିଷ୍ଟର ପରୀକ୍ଷାରେ ସୁଯୋଗ ରହିବ ।

Jaga Mission Odisha
‘ଜାଗା ମିଶନ’ରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ?

ଏପରିକି ପ୍ରାଥମିକ ସର୍ଭେ ପରେ ଯେଉଁ ହିତାଧିକାରୀଙ୍କ ତାଲିକା ବାହାରିଛି ସେଥିରେ ଅନେକ ଯୋଗ୍ୟ ଲୋକଙ୍କ ନାଁ ନଥିବା ଏବଂ ପ୍ରୀୟାପ୍ରୀତି କରି ତାଲିକାରେ ସରକାରୀ ଚାକିରିଆଙ୍କ ନାଁ ଯୋଡ଼ା ଯାଇଥିବା ଅଭିଯୋଗ ହୋଇଛି ।

President Droupadi Murmu takes sortie on Sukhoi 30 MKI aircraft at Tezpur air force station, Assam.
ସୁଖୋଇରେ ଉଡ଼ିଲେ ସୁପ୍ରିମ୍ କମାଣ୍ଡର; ଶତ୍ରୁ ରାଷ୍ଟ୍ରକୁ ଶକ୍ତି ଦେଖାଇଲେ ରାଷ୍ଟ୍ରପତି

ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ବାୟୁ ସେନାର ମେରୁଦଣ୍ଡ ବୋଲାଉଥିବା ସୁଖୋଇ-୩୦ ଫାଇଟର୍ ଜେଟ୍‌ରେ ଆଜି ଉଡ଼ାଣ ଭରିଛନ୍ତି ତିନି ସେନାର ସର୍ବୋଚ୍ଚ କମାଣ୍ଡର ତଥା ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ।

Mukesh Ambani & Nita Ambani love story,
କେମିତି ଥିଲା ମୁକେଶ-ନୀତାଙ୍କ ପ୍ରେମ ବିବାହ ? ଅମ୍ୱାନୀ ପରିବାରରେ କାହିଁକି ନୀତାଙ୍କୁ ମିଳେ ଅଧିକ ଗୁରୁତ୍ୱ ଜାଣନ୍ତୁ...

ନୀତା ଓ ମୁକେଶଙ୍କ ବିବାହ କଥା ଜାଣିଲେ ଆପଣଙ୍କୁ ନିଶ୍ଚୟ କିଛି ଅଲଗା ଲାଗିବ । ଆଉ ଭାବିବେ ସେତେବେଳ ସମୟରେ ସତରେ କ’ଣ ଏମିତି ଥିଲା ପ୍ରେମ । ୧୯୮୫ ମସିହାରେ ଉଭୟ ବିବାହ କରିଥିଲେ ।

India to organise first-ever Global Buddhist Summit
ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜନ କରିବ ଭାରତ

ରାଜଧାନୀ ନୂଆଦିଲ୍ଲୀରେ ସମସାମୟିକ ଗ୍ଲୋବାଲ ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଥମ ବିଶ୍ୱସ୍ତରୀୟ ବୌଦ୍ଧ ସମ୍ମିଳନୀ ଅୟୋଜିତ ହେବାକୁ ଯାଉଛି ।

Bond of cat & dog relationship in Jagatsingpur will win your heart
ନିଆରା ୟାଙ୍କର ପ୍ରେମକାହାଣୀ : ପାରିବେନି କେହି ଅଲଗା କରି

କୁକୁର-ବିଲେଇଙ୍କ ନିଆରା ପ୍ରେମ କାହାଣୀ । କେହି କାହାରିକୁ ଦଣ୍ଡେ ଛାଡୁନାହାନ୍ତି । କୁକୁର ସହ ଦିନରାତି ଖେଳୁଛି ବିଲେଇ । ୟାଙ୍କ ବନ୍ଧୁତା ଦେଖିଲେ ଆପଣ ବି କହିବେ, ପାରିବେନି କେହି ଅଲଗା କରି ।

Odisha girl turns bonded labourer to feed sister & mother after father & brother’s death
ବାପା-ଭାଇ ଯିବା ପରେ ଭଉଣୀ ଲାଗି ଦାଦନ ଖଟୁଛି ରୂପା

ସାଙ୍ଗ ହୋଇ ଚାଲିଗଲେ ବାପା-ଭାଇ । ଅସୁସ୍ଥ ହୋଇ ପଡ଼ିଲା ବିଧବା ମାଆ...ତିନି ଭଉଣୀଙ୍କୁ ପାଠ ପଢାଇବା ଲାଗି ବାହାର ରାଜ୍ୟରେ ଦାଦନ ଖଟୁଛି ବଡ଼ ଝିଅ ରୂପା । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା

Groom Dance
ବାଟବରଣୀ ବେଳେ କନିଆଁଙ୍କୁ ଦେଖି ନାଚିଲା ବର

ଚାଲିଥିଲା ବାଟବରଣୀ । ହଠାତ୍‌ କନିଆଁଙ୍କୁ ସାମ୍ନାରେ ଦେଖିଲେ ବର...ବାସ୍‌ ବଲିଉଡ୍‌ ଗୀତରେ ନାଚି ଧୂଳି ଉଡ଼େଇ ଦେଲା ବର

NewsFuse
ଗଳି ଭିତରେ କାହିଁକି ଧରୁଛ ? ଗାଡ଼ି ୬ ହଜାରକୁ ଫାଇନ୍‌ ୨୦ ହଜାର

ହେଲମେଟ୍‌ ପିନ୍ଧିଲେ ମୁଣ୍ଡ ସିଝୁଛି ? ସେଇଟା ହେଲମେଟ୍‌ ନା ପ୍ରେସରକୁକୁର ? ମଲେ ରିସ୍କ କିଏ ନେବ ?

Mobile
ମୋବାଇଲ ଫୋନ୍‌କୁ ପୂରିଲା ୫୦ ବର୍ଷ

ଚାହୁଁଚାହୁଁ ମୋବାଇଲ ଫୋନ୍‌କୁ ପୂରିଲା ୫୦ ବର୍ଷ । ଏପ୍ରିଲ ୩ରେ ତିଆରି ହୋଇଥିଲା ପ୍ରଥମ ମୋବାଇଲ୍‌...ଚାର୍ଜ ହେବାକୁ ଲାଗୁଥିଲା ୧୦ ଘଂଟା

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।