• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Politics
ବିରୋଧୀଙ୍କ ଯୁଦ୍ଧ ଡାକରା, ସେପଟେ ଅନ୍ତରୀଣ ସ୍ଥିତି ସଜାଡ଼ିବାରେ ବ୍ୟସ୍ତ କଂଗ୍ରେସ

ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟ ଆଉ ନରମ ରହିବନି । ବରଂ ଯୁଦ୍ଧ ହେବ । ଦିଲ୍ଲୀରୁ ବୈଠକ ସାରି ଭୁବନେଶ୍ବର ଫେରିବା ପରେ ଏଭଳି ମନ୍ତବ୍ୟ ରଖିଛନ୍ତି ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ।

Panchanga
Panchang Today 23rd Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୩ ତାରିଖ ଶନିବାର ଚନ୍ଦ୍ର- ମେଷ ରାତ୍ରି ୦୩.୧୭ ଗତେ ବୃଷ ତିଥି- ୧୧ଶୀ ପ୍ରାତଃ ୦୭.୧୨ ଗତେ ୧୨ଶୀ ଘାତଚନ୍ଦ୍ର- ମେଷ ରାଶିର, ରାତ୍ରି ୦୩.୧୭ ଗତେ ବିଛା ରାଶିର ଘାତବାର- ବୃଷ, ସିଂହ ଓ...

Corruption
ଡଙ୍ଗା, ଜାଲ ଓ ଇଞ୍ଜିନରେ ହେରାଫେରି.. ହାତଗୁଞ୍ଜା ଦେଲେ ଆକାଉଣ୍ଟକୁ ଆସୁଛି ଟଙ୍କା !

୧୫ ବର୍ଷ ତଳୁ ମୃତ୍ୟୁ ଘଟିଥିବା ରତ୍ନାକର ତରାଇଙ୍କ ନାଁ ହିତାଧିକାରୀ ତାଲିକାରେ ରହିଛି.. ରତ୍ନାକରଙ୍କ ଭଳି ଅନେକ ଭୂତ ହିତାଧିକାରୀ ରହିଛନ୍ତି.. ହେଲେ ପ୍ରକୃତ ମତ୍ସ୍ୟଜୀବୀଙ୍କୁ ମିଳୁନି ଲୋନ୍ ଆଉ ସବସିଡି ।

National Farmers Day
ଆଜି ଜାତୀୟ କୃଷକ ଦିବସ

ଆଜି ହେଉଛି ଜାତୀୟ କୃଷକ ଦିବସ । । ଫସଲଟିଏ ଉପୁଜାଇବା ପାଇଁ କୃଷକ କେତେ ହାଡ଼ଭଙ୍ଗା ପରିଶ୍ରମ କରେ । ମାଟିକାଦୁଅରେ ଲଟପଟ୍ ହୋଇ ନିଜ ପରିଶ୍ରମର ବୀଜ ବପନ କରେ । ଆଉ ସେହି ପରିଶ୍ରମରୁ ଜାତ ହୁଏ ସୁନାର ଫସଲ ।

Shortage of drinking water
ରାସ୍ତା-ନଳକୂପ ନାହିଁ ତ ଭୋଟ୍ ନାହିଁ

ଭୋଟ୍ ମାଗିଲା ବେଳକୁ ଆସି ରାସ୍ତା ତିଆରି କରିଦେବୁ । ନଳକୂପ ବସାଇଦେବୁ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ଭୋଟ ସରିବା ପରେ ଆଉ କିଏ ପଚାରେ । ଆଉ ଗ୍ରାମବାସୀ ଯୋଉଠି ଥିଲେ ସେଇଠି । ସେଥିପାଇଁ ରାସ୍ତା-ନଳକୂପ ନାହିଁ ତ ଭୋଟ୍ ନାହିଁ । ଏପରି ନାରା...

Flight
ଫ୍ରାନ୍ସରେ ଅଟକିଲା ବିମାନ, ମାନବଚାଲାଣ ସନ୍ଦେହ; ଥିଲେ ଭାରତୀୟ

୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ମାନବଚାଲାଣ ସନ୍ଦେହରେ ଏହାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଫ୍ରାନ୍ସ ।

Weather
ଖସୁଛି ପାରଦ, ବଢ଼ୁଛି ଶୀତ; ଘନ କୁହୁଡ଼ିରେ ଚାରିଆଡ଼େ ଧୂଆଁ ଧୂଆଁ

ସାରା ରାଜ୍ୟରେ ଅସହ୍ୟ ଜାଡ । ପାରଦ ତଳକୁ ତଳକୁ ଖସୁଛି । ଥଣ୍ଡାରେ ଥରୁଛନ୍ତି ସମସ୍ତେ । ତେବେ ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଦୁର୍ବଳ ଏବଂ ଆକାଶ ନିର୍ମଳ ଥିବାରୁ ଆଜିଠୁ ଶୀତର ପ୍ରକୋପ ସାମାନ୍ୟ...

Sri Ram Mandir
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଶ୍ୱଶୁର ଘରୁ ଉପହାର ପାଇବେ ପ୍ରଭୁ ଶ୍ରୀରାମ

ପାଟଣାର ମହାବୀର ମନ୍ଦିରରୁ ପଗଡ଼ି, ପାନ ଓ ପଦ୍ମ ମଞ୍ଜିକୁ ମିଥିଳାସ୍ଥିତ ପ୍ରଭୁ ଶ୍ରାରାମଙ୍କ ଶ୍ୱଶୁର ଘରକୁ ଯିବ । ପରେ ଏହାକୁ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ରାମ ମନ୍ଦିରକୁ ପଠାଯିବ ।

Cylinder
କମିଲା ଗ୍ୟାସ୍ ସିଲିଣ୍ତର ଦାମ୍, ଆଜିଠୁ ଲାଗୁ ହେବ ନୂଆ ଦର

କମର୍ସିଆଲ ସିଲିଣ୍ତରର ଦାମ୍ କମିଲା । ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି ।

Mandi Problem
ବନେଇମୁଣ୍ଡା ପେକ୍ସରେ ଘୋଟାଲା, ଜବତ ହେଲା ବ୍ଲାଙ୍କ ଚେକ୍ ଓ ପାସବୁକ୍

ମଣ୍ଡି ଖୋଲୁ ଖୋଲୁ ଚାଷୀଙ୍କୁ ମାଡ ! କଟନୀ ଛଟନୀରେ ତ୍ରାହି ତ୍ରାହି ଚାଷୀ । କିନ୍ତୁ ଏତିକିରେ ବି ମଣ୍ଡି ଅଧିକାରୀଙ୍କ ମନମାନୁନି । ମିଲର୍ସଙ୍କ ସହିତ ମଧୁଚନ୍ଦ୍ରିକାର ପ୍ରମାଣ ମିଳିଛି ମଣ୍ଡି ଭିତରୁ ।

Naxal
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆକ୍ରମଣ, ଗୁଳିମାଡରେ ୫ ଯବାନ ସହିଦ

ଜମ୍ମୁ କାଶ୍ମୀରର ପୁଂଚରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବଡ ଧରଣର ଆକ୍ରମଣ । ଏଥିରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ତିନିଜଣ ଆହତ ହୋଇଛନ୍ତି ।

Salar
ରିଲିଜ ହେଲା ଆକ୍ସନ୍ ଫିଲ୍ମ ‘ସାଲାର’, ପ୍ରଭାସଙ୍କ କମବ୍ୟାକକୁ ଅପେକ୍ଷା

ରିଲିଜ୍ ହୋଇଛି ଏବର୍ଷର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ସଲାର । ସକାଳ ୫ଟାରୁ ଭୁବନେଶ୍ବର ସମେତ ଦେଶର ବିଭିନ୍ନ ସିନେମା ହଲରେ ଫାଷ୍ଟ ଡେ’ ଫାଷ୍ଟ ଶୋ’ ଦେଖିଛନ୍ତି ଫ୍ୟାନ୍ସ । ହେଲେ ସିନେମା ରିଲିଜ୍ ପୂର୍ବରୁ କମ୍ ସ୍କ୍ରିନ୍ ମିଳିବାକୁ ନେଇ ଉତ୍ତର ଓ ଦକ୍ଷିଣ...

High Court
ହାଇକୋର୍ଟଙ୍କ ରାୟ, ବିନା ଅନୁମତିରେ ହୋଇ ପାରିବନି ନୂଆ ଜିଲ୍ଲା ଗଠନ

ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ ।

Shankaracharya
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି, ଜଗତଗୁରୁଙ୍କୁ ନିମନ୍ତ୍ରଣ

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରିବେ ।

Cold Wave
ପ୍ରବଳ ଶୀତ, କେମିତି ଶୋଇଛି ଭୁବନେଶ୍ବର ?

ରାଜଧାନୀରେ ଏବେ ରାଜ କରୁଛି ଶୀତ । ପ୍ରବଳ ଶୀତରେ କେମିତି ଶୋଇଛି ରାଜଧାନୀ । କେମିତି ଶୋଇଛି ରାଜଧାନୀର ରାସ୍ତାଘାଟ, ଆଉ କେମିତି ଶୀତ ସହ ସଂଘର୍ଷ କରୁଛନ୍ତି ବାସହରା । ଦିନ ସାରାର ଖଟଣି ପରେ ରାତିରେ ମୁଣ୍ଡ ଗୁଞ୍ଜିବା ବହୁ କଷ୍ଟକର ହେଉଛି ବାସହରାଙ୍କ...

Weather Update
ଶୀତରୁ ମିଳିବ ଆଶ୍ୱସ୍ତି, କିନ୍ତୁ କୁହୁଡ଼ି ମେଲାଇବ କାୟା

ଆଜିଠୁ କମିବ ଶୀତ, ବଢିବ କୁହୁଡ଼ି । ରାଜ୍ୟ ବାସୀଙ୍କୁ ଜାଡ଼ରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଏହି ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଗତ ସପ୍ତାହେ ଧରି ଲାଗି ରହିଥିବା ଅସହ୍ୟ ଶୀତର ପ୍ରକୋପ ଆଜିଠୁ କିଛିଟା କମିବ । କାଲିଠୁ ପ୍ରବଳ କୁହୁଡ଼ି...

Naxal
ମନୋହରପୁରରେ ରେଳ ଲାଇନ ଉଡାଇଲେ ମାଓବାଦୀ, ଟ୍ରେନ ଚଳାଚଳ ପ୍ରଭାବିତ

ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

Crime
ପୋଲିସକୁ ବି ଛାଡ଼ିଲେନି ଦମ୍ପତି, ଡିସକାଉଣ୍ଟରେ କାର ଦେବେ କହି ଲଗାଇଲେ ଚୂନା

ଡିସକାଉଣ୍ଟରେ କାର ଦେବାକୁ କହି ପାଖାପାଖି ୪୦ କୋଟି ଟଙ୍କାର ଠକେଇ ଅଭିଯୋଗ । ଠକେଇ ଅଭିଯୋଗ ପରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖିଛି ପୋଲିସ ।

Twitter Down
'ଏକ୍ସ' ଡାଉନ, ଅସୁବିଧାରେ ପଡ଼ିଛନ୍ତି ୟୁଜର୍ସ

ସୋସିଆଲ ମିଡ଼ିଆ 'ଏକ୍ସ' ର ସର୍ଭର ଡାଉନ । ସାରା ବିଶ୍ବରେ 'ଏକ୍ସ'ର ସର୍ଭର ଡାଉନ ହୋଇଥିବା ସୂଚନା ମିଳିଛି । ଫଳରେ ନିଜ ଟାଇମ ଲାଇନ କିମ୍ବା ଅନ୍ୟ ଟାଇମ ଲାଇନ ଦେଖି ପାରୁନାହାନ୍ତି ବ୍ୟବହାରକାରୀ । ସର୍ଭର ଡାଉନ ଯୋଗୁ ଟାଇମ ଲାଇନ ବ୍ଲାଙ୍କ୍ ହୋଇଯାଇଛି...

Crime
ମଦ ନେଇ ଯାଉଥିଲା, ପୋଲିସ ଅଟକାଇବାରୁ ଚଢ଼ାଇଦେଲା

ମଦ ବ୍ୟାନ ଥିବା ରାଜ୍ୟରେ ବେଆଇନ ଭାବେ ଗାଡ଼ିରେ ମଦ ନେଉଥିଲେ । ପୋଲିସକୁ ଦେଖି ଜୋରରେ ଗାଡ଼ି ଚଲାଇ ପଳାଇବେ ବୋଲି ଭାବିଥିଲେ । କିନ୍ତୁ ନିୟତିର ନୀତି ଥିଲା ଅଲଗା ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।