ବାଲେଶ୍ୱର ସହରରେ ଗମନାଗମନର ସୁବିଧା ପାଇଁ ଆରମ୍ଭ ହୋଇଥିବା ବ୍ୟାଟେରି ଚାଳିତ ସିଟି ବସ ଏବେ ଖତ ଖାଉଛି । କେବଳ ବସ କିଣା ହୋଇ ପଡିଥିବା ବେଳେ ନା ଡ୍ରାଇଭର ନିଯୁକ୍ତି ହୋଇଛନ୍ତି ନାଁ କର୍ମଚାରୀ ।
ତତଲା କଢେଇରେ ଭାଜି ହେଉଛି ଓଡ଼ିଶା । ଆଗକୁ ଆହୁରି ବଢିବ ତାତି । ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ।
କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନାନା ସମସ୍ୟା । ବିଦ୍ୟୁତ ସମସ୍ୟା ସାଙ୍ଗକୁ କାମ କରୁନି ଏସି ଓ ଫ୍ୟାନ । ଚାରି ଆଡେ ମାଳ ମାଳ ମୂଷା । ଏହାକୁ ନେଇ ଅଭିଯୋଗ କଲେ ବି ପଦକ୍ଷେପ ନିଆଯାଇନି ।
ଚୋର ସହ ଲଢ଼ିଲେ ମାଆ ଓ ଝିଅ । ଲୁଟିବା ଉଦ୍ଦେଶ୍ୟରେ ଆସିଥିବା ଦୁଇଜଣ ସଶସ୍ତ୍ର ଚୋରଙ୍କ ସହ ଲଢ଼ିଥିଲେ ଉଭୟ ମାଆ ଝିଅ ।
କେମିତି ହେଲା କେନ୍ଦୁଝର ଜେଲ କଏଦୀ ଅଜୟ ଦାସଙ୍କ ମୃତ୍ୟୁ? ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ? ଏହାପଛରେ ଆଉ କିଛି ରହସ୍ୟ ରହିଛି କି?
ସ୍ୱର୍ଗତ ଧୀରୁଭାଇ ଅମ୍ବାନୀ ରିଲାଏନ୍ସ କମର୍ସିଆଲ୍ କର୍ପୋରେସନ୍ ପ୍ରତିଷ୍ଠା କରିଥିଲେ । ପରେ ୧୯୮୫ରେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ ପରିବର୍ତ୍ତିତ ହୋଇଥିଲା । ଏହି କମ୍ପାନୀ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇଛି ।
ବିଜେଡି ଛାଡିବା ପରେ କ’ଣ ହେବ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ ପଦକ୍ଷେପ ? କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ବିଜେପିରେ ମିଶିବେ ବୋଲି କୁହାଯାଉଛି ।
ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର । ଅର୍ଥାତ ପ୍ରତିବର୍ଷ ଭଳି ଏଥର ବି ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ । ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ନିଜ ନିଜ ଘରେ, ପ୍ରତିଷ୍ଠାନରେ, ଅଫିସ...
କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପିଯାଇଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ପହଞ୍ଚିଥିଲା ।
ଗତକାଲି ଅନୁଷ୍ଠିତ ଉଦଘାଟନୀ ମୁକାବିଲା ଜିତି ନେଇଛି ଚେନ୍ନାଇ । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଫଳରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ।
କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ବଢିଲା ଅଡୁଆ । ଜୟରାମ ପାଙ୍ଗୀ ନିଜର ପୂର୍ବତନ ଡ୍ରାଇଭରଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ସହ ଆକ୍ରମଣ ଅଭିଯୋଗ ଘଟଣାରେ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ।
ଋଷ ସିଟି ମଲରେ ଗୁଳିମାଡ । ଭିଡ ଉପରେ ଅନ୍ଧାଧୁନ ଗୁଳି ଚଳାଇବା ସହ ବିସ୍ଫୋରଣ କରିଛନ୍ତି ଆତତାୟୀ । ଏଥିରେ ୬୦ ଜଣ ପ୍ରାଣ ହରାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି ।
କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ.. ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ବ୍ୟବହାର ହେଉଛି । AI ରେ ଯେଉଁ ଦେଶ ଯେତେ ଉନ୍ନତ, ସେ ଦେଶ ସେତେ ଶକ୍ତିଶାଳୀ । ବହୁ କାର୍ଯ୍ୟରେ AI ବ୍ୟବହାର କରୁଛି ମଣିଷ ।
ମୃତ୍ୟୁ ପରର ଜୀବନ ସମ୍ପର୍କରେ ଆପଣମାନେ ଅନେକ କଥା ଶୁଣିଥିବେ । ନିଜ ପାପପୁଣ୍ୟର ହିସାବ ପରେ କିଏ ନର୍କ ଯାଏ ତ କିଏ ସ୍ୱର୍ଗ । ତେବେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କେବଳ ବିଶ୍ୱାସର କଥା । ମୃତ୍ୟୁ ପରେ ସ୍ଥୁଳ ଶରୀର...
ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
୨୧ ବର୍ଷୀୟ ଯୁବତୀଙ୍କ ସାଙ୍ଘାତିକ କାରନାମା । ନିଜ ଅପହରଣ ନିଜେ କଲେ । ବାପାଙ୍କଠାରୁ ୩୦ ଲକ୍ଷ ଦାବି କଲେ । ଏପରି ଏକ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ବନ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଆକ୍ରମଣ ପରେ ଆକ୍ସନ ମୋଡରେ ବନ ବିଭାଗ । କୁଳଡିହା ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ରାତି ଅଧିଆ କମ୍ବିଂ ଅପରେସନ କରାଯାଇଛି । ଏହି ଅପରେସନ ବେଳେ ୬ ଜଣ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୬ଟି ଦେଶୀ...
ଅନ୍ତରଙ୍ଗ ସମୟରେ ଝରକା ଖୋଲା ରଖୁଥିଲେ ଦମ୍ପତି । ଏନେଇ ଅଭିଯୋଗ ଆଣିଲେ ପଡ଼ୋଶୀ । ବେଙ୍ଗାଲୁରୁର ଜଣେ ମହିଳା ଏପରି ଅଭିଯୋଗ ଆଣିଛନ୍ତି । ତାଙ୍କର କହିବା ଅନୁସାରେ ପଡ଼ୋଶୀ ଦୁଇଜଣ ସେମାନଙ୍କର ଅନ୍ତରଙ୍ଗ ସମୟରେ ଜାଣିଶୁଣି ଝରକା ଖୋଲା ରଖୁଥିଲେ ।
ଭୁବନେଶ୍ୱର ରାଜମହଲ ଛକରେ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ବାଡେଇଲା ମୋ ବସ୍ । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି । ସକାଳୁ ସକାଳୁ ଅଟୋଟି ରାଜମହଲ ଛକରେ ଯାତ୍ରୀ ଓହ୍ଲାଇବା ପରେ ମୋ ବସ୍ ଧକ୍କା ଦେଇଥିଲା...
ଯୁଦ୍ଧ ଟ୍ୟାଙ୍କ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ । ମହିଶୂରର ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ -ଇଂଜିନ ଡିଭିଜନରେ ୧୫ ହର୍ଶପାୱାରର ଏହି ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ ହୋଇଛି ।