• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

ଭାଗଚାଷୀ ଅଲୋଡା !
Crop Loss: ଉଜୁଡି ଯାଇଛି ସୁନାର ଫସଲ, ଟଙ୍କା ମିଳିଲା ବେଳକୁ ତାଲିକାରୁ ବାଦ୍ ଅସଲ ଅନ୍ନଦାତା

ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଉ ଦୁଇ-ତିନି ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ତ ଚାଷୀ । ପଞ୍ଜୀକରଣ କରିଥିବା ବୀମାଭୁକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସରକାର ।

Puri Srimandir
Puri Srimandir: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ଆସନ୍ତା ୨୦ରୁ ଟ୍ରାଏଲ୍ ରନ୍

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ ପାଇଁ ଆସନ୍ତା ୨୦ ତାରିଖରୁ ଟ୍ରାଏଲ୍ ରନ୍ ହେବ । ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ ।

Pravasi Bharatiya Divas
Pravasi Bharatiya Divas: ପ୍ରବାସୀ ମହାକୁମ୍ଭରେ ମୋଦି; କହିଲେ, ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ..

ପ୍ରବାସୀ ମହାକୁମ୍ଭରେ ଓଡ଼ିଶାର ଗରିମା ବଖାଣିଲେ... ପ୍ରବାସୀଙ୍କୁ ଭାରତର ରାଷ୍ଟ୍ରଦୂତ ମାନ୍ୟତା ଦେଲେ । ଗଣତନ୍ତ୍ର ଓ ବିବିଧତାକୁ ଜୀବନର ଅଙ୍ଗ ବୋଲି କହିଲେ ।

Woman Stabbed to Death
Woman Stabbed to Death: କମ୍ପାନୀ ସାମ୍ନା ରାସ୍ତାରେ ମହିଳାଙ୍କୁ ହାଣିଦେଲେ ସହକର୍ମୀ.. ଭିଡ଼ିଓ ଭାଇରାଲ

ଦିନ ଦ୍ୱିପହର ... ରାସ୍ତା ମଝି ... ଖୋଲା ମେଲା ଯାଗା, ପ୍ରବଳ ଲୋକ ଗଦା । ତଥାପି ହେଲା ଛୁରା ମାଡ଼ । ଶହ ଶହ ଲୋକଙ୍କ ସାମ୍ନାରେ ଜଣେ ଯୁବକ, ନିଜ କମ୍ପାନୀରେ କାର୍ଯ୍ୟରତ ମହିଳାଙ୍କୁ ଛୁରାମାଡ଼ କରିଛି ।

President Droupadi Murmu
President Droupadi Murmu: ଓଡ଼ିଶାରେ ମହାମହିମ, ଆଜି ରାଜଭବନରେ ରାତ୍ରୀଯାପନ

ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବାକୁ ଓଡ଼ିଶାରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନରେ ସେ ଭୁବନେଶ୍ୱରରେ ପହଁଚିଛନ୍ତି ।

Fraudsters Hansita
Real-Life Bunty-Babli: କାନ୍ଦିଲେ ହଂସିତା ଅଭିଲିପ୍ସା, କହିଲେ ସବୁ ସତ କହିବି ...

କ୍ୟାମେରା ଆଗରେ କାନ୍ଦିଲେ କର୍ପୋରେଟ୍ ଦଲାଲ୍ ହଂସିତା ଅଭିଲିପ୍ସା । କ୍ୟାମେରା ଆଗରେ କାନ୍ଦି କାନ୍ଦି କହିଲେ ଆମକୁ ଫସେଇ ଦିଆଯାଇଛି ।

Car-Truck Collision
Car-Truck Collision: ରହସ୍ୟରେ କାର୍ ଦୁର୍ଘଟଣା, ଦୁଇ ବିଜେପି ନେତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର !

ସମ୍ବଲପୁର-ବରଗଡ଼ NH କଣ୍ଟାପାଲି ଓଭରବ୍ରିଜ୍ ନିକଟ ସଡ଼କ ଦୁର୍ଘଟଣା ପଛରେ ରହିଛି କି ହତ୍ୟା ଷଡ଼ଯନ୍ତ୍ର? ଦୁଇ ବିଜେପି ନେତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ, ନା ଏହା ପଛରେ ରହିଛି କାହାର ପ୍ଲାନିଂ?

Panikoili Loot
Panikoili Loot: ପୋଲିସକୁ 'ପାଣିକୋଇଲି' ଚ୍ୟାଲେଞ୍ଜ, ୨୪ ଘଣ୍ଟା ପରେ ବି ଧରା ପଡ଼ିନାହାନ୍ତି ଫେରାର ଲୁଟେରା

ଯାଜପୁର ପାଣିକୋଇଲି ଜୁଏଲାରୀ ଲୁଟ୍ ଓ ଫାୟାରିଂ ପଛରେ ରହିଛି କି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ସଂପୃକ୍ତି ?

Adivasi Mela
Adivasi Mela: ରାଜଧାନୀରେ ବସିଲା ଆଦିବାସୀ ଗାଁ, ପାରମ୍ପରିକ ଖାଦ୍ୟରେ ମହକିବ ପରିବେଶ

ଆଜିଠୁ ଆରମ୍ଭ ହୋଇଛି ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି ।

Panikoili Loot Victim
Panikoili Loot Victim: ପାଣିକୋଇଲିରେ ଗୁଳିକାଣ୍ଡ ଘଟଣା, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Odisha CM Mohan Majhi
Odisha CM Mohan Majhi: ମୁଖ୍ୟମନ୍ତ୍ରୀଙ୍କ ନିଶାନା, 'ଯାଜପୁରରେ ରାଜନୈତିକ ରାବଣଙ୍କ ସହ ପରିବାରବାଦର ମଧ୍ୟ ଅନ୍ତ'

ଯାଜପୁର ଜିଲ୍ଲାରେ ରାଜନୈତିକ ରାବଣଙ୍କର ଅନ୍ତ ଘଟିଛି । ବିରୋଧୀଙ୍କୁ ନିଶାନା କରି ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Pravasi Bharatiya Divas
Pravasi Bharatiya Divas: ୮ ତାରିଖରୁ ପ୍ରବାସୀ ଭାରତୀୟ ଦିବସ, ସୁରକ୍ଷାକୁ ନେଇ ମକଡ୍ରିଲ୍

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର ଜନତା ମଇଦାନରେ କଡ଼ା ସୁରକ୍ଷା ବ୍ୟବସ୍ଥା । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ଏସଓଜି ଯବାନ ଏବଂ ଏସପିଜି ପକ୍ଷରୁ ମକ୍‌ଡ୍ରିଲ୍ କରାଯାଉଛି ।

Intense Cold Weather
Intense Cold Weather: ଜାରି ରହିଛି ଶୀତର ପ୍ରକୋପ, ପ୍ରବଳ ଥଣ୍ତାରେ ଥରୁଛି ପୂରା ଓଡ଼ିଶା ..

ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଜି ବି କଲବଲ କରିବ ଜାଡ଼ ।

Banglasdesh
Bangladesh revises History: ବାଂଲାଦେଶ ଇତିହାସ ପାଠ୍ୟକ୍ରମ ବଦଳିବ, ବଙ୍ଗବନ୍ଧୁଙ୍କ ନାମ ବାଦ୍ ପଡିବ

ବାଂଲାଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ନାମ ସ୍ବାଧୀନତା ଘୋଷଣା ପତ୍ରରୁ ବାଦ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ସରକାର। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଥିବା ଇତିହାସ ବହି ଅନୁସାରେ ଶେଖ ମୁଜିବୁର...

liquor
Beer Price Hiked: ମଦ ହେଲା ମହଙ୍ଗା, ବୋତଲ ପିଛା ବଢିଲା ଏତିକି ଟଙ୍କା

ରାଜ୍ୟରେ ମଦ ଦର ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବିୟର ବୋତଲ ପିଛା ୧୦ ଟଙ୍କା ବଢା ଯାଇଥିବା ବେଳେ ସମାନ ଭାବେ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଉପରେ ୧୦ ଟଙ୍କା ଲେଖାଏ ମୂଲ୍ୟବୃଦ୍ଧି ଘୋଷଣା କରାଯାଇଛି। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶନିବାର ଏହି ଘୋଷଣା...

Manoj Sahoo
Manoj Sahoo: ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମିଳିଲା ନୂଆ ନିଯୁକ୍ତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶନିବାର ମନୋଜ ସାହୁ ନିଯୁକ୍ତ ହୋଇଛନ୍ତି। ମନୋଜ ୨୦୦୬ ବ୍ୟାଚର ଆଇଏଏସ ଅଧିକାରୀ। ସେ ଇଣ୍ଟର କ୍ୟାଡର ଡେପୁଟେସନରେ ଆସିଛନ୍ତି । ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ।

prashant kishor
Prashant Kishore Hunger Strike: ବିହାର ପରୀକ୍ଷା ଦୁର୍ନୀତି, ଆମରଣ ଅନଶନରେ ପ୍ରଶାନ୍ତ କିଶୋର

ବିପିଏସସିର ଅଧାରୁ ଅଧିକ ସିଟ ‍ବିକ୍ରି ହେଉଛି ବୋଲି ପ୍ରଶାନ୍ତ କିଶୋର କହିଛନ୍ତି। ଆଜିର ଦିନରେ ୧୫ ହଜାର ପରୀକ୍ଷାର୍ଥୀ ପୁଣି ଥରେ ବିପିଏସସି ପରୀକ୍ଷା ଦେଉଛନ୍ତି। କିନ୍ତୁ ୩.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ସୁଯୋଗ ମିଳୁ ନଥିବା ନେଇ ଅଭିଯୋଗ କରି ଧାରଣାରେ ବସିଛନ୍ତି।...

wife murdered
Husband Murdered Wife: ପିଶାଚ ସାଜିଲା ସ୍ବାମୀ, ସ୍ତ୍ରୀକୁ ମାରି ଖଟରେ ଲୁଚାଇଲା

୭ ଜନ୍ମ ପାଇଁ ସୁରକ୍ଷା ଦେବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ପ୍ରତିଶ୍ରୁତି ଦେଇଥିବା ହାତ ଶେଷରେ ଜୀବନ ନେଇଛି। ସୁରକ୍ଷା ପାଇଁ ଧରିଥିବା ହାତ ଶେଷରେ ବଇରୀ ସାଜିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଖଟ ଭିତରେ ଶବକୁ ଲୁଚାଇ ଫେରାର ହୋଇ ଯାଇଛି ସ୍ବାମୀ। ଶବ...

Cold Wave Continues
Cold Wave Continues: ଥରାଉଛି ଶୀତ, ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା

ଜାଡ଼ରେ ଥରୁଛି ସାରା ରାଜ୍ୟ । ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ।

Odisha CM Mohan Majhi
Odisha CM Mohan Majhi: ମୋହନ ମାରିଲେ ତୀର, ମମତା ହେଲେ ଘାଇଲା ...

ମମତା ଦିଦିଙ୍କ ପାଖରେ ମମତା ନାହିଁ । ଆଳୁ ମିଶନ ଫେଲ କାରଣରୁ ଦିଦିଙ୍କ ଦୌରାତ୍ମ୍ୟ ଆମକୁ ଏବେ ସହିବାକୁ ପଡୁଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।