• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Ind vs Aus
ଆଜି ତୃତୀୟ ଟି-ଟ୍ୱେଣ୍ଟି, ସିରିଜ ପରାଜୟ ଆଶଙ୍କାରେ ଅଷ୍ଟ୍ରେଲିଆ

ଆଜି ଭାରତ ଅଷ୍ଟ୍ରେଲିଆ ତୃତୀୟ ଟି-ଟ୍ୱେଣ୍ଟି । ଗତ ଦୁଇଟି ମ୍ୟାଚ ଜିତି ସିରିଜରେ ଆଗୁଆ ରହିଛି । ଆଜିର ମ୍ୟାଚ ଜିତି ସିରିଜ ପରାଜୟ ବରଣର ବିପଦକୁ ଟାଳିବାକୁ ପ୍ରୟାସ କରିବ କଙ୍ଗାରୁ ବାହିନୀ ।

Phillips Hughes
ଫିଲିପ୍ସଙ୍କୁ ହରାଇ ଆଜି ବି ଝୁରୁଛି କ୍ରିକେଟ ଜଗତ

୨୦୧୪, ଆଜିର ଦିନରେ .. ସ୍ତବ୍ଧ ହୋଇ ଯାଇଥିଲା ସମ୍ପୂର୍ଣ୍ଣ କ୍ରିକେଟ୍ ଜଗତ । ବିଚଳିତ ହୋଇ ଯାଇଥିଲେ ସମସ୍ତେ ।

Berhampur Toilets
କଦର୍ଯ୍ୟ ଅବସ୍ଥାରେ ବ୍ରହ୍ମପୁର ମହାନଗର ଅଞ୍ଚଳର ଶୌଚାଳୟ

କେଉଁ ଶୌଚାଳୟର କବାଟ ତ କେଉଁଠି ଲେଟ୍ରିନ ଚଟାଣ ଭାଙ୍ଗି ଗଲାଣି । ଟ୍ୟାପ୍ ଠାରୁ ଆରମ୍ଭ କରି ଏହାର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡିଛି । ଶୌଚାଳୟ ଉପରେ ଗଛ ଉଠିଲାଣି । ଭିତରେ ଅଳିଆ ଆବର୍ଜନା ପଡ଼ିରହିଛି । ଶୌଚାଳୟରେ ଲାଗିଥିବା ଟ୍ୟାପ୍ ଗୁଡ଼ିକ ନଷ୍ଟ...

Vande Bharat Express
ବନ୍ଦେ ଭାରତକୁ ପଥର ମାଡ଼, ଭାଙ୍ଗିଲା ଝରକା

ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ । ରାଉରକେଲା-ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ କରାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

Bali Mafia
ପ୍ରଶାସନ ନିଦା ବିଷ୍ଣୁ, ମାଲେମାଲେ ହେଉଛନ୍ତି ବାଲି ମାଫିଆ

ବେଧଡକ ଚାଲିଛି ବାଲି ମାଫିଆଙ୍କ ରାଜ୍ । ହାନି ହେଉଛି ରାଜସ୍ବ, ମାଲେମାଲେ ହେଉଛନ୍ତି ମାଫିଆ । ପ୍ରଶାସନର ନଜର ଆଢୁଆଳରେ ଚାଲିଛି ବାଲି ଚୋରି । ଟ୍ରାକ୍ଟର ଓ ଜେସିବି ସାହାଯ୍ୟରେ ସୀମାରେ ଚାଲିଛି ଆନ୍ତଃରାଜ୍ୟ ବାଲି ଚୋରା ଚାଲାଣ । ଆଉ ଏଠି ପ୍ରଶାସନ ସାଜିଛି...

Bali Jatra
ଆଜିଠାରୁ ବାଲିଯାତ୍ରା, ଚଳିତ ବର୍ଷ ୧୪ଶହରୁ ଅଧିକ ଷ୍ଟଲ

ଆଜିଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା । ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ଏହି ବାଲିଯାତ୍ରା ଆଜି ସଂନ୍ଧ୍ୟାରେ ଉଦଘାଟିତ ହେବ ।

President in Paradeep
ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି, ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ

ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରାଦୀପରେ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ।

Ind vs Aus
ବିଶ୍ୱକପ ପରାଜୟର ବଦଲା, ଭାରତ ୨-୦ରେ ଅଗ୍ରଣୀ

ବିଶ୍ବକପ ପରାଜୟର ବଦଲା ନେଉଛି ଟିମ୍ ଇଣ୍ଡିଆର ୟଙ୍ଗ ବ୍ରିଗେଡ୍ । ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛି ଭାରତୀୟ ଦଳ ।

Tunnel Tragedy
'କେବେ ଜିତିବ ଜୀବନ, କେବେ ହେବ ଅପେକ୍ଷାର ଅନ୍ତ'

ଟନେଲ୍ ଭିତରେ ୧୬ ଦିନ । ଗତ ୧୬ ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ୍ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ଦେଶର ୪୧ ଶ୍ରମିକ ।

ଆ କା ବା ବୈ ..
'ଆ କା ମା ବୈ .. ଆଜି କାର୍ତ୍ତିକ ପୂର୍ଣ୍ଣିମା'

ଆ କା ମା ବୈ .. ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ।

The tourist season has arrived
'ପାନ୍ଥଶାଳା ନା ଆଉ କଣ .. ଭୂତକୋଠି ପାଲଟିଲାଣି ପାନ୍ଥଶାଳା'

ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ସଠିକ୍ ବିନିଯୋଗ ଅଭାବରୁ ଏହା କୌଣସି କାମରେ ଲାଗୁନାହିଁ ।

Snake Bite
ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା: ସାପୁଆକୁ ଧରିଲା ପୋଲିସ୍

ଗଂଜାମ କବିସୂର୍ଯ୍ୟନଗରରେ ସାପ ଦେଇ ସ୍ତ୍ରୀ ଓ ଝିଅକୁ ହତ୍ୟା ମାମଲା । ସାପୁଆକୁ ଧରିଛି ପୋଲିସ୍ । ସାପୁଆ ବସନ୍ତ ଆଚାର୍ଯ୍ୟଙ୍କୁ ଗିରଫ କରିବା ପରେ କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି ।

2024 will have nine long weekends
ଆସନ୍ତା ବର୍ଷ ପ୍ରବଳ ଛୁଟି, ବୁଲିବା ପାଇଁ କରନ୍ତୁ ପ୍ଲାନ୍

କର୍ଣ୍ଣାଟକରେ ଛୁଟି ଘୋଷଣା । ଆସନ୍ତା ବର୍ଷ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।

Tunnel Tragedy
ମାତ୍ର ଅଳ୍ପ କେଇ ଘଣ୍ଟା, ଆଜି ସୂର୍ଯ୍ୟାଲୋକ ଦେଖି ପାରନ୍ତି ଶ୍ରମିକ

ଆଉ କିଛି ଘଣ୍ଟାର ଅପେକ୍ଷା.. ଉତ୍ତରାଖଣ୍ଡ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ କରାଯିବ ଉଦ୍ଧାର । ଆଜି କିଛି ବୃହତ ସଫଳତା ମିଳିପାରେ ।

Low pressure likely over bay of bengal around nov 26
ଆସନ୍ତାକାଲି ଘୁର୍ଣ୍ଣିବଳୟ, ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଶୀତ

ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସମ୍ଭାବନା । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗର ଅଞ୍ଚଳରେ ୨୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

Israel Hamas War
ଯୁଦ୍ଧ ଶେଷ ନେଇ ନୂଆ ଆଶା, ୨୫ ପଣବନ୍ଦୀଙ୍କୁ ମୁକ୍ତ କଲା ହାମାସ

ହାମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ୪୫ ରୁ ଅଧିକ ଦିନ ବିତି ଗଲାଣି । ବର୍ତ୍ତମାନ ସୁଦ୍ଧା ଉତ୍ତର ଗାଜାରେ ପ୍ରାୟ ୧୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ, ୧୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇ ସାରିଲେଣି । ହମାସର ପ୍ରାୟ...

Tunnel Tragedy
ତ୍ବରାନ୍ବିତ ହେବ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ, ଉତ୍ତରକାଶୀ ଯିବେ ପରିବାର ଲୋକେ

ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ତ୍ବରାନ୍ବିତ ହେବ । ଗତକାଲି ଏକ ସର୍ଭେ ଟିମ୍ ପାଇପ ମାଧ୍ୟମରେ ଭିତରକୁ ଯାଇ ରାଡାର ଦ୍ବାରା ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ ।

Rajasthan Vote
ରାଜସ୍ଥାନ ଭୋଟ: ସକାଳ ୭ଟାରୁ ଆରମ୍ଭ, ସନ୍ଧ୍ୟା ୬ଟା ରେ ଶେଷ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

Tiger travels across four States seeking a ‘home’
'ସାଥୀ ସନ୍ଧାନରେ ଓଡ଼ିଶାରେ ପହଞ୍ଚିଲା ମହାରାଷ୍ଟ୍ରର ବାଘ'

ଓଡ଼ିଶାରେ ବୁଲୁଛି ମହାରାଷ୍ଟ୍ରର ମହାବଳ । ଗଜପତି ଜିଲ୍ଲା ଅଁଳାବର ଜଙ୍ଗଲରେ ବୁଲୁଥିବା ଏବଂ ଗାଈଗୋରୁ ମାରି ଖାଉଥିବା ମହାବଳ ବାଘ, ମହାରାଷ୍ଟ୍ରର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡ଼ିଛି ।

The devotees broke the door of Baba Dhabaleswar
ପୂଜକ-ପ୍ରଶାସନ କଳି: ମୁଖ୍ୟ କବାଟ ଭାଙ୍ଗି ଧବଳେଶ୍ୱରଙ୍କ ଦର୍ଶନ କଲେ ଭକ୍ତ

ପଞ୍ଚୁକରେ ଅଘଟଣ । ଦ୍ବାର ଭାଙ୍ଗି ଧବଳେଶ୍ବରଙ୍କୁ ଦର୍ଶନ । ଧବଳେଶ୍ବର ମନ୍ଦିରର ମୁଖ୍ୟ ଦ୍ବାର କବାଟ ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।