• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Sri Mandir
ନୂଆବର୍ଷରୁ AC ଟନେଲ...ନିର୍ମାଣ ନେଇ ସେବାୟତଙ୍କୁ ଅନ୍ଧାରରେ ରଖାଯାଉଥିବା ଅଭିଯୋଗ

ଶ୍ରଦ୍ଧାଳୁଙ୍କ ପାଇଁ କେତେ ସହାୟକ ହେବ ଏସି ଟନେଲ ? ଏସି ଟନେଲରେ ବରିଷ୍ଠ ନାଗରିକଙ୍କ ପାଇଁ କଣ ରହିବ ସୁବିଧା ? ନୂଆ ବର୍ଷ ପୂର୍ବରୁ ଏବେ ଏସି ଟନେଲ କାମ ଜୋରସୋରରେ ଚାଲିଥିବା ବେଳେ କେତେଦୂର ଫଳପ୍ରଦ ହେବ ଉଠିଛି ପ୍ରଶ୍ନ ।

Farmers
ଅମଳ ଅଧିକ, ବିକ୍ରି କରିବାକୁ ଟାର୍ଗେଟ କମ୍ ! କୋରାପୁଟ ଜିଲ୍ଲାରେ ହନ୍ତସନ୍ତ ଚାଷୀ

ଚାଷ ଆରମ୍ଭରୁ ବର୍ଷା ବିଳମ୍ବ କଲା, ଅମଳ ସମୟରେ ବର୍ଷା କାଳ ସାଜିଲା । ଆଉ ଏବେ ଅମଳ ଧାନ ବିକିବା ବେଳେ ବି ସମସ୍ୟା ପିଛା ଛାଡୁନି । ଭୁଲ ସାଟେଲାଇଟ୍ ସର୍ଭେ ଯୋଗୁ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି...

Parliament
ସଂସଦ ଭବନ ଗ୍ୟାସ୍ କାଣ୍ଡ: ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅ ଅଟକ

ସଂସଦରେ ସ୍ମୋକ୍ ଆଟାକ୍ ଘଟଣାର ତନାଘନା କରୁଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଗଠିତ କମିଟି । ଘଟଣାରେ କର୍ଣ୍ଣାଟକର ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ ।

Ind VS Sa
ଶେଷ ମ୍ୟାଚ ସହ ସିରିଜ କବଜା ଲକ୍ଷ୍ୟ, କଡ଼ା ଟକ୍କରରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ବୋଲାଣ୍ଡ ପାର୍କ ଠାରେ ଭାରତୀୟ ସମୟ ଦିନ ୪ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍ । ଏବେ ସୁଦ୍ଧା ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର...

Manabasa
ଆଜି ମାଣବସା ଶେଷ ଗୁରୁବାର, ଉତ୍ସବମୁଖର ପୁରପଲ୍ଲୀ

ଆଜି ମାଣବସା ଶେଷ ଗୁରୁବାର । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି ।

Traders not been resettled
ଉଚ୍ଛେଦର ୮ବର୍ଷ ବିତିଲାଣି, ତଥାପି ଥଇଥାନ ହୋଇନାହାନ୍ତି ୫୮୮ ବ୍ୟବସାୟୀ

ଖୋର୍ଦ୍ଧା ଜଟଣୀ ପୌରପରିଷଦରେ ଉଚ୍ଛେଦ କରାଯାଇଥିବା ଦୋକାନୀମାନଙ୍କୁ କେବେ କରାଯିବ ଥଇଥାନ ? ଦୋକାନୀଙ୍କୁ କେବେ ମିଳିବ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଭେଣ୍ଡିଂଜୋନ ?

Weather
ଜାଡ଼ରେ ଥରୁଛି ଓଡ଼ିଶା, ୧୦ ତଳେ ୧୪ ସହର

ଶୀତରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳ ମୁହାଁ ହେଉଥିବାରୁ ଥଣ୍ତାରେ ଥରୁଛି ପୁରା ରାଜ୍ୟ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି । ୧୦ ଡିଗ୍ରୀ ତଳେ ରାଜ୍ୟର ପ୍ରାୟ ୧୪ ଟି ସହରର ତାପମାତ୍ରା...

Dunki
କମାଲ୍ କରିବ କି ରାଜୁ ହିରାନୀଙ୍କ 'SRK' ଏକ୍ସପେରିମେଣ୍ଟ ?

ରିଲିଜ୍ ହୋଇଛି ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଏବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଡଙ୍କି । ଥ୍ରୀ-ଇଡିୟଟ୍ସ ଓ ପିକେ ପରେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିବ ବୋଲି କୁହାଯାଉଛି ।

Rajya Sabha
ରାଜ୍ୟସଭାରେ ଆଗତ ହେବ ନୂଆ ଆଇନ ବିଲ୍, ଉପସ୍ଥାପନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ଆଜି ରାଜ୍ୟସଭାରେ ଆଗତ ହେବ ୩ ସଂଶୋଧିତ ନୂଆ ଆଇନ ବିଲ୍ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ।

Health Issue
ବିଗୁଡୁଛି ସ୍ଥିତି, ହଇଜାରେ ଗଲାଣି ୧୩ ଜୀବନ

ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ, ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ସରକାରୀ ଭାବେ ମୃତ୍ୟୁସଂଖ୍ୟା ୬ କୁହା ଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ରହିଛି ।

Picnic Spot
ଆସ ଜିରୋ ନେଟଓ୍ୱାର୍କ ଏରିଆରେ ପିକନିକ୍ କରିବା

ଆଃ କି ସୁନ୍ଦର ଏଇ ପ୍ରକୃତି.. ଆଉ ଜଙ୍ଗଲିଆ ଚଢେଇଙ୍କ କିଚିରି ମିଚିରି ଶବ୍ଦ ମନକୁ ଯେମିତି ବାନ୍ଧି ନେଉଛି..ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ...

Today Panchanga
Panchang Today 20th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର ଚନ୍ଦ୍ର- ମୀନ ଅହୋରାତ୍ର ତିଥି- ୮ମୀ ଦିବା ୧୧.୧୪ ଗତେ ୯ମୀ ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର

Financial Help
ଜେଜେମା’ଙ୍କ ହାଣ୍ଡିଆ ଭରସାରେ ଦୁଇ କୁନି ଝିଅଙ୍କ ଭବିଷ୍ୟତ

ଗୋଟିଏ ପଖାଳ କଂସାକୁ ଦୁଇ ଭଉଣୀଙ୍କ ଆଖି । କିନ୍ତୁ ବଡ଼ ଭଉଣୀ ପେଟ ପାଟିକୁ ଜାକି ସାନକୁ ଗୁଣ୍ଡା ଗୁଣ୍ଡା କରି ଖୁଆଇ ଦେଉଛି । ଲୁଣ ଲଙ୍କାକୁ ଦଳି ମଝିରେ ମଝିରେ ଚଟେଇ ଦେଉଛି । ବେଳେ ବେଳେ ଏତକ ମଧ୍ୟ ଏମାନଙ୍କୁ ସାତ ସପନ...

Education System
ଚେୟାର ଟେବୁଲ ନେଇଯାଅ ଆମକୁ ଶିକ୍ଷକ ଦିଅ

ଆମକୁ ଠକିଦେଲେ ସରକାର...ସ୍କୁଲରେ ପାଠ ପଢ଼ାଇବାକୁ ସାର୍ ନାହାନ୍ତି । ସ୍କୁଲ ସ୍ମାର୍ଟ ହେଲା ହେଲେ ପାଠ ପଢ଼ିପାରୁନୁ । ତୁମ ଚେୟାର ଟେବୁଲ ନେଇଯାଅ, ଆମକୁ ଶିକ୍ଷକ ଦିଅ । ଏମିତି କହି ରାଜ୍ୟରେ ଚାଲିଥିବା ନିଅଣ୍ଟିଆ ଶିକ୍ଷା ବ୍ୟବସ୍ଥାର ଗୁମର ଖୋଲିଦେଲେ ଦଶମ ଶ୍ରେଣୀର ଛାତ୍ରୀ...

Helpless Woman
ଜରିପାଲ ଭିତରେ ବିତୁଛି ବୁଢ଼ୀମାଆଟିର ଜୀବନ, ଯୋଜନା କାହାପାଇଁ ?

ଜରିପାଲ ଭିତରେ ବିତୁଛି ଜୀବନ । ଚାଲିବାକୁ ପାଦରେ ବଳ ନାହିଁ... ‍ ଅଣ୍ଟା ଭାଙ୍ଗି ପଡ଼ିଲାଣି । ସରକାରଙ୍କ ମାଳମାଳ ଯୋଜନା ହେଲେ, ଯେମିତି ଏହି ବୁଢ଼ୀ ମା’ଟି ପାଇଁ କିଛି ନାହିଁ ।

Winter Shopping
ଶୀତ ବଢ଼ୁଛି, ବେପାର ଜମୁଛି; ସୁଲଭ ମୂଲ୍ୟରେ ମିଳୁଛି ଶୀତବସ୍ତ୍ର

ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତର ପ୍ରକୋପ । ଆଉ ଶୀତଲହରୀକୁ ନଜରରେ ରଖି କଟକରେ ଖୋଲିଲାଣି ଶୀତବସ୍ତ୍ର ବଜାର । ତିବ୍ଦତିଆନ୍ ରିଫ୍ୟୁଜି ଓ ରାଜସ୍ଥାନ ବ୍ୟବସାୟୀ ମାନେ କଟକ ହାଡିଆପଠାରେ ଶୀତବସ୍ତ୍ର ବଜାର ଖୋଲିଥିବା ବେଳେ, କିଣାକିଣି କରିବାକୁ ଜମୁଛି ଗ୍ରାହକଙ୍କ ଭିଡ଼ ।

Project
ପ୍ରଶାସନର ଚରମ ଅବହେଳା, ଖତ ଖାଉଛି ଲୋକାଭିମୁଖୀ ପ୍ରକଳ୍ପ

ଖୋର୍ଦ୍ଧା ପୌରପରିଷଦରେ ନିର୍ମିତ ଅନେକ ପ୍ରକଳ୍ପ ଏବେ ବ୍ୟବହାର ଅନୁପଯୋଗୀ । କିଛି ଅବହେଳିତ ଅବସ୍ଥାରେ ରହିଛି, ଆଉ କିଛି ଭାଙ୍ଗିରୁଜି ଗଲାଣି ।

IND vs SA
ଦକ୍ଷିଣ ଆଫ୍ରିକା ପାଇଁ କର ଅବା ମର, ସୁବିଧା ଜନକ ସ୍ଥିତିରେ ଭାରତ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ । ଦକ୍ଷିଣ ଆଫ୍ରିକାର ଜେବରାହଠାରେ ଭାରତୀୟ ସମୟ ଅପରାହ୍ଣ ସାଢ଼େ ୪ଟାରେ ମ୍ୟାଚ୍ ଖେଳାଯିବ ।

Panchanga
Panchang Today 19th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୯ ତାରିଖ ମଙ୍ଗଳବାର ଚନ୍ଦ୍ର- କୁମ୍ଭ ସନ୍ଧ୍ୟା ୦୬.୨୦ ଗତେ ମୀନ ତିଥ- ୭ମୀ ଦିବା ୦୧.୦୭ ଗତେ ୮ମୀ ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ସନ୍ଧ୍ୟା ୦୬.୨୦ ଗତେ ଧନୁ ରାଶିର ଘାତବାର- ମକର...

IPL 2023
ପ୍ରଥମଥର ଦୁବାଇରେ ନିଲାମ ବ୍ୟବସ୍ଥା, ଉପକୃତ ହେବେ ଅନକ୍ୟାପ ଖେଳାଳି

ଆଇପିଏଲ ୨୦୨୪ ପାଇଁ ଆଜି ନିଲାମୀ । ପ୍ରଥମଥର ପାଇଁ ଦୁବାଇରେ ନିଲାମୀ କରିବାର ବ୍ୟବସ୍ଥା କରାଯାଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।