• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Arun Yogiraj
ଦେଶର ସବୁଠୁ ଚର୍ଚ୍ଚିତ ସ୍ଥପତି, କିଏ ଏହି ଅରୁଣ ଯୋଗୀରାଜ

କିଏ ଏହି ଅରୁଣ ଯୋଗୀରାଜ । ରାତାରାତି ଷ୍ଟାର ପାଲଟିଥିବା ଏହି ସ୍ଥପତିଜଣକ କିଏ .. ପ୍ରଭୁଙ୍କ ବିଗ୍ରହ ନିର୍ମାଣ କରିଥିବା ସେ ହାତ କାହାର .. ଏପରି ଅନେକ ପ୍ରଶ୍ନ ବର୍ତ୍ତମାନ ସମସ୍ତଙ୍କ ମନରେ ।

Japan earth quake
ଭୂମିକମ୍ପ ପରେ ହୃଦୟବିଦାରକ ଦୃଶ୍ୟ, ଭାଙ୍ଗି ଯାଇଛି ଘର .. ରାସ୍ତା

ପ୍ରଳୟଙ୍କରୀ ଭୂମିକମ୍ପ ପରେ ଜାପାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହୁ ହୁ ହୋଇ ମାଡ଼ି ଆସିଛି ସମୁଦ୍ର । ବଡ଼ ବଡ଼ କୋଠା, ରାସ୍ତା, କାର୍ -ସବୁ ଯାନବାହାନକୁ ଭସାଇ ନେଇଛି ।

Balasore Case
କୁଆଡ଼େ ଗଲା ୩ ବର୍ଷୀୟ ଶିଶୁ, ଦିନକ ପରେ ବି ମିଳୁନି ପତ୍ତା

ପୁଣି ଜଣେ ଶିଶୁ ନିଖୋଜ । ମିଳୁନି ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗାଁରେ ୩ ବର୍ଷୀୟ ଶିଶୁପୁତ୍ରର ପତ୍ତା । ନୂଆବର୍ଷର ପ୍ରଥମ ଦିନରେ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Manipur violence
ଜୀବନ ନେଉଛି ମଣିପୁର ହିଂସା, ଶାନ୍ତି ରକ୍ଷା ଲାଗି ଅପିଲ୍ କଲେ ମୁଖ୍ୟମନ୍ତ୍ରୀ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ପୁଣି ଜଳିଲା ହିଂସା ଓ ଅଶାନ୍ତିର ନିଆଁ । ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ପରେ ଦେଖାଦେଇଛି ଉତ୍ତେଜନା ।

Ram Mandir
ଅରୁଣ ଯୋଗୀରାଜଙ୍କ ସ୍ପର୍ଶରେ ପ୍ରଭୁ, ଚୂଡ଼ାନ୍ତ ହେଲା ରାମଲାଲାଙ୍କ ବିଗ୍ରହ

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରୀ ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ ।

Picnic Session
ପିକନିକ ଦେଉଛି ମୃତ୍ୟୁ, ପରିବହନ ବିଭାଗ ତରଫରୁ କଟକଣା ଜାରି

ପିକନିକ ଋତୁରେ ମାତ୍ରାଧିକ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା । ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ SOP ଜାରି ହୋଇଛି ।

Weather
କମିବ ଥଣ୍ତା, କୁହୁଡ଼ି ପାଇଁ ସତର୍କ ସୂଚନା ଜାରି

ରାଜ୍ୟରେ ଦେଖବାକୁ ମିଳିଲା ଶୀତ ସାଙ୍ଗକୁ ଘନ କୁହୁଡ଼ି । ରାତି ତାପମାତ୍ରା ସାମାନ୍ୟ କମିଥିଲେ ବି କୁହୁଡ଼ିର ପରିମାଣ କିନ୍ତୁ ବଢ଼ିଛି ।

Earth Quake
ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ, ସୁନାମୀ ନେଇ ସତର୍କ ସୂଚନା

ଜାପାନ ଭୂମିକଂପରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ କୋଠା ଭୁଶୁଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି ।

Suicide
ସହି ପାରିଲେନି ସ୍ୱାମୀଙ୍କ ବିୟୋଗ, ଆତ୍ମହତ୍ୟା କରିଦେଲେ

ସ୍ବାମୀଙ୍କ ଅକାଳ ବିୟୋଗକୁ ସହ୍ୟ ନକରିପାରି ସ୍ତ୍ରୀର ଆତ୍ମହତ୍ୟା । ଖବର ଆସିଛି ଜଟଣୀ ଥାନା ଅଞ୍ଚଳରୁ ।

Crisis
ଶିକ୍ଷାରେ ପିଏଚ୍‌ଡିଧାରୀ, ବର୍ତ୍ତମାନ ପରିବା ବିକାଳୀ

ପରିବା ବିକୁଛନ୍ତି.. କିନ୍ତୁ ପାଖରେ ଚାରୋଟି ମାଷ୍ଟର ଡିଗ୍ରୀ ଏବଂ ଗୋଟେ ପିଏଚଡି ଡିଗ୍ରୀ । କଥାଟି ବିଶ୍ୱାସ ନହେଲେ ବି ସତ ।

Bihar Case
ପୋଲ ଓ ଟ୍ରେନ ପରେ ରାତାରାତି ଉଭାନ ହୋଇଗଲା ପୋଖରୀ

ପ୍ରଥମେ ପୋଲ ପରେ ଟ୍ରେନ ଚୋରି ହେଲା । ପରେ ପରେ ପୋଖରୀ ମଧ୍ୟ ଅଦୃଶ୍ୟ ହୋଇଗଲା । ଆଉ ପୋଖରୀ ଥିବା ଜାଗାରେ ନିର୍ମାଣ କରା ଯାଇଥିଲା ଘର ।

Accident
ପିକନିକ କରିବାକୁ ଯାଉଥିଲେ, କିନ୍ତୁ ଶବ ହୋଇ ଫେରିଲେ

ନୂଆ ବର୍ଷ ଆଣିଦେଲା ଦୁଃଖ । ବର୍ଷର ପ୍ରଥମ ଦିନରେ ଛକି ରହିଥିଲା ମୃତ୍ୟୁ । ଖୁସି ମନରେ ପିକନିକ କରିବାକୁ ଯାଉଥିଲେ । କିନ୍ତୁ ଶବ ହୋଇ ଫେରିଲେ ।

Road problem
ଅଧାପନ୍ତରିଆ ଅବସ୍ଥାରେ ରାସ୍ତା କାମ, ଲୋକେ ହନ୍ତସନ୍ତ

ଦୁଇ ଜିଲ୍ଲାର ଜୀବନରେଖା ପାଲଟିଥିବା ରାଜ୍ୟ ରାଜପଥ ଏବେ ଜୀବନ ନେବାର ପଥ ପାଲଟି ଯାଇଛି । ଅନିମିୟତା ଆଣି ପୂର୍ତ୍ତ ବିଭାଗର କାମକୁ ଅଟକାଇ ଦେଇଛି ବନ ବିଭାଗ ।

Malkangiri
ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡ଼ି, ଗଛ ତଳେ ପାଠ ପଢ଼ୁଛନ୍ତି ଛୋଟ ପିଲା

ଗଛମୂଳେ ଗଢା ଚାଲିଛି ଦେଶର ସୁନେଲି ଭବିଷ୍ୟତ । ନାହିଁ ନାହିଁରେ ଚାଲିଛି ଅଙ୍ଗନବାଡି ଶିକ୍ଷା । ଅଙ୍ଗନବାଡି ଘର ନଥିବାରୁ କେଉଁଠି ଗଛମୂଳେ ତ ଆଉ କେଉଁଠି ଝାଟିମାଟି ଘରେ ଚାଲିଛି ଶିକ୍ଷାଦାନ ।

ISRO
ନୂଆ ବର୍ଷରେ ଇସ୍ରୋର ନୂଆ ମିଶନ, ଉତକ୍ଷେପଣ ହେବ ଏକ୍ସପୋସାଟ୍

ନୂଆବର୍ଷରେ ଦେଶକୁ ନୂଆ ଉପହାର ଦେବ ଇସ୍ରୋ । ଆରମ୍ଭ ହେବ ଆଉ ଏକ ଐତିହାସିକ ଅଭିଯାନ ତଥା ୨୦୨୪ର ପ୍ରଥମ ମିଶନ । ଆଜି ସକାଳ ୯ଟା ୧୦ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟର ୧ନମ୍ବର ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହେବ ଭାରତର ପ୍ରଥମ ପୋଲାରିମେଟ୍ରି...

Bhubaneswar
ରାଜଧାନୀରେ କଡା ବ୍ଲକିଂ-ଚେକିଂ, ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ କଡ଼ା ସୁରକ୍ଷା

ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ୱରର ବିଭିନ୍ନ ଛକ ଗୁଡ଼ିକରେ ପୋଲିସ ଚେକିଂ କଡ଼ାକଡ଼ି କରା ଯାଇଥିଲା ।

New Year
ରଙ୍ଗାରଙ୍ଗ ଆତସବାଜି, ଝଲସିଲା ଅକଲାଣ୍ଡ ଓ ସିଡନୀ ଆକାଶ

ନୂଆବର୍ଷ ପାଇଁ ସାରା ବିଶ୍ୱରେ ଜିରୋ ନାଇଟ୍ ସେଲିବ୍ରେସନ କରାଯାଇଛି । ବିଶ୍ବର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡରେ ବାଣ ରୋଷଣୀ ସହ ସେଲିବ୍ରେସନ୍ ହୋଇଥିଲା ଜିରୋ ନାଇଟ୍ ।

New Year
ବଦଳି ଯାଇଛି କ୍ୟାଲେଣ୍ଡର, ଜଗା ଦର୍ଶନ କରି ବର୍ଷ ଆରମ୍ଭ କଲେ ଭକ୍ତ

ବଦଳି ଯାଇଛି କ୍ୟାଲେଣ୍ଡର । ସବୁଠି ଖୁସି । ସବୁଠି ଉତ୍ସାହ । ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସମସ୍ତେ ସ୍ୱାଗତ କରିଛନ୍ତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସମସ୍ତେ ଖୁସିରେ ସ୍ୱାଗତ କରିଛନ୍ତି ୨୦୨୪କୁ ।

MGNREGA
ମନରେଗାରେ ଖଟିଛନ୍ତି ମଲାଲୋକ!

ମନରେଗାରେ କାମ କରିଛନ୍ତି ମଲାଲୋକ । ଆଉ ଟଙ୍କା ବି ପାଇଛନ୍ତି । ମନରେଗା କାମରେ ମହାଘୋଟାଲା ।

Junior Einstein
ଶୁଭଙ୍କରଙ୍କ ସ୍ମାର୍ଟ ଇନୋଭେସନ

ମାମୁଁ ଘର ଗାଁକୁ ଯାଇଥିଲେ । ହିଡ଼ରେ ଚାଲୁଚାଲୁ କଷ୍ଟ ହେଲା । ତାପରେ ଲାଗିପଡ଼ିଲେ ସ୍ମାର୍ଟ ସଲ୍ୟୁସନ ପାଇଁ । ଏହି ସ୍ମାର୍ଟ ସଲ୍ୟୁସନ ପାଇଁ ସେ ପାଇଲେ ସମ୍ମାନ ଓ ପୁରସ୍କାର ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।