ନନ୍ଦନକାନନରେ ଗୋଟିଏ ମାତ୍ର ଜିରାଫ୍-ଖୁସି ରହିଛି। ଖୁସିକୁ ଦୁଇ ଜଣ ବନ୍ଧୁ ମିଳିବା ପରେ ନନ୍ଦନକାନନରେ ଜିରାଫ୍ ସଂଖ୍ୟା ୩ କୁ ବୃଦ୍ଧି ପାଇଛି।
ବର୍ତ୍ତମାନ ସୁଦ୍ଧା ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାରତ ନିଜ ନାଁରେ ୭ଟି ପଦକ କରିଛି। ଏହା ଭିତରେ ରହିଛି ଗୋଟିଏ ସ୍ବର୍ଣ୍ଣ ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ।
ବିଳମ୍ବିତ ନ୍ୟାୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ନେଇ ଜୋର୍ଦାର ପ୍ରତିବାଦ ଚାଲିଥିବା ବେଳେ ତ୍ବରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ବ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
କୋଲକାତା ଆରଜି କର ମେଡିକାଲ୍ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲା। ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ।
ରାଜ୍ୟରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। ଆଜି ପୁଣି ୨ଟି ହାତୀ ଶାବକଙ୍କର ମୃତ୍ୟୁ ଘଟିଛି।
ଉତ୍କଟ ମରୁଡ଼ିର ସାମନା କରୁଛି ଆଫ୍ରିକୀୟ ଦେଶ ନାମିବ୍ୟା। ଖାଦ୍ୟ ସଂକଟ ଦୂର କରିବା ପାଇଁ ହାତୀ ଏବଂ ଜଳହସ୍ତୀ ସମେତ ୭୦୦ରୁ ଊଦ୍ଧ୍ୱର୍ ବନ୍ୟଜନ୍ତୁଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗୋଟିଏ କି ଦୁଇଟି ନୁହେଁ ଲୁଟିନେଲେ ୧୫୦୦ରୁ ଅଧିକ ଆଇଫୋନ୍। ଡ୍ରାଇଭରକୁ ନିଶାଦେଇ ଲୁଟ୍ ପରେ ଛୁ ମାରିଛନ୍ତି ଲୁଟେରା ।
ବିଶ୍ୱର ଧନୀ ତାଲିକାରେ ମୁକେଶ ଅମ୍ୱାନୀ, ଅନୀଲ ଅମ୍ବାନୀ, ଗୌତମ ଆଦାନୀଙ୍କ ପରି କିଛି ଭାରତୀୟଙ୍କ ନାଁ ରହିଛି। ହେଲେ ଏମାନଙ୍କଠାରୁ ଜଣେ ବ୍ୟବସାୟୀ ଢେର୍ ଧନୀ ଥିଲେ।
ଞ୍ଜେଇ ବିକ୍ରି ଟଙ୍କାରେ ରିଲ୍ସ କରିବା ପାଇଁ କୋଲକାତାରୁ ମଡେଲ ମଗାଉଥିଲା। ଓଡ଼ିଶାରୁ କୋଲକାତାକୁ ଗଞ୍ଜେଇ ଚାଲାଣ ପାଇଁ ଗାଡ଼ି ଭଡ଼ା ଦେଉଥିଲା ଲକ୍ଷେ ଟଙ୍କା।
କାଶୀପୁରର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିବା ସମୟରେ ସେ ମୂର୍ଚ୍ଛା ହୋଇଯାଇଥିଲେ।
ଆଜିଠୁ ବଦଳିଲା ଏହିସବୁ ନିୟମ। ଚଳିତ ମାସରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ।
ମାସ ଆରମ୍ଭରୁ ମହଙ୍ଗା ମାଡ଼। ପୁଣି ବଢିଲା ଗ୍ୟାସ ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।
‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜିକରଣ। ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ରାଜ୍ୟରେ ଖୋଲିବ ଆଉ ୨୫ଟି ନୂଆ ଅବକାରୀ ଥାନା । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ପାରାଦୀପ ଇମିଗ୍ରେସନ ପକ୍ଷରୁ ଜାହାଜକୁ ନୋଟିସ୍ କରାଯାଇଛି। ଜାହାଜରୁ କାହାକୁ ଓହ୍ଲାଇବାକୁ ଅନୁମତି ଦିଆଯାଉନି । ତନାଘନା କରୁଛି ଇମିଗ୍ରେସନ ବିଭାଗ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାକ୍ଷରତା ଓ ପ୍ରାଥମିକ ଶିକ୍ଷା ବର୍ତ୍ତମାନ ଏକ ସମସ୍ୟା ହୋଇନାହିଁ। ଆମେ ଯୁବବର୍ଗଙ୍କୁ କିଭଳି ସାଧାରଣ ଶିକ୍ଷା ପରେ ଦକ୍ଷତା ବୃଦ୍ଧି କରିବା ତାହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ।
ଭୁବନେଶ୍ବର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ରାଜଧାନୀବାସୀଙ୍କୁ ସତର୍କ କରିଛି ବିଏମସି । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ ଆଣିବାକୁ ରାଜଧାନୀର କୁକୁଡ଼ା ବ୍ୟବସାୟୀଙ୍କୁ ନୋଟିସ କରିଛି ବିଏମସି ।
ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ରେଡ୍ ଟିମ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ ଚାଲିଛି।
ତ୍ରୁଟିପୂର୍ଣ୍ଣ ହେଲିକପ୍ଟରକୁ ଆଜି ସକାଳ ପ୍ରାୟ ୭ଟା ସମୟରେ MI 17 ହେଲିକପ୍ଟର ଯୋଗେ ଗୌଚାର ଏୟାରଷ୍ଟ୍ରିପକୁ ମରାମତି ପାଇଁ ନିଆଯାଉଥିଲା। ତେବେ ବାୟୁସେନା ହେଲିକପ୍ଟର ଭାରସାମ୍ୟ ହରାଇ ବସିଥିଲା।
ସାବତ ଝିଅକୁ ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷ ଦେଇ ହତ୍ୟା ଉଦ୍ୟମ। ଆମେରିକାର ଇଣ୍ଡିଆନାର ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।