କୋଣାର୍କ ସୂର୍ଯ୍ୟମନ୍ଦିରରେ ASI ଟିମର ଅନୁଧ୍ୟାନ। ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ବରେ ୬ ଜଣିଆ ଟିମ୍ ଅନୁଧ୍ୟାନ ଚଳାଇଛନ୍ତି। ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ଗର୍ଭଗୃହରୁ ବାଲିକଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଥିବା ସୂଚନା ମିଳିଛି।
ଛତିଶଗଡ଼ ସଶସ୍ତ୍ର ବାହିନୀ କ୍ୟାମ୍ପ (CAF)ରେ ଅଘଟଣ। ଯବାନଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ସାଥୀ ଯବାନ। ଏଥିରେ ଅନ୍ୟ ୨ଜଣ ଯବାନ ଗୁରୁତର ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଯବାନଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ।
ମହାକାଶରେ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ଓ ଅନ୍ୟଜଣେ ସାଥୀ ବୁଚ୍ ବ୍ଲିମୋର। ତେବେ ଏଲନ ମସ୍କଙ୍କ ସ୍ପେଶ୍ ଏକ୍ସର ସ୍ବତନ୍ତ୍ର ଅନ୍ତରୀକ୍ଷ ଯାନରେ ଉଭୟଙ୍କୁ ଫେରାଇ ଆଣିବାକୁ ଯୋଜନା କରାଯାଇଛି। ଏହାର ନାଁ ରହିଛି ସ୍ପେସ୍ ଏକ୍ସ ଡ୍ରାଗନ୍ ସ୍ପେସକ୍ରାଫ୍ଟ।
କିଛି ଦିନ ପୂର୍ବରୁ ହିଜବୁଲ୍ଲାହ ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ତିଆରି ପାଇଁ ଅର୍ଡର ଦେଇଥିଲା। କମ୍ପାନୀ ଚଳିତ ବର୍ଷ ଏପ୍ରିଲରୁ ମେ ମଧ୍ୟରେ ତାଇୱାନରୁ ଲେବାନନକୁ ଏହି ପେଜର୍ ପଠାଇଥିଲା।
ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ପୁରାତନ ଛାତ୍ରଛାତ୍ରୀ ସଙ୍ଘ, ଉମା (UMAA-Utkal MCA Alumni Association)ର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।
ଭୁବନେଶ୍ବର ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ । ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ।
'ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନତା ମଇଦାନରେ ସ୍ବତନ୍ତ୍ର ଉତ୍ସବରେ ବଟନ ଟିପି ଶୁଭାରମ୍ଭ କରିଛନ୍ତି । ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଭାବେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି।
ଉତ୍ତରପ୍ରଦେଶର କସଗଞ୍ଜ ଜିଲ୍ଲାର ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ୍ ହେବା ପାଇଁ ନିଜକୁ ମୃତ ବୋଲି ଦର୍ଶାଇଥିଲେ ମୁକେଶ। କେବଳ ସେତିକି ନୁହେଁ, ଏଥି ପାଇଁ ସେ କସଗଞ୍ଜର ବ୍ୟସ୍ତବହୁଳ ରାସ୍ତାରେ ଶବ ପରି ପଡି ରହିଥିଲେ।
ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂ ଏବଂ ବାନ୍ଧବୀଙ୍କୁ ମାଡ଼ ଓ ଗିରଫ ମାମଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି।
ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ । ଏଠି ବି ହୁଏ ମହାପ୍ରଭୁଙ୍କ ରଥଯାତ୍ରା । କରାଯାଏ ସ୍ୱତନ୍ତ୍ର ନୀତିକାନ୍ତି । ହେଲେ ଏଠି ବିଗ୍ରହକୁ ନେଇ ରହିଛି କିଛି ରୋଚକ ଘଟଣା । ଜାଣନ୍ତୁ...
ପ୍ରବାସୀ ଓଡ଼ିଆ ଗଢିଲେ ଇକୋ-ଫ୍ରେଣ୍ଡଲି ଗଣପତି। ମୁମ୍ବାଇ ସହରରେ ଏବେ ଚର୍ଚ୍ଚିତ ଏହି ଗଣେଶ ପ୍ରତିମା। ଗଣପତି ବାପ୍ପା ଅଟୋ ରିକ୍ସାରେ ବସିଥିବା ବେଳେ ଗାଡି ଚଳାଉଛନ୍ତି ମୂଷକ ମହାରାଜ।
ଓଡ଼ିଆ ଭାଷାର ଭୀଷ୍ମ ପିତାମହ ବ୍ୟାସକବି ଫକୀରମୋହନ ସେନାପତି । ତାଙ୍କ ନାଁରେ ନାମିତ ହୋଇଛି ଏ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ । ୟାକୁ ଉତ୍ତର ଓଡ଼ିଶାରେ ଶିକ୍ଷାର ମେରୁଦଣ୍ଡ କହିଲେ ଭୁଲ ହେବ ନାହିଁ । ହେଲେ ଏବେ ଏ ପାଚେରୀ ଅବସ୍ଥା ଟିକିଏ...
ଦିନେ ବ୍ଲକ ଅଧ୍ୟକ୍ଷା ଥିବା ଲୋକଟି ଆଜି ପାଲଟିଯାଇଛି ଦିନମଜୁରିଆ। ଦିନେ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଉ ଥିବା ମଣିଷଟି ଆଜି ନିଜେ ସେହି ଯୋଜନାକୁ ଅନାଇ ବସିଛି।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ରବିବାର। ଚନ୍ଦ୍ର- ମକର ଅହୋରାତ୍ର । ତିଥି- ୧୨ଶୀ ସନ୍ଧ୍ୟା ୦୬.୧୨ ଗତେ ୧୩ଶୀ। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ...
ବିଶ୍ବପ୍ରସିଦ୍ଧ ତାଜମହଲ ମୁଖ୍ୟ ଗମ୍ବୁଜରୁ ଗଳୁଛି ପାଣି। ଲଗାଣ ବର୍ଷା ଯୋଗୁ ଗମ୍ବୁଜରୁ ପାଣି ଗଳୁଥିବା ଜଣାପଡିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ତାଜମହଲ ଚତୁଃପାର୍ଶ୍ବ ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି।
ସନ୍ଦିଗ୍ଧ ଜଣକ ଭାଟିଆଙ୍କୁ ସିମ ଆପ୍ଲିକେସନ୍ରେ eSIM ଫିଚର ଚୟନ କରିବାକୁ କହିଥିଲେ। ଏହାପରେ ମେସେଜ୍ରେ ଯାଇଥିବା ଓଟିପି ଦେବାକୁ କହିଥିଲେ। ମହିଳାଜଣକ ଏପରି କରିବା ପରେ ତାଙ୍କ ସିମ୍ ତୁରନ୍ତ ନିଷ୍କ୍ରିୟ ହୋଇଯାଇଥିଲା।
ଆଜିକାଲି ଅନ୍ଲାଇନ୍ ପେମେଣ୍ଟ ବହୁଳ ମାତ୍ରାରେ କରାଯାଉଛି। ଲୋକେ ଆଉ ବ୍ୟାଙ୍କରେ ଯାଇ ଭିଡ଼ କରୁନାହାନ୍ତି କି ଟ୍ରାଞ୍ଜାକ୍ସନ ପାଇଁ ଅପେକ୍ଷା କରିବାକୁ ପଡୁନି। ହେଲେ ଭାବିଛନ୍ତି କି ୧୮ବର୍ଷରୁ କମ୍ ପିଲା ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନାହିଁ ସେମାନେ କଣ କରିବେ ?
ସାପକୁ କିଏ ମାରି ଖଣ୍ଡଖଣ୍ଡ କରିବା କେବେ ଶୁଣିଛନ୍ତି କି ? ଅଜଗର ସାପକୁ ଅତି ନିର୍ମମ ଭାବେ ପିଟି ପିଟି ମାରିବା ସହ କାଟି ଖଣ୍ଡଖଣ୍ଡ କରିଥିବା ଅଭିଯୋଗ ହୋଇଛି।
ଜେଲ୍ରେ ୯ବର୍ଷ ସଜା କାଟିଲେ। ଶେଷରେ ବନ୍ଦୀ ଜୀବନରୁ ମୁକ୍ତି ମଳିଲା। ଘର ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହେଲେ କିଏ ଜାଣିଥିଲା ଘରକୁ ଯିବା ପୂର୍ବରୁ ତାଙ୍କ ବାଟ ଜଗିଥିଲା ଯମ ।
ମଙ୍କିପକ୍ସ ଭ୍ୟାକ୍ସିନକୁ ମିଳିଲା ଅନୁମତି। ଆଫ୍ରିକୀୟ ଦେଶରେ ବ୍ୟାପିଥିବା ମଙ୍କିପକ୍ସ ପାଇଁ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO ପକ୍ଷରୁ ଅନୁମତି ମିଳିଛି।