କିଛିଦିନ ହେବ ଟ୍ରେନ୍କୁ ଟାର୍ଗେଟ୍ କରାଯାଉଛି। ରେଲୱେ ଟ୍ରାକ୍ରେ ସିଲିଣ୍ଡରଠାରୁ ଆରମ୍ଭ କରି ଡିଟୋନେଟର ପଡିଥିବା ଦେଖିବାକୁ ମିଳୁଛି। ଯାହାକି ପ୍ରମାଣିତ କରୁଛି ଯେ ଟ୍ରେନ୍ ଆଟାକ୍ ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଛି।
୧୭ବର୍ଷ ତଳେ ଅପହୃତ ହୋଇଥିବା ପିଲା ଏବେ ନିଜ କିଡନାପ କେସ୍ ଲଢି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହି ଅପରାଧ ପଛରେ ଥିବା କାହାଣୀ ଏବଂ ଏହା ପରେ ସେହି ପିଲାର ଓକିଲ ହେବା ନିଷ୍ପତ୍ତି ଏକ ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ।
ଜନ୍ମରୁ ଦିବ୍ୟାଙ୍ଗ। କିନ୍ତୁ କେବେ ଜୀବନ ଯୁଦ୍ଧରେ ହାରି ନାହାନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ବେ ସ୍ବାବଲମ୍ବୀ ହୋଇଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଆଜି ପାଇଁ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଭୁବନେଶ୍ବରର ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ । ମଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ରବିବାର। ଚନ୍ଦ୍ର- ମେଷ ପ୍ରାତଃ ୦୬.୦୯ ଗତେ ବୃଷ । ତିଥି- ୫ମୀ ଦିବା ୦୩.୪୩ ଗତେ ୬ଷ୍ଠୀ ଘାତଚନ୍ଦ୍ର- ମେଷ ରାଶିର , ପ୍ରାତଃ ୦୬.୦୯ ଗତେ ବିଛା ରାଶିର।
ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ଅଗ୍ନିଶମ ବାହିନୀ କର୍ମଚାରୀ CPR ଦେଇ କାଉର ଜୀବନ ରକ୍ଷା କରୁଛନ୍ତି ।
ଭରତପୁର ଥାନାରେ ମେଜର୍ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ତେଜିଛି ରାଜନୀତି । ବିରୋଧୀ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଘଟଣା । ମାମଲାରେ ୭ ଦୁର୍ବୃତ୍ତଙ୍କୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ ।
୨୦୧୪ରେ ମୋଦି ଓ ବାରାକ୍ ଓବାମାଙ୍କ ସାକ୍ଷାତକାର ସମୟର ଏକ ବିଶେଷ ଘଟଣା ସେୟାର କରିଛନ୍ତି ପୂର୍ବତନ ବୈଦେଶିକ ସଚିବ ତଥା ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା।
ଲେବାନନ୍ରେ ପେଜର୍ ଓ ୱାକି-ଟକି ବିସ୍ଫୋରଣ ପରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ବିସ୍ଫୋରଣରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ତେବେ ଏହି ବ୍ଲାଷ୍ଟ ପଛରେ କେରଳ ଲିଙ୍କ ଥିବା ଚର୍ଚ୍ଚା ଜୋର୍ ଧରିଛି।
ଆଜିକାଲି ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଏପରିକି ଛାଡପତ୍ର ଯାଏଁ କଥା ଚାଲିଯାଉଛି। ହେଲେ ବିବାହକୁ ବଞ୍ଚାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଏପରି ପରାମର୍ଶ ଦେଇଛନ୍ତି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ।
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ୍ ଆଦମୀ ପାର୍ଟିର ଫାୟାରବ୍ରାଣ୍ଡ୍ ନେତ୍ରୀ ଆତିଶି ମାର୍ଲେନା। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି।
କାକଟପୁର ବେଡି ଜଗନ୍ନାଥ ମନ୍ଦିର । ଏହି ମନ୍ଦିର ପଛରେ ରହିଛି ଅନେକ କାହାଣୀ । କିଆ ଫୁଲ ଓ ନାଗ ସାପକୁ ନେଇ ରହିଛି କଥା...
ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ । ଏଇ ବାଡ଼ି ଖଣ୍ଡକ ଯୁବତୀଙ୍କ ପାଇଁ ସାଜିଛି ସାହାରା... ଧୀରେ ଧୀରେ ବଡ଼ଦାଣ୍ଡ ଅତିକ୍ରମ କରି ସିଂହ ଦ୍ୱାର ଦେଇ...
ଏ ଶୁଖିଲା ଆଖି ଦୁଇଟି ପରିବାରକୁ ଖୋଜୁଛି । ବୃଢ଼ା ବାପାଟା ପରାଲିସିସ୍ରେ ଆକ୍ରାନ୍ତ । ବୟସ ୮୦ ଟପିଲାଣି । ଏ ବୃଦ୍ଧ ଦମ୍ପତିଙ୍କ ସବୁ ଥାଇ ମଧ୍ୟ ଆଜି ଏମାନେ ବେସାହାରା । ଦୁଇ ପୁଅ ଓ ବୋହୂ ଶିକ୍ଷିତ... ନାତିନାତୁଣୀ ବି ଅଛନ୍ତି ।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର। ତିଥି- ୩ୟା ରାତ୍ରି ୦୯.୧୫ ଗତେ ୪ର୍ଥୀ। ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର। ଘାତବାର- ବିଛା , ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ- ନାସ୍ତି।
ଭୋକ ବିକଳରେ ହାତୀ ମାଂସ ଖାଇବ ଜିମ୍ବାୱେ । ଜଙ୍ଗଲରୁ ୨ଶହଟି ହାତୀ ଶିକାର କରି ସେମାନଙ୍କ ମାଂସକୁ କ୍ଷୁଧାର୍ଥଙ୍କ ମଧ୍ୟରେ ବାଣ୍ଟିବ । ବିଭିନ୍ନ ଦକ୍ଷିଣ ଆଫ୍ରିକୀୟ ଦେଶରେ ମରୁଡ଼ି ଓ ଖାଦ୍ୟାଭାବ ଗମ୍ଭୀର ରୂପ ଧାରଣ କରିଥିବା ବେଳେ, ପୂର୍ବରୁ ନାମ୍ବିଆ ବି ୭ଶହରୁ ଅଧିକ...
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର। ଚନ୍ଦ୍ର- ମୀନ ନିଶାନ୍ତ ୦୫.୧୫ ଗତେ ମେଷ । ତିଥି- ୨ୟା ରାତ୍ରି ୧୨.୪୦ ଗତେ ୩ୟା ।
ଏଣିକି ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଦୁଇ ପାଦ ଆଗକୁ ଯିବ ଭାରତ। ଚନ୍ଦ୍ରାୟନ-୩ର ଅଭୂତପୂର୍ବ ସଫଳତା ପରେ ଚନ୍ଦ୍ରାୟନ-୪ ମିଶନକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରି ପ୍ରଦାନ କରାଯାଇଛି।