• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Chikiti Liquor Death
ମଦ ମୃତ୍ୟୁ ନେଇ ଗୃହରେ ହଟ୍ଟଗୋଳ; RDCସ୍ତରୀୟ ତଦନ୍ତ ଦାବି କଲା ବିଜେଡି

ବିଧାନସଭାରେ ଚିକିଟି ମଦ ମୃତ୍ୟୁ ଘଟଣାରେ ବିଜେଡିର ହଟ୍ଟଗୋଳ । ଚୋରା ମଦ କାରବାର ବଢୁଥିବାରୁ ଚିକିଟିରେ ମଦ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଏହାର RDC ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି।

cough syrup
ବେଆଇନ କଫ୍‌ ସିରପ ଚାଲାଣ ବେଳେ ମାଡ଼ିବସିଲା ପୋଲିସ; ୪ ଗିରଫ

ସମ୍ବଲପୁର ସିନ୍ଦୁରପଙ୍କ ନିକଟରେ ୨୪୦୦ ବୋତଲ କଫସିରପ ଜବତ। କୋଲକତାରୁ ସମ୍ବଲପୁରକୁ ବେଆଇନ ଭାବେ କଫ ସିରପ ଚାଲାଣ ହେଉଥିବା ବେଳେ ସମ୍ବଲପୁର ଅବକାରୀ ବିଭାଗ ଏହି କଫ ସିରପ ଜବତ କରିଛି।

mdm
ବଢିଲା ମଧ୍ୟାହ୍ନ ଭୋଜନ ସହାୟତା ରାଶି; ଆଉ ମିଳିବନି ପାଣିଆ ଡାଲି !

ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସରକାର ପ୍ରତି ମିଲ୍‌ ପିଛା ୧ ଟଙ୍କା ଅଧିକ ଖର୍ଚ୍ଚ କରିବେ।

One-year-old bites snake
ଖେଳୁ ଖେଳୁ ସାପକୁ କାମୁଡ଼ିଦେଲା ବର୍ଷକର ଛୁଆ; ହେଲା ଏମିତି...ଦେଖନ୍ତୁ ଭିଡିଓ

ଶିଶୁଟିର ମା’ ପିଲାଟିର ପାଟିରେ ସାପ ଦେଖିବା ପରେ ଭୟଭୀତ ହୋଇ ତା’ ପାଖକୁ ଦୌଡ଼ିଗଲେ। ତୁରନ୍ତ ପାଟିରୁ ସାପକୁ ବାହାର କଲେ। ସେତେବେଳକୁ ସେ ସାପକୁ କାମୁଡ଼ି ମାରି ଦେଇଥିଲା।

suicide
ସିବିଆଇ ସ୍କାନରରେ ଥିଲେ ଇଡି ଅଧିକାରୀ; ଗିରଫ ଭୟରେ ହାରିଲେ ଜୀବନ !

ଆଲୋକ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇର ସ୍କାନରରେ ଥିଲେ। ତେବେ ଗିରଫ ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Cancer
ସହାୟତା ଅପେକ୍ଷାରେ କନକଲତା

ନାଁ ତାଙ୍କର କନକଲତା । ଦିନେ ଘରର ସବୁ ପାଇଟି କରୁଥିଲେ...ସୁନା ଭଳି ଗରିବ କୁଡ଼ିଆର ସାଜିଥିଲେ ଆଶାର ଆଲୋକ । ହେଲେ ଆଜି ନିଜେ ଉଠିବାକୁ ବି ଅକ୍ଷମ । ସ୍ୱାମୀଙ୍କ ସହାୟତା ବିନା ନା ସେ ଉଠିପାରୁଛନ୍ତି ନା ଖାଇପାରୁଛନ୍ତି । ଆଉ ସ୍ୱାମୀ ବିଚରା...

Bird Really Unfurl Stuck National Flag
ସତରେ କ'ଣ ତ୍ରିରଙ୍ଗା ଉଡ଼ାଇଲା ଚଢ଼େଇ?

ସତରେ କ'ଣ ତ୍ରିରଙ୍ଗା ଉଡ଼ାଇଲା ଚଢ଼େଇ? ଜାଣନ୍ତୁ ଭାଇରାଲ ଭି଼ଡ଼ିଓ ପଛର କାହାଣୀ ।

Mamata Banerjee'
ଅଡୁଆରେ ମମତାଙ୍କ ଚଉକି !

ସାରା ଦେଶର ଆଖି ଦିଦିଙ୍କ ଉପରେ। ସାରା ଦେଶର ରାଜନୀତି କେନ୍ଦ୍ରୀଭୂତ ପଶ୍ଚିମବଙ୍ଗରେ। ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ। ପ୍ରତିବାଦର ନିଆଁରେ ଜଳୁଛି ପଶ୍ଚିମବଙ୍ଗ। ଧୀରେ ଧୀରେ ବ୍ୟାପୁଛି ଅରାଜକତା, ହିଂସା ଓ ପ୍ରତିହିଂସା। ହେଲେ ସମସ୍ୟାର ସମାଧାନ କରିବା ଛାଡ଼ି ନିଜ ସୁରକ୍ଷା ଚିନ୍ତାରେ...

Labourer
ଦାଦନ ଶ୍ରମିକର ଦୁଃଖ କାହାଣୀ...

ଗୋଟାଏ ଗୋଡ଼ ନାହିଁ । ଶାହା ବୋଇଲେ ଏଇ ଆଲୁମିନିୟମ ୱାକର ଖଣ୍ଡକ। ସେଇ ନ ଥିଲେ ଏଠୁ ସେଠିକୁ ଯିବା ବି ତାଙ୍କ ପାଇଁ କାଠିକା ପାଠ। ବେସ୍ ବିନ୍ଦାସ୍ ଥିଲେ କାମଦାମ କରି ପେଟ ପୋଷୁଥିଲେ । ମାଲିକକୁ ଖୁସି କରିବାକୁ ମୁଣ୍ଡ ଝାଳ ତୁଣ୍ଡରେ...

Mushroom
ଛତୁ କିଲୋ ୨ହଜାର..

କୋରାପୁଟରେ ଏବେ ସବୁଆଡେ ଛତୁର ପସରା । ଭଳିକି ଭଳି ଛତୁ ନେବା ପାଇଁ ଜମୁଛି ଭିଡ଼ । ବଜାରରେ ଯାହାର ଡିମାଣ୍ଡ ଯେତେ ତାର ରେଟ୍ ବି ସେମିତି । ଭଳିକି ଭଳି ଛତୁ ମଧ୍ୟରେ ରହିଛି ବଡ଼ା ଛତୁ, ଶ୍ରାବଣ କଢ଼, ବାଲି ଛତୁ...

Panchanga
Panchang Today 18th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ରବିବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୩ଶୀ ପ୍ରାତଃ ୦୫.୫୧ ଗତେ ୧୪ଶୀ ରାତ୍ରି ୦୩.୦୫ ଗତେ ପୂର୍ଣ୍ଣିମା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମେଷ ରାଶିର ।

potato
ଜଳୁଛି ଦୁଷ୍କର୍ମ ନିଆଁ, ଘିଅ ଢାଲିଲେ ଆଳୁ ବ୍ୟବସାୟୀ

ଓଡ଼ିଶାକୁ ଦିଦି ଦେଲେନି ଆଳୁ, ଏବେ ଘର ଢିଙ୍ଗି ସାଜିଲା କୁମ୍ଭୀର । ଆଳୁ ନଦେଲେ କଲିକତା ବଜାରରେ ଆଳୁ ଉଭାନ ହୋଇଯିବ ବୋଲି ଚେତାବନୀ ଦେଇଛି ପଶ୍ଚିମବଙ୍ଗ ଅଳୁ ବ୍ୟବସାୟୀ ସମିତି ସଂଘ ।

Mob Attack
ନାଟର ଗୋବର୍ଦ୍ଧନ ଦିଦିଙ୍କ ପୁତୁରା !

ପଶ୍ଚିମବଙ୍ଗରେ ଥମୁନି ଜନତା ଗର୍ଜନ... କମୁନି କାର୍ଯ୍ୟାନୁଷ୍ଠାନ ଦାବିର ନିଆଁ । ମହିଳାମାନଙ୍କ ହାତର ମଶାଲ ଯେମିତି କହୁଛି ପୂରା ପଶ୍ଚିମବଙ୍ଗକୁ ଜାଳିପୋଡ଼ି ଧ୍ୱଂସ କରିଦେବ । ଆଉ ଦିଦିଙ୍କ ଅନ୍ୟାୟର ଟିକନିଖ ପ୍ରତିଶୋଧ ନେବ ।

Panchanga
Panchang Today 17th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର। ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୨୮ ଗତେ ମକର। ତିଥି- ୧୨ଶୀ ଦିବା ୦୮.୦୬ ଗତେ ୧୩ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୨୮ ଗତେ ସିଂହ ରାଶିର। ଘାତବାର- ବୃଷ, ସିଂହ...

Parade
ଭୁବନେଶ୍ୱର ଗାନ୍ଧିମାର୍ଗରେ ମନ ମୋହିଲା ରଙ୍ଗାରଙ୍ଗ ପରେଡ୍‌...ଦେଖନ୍ତୁ କିଛି ଝଲକ୍

ରାଜଧାନୀର ଗାନ୍ଧି ମାର୍ଗରେ ମନ ମୋହିଲା ଭବ୍ୟ ପରେଡ: ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପରେଡ ପ୍ରଦର୍ଶନ କଲେ ୫୮ କଣ୍ଟିଜେଣ୍ଟ । ରାଜ୍ୟର କୋଣ ଅନୁକୋଣରେ ଉଡ଼ିଲା ତ୍ରିରଙ୍ଗା।

police MEDAL
ସେବା ଓ ସାହସିକତାକୁ ସମ୍ମାନ; ଓଡ଼ିଶାର ୧୧ଜଣଙ୍କୁ ମିଳିବ ପୋଲିସ ମେଡାଲ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ଆସନ୍ତାକାଲି ୭୮ତମ ସ୍ବାଧୀନତା ଦିବସ ପାଳିବ ଦେଶ । ଏନେଇ ପୋଲିସ ପଦକ ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସାହାସିକତା ଓ ବିଶିଷ୍ଟ ସେବା ପାଇଁ ମୋଟ ୧୦୩୭ଜଣଙ୍କୁ ପୋଲିସ ମେଡାଲ ପ୍ରଦାନ କରାଯିବ ।

Vigilance
କୋଟିଏରୁ ଅଧିକ ଟଙ୍କା ଖାଇଗଲେ ! ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ବର ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ରେଡ୍। କୋଟିଏ ଟଙ୍କାର ଅର୍ଥ ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।

Panchanga
Panchang Today 14th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୪ ତାରିଖ ବୁଧବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି- ନବମୀ ଦିବା ୧୦.୨୪ ଗତେ ଦଶମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ନାସ୍ତି।

SCB doctor 'rapes' 2 patients
ସତ ହେଲେ ସାଙ୍ଘାତିକ; SCBରେ ଦୁଇ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ

ଦୁଷ୍କର୍ମ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଅତିରିକ୍ତ ଡିସିପି ଅନୀଲ ମିଶ୍ର। ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇ ତଦନ୍ତ କରାଯିବ। ୧୬୧, ୧୬୪ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ।

subhadra yojana
ବିଳମ୍ୱରେ ଆସିବ ସୁଭଦ୍ରା SOP ! ଲୋକଙ୍କ ମତାମତ ଆସିବା ପରେ ନିଷ୍ପତ୍ତି

ସୁଭଦ୍ରା ଯୋଜନା ପାଇଁ SOP ପ୍ରସ୍ତୁତ ସରିଛି, ଲୋକଙ୍କ ମତାମତକୁ ଅପେକ୍ଷା କରାଯାଇଛି। ସାରା ରାଜ୍ୟରେ ୧୦ଟି କ୍ଲଷ୍ଟରରେ ଲୋକମାନଙ୍କଠାରୁ ମତାମତ ନିଆଯାଉଛି।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।