• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

man killed in accident while returning home after 9 years
୯ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ; ଘରେ ପହଞ୍ଚିବା ପୂର୍ବରୁ ବାଟରେ ଚାଲିଗଲା ଜୀବନ

ଜେଲ୍‌ରେ ୯ବର୍ଷ ସଜା କାଟିଲେ। ଶେଷରେ ବନ୍ଦୀ ଜୀବନରୁ ମୁକ୍ତି ମଳିଲା। ଘର ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। ହେଲେ କିଏ ଜାଣିଥିଲା ଘରକୁ ଯିବା ପୂର୍ବରୁ ତାଙ୍କ ବାଟ ଜଗିଥିଲା ଯମ ।

Mpox Vaccine
ମଙ୍କିପକ୍ସ ଭ୍ୟାକ୍ସିନକୁ WHOର ଅନୁମତି; ଜାଣନ୍ତୁ କେମିତି ନେବେ ଟିକା...

ମଙ୍କିପକ୍ସ ଭ୍ୟାକ୍ସିନକୁ ମିଳିଲା ଅନୁମତି। ଆଫ୍ରିକୀୟ ଦେଶରେ ବ୍ୟାପିଥିବା ମଙ୍କିପକ୍ସ ପାଇଁ ଟିକାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ-WHO ପକ୍ଷରୁ ଅନୁମତି ମିଳିଛି।

Two Eyes of BJD
ବବି-ପାଣ୍ଡିଆନ୍‌ ଥିଲେ ବିଜେଡିର ଦୁଇ ନୟନ; ବିଜେପିର କିଏ ?

ଜଣେ ହେଉଛନ୍ତି ପାଣ୍ଡିଆନ ସାହେବ ଆଉ ଜଣେ ହେଉଛନ୍ତି ବବି ସାହେବ। ଉଭୟେ ଥିଲେ ବିଜେଡି ସରକାରର ଦୁଇ ନୟନ। ତେବେ ମୋହନ ସରକାରରେ ଦୁଇ ନୟନ କିଏ, ତାହା ଏଯାଏଁ ଜଣାପଡ଼ିନି।

Mo School
ବଦଳିଲା 'ମୋ ସ୍କୁଲ୍' ନାଁ; ଏବେ 'ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ'

ବଦଳିଲା ମୋ ସ୍କୁଲ୍ ଅଭିଯାନ ନାଁ । ଗଣଶିକ୍ଷା ବିଭାଗର ମୋ ସ୍କୁଲ୍ ଅଭିଯାନ ନାଁ ବଦଳି ଏଣିକି 'ପଞ୍ଚଶଖା ଶିକ୍ଷା ସେତୁ ଯୋଜନା' ରଖାଗଲା ।

death rituals
ଭାଇର ଶୁଦ୍ଧିକ୍ରିୟା ପାଇଁ ଭିକ ମାଗୁଛି ଭଉଣୀ

ଭାଇର ସୁଦ୍ଧକ୍ରିୟା ପାଇଁ ଭିକ୍ଷା ମାଗୁଛି ଭଉଣୀ... ୟା ଦୂଆରେ ତା’ ଦୂଆରେ ଛିଡ଼ା ହୋଇ ଲୁହ ଗଡ଼ାଉଛି । କ’ଣ କହିବ... କେମିତି କହି ଭିକ ମାଗିବ... ପାଟିରେ ଭାଷାନାହିଁ, କହିବାକୁ ଶବ୍ଦ ବି ନାହିଁ । ଯେମିତି କେବଳ ଏ ମହିଳାଙ୍କୁ ତାଙ୍କ ଗରିବୀ ଉପହାସ...

 Divyang
ବାପାଙ୍କ ସୁନା ଝିଅ ଆଲିଆ

ଦିବ୍ୟାଙ୍ଗ ବାପାର ବୋଝ ଉଠାଉଛି କୁନି ଝିଅ । ପାଠ ପଢ଼ୁଛି... ବାପାଙ୍କ କଥା ବୁଝୁଛି... ୩ୟ ଶ୍ରେଣୀରେ ସିନା ହେଲେ ଯେମିତି ୩୦ ବର୍ଷର ମଣିଷ ଭଳି ମୁଣ୍ଡାଇଛି ପରିବାରର ଦାୟିତ୍ୱ । ବଜାରରୁ ପାଉଁରୁଟି କିଣି ଗାଁ ଗାଁ ବୁଲି ବିକ୍ରି କରୁଛି ।

Anil Arora
ମଲାଇକା ବାପାଙ୍କ ସୁଇସାଇଡ୍‌‌ ସସପେନ୍ସ

ଅଭିନେତ୍ରୀ ମଲାଇକା ଅରୋରା ବାପାଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାଲିଛି ଜୋରଦାର ଖୋଳତାଡ଼ । କାହିଁକି ଆତ୍ମହତ୍ୟା କଲେ ଅନୀଲ ଅରୋରା ? ଆତ୍ମହତ୍ୟା ପଛର କାରଣ କ’ଣ ? ମାନସିକ ଚାପ ନା ଅନ୍ୟକିଛି ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ମୁମ୍ବାଇ ପୋଲିସ ତଦନ୍ତ...

Panchang
Panchang Today 13th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୩ ତାରିଖ ଶୁକ୍ରବାର । ଚନ୍ଦ୍ର- ଧନୁ ରାତ୍ରି ୦୩.୨୨ ଗତେ ମକର । ତିଥି- ୧୦ମୀ ରାତ୍ରି ୧୦.୩୦ ଗତେ ୧୧ଶୀ ।

Lord Jagannath Temple in Andhra Pradesh
ଆନ୍ଧ୍ରରେ ଆମ ଠାକୁର

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରେ ରହିଛି ଭିର୍ଲଙ୍ଗ ଜଗନ୍ନାଥ ମନ୍ଦିର । ଏ ଦେଉଳ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିକୁ ବର୍ଣ୍ଣନା କରେ । କହେ ଆମ କାଳିଆର କଥା...

Financial Assistance
କାନ୍ଦି କାନ୍ଦି ସ୍ୱାମୀର ଜୀବନ ମାଗୁଛି ସ୍ତ୍ରୀ

ଆଖିରେ ଆଖିଏ ଲୁହ... ଛାତିରେ ଛାତିଏ କୋହ... ସବୁ କଷ୍ଟକୁ ହୃଦୟ ଭିତରେ ଚାପି ରଖି ସ୍ୱାମୀର ଜୀବନ ପାଇଁ ସଂଘର୍ଷ କରୁଛି ଏ ସ୍ତ୍ରୀ । ନିଜ ପତ୍ନୀ ଧର୍ମ ପାଳନ କରୁଛି । ତା’ ସିନ୍ଦୂରକୁ ସାଇତି ରଖିବାକୁ ଚେଷ୍ଟା କରୁଛି । ସ୍ୱାମୀର ଜୀବନ...

Drama Turns Real
ମଞ୍ଚ ଉପରେ ବିଧା ଗୋଇଠା

ମିଛ ନାଟକରେ ସତ ସତିକା ମାଡ଼... ଦର୍ଶକଙ୍କ ଗୋଇଠାରେ ତଳେ ପଡ଼ିଲେ କଳାକାର । ଜୀବନ୍ତ ଅଭିନୟ... ନା ଇଏ ସତରେ ଧର୍ମୀୟ ଭାବନାକୁ କୁଠାର ଘାତ କରିବାପରି ଏ ନାଟକ । ଶୁଣନ୍ତୁ କଳାକାର ଜଣକ ମଞ୍ଚ ଉପରେ କ’ଣ କହୁଛନ୍ତି...

Panchang
Panchang Today 12th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୨ ତାରିଖ ଗୁରୁବାର । ଚନ୍ଦ୍ର- ଧନୁ ଅହୋରାତ୍ର । ତିଥି- ୯ମୀ ରାତ୍ରି ୧୧.୩୩ ଗତେ ୧୦ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ-...

perfume 'Divorce'
ଇନଷ୍ଟାରେ ଛାଡ଼ପତ୍ର ଦେଲେ; ଏବେ ଲଞ୍ଚ କଲେ ପରଫ୍ୟୁମ ‘ଡିଭୋର୍ସ’

ଏହି ଟିଜର ଏବେ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। ପୋଷ୍ଟରେ ସେ ଡିଭୋର୍ସ ଶବ୍ଦ ଲେଖାଥିବା ଏକ କଳା ରଂଗର ପରଫ୍ୟୁମ ବୋତଲର ଭିଡିଓ ସେୟାର କରିଛନ୍ତି।

Mushroom
ଛତୁ ଚାଷ ଦେଇଛି ପରିଚୟ; ଆତ୍ମନିର୍ଭର ହେବା ସହ ରୋଜଗାର ଯୋଗାଉଛନ୍ତି ବିଶିକେସନ

ଛତୁ କିଲୋ ପିଛା ୩୦୦ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବା ସହ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ରୋଜଗାର ଦେଇଛନ୍ତି ବିଶିକେଶନ ।

Robotics Competition
କୁନି ବୟସରେ କମାଲ୍‌; ବିଶ୍ୱ ରୋବୋଟିକ୍ ଚମ୍ପିୟନସିପ୍‌ରେ ବଡ଼ ସଫଳତା

ଓ୍ବାର୍ଲ୍ଡ ରୋବୋଟିକ୍ସ ଚମ୍ପିୟନସିପରେ ୨ଟି ପୁରସ୍କାର ଜିତି କୁନିକୁନି ଛୀତ୍ରଛାତ୍ରୀମାନେ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିଛନ୍ତି।

SCHOOL CLOSE
ପ୍ରବଳ ବର୍ଷା ନେଇ ଆଲର୍ଟ; ମାଲକାନଗିରି ଓ ଗଂଜାମରେ ସବୁ ସ୍କୁଲ ଛୁଟି

ପ୍ରବଳ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ସ୍କୁଲ ଛୁଟି ଘୋଷଣା । ଆଜି ପାଇଁ ମାଲକାନଗିରି ଓ ଗଂଜାମ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

iPhone 16
iPhone 16 ଲଞ୍ଚ: ଶୁକ୍ରବାର ପରିବର୍ତ୍ତେ ସୋମବାରକୁ କାହିଁକି ବାଛିଲା କମ୍ପାନୀ ?

ଭାରତରେ ଲଞ୍ଚ ହେଲା iPhone 16 ଓ iPhone 16 Plus। ପ୍ରଥମ ଥର ପାଇଁ ଶୁକ୍ରବାର ପରିବର୍ତ୍ତେ ଆପଲ୍‌ ସୋମବାର ଲଞ୍ଚିଂ ଇଭେଣ୍ଚ ରଖିଛି। ଏହି ଐତିହାସିକ ପରିବର୍ତ୍ତନ ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା।

flood
ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା; ସବୁ ଅଧିକାରୀଙ୍କୁ ସଜାଗ ନିର୍ଦ୍ଦେଶ

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି। ମୁଖ୍ୟ ଶାସନ ସଚିବ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ।

Talaq
ଲଣ୍ଡନରୁ ଭିଡିଓ ପଠାଇ ତିନି ତଲାକ୍‌ ଦେଲା NRI ସ୍ୱାମୀ !

ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ପତିପତ୍ନୀଙ୍କ ଭିତରେ ମତାନ୍ତର ଦେଖାଦେଲେ ସେମାନେ କୋର୍ଟରେ ଯାଇ ଛାଡପତ୍ର ବା ଡିଭୋର୍ସ ନେଇ ପାରୁଛନ୍ତି। ମାତ୍ର ଭିଡିଓ ପଠାଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର କଥା କେବେ ଶୁଣିଛନ୍ତି କି ?

Encounter
LoC ନିକଟରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ଏନକାଉଣ୍ଟରରେ ଟଳିଲେ ୨ଆତଙ୍କୀ

ପୁଣି ପାକିସ୍ତାନ ପଟୁ ଅନୁପ୍ରବେଶ। ଜାମ୍ମୁକଶ୍ମୀର LOC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।