• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Gundicha
ବନ୍ଦ ପଡ଼ିଛି ମହାପ୍ରଭୁଙ୍କ ଆବିର୍ଭାବ ସ୍ଥଳ; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ଶ୍ରୀଗୁଣ୍ଡିଚା ମନ୍ଦିର କେବେ ଖୋଲିବ ସେନେଇ ନିଷ୍ପତ୍ତି ହୋଇନି। ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଖୋଲି ପାରେ ଗୁଣ୍ଡିଚା ମନ୍ଦିର।

Subhadra Yojana
କେମିତି ପାଇବେ ସୁଭଦ୍ରା ଟଙ୍କା?

ସୁଭଦ୍ରା ଯୋଜନାକୁ ନେଇ ଆପଣଙ୍କ ମନରେ ଦ୍ୱନ୍ଦ ଅଛିକି ? ଏହି ଭିଡ଼ିଓକୁ ଦେଖନ୍ତୁ ସବୁ ତଥ୍ୟ ଜାଣି ପାରିବେ ।

Dragon Fruit
ଡ୍ରାଗନ କଲା ମାଲେମାଲ୍

କଣ୍ଟକିତ ଗଛରେ ଫଳିଛି ରସୁଆଳ ଲାଲ ଲାଲ ବିଦେଶୀ ଫଳ। ଦେଖିବାକୁ ଯେମିତି ସୁନ୍ଦର ସ୍ଵାଦ ବି ସେମିତି ନିଆରା। ଦେଖନ୍ତୁ ୟୁଟ୍ୟୁବ ଦେଖି କିପରି ଚାଷୀ କଲେ ଡ୍ରାଗନ ଫ୍ରୁଟ ଚାଷ ।

Abuse
ବାପା-ମା’ଙ୍କୁ ଅକଥନୀୟ ନିର୍ଯାତନା

କୁଳାଙ୍ଗର ପୁଅ ପାଇଁ ଆଜି ମା-ବାପାଙ୍କ ଆଖିରେ ଲୁହ। ପୁଅର ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ହୋଇଗଲେଣି ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ରୋଜଗାର କରି ମା-ବାପାଙ୍କ ସେବା କରିବା କଥା, ପୁଅ ତାଙ୍କୁ ଟଙ୍କା ମାଗୁଛି, ମାଡ଼ ମାରୁଛି ।

India Book of Records
ଗୋଲ୍ଡ ମେଡାଲ ପାଇବା ସହ ରେକର୍ଡ କଲା ୩ବର୍ଷର କୁନିପୁଅ

ନିଜ ନାଁ ବି ଠିକ୍‌ରେ କହିପାରୁ ନ ଥିବା ଏ କୁନି ପୁଅଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଉଛି। ଖନେଇ ଖନେଇ କଥା କହୁଛି। କିନ୍ତୁ ଯାହା କହୁଛି ଠିକଠାକ୍। ବୟସ ମାତ୍ର ୩ ବର୍ଷ ୬ ମାସ ହୋଇଥିବା ବେଳେ ସେ ନିର୍ଦ୍ବନ୍ଦ୍ବରେ କହିପାରୁଛି...

Panchang
Panchang Today 30th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର। ଚନ୍ଦ୍ର- ମିଥୁନ ଦିବା ୧୧.୩୪ ଗତେ କର୍କଟ । ତିଥି- ୧୨ଶୀ ରାତ୍ରି ୦୨.୨୫ ଗତେ ୧୩ଶୀ।

Student suicides: An epidemic sweeping India
ଡରାଇଲା ଏନସିଆର୍‌ବି ରିପୋର୍ଟ; ଜନସଂଖ୍ୟା ବୃଦ୍ଧିଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ

ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ଛାତ୍ର ଥିଲେ।

Flood
କାହିଁକି ବୁଡ଼ିଲା ଗୁଜରାଟ; ପାଣିପାଗ ବିଜ୍ଞାନୀ କହିଲେ ବଡ଼ କାରଣ...ଜାଣନ୍ତୁ

ଗୁଜରାଟ ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏଠାରେ ମୁଖ୍ୟତଃ ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ। ଏଠାରେ ସେତେ ପରିମାଣର ବର୍ଷା ହୋଇନଥାଏ। ମାତ୍ର ଚଳିତ ଥର ଅଚାନକ ବର୍ଷା ହେବା ଫଳରେ ଏଠାରେ ଜଳାର୍ଣ୍ଣବ ସ୍ଥିତି ଦେଖାଦେଇଛି।

waterlogging
ବର୍ଷା ପରେ ଜଳପ୍ରଳୟ; ଦିଲ୍ଲୀର ହାଲ୍ ବେହାଲ୍‌, ଗୁଜରାଟରେ ସ୍ଥିତି କହିଲେ ନସରେ

ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।

Liquor dens bulldozed in Salia sahi
ସାଲିଆ ସାହିରେ ବୁଲିଲା ବୁଲଡୋଜର; ମାଟିରେ ମିଶିଲା ଚୋରା ମଦ ବ୍ୟବସାୟୀଙ୍କ ଘର

ଭୁବନେଶ୍ବରର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗ ବଡ଼ ଡ୍ରାଇଭ୍ ଆରମ୍ଭ କରିଛି।

Pollution
ଚିନ୍ତା ବଢାଇଲା ବାୟୁ ପ୍ରଦୂଷଣ: ୬୦ବର୍ଷରୁ କମ୍ ବୟସରେ ହେବ ମୃତ୍ୟୁ !

ଦିଲ୍ଲୀରେ କ୍ରମାଗତ ବାୟୁ ପ୍ରଦୂଷଣ ଲାଗି ରହିଛି। ଯାହାଦ୍ୱାରା ସେଠିକାର ବାସିନ୍ଦାଙ୍କର ଆୟୁ ହ୍ରାସ ହେଉଛି । ବାୟୁ ପ୍ରଦୂଷଣ ପ୍ରାୟ ୧୨ ବର୍ଷ ଜୀବଳକାଳ ହ୍ରାସ ପାଇଛି।

Mahaprasad
ବନ୍ଦ ହେବ ବାସି ଅବଢ଼ା ବିକ୍ରି; ଆନନ୍ଦବଜାର ଜଗିବେ ସେନାନିବୃତ୍ତ କର୍ମୀ

ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ଲାଗିବ ରୋକ୍। ଅଣସୂପକାରମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ। ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

IPS Rajesh Pandit
ଅଡ଼ୁଆରେ ନିଲମ୍ବିତ IPS ଅଧିକାରୀ ରାଜେଶ ପଣ୍ଡିତ; ଚାର୍ଜଫ୍ରେମ୍ କଲା ଗୃହ ବିଭାଗ

ନିଲମ୍ବିତ IPS ଅଧିକାରୀ ରାଜେଶ ପଣ୍ଡିତଙ୍କ ପାଇଁ ବଢ଼ିଲା ଅଡୁଆ। ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ଗୃହ ବିଭାଗ ।

Rain
ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା; ପ୍ରବଳ ବର୍ଷା ନେଇ ସତର୍କତା ଜାରି

ପୂର୍ବ କେନ୍ଦ୍ରୀୟ ଓ ସନ୍ନିକଟ ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।ଏହାର ପ୍ରଭାବରେ ୩୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

'Burn' Remark
ମମତାଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା: ବର୍ଷିଲେ ମୋହନ, ଗର୍ଜିଲେ ହିମନ୍ତ ବିଶ୍ୱଶର୍ମା

ଅଭୟା ଘଟଣାର ପ୍ରତିବାଦ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ବଢୁଛି ଚାରିଆଡୁ ସମାଲୋଚନାର ସ୍ବର। ଓଡ଼ିଶା ସମ୍ପର୍କରେ ଦିଦିଙ୍କ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାପସନ୍ଦ ।

Apana Eka Nuhanti
ମା'ର ସାହା କୁନି ପୁଅ

ମାଆର ସାହା ପାଲଟଛି କୁନିପୁଅ। ଭୁଲି ଯାଇଛି ପାଠ, ଏବେ ତା ଭବିଷ୍ୟତ କ’ଣ ହେବ ?

Cobra
ସୋଫା ଭିତରେ ନାଗ

ବରଗଡ଼ ମ୍ୟୁନିସପାଲିଟିର ୧୭ ନମ୍ବର ୱାର୍ଡ ଅମ୍ବାପାଲି ଅଞ୍ଚଳର ସଞ୍ଜୀବ ସାହୁଙ୍କ ଘରୁ ନାଗ ସାପ ଉଦ୍ଧାର । ସୋଫା ଉପରେ ବସିଥିବା ବେଳେ ସାପର ଶବ୍ଦ ସେ ଶୁଣିବାକୁ ପାଇଥିଲେ । ମୂଷା ଖାଇବାକୁ ଆସି ଘରେ ପଶିଥିବା ସନ୍ଦେହ। ସାପକୁ ଉଦ୍ଧାର କଲେ ସାପ...

plantation
ସାନ ସିନା ଉଦ୍ଦେଶ୍ୟ ମହାନ୍

ବୟସ ମାତ୍ର ୫ ବର୍ଷ ହେଲେ ଉଦ୍ଦେଶ୍ୟ ମହାନ୍ । ଯେଁଉ ବୟସରେ ପିଲା ଖେଳକୁଦ ଆଉ ମୋବାଇଲରେ ମାତିଥାନ୍ତି ସେଇ ବୟସରେ ଏହି କୁନି ବାଳକ ୬ ହଜାର ଗଛ ଲଗାଇବାର ଲକ୍ଷ୍ୟ ରଖିଛନ୍ତି ।

Doctor
ବରା ପକୁଡ଼ି ବିକୁଥିଲେ, ଏବେ ଡାକ୍ତର ହେବେ

ବରା ପକୁଡ଼ି ବିକି ମାଟ୍ରିକ ପରୀକ୍ଷା ଦେଇ ରଖିଥିଲେ ୮୯ ପ୍ରତିଶତ ମାର୍କ। ଆଉ ଏବେ ଜେଇଇ ମେନ୍ ରେ ଭଲ ରାଙ୍କ ରଖି ମେଡ଼ିକାଲ ନିଟ୍ ରେ ସିଟ ପାଇଛନ୍ତି ।

Panchang
Panchang Today 28th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୦ମୀ ରାତ୍ରି ୦୧.୧୯ ଗତେ ୧୧ଶୀ ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।