• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Family Continues to Face Hardship
ପୋଲ ତଳେ ସଂସାର

ମୁଣ୍ଡ ଉପରେ ଓଭବ୍ରିଜ୍.... ଆଉ ମୁଣ୍ଡ ଗୁଞ୍ଜିବାକୁ ଏଇ ଜରିପାଲ ହିଁ ଭରସା । କାଳକ ସରିଗଲାଣି.... ଆଉ ଯାହା ବେଳକ ବାକି ରହିଛି ଏହି ବୃଦ୍ଧ ବୃଦ୍ଧାଙ୍କର । ଜୀବନର ୭୦ ବର୍ଷ ବିତିଯାଇଥିଲେ ବି ତଥାପି ଏମାନଙ୍କର ମୁଣ୍ଡ ଉପରେ ନାହିଁ ଖଣ୍ଡେ ଛାତ କି...

School Holiday
ସାର୍‌ ନାହାନ୍ତି, ସ୍କୁଲ ଛୁଟି

ସାର୍‌ ଯାଇଛନ୍ତି ଛୁଟିରେ... ୩ ଦିନ ବନ୍ଦ ରହିବ ସ୍କୁଲ । ବଡ଼ ବଡ଼ ଅକ୍ଷରରେ ଛାତ୍ରଛତ୍ରୀ ଓ ଅଭିଭାବକଙ୍କ ପାଇଁ ସ୍ପଷ୍ଟ ଭାବେ ଲେଖାଯାଇଛି.... ଏତଦ୍‌ ଦ୍ୱାରା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅବଗତି କରାଇ ଦିଆଯାଉଛି ଯେ, ବିଦ୍ୟାଳୟର ସମସ୍ତ ଦୁଇଜଣ ଶିକ୍ଷକ ଛୁଟିରେ ଅନୁପସ୍ଥିତ...

Panchanga
Panchang Today 9th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ର ବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୫ମୀ ରାତ୍ରି ୦୩.୧୪ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ବୃଷ , ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି।

Sarbatra Jagannath
ବାବା ବୁଦ୍ଧଙ୍କ ସହ ମହାପ୍ରଭୁଙ୍କ ସମ୍ପର୍କ

ଜୀବନକୁ ଜନକଲ୍ୟାଣ ପାଇଁ ବିନିଯୋଗ କରିଥିବା ବାବା ବୁଦ୍ଧନାଥ କୁହନ୍ତି, ବାବାଜି ଜୀବନ ଗୋଚର ଭୂଇଁ । ଅକାରଣେ ଗାଳି ସହିବା ପାଇଁ...

Anganwadi
ବିପଦ ମୁଣ୍ଡାଇ ପଢ଼ୁଛନ୍ତି ପିଲା

ଶିକ୍ଷା କ୍ଷେତ୍ରରେ କାଳେ ସ୍ୱତନ୍ତ୍ରତା ହାସଲ କରିଛି ଢେଙ୍କାନାଳ ଜିଲ୍ଲା । ପୂରା ଜିଲ୍ଲାରେ ରହିଛି ମୋଟ ୨ହଜାର ୨ଶହ ୨୦ଟି ଅଙ୍ଗନବାଡ଼ି କେନ୍ଦ୍ର । ହେଲେ ବାସ୍ତବରେ କେମତି ରହିଛି ଚିତ୍ର... ତାହା ଆପଣଙ୍କ ଆଖି ସାମ୍ନାରେ । ବର୍ଷେ ହେଲା ଭୁଶୁଡି ପଡ଼ିଥିବା ଏ ଅଙ୍ଗନବାଡ଼ି...

Sunrise in Kanyakumari
କନ୍ୟାକୁମାରୀରେ ସୂର୍ଯ୍ୟୋଦୟ

ଦେଖନ୍ତୁ କନ୍ୟାକୁମାରୀ ସୂର୍ଯ୍ୟୋଦୟ ସମୟର ସେହି ସୁନ୍ଦର ଦୃଶ୍ୟ...

God Saves Life of 2 Innocent Monkeys
ସବୁ ଉଜୁଡ଼ିଗଲା ପ୍ରାଣ ବଞ୍ଚିଗଲା

ପାଖରେ ମା’ ନାହିଁ... ବଞ୍ଚିବାକୁ ସାହାରା ବି ନାହିଁ । ହେଲେ ଭଗବାନ ଏମାନଙ୍କୁ ବଞ୍ଚାଇ ଦେଇଛନ୍ତି । ପ୍ରକୃତିର କରାଳ ରୂପରେ ଲୀନ ହେବା ପୂର୍ବରୁ ଉଦ୍ଧାରି ଦେଇଛନ୍ତି ଭଗବାନ । ହେଲେ ସବୁ କିଛି ଯେମିତି ଏ ନିରୀହ ନିଷ୍ପାପ କୁନିକୁନି ଛୁଆ ଦିଇଟାଙ୍କ ପାଇଁ...

Panchanga
Panchang Today 8th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁ ବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୪ର୍ଥୀ ରାତ୍ରି ୧୨.୩୭ ଗତେ ୫ମୀ  ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଲକାଞ୍ଚନ ଦାନ...

Major Reshuffle of IAS Officers
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ; ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ

ରାଜ୍ୟରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ। ଯାଜପୁର ଜିଲ୍ଲାପାଳ ଥିବା ନିଖିଲ ପୱନ କଲ୍ୟାଣଙ୍କୁ ବଦଳି କରାଯାଇ ତାଙ୍କୁ ଓଡ଼ିଶାମୃର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ବିକାଶ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

Vinesh Phogat
କୁସ୍ତିକୁ ଅଲ୍‌ବିଦା କହିଲେ ଭିନେଶ; ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ବଡ଼ ନିଷ୍ପତ୍ତି

କୁସ୍ତିକୁ ଅଲବିଦା କହିଲେ ଭିନେଶ ଫୋଗଟ୍‌। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ସବୁଦିନ ପାଇଁ କୁସ୍ତି ଛାଡିଛନ୍ତି ଭିନେଶ୍। ସେ କୁସ୍ତିରୁ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏଥିସହ ଭାବ ବିହ୍ଵଳ ପୋଷ୍ଚ କରି ଲେଖିଛନ୍ତି, କୁସ୍ତି ମୋ ବିପକ୍ଷରେ ମ୍ୟାଚ୍ ଜିତିଗଲା,...

Dangerous Road
ଏଇ ରାସ୍ତାରେ ଜଗିଛି ଯମ ! ନିଇତି ବାଜିରେ ଲାଗିଛି ଜୀବନ

ଏ ରାସ୍ତା ସବୁବେଳେ ଏମିତି ନା ଏଇ ବର୍ଷ। ବୋଲି? ଏଇ ବାଟେ ଗର୍ଭବତୀଟେ ଯିବ ତ! ଆମ୍ବାଲାନ୍ସ ଯିବ ନା ଓଲଟି ପଡିବ? ଏ ଦୃଶ୍ୟ ହେଉଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ତେହେରାଇ ଛକ ଠାରୁ ସର୍ଗିଗଡ଼ ଓ କେନ୍ଦୁଝର କାଳିମାଟିକୁ ସଂଯୋଗ କରୁଥିବା ରାସ୍ତା...

Surgery
ଅସମ୍ଭବକୁ ସମ୍ଭବ କଲା ବିଜ୍ଞାନ, ୫ ହଜାର କିଲୋମିଟର ଦୂରରୁ ହେଲା ଅପରେସନ୍

ଚୀନର ଜଣେ ରୋଗୀଙ୍କର ଫୁସଫୁସ ଟ୍ୟୁମର ହୋଇଥିଲା । ସେ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ତାଙ୍କର ଅସ୍ତ୍ରୋପଚାର କରାଯିବାର ଥିଲା । ମାତ୍ର ସର୍ଜନ ରୋଗୀଠାରୁ ୫ହଜାର କିଲୋମିଟର ଦୂରରେ ରହିଥିଲେ । ଏପରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକକୌଶଳ ବ୍ୟବହାର କରି ଏକ ଡାକ୍ତରୀ...

Naveen Patnaik
‘ବିଚରା ନବୀନ ବାବୁ ଚିନ୍ତା କରୁଥିବେ…’

ମୁଖ୍ୟମନ୍ତ୍ରୀ ଥିଲା ବେଳେ ନବୀନଙ୍କ କ୍ରେଜ ଯେମିତ ଥିଲା, ଆଜି ବି ସେମିତି ଅଛି। ଏ କଥା ଆମେ ନୁହେଁ ଖୋଦ୍ ତାଙ୍କ ଦଳର ଲୋକେ ହିଁ କହୁଛନ୍ତି। କିନ୍ତୁ ନବୀନଙ୍କ କାଟ୍ ତି କମିବା ପରେ କଂଗ୍ରେସ ଏବେ ତାଙ୍କୁ ବି କଟାକ୍ଷ କରିବା ଆରମ୍ଭ କରିଛି।...

high alert
ପୋଡ଼ାଜଳା, ଅହିଂସା, ଅରାଜକତା; ଭାରତ-ବାଂଲାଦେଶ ସୀମାରେ ହାଇ-ଆଲର୍ଟ

ଦିଲ୍ଲୀ ସ୍ଥିତ ବାଂଲାଦେଶ ଦୂତାବାସ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଭାରତ-ବାଂଲାଦେଶ ସୀମାରେ ବିଏସ୍ଏଫ୍ କୁ ମଧ୍ୟ ହାଇ-ଆଲର୍ଟରେ ରଖାଯାଇଛି। ମେଘାଳୟରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ପାଟ୍ରୋଲିଂକୁ କଡ଼ାକଡ଼ି କରିଛି ଆସାମ।

Panchanga
Panchang Today 6th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି- ୨ୟା ରାତ୍ରି ୦୭.୫୨ ଗତେ ୩ ୟା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- ମକର ରାଶିର । ପୁଷ୍କର ଦୋଷ- ୨ ପାଦ...

Nine Kanwariyas electrocuted to death
ଜଳାଭିଷେକ ନୋହିଲା; ଡିଜେରେ ଲାଗିଲା ୧୧ କେଭି ତାର, ଚାଲିଗଲା ୯ କାଉଡ଼ିଆଙ୍କ ଜୀବନ

ଶ୍ରାବଣ ସୋମବାରରେ ବଡ଼ ଅଘଟଣ। ମହାଦେବଙ୍କୁ ଜଳାଭିଷେକ ପୂର୍ବରୁ ଚାଲିଗଲା ୯ କାଉଡିଆଙ୍କ ଜୀବନ। ବିତ୍ୟୁତ ତାର ସଂସ୍ପର୍ଶରେ ଆସି ୯ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି।

Mohanlal
କେରଳ ଟ୍ରାଜେଡି: ବିପନ୍ନଙ୍କ ପାଇଁ ଛୁଟୁଛି ସହାୟତାର ସୁଅ; ଏହି ସୁପରଷ୍ଟାର ଦାନ କଲେ ୩କୋଟି...

ମହାବିପର୍ଯ୍ୟୟର ସାମନା କରିଛି କେରଳ। ଏହାରି ଭିତରେ ଛୁଟିଛି ସହାୟତାର ସୁଅ। ପୀଡିତାଙ୍କ ପରିବାର ତଥା ପୁନଃ ଥଇଥାନ ପାଇଁ ସହାୟତାର ହାତ ବଢାଇଛନ୍ତି ସେଲିବ୍ରିଟି। କରୋନା ମହାମାରୀ ବେଳେ ଦେବଦୂତ ସାଜିଥିବା ସୋନୁସୁଦଙ୍କ ପରେ କେରଳରେ ମଧ୍ୟ ଆଉଜଣେ ସୋନୁସୁଦ୍ ସହାୟତାର ହାତ ବଢାଇଛନ୍ତି।

Israeli attack
ରକ୍ତର ହୋଲି ଖେଳୁଛି ଇସ୍ରାଏଲ୍; ଗାଜାର ଦୁଇଟି ସ୍କୁଲରେ ଏୟାରଷ୍ଟ୍ରାଇକ୍, ୩୦ମୃତ

ଗାଜା-ଇସ୍ରାଏଲ ଯୁଦ୍ଧ ଭିତରେ ବଳି ପଡୁଛି ନିରୀହ ଜୀବନ। ଗାଜାସିଟିର ଦୁଇଟି ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ସେନା ।ଏହି ହମଲାରେ ୩୦ରୁ ଅଧିକ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତ । ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି...

VIGILANCE
କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ଅଧିକାରୀ। କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ।

Third Monday Of Shravan Month
ଶ୍ରାବଣ ତୃତୀୟ ସୋମବାର: ଚଳଚଞ୍ଚଳ ବିଭିନ୍ନ ଶୈବପୀଠ, ଶିବ...ଶିବ ଧ୍ୱନୀରେ ପ୍ରକମ୍ପିତ ପରିବେଶ

ଆଜି ତୃତୀୟ ଶ୍ରାବଣ ସୋମବାର, ମହାଦେବଙ୍କୁ ଜଳ ଲାଗି ପାଇଁ ବିଭିନ୍ନ ଶିବ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଶିବ...ଶିବ...ଶିବ ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।