• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Shubhra Ranjan
ମହଙ୍ଗା ପଡ଼ିଲା ଆକବରଙ୍କୁ ଶ୍ରୀରାମଙ୍କ ସହ ତୁଳନା; ବିବାଦ ପରେ କ୍ଷମା ମାଗିଲେ UPSC ଟ୍ୟୁଟର୍

ୟୁପିଏସସି କୋଚ ଶୁଭ୍ରା ରଞ୍ଜନଙ୍କର ପଢାଇବା ଶୈଳୀକୁ ନେଇ ବିବାଦ ଆରମ୍ଭ ହୋଇଛି । ଶୁଭ୍ରା ରଞ୍ଜନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ୟୁପିଏସସି ଛାତ୍ରଙ୍କୁ ପଢାଇବା ବେଳେ ମୋଗଲ ଶାସକ ଆକବରଙ୍କୁ ଭଗବାନ ରାମଙ୍କ ସହ ତୁଳନା କରୁଛନ୍ତି ।

Hirakud
ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ; ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ମହାନଦୀକୁ ବନ୍ୟାଜଳ ଛଡ଼ା ଯାଇଥିବାରୁ ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

Visualizing Global Carbon Dioxide
ବିପଦରେ ଭାରତ, ବ୍ୟାପିବାରେ ଲାଗିଛି ବିଷାକ୍ତ CO2 ଗ୍ୟାସ୍...ଦେଖନ୍ତୁ ନାସାର ଭିଡିଓ

ନାସାର ଗୋଡାର୍ଡ ସ୍ପେସ୍ ଫ୍ଲାଇଟ୍ ସେଣ୍ଟରର ଜଳବାୟୁ ବିଶେଷଜ୍ଞ କହିଛନ୍ତି ଯେ ଚୀନ୍, ଆମେରିକା ଏବଂ ଦକ୍ଷିଣ ଏସିଆର (ଭାରତ) ଶକ୍ତି ଉତ୍ପାଦନ କାରଖାନା ବା ପାୱାର ପ୍ଲାଣ୍ଟ ଏବଂ ଯାନବାହନରୁ CO2 ଅଧିକ ପରିମାଣରେ ନିର୍ଗତ ହେଉଛି।

 boy rapes sister after watching porn
ଭାଇ ନୁହେଁ ରାକ୍ଷସ !! ଅଶ୍ଳୀଳ ଭିଡିଓ ଦେଖି ଭଉଣୀ ସହ ଦୁଷ୍କର୍ମ ପରେ ହତ୍ୟା..

ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ରିପୋର୍ଟରୁ ଦୁଷ୍କର୍ମ ଓ ହତ୍ୟା ବୋଲି ଜଣାପଡିଥିଲା। ଏହି ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଟିମ୍ ଗଠନ କରାଯାଇଥିଲା।

Diphtheria
ଡିପ୍‌ଥେରିଆ ରୋଗ କଣ ?

ଡିପ୍‌ଥେରିଆ ଏକ ଗଳା ସମ୍ବିନ୍ଧିତ ରୋଗ । ସାଧାରଣତଃ ଏହି ରୋଗ ୫ ବର୍ଷ ପିଲାଙ୍କଠାରେ ଦେଖାଯିବା ସହ ୬୦ ବର୍ଷ ପରେ ମଧ୍ୟ ଏହି ରୋଗ ହେବାର ସମ୍ଭାବନା ରହିଛି । ଏହା ବାୟୁ ବାହିତ ସଂକ୍ରମଣ ରୋଗ । ଗୋଟିଏ ରୋଗୀଠାରୁ ଅନ୍ୟ ଏକ ରୋଗୀର...

Ratnabhandara
ବିଲାତି ଅମଳର ତାଲାକୁ ଡୁପ୍ଲିକେଟ୍‌ ଚାବି

ଭିତର ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ ରଥଙ୍କ ଚାଞ୍ଚଲ୍ୟକର ବୟାନ। ଭିତର ରତ୍ନଭଣ୍ଡାର ଖୋଲିବା ସମୟର କାହାଣୀ। ଶୁଣନ୍ତୁ ଜଷ୍ଟିସ୍ ରଥଙ୍କ ଠାରୁ ।

5T
5T ଉନ୍ନତିକରଣ ନାଁରେ କୋଟିକୋଟି ଟଙ୍କା ଚଳୁ

ଉନ୍ନତି ନାଁରେ ଖାଇଗଲେ କୋଟିକୋଟି। 5T ଉନ୍ନତିକରଣ ନାଁରେ ଚଳୁ କରିଦେଲେ କୋଟିକୋଟି ଟଙ୍କା ।

 Supplying Drugs
ଖାଦ୍ୟ ଡବାରେ ଜହର !

ଧରାପଡିଲା ଓଭରସ୍ମାର୍ଟ ଫୁଡ ଡେଲିଭରୀର ବଏ। ବେଆଇନ କାମ କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ଆଉ ଇଏ ହେଉଛି ସେଇ ଜହର ଡବା। ଆଜ୍ଞା ହଁ ଦର୍ଶକବନ୍ଧୁ, ଏଥିରେ ଖାଦ୍ୟ ନାଁରେ ବିଷ ପରସୁଥିଲେ ଡେଲିଭେରି ବଏ। ଯାହାଙ୍କୁ ଗିରଫ କରିଛି ପୁଲିସ।

Justice Biswanath Rath
ବାହାରେ ତାଲା, ଭିତରେ ଖୋଲା !

ରତ୍ନଭଣ୍ଡାର ଖୋଲିଲା । ସ୍ଥିତି ବି ପରଖାଗଲା । ଆଉ ଭିତରୁ ପ୍ରାପ୍ତ ହୋଇଥିବା ଦୁର୍ମୂଲ୍ୟ ଅଳଙ୍କାର ସବୁ ସୁରକ୍ଷିତ ସ୍ଥାନାନ୍ତର ବି ହେଲା । ଏ ସବୁ ସତ୍ତ୍ୱେ ଏବେ ବି ରହସ୍ୟ ଘେରରେ ଡୁପ୍ଲିକେଟ ଚାବି । କ’ଣ ଏ ଡୁପ୍ଲିକେଟ ଚାବି? ସେତେବେଳର ଜିଲ୍ଲାପାଳ...

Panchang
Panchang Today 25th July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୫ ତାରିଖ ଗୁରୁବାର । ଚନ୍ଦ୍ର- କୁମ୍ଭ ଦିବା ୧୨.୪୫ ଗତେ ମୀନ। ତିଥି- ୫ମୀ ରାତ୍ରି ୦୧.୫୮ ଗତେ ୬ଷ୍ଠୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର, ଦିବା ୧୦.୪୫ ଗତେ ଧନୁ ରାଶିର। ଘାତବାର- ତୁଳା...

Budget
କେନ୍ଦ୍ର ବଜେଟ୍‌-୨୦୨୪; ଗରିବ, ମହିଳା, ଯୁବବର୍ଗ ଓ କୃଷକଙ୍କୁ ପ୍ରାଧାନ୍ୟ..ଦେଖନ୍ତୁ ଫଟୋରେ ଖବର

ଉପସ୍ଥାପିତ ହେଲା ବଜେଟ୍‌-୨୦୨୪। ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମପୂର୍ଣ୍ଣାଙ୍ଗ ବଜେଟ୍। ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ।

Book Lunched
ଟାଇମ୍‍ପାସ୍‍ ପୁସ୍ତକପର୍ବ: ରାଜେନ୍ଦ୍ର ସାହୁଙ୍କ ‘ନୀରବ ଝଡ଼’ ଲୋକାର୍ପିତ

ଘଟଣା ଘଟିବା ଆଗରୁ ଯିଏ ଘଟଣା ଘଟାଇପାରେ ସେ ହିଁ ଭଲ ନାଟ୍ୟକାର। ମୁହଁରେ ରଙ୍ଗ ବୋଳିବାଠାରୁ ଦୁନିଆରେ ରଙ୍ଗ ବୋଳିବା ଯାଏ ପରିବ୍ୟାପ୍ତ ଜଣେ ନାଟ୍ୟକାରର ଦାୟିତ୍ଵ।

Rain lashes
ଲଗାଣ ବର୍ଷାରେ ବେହାଲ୍‌ ଗୁଜରାଟ, ହେଲିକପ୍ଟର ଯୋଗେ ଚାଲିଛି ଉଦ୍ଧାର

ଲଗାଣ ବର୍ଷା ପରେ ଉବୁଟୁବୁ ଗୁଜରାଟର ବିଭିନ୍ନ ଅଞ୍ଚଳ। ବିଶେଷ କରି ସୁରତ ଓ ସୌରାଷ୍ଟ୍ର ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ପରେ ମୁତୟନ ହୋଇଛନ୍ତି NDRF ଯବାନ।

INS ବ୍ରହ୍ମପୁତ୍ର
ଜଳିଗଲା INS ବ୍ରହ୍ମପୁତ୍ର; ନାବିକ ନିଖୋଜ..ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ନୌସେନା ମୁଖ୍ୟ

ଏହି ଦୁର୍ଘଟଣା ପରେ ନୌସେନାର ଜଣେ କନିଷ୍ଠ ନାବିକ ନିଖୋଜ ଅଛନ୍ତି। ଅନ୍ୟ ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଥିଲେ ବି ତାଙ୍କର ପତ୍ତା ମିଳୁନାହିଁ । ନିଖୋଜ ଜୁନିଅର ସେଲରଙ୍କ ସନ୍ଧାନ ଜାରିଥିବା ବେଳେ, ଏହି ଅଘଟଣ କେମିତି ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛି ଭାରତୀୟ ନୌସେନା।

Weather
ବର୍ଷାରେ ଭିଜୁଛି ଓଡ଼ିଶା; ଏହି ୬ଜିଲ୍ଲାରେ ପ୍ରବଳ ବର୍ଷିବ, ୱାର୍ଣ୍ଣିଂ ଜାରି..

ଆସନ୍ତା ୪ ଦିନରେ ବର୍ଷାରେ ଭିଜିବ ସାରା ଓଡ଼ିଶା। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ କେଉଁଠି ପ୍ରବଳ ବର୍ଷିପାରେ। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Budget
ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍; ନିର୍ମଳାଙ୍କ ପେଡ଼ି ଉପରେ ନଜର

ମୋଦି ସରକାରର ତୃତୀୟପାଳିର ପ୍ରଥମ ବଜେଟ୍ ରୁ ଏମିତି କିଛି ଆଶା ରଖିଛି ଶିଳ୍ପ ଜଗତ। ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର।

IAS Ashima
IAS ଆଶିମାଙ୍କ କାହାଣୀ

ଆଶିମା... ନା ନା କେବଳ ଆଶିମା ନୁହେଁ... IAS ଆଶିମା । ନାଁ ଯେମିତି କ୍ୟାରିୟର ବି ସେମିତି । ଆରମ୍ଭରୁ ପାଠପଢ଼ାରେ ଟପ୍ପର ହୋଇଥିବା ଏ ଯୁବତୀଙ୍କ ପ୍ରଶଂସା ବଲିଉଡ୍‌ କରୁଛି । ଆଶିମାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ।

Traumatic Stress Disorder
ମା' ପକାଇଛି ପୁଅ ପାଦରେ ବେଡ଼ି

ପାଦରେ ଲୁହାର ଜିଞ୍ଜିର... ନା କିଛି କହିପାରୁଛି, ନା କିଛି କରିପାରୁଛି । କେବଳ ବଡ଼ ଭାଇକୁ ଝୁରିଝୁରି ଗତ ୯ ବର୍ଷ ହେଲା ଏମିତି କଟୁଛି ସାନ ଭାଇର ଜୀବନ । ଆଉ ଏ ସବୁକୁ ଦେଖି ଏ ଜନ୍ମକଲା ମା’ର କଥା ତ କହିଲେ ନସରେ...

Panchang
Panchang Today 22nd July 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ପ୍ରତିପଦ ଦିବା ୦୧.୧୧ ଗତେ ୨ ୟା। ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ଦିବା ୦୧.୧୧ ଗତେ ୧ ପାଦ-ପଶୁସମ୍ପଦ...

IAS Puja
ଫେଲ୍‌ ମାରିଲା ସୁପର୍‌ ପ୍ଲାନ୍; ଏହି ଛୋଟ ଭୁଲ୍‌ ପାଇଁ ବନ୍ଧାହେଲେ ପୂଜାଙ୍କ ମା’

ଭଡ଼ାରେ ଆସିଥିଲା ଆଧାର କାର୍ଡ, ଛଦ୍ମ ବେଶରେ ବୁଲୁଥିଲେ; ଶେଷରେ ପୂଜାଙ୍କ ମା’ଙ୍କୁ ବାନ୍ଧିଲା ପୋଲିସ।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।