୧୯୬୪ ମସିହା ଜାନୁଆରୀ ମାସରେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ ବାରିପଦାର ଅଜୟ କୁମାର ଭଞ୍ଜ। ସେ ଭାରତୀୟ ବାୟୁ ସେନାର ସବୁଠୁ ଲଢୁଆ ବିମାନ ‘ମିରାଜ-୨୦୦୦’ର ମୁଖ୍ୟ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅଧୀନରେ ଥିଲେ ୨୪ଟି ମିରାଜ ଯୁଦ୍ଧ ଜାହାଜ ସହ ଅନେକ କନିଷ୍ଠ ଇଂଜିନିୟର।...
ନିଜ ବିବାହ ଉତ୍ସବରେ ଅନନ୍ତ ଅମ୍ବାନୀ ଗୋଲଡେନ କଲରର ଶେରୱାନୀ ପିନ୍ଧିଥିବା ବେଳେ ରାଧିକା ଲାଲ ଓ କ୍ରିମ୍ ରଙ୍ଗର ଗୁଜରାଟୀ ଲେହେଙ୍ଗା ପିନ୍ଧିଥିଲେ। ଏହା ରାଧିକାଙ୍କୁ ରୟାଲ ଲୁକ୍ ଦେଉଥିଲା।
ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ ଓ ବିସ୍ତୃତି। ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ରାଜ୍ୟରେ ସ୍ନାତକ ପାଠ୍ୟକ୍ରମ ପ୍ରତି ବିମୁଖ ଛାତ୍ରଛାତ୍ରୀ ! ଯୁକ୍ତ ୨ ଶିକ୍ଷା ଗ୍ରହଣ ପରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପଢ଼ିବା ଲାଗି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ରାଜ୍ୟରେ ଯୁକ୍ତ ୩ ବା ସ୍ନାତକ ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ୧୧ ତାରିଖରେ...
ରତ୍ନଭଣ୍ଡାର ତଦାରଖ କମିଟିର ପ୍ରସ୍ତାବ ଅନୁସାରେ ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି।
ବାଣୀକଣ୍ଠ ନିମାଇଁ ହରିଚନ୍ଦନ । ଯାହାଙ୍କ ଗୀତ ଓଡ଼ିଆଙ୍କୁ ଜଗନ୍ନାଥ ମନସ୍କ କରାଏ । ସ୍ବତନ୍ତ୍ର ଶୈଳୀ, ସ୍ବତନ୍ତ୍ର ସ୍ବର ତାଙ୍କର । ହେଲେ ଏ କଥା ଜାଣି ନ ଥିବା ଲୋକେ ତାଙ୍କୁ ଥଟ୍ଟା କରନ୍ତି । ତାଙ୍କ ଶୈଳୀକୁ ପରିହାସ କରନ୍ତି । ରୁକୁ ସୁନା...
୨୫ ବର୍ଷ ପୁରୁଣା ନବୀନ ସରକାରର ପତନ ପରେ ଅଢ଼େଇ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଦେଖିଥିଲା ନୂଆ ନେତୃତ୍ୱ। ବିଜେଡିକୁ ହଟାଇ ଶପଥ ନେଲା, ବିଜେପି ସରକାର । ଆଉ ଏହି ନୂଆ ସରକାରକୁ ଦେଖୁ ଦେଖୁ ମାସେ ପୂରି ଗଲାଣି । ଅନେକ ଆଶା ଆକାଂକ୍ଷା ଭିତରେ...
ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୨ ତାରିଖ ଶୁକ୍ରବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୬ଷ୍ଠୀ ଦିବା ୧୨.୩୩ ଗତେ ୭ମୀ। ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ...
ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏକ ଛାଡପତ୍ର ମାମଲାର ଶୁଣାଣି କରି ସୁପ୍ରିମ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ଦେବାକୁ ସ୍ବାମୀ ବାଧ୍ୟ। ସ୍ୱାମୀଙ୍କୁ ଏହି ଅର୍ଥ ରାଶି ଦେବାକୁ ପଡିବ ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରତ୍ନଭଣ୍ଡାର ଭିତରକୁ ମୋବାଇଲ ନେବା ମନା। ପୂରା ଗଣତି, ମଣତି ପ୍ରକ୍ରିୟାର ଭିଡିଓଗ୍ରାଫି ହେବ। ରତ୍ନ ଭଣ୍ଡାର ତଦାରଖ କମିଟି ସଦସ୍ୟ, ମ୍ୟାନେଜମେଣ୍ଟ ସଦସ୍ୟ, ରତ୍ନଭଣ୍ଡାର ଦାୟିତ୍ବରେ ସେବାୟତ ଇନ୍ ଚାର୍ଜ, ଜିଲ୍ଲାପାଳ, ADM ଭିତରକୁ ଯିବେ।
ୱେବସାଇଟରେ ‘ବିରକ୍ତିକର ବସ୍’, ‘ଅଦରକାରୀ ଚାକିରି’ ଏବଂ ‘ଘୃଣ୍ୟ ସହକର୍ମୀ’ ତାଲିକାଭୁକ୍ତ ହୋଇଛନ୍ତି। ଏଥିପାଇଁ ୪ ରୁ ୯ଲକ୍ଷ ଟଙ୍କା ରଖାଯାଇଛି। ଜଣେ ୟୁଜର କହିଛନ୍ତି ଯେ ସେ ତାଙ୍କ ଚାକିରୀକୁ ୯୦ହଜାର ଟଙ୍କାରେ ବିକ୍ରି କରୁଛନ୍ତି।
ଏହି ଟିମ୍ରେ ମୋଟ୍ ୫୦ଜଣ ସଦସ୍ୟ ସାମିଲ୍ ଥିଲେ। ଗାୟକ ମଣ୍ଡଳି ଓ ଅର୍କେଷ୍ଟ୍ରା ଭିଏନା ବିଶ୍ୱବିଦ୍ୟାଳୟର ସଙ୍ଗୀତ ବିଭାଗର ଭାରତୀୟ ନିର୍ଦ୍ଦେଶକ ବିଜୟ ଉପାଧ୍ୟାୟଙ୍କ ଦ୍ୱାରା ଏହା ପରିଚାଳିତ ହୋଇଥିଲା।
ମହାରାଷ୍ଟ୍ର ଅମରାବତୀର ଜଣେ ବୟସ୍କ ଅଟୋ ଡ୍ରାଇଭର। ବୟସ ପ୍ରାୟ ୭୦ଡେଇଁଯାଇଛି। ହେଲେ ମୁହଁରୁ ବାହାରୁଛି ନନଷ୍ଟପ୍ ଇଂରାଜୀ। ସେ ନିଜେ ଇଂରାଜୀ କହୁଥିବା ବେଳେ ସମସ୍ତେ ଏହାକୁ ଶିଖିବା ଉଚିତ୍ ବୋଲି କହିଛନ୍ତି।
ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ ୱେରେ କ୍ଷୀର ଟ୍ୟାଙ୍କରକୁ ପିଟିଲା ଡବଲ ଡେକୋର ବସ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ଯାତ୍ରୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟଙ୍କୁ ଅଭିବାଦନ ଜଣାଇ କହିଛନ୍ତି, ‘ମୁଁ ଏକୁଟିଆ ଆସି ନାହିଁ, ମୋ ସହ ଅନେକ କିଛି ଆଣିଛି। ମୁଁ ଭାରତର ମାଟିର ସୁଗନ୍ଧ ଆଣିଛି। ମୁଁ ମୋ ସହ ୧୪୦ କୋଟି ଦେଶବାସୀଙ୍କ ପ୍ରେମ ଓ ଭଲ ପାଇବା ନେଇ ଆସିଛି। ’
ସଂସାର ଉଜାଡି ଦେଲା ପ୍ରଧାନମନ୍ତ୍ରୀ ଆବାସ ଟଙ୍କା। ଆବାସ ଯୋଜନାର ପ୍ରଥମ କିସ୍ତି ପାଇବା ପରେ ୧୧ଜଣ ମହିଳା ସେମାନଙ୍କର ସ୍ୱାମୀଙ୍କୁ ଛାଡି ପ୍ରେମିକଙ୍କ ସହ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।
ଜୁନ୍ ୨ରୁ ଜୁଲାଇ ୬ମଧ୍ୟରେ ବିକାଶଙ୍କୁ ୬ଥର ସାପ କାମୁଡିସାରିଛି। ଜୁନ୍ ୨ରେ ପ୍ରଥମେ ସେ ନିଦରୁ ଉଠିବା ପରେ ସାପ କାମୁଡାର ଶିକାର ହୋଇଥିଲେ। ତୁରନ୍ତ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହାପରେ ୧୦ଜୁନ୍ରେ ଆଉଥରେ ସାପ କାମୁଡିଥିଲା।
ରାୟଗଡ଼ା କାଶୀପୁରରେ ଡିପଥେରିଆ ପରେ, ଏବେ ମୁନିଗୁଡ଼ାରେ ଝାଡାବାନ୍ତି ଆତଙ୍କ। ମୁନିଗୁଡ଼ା ବ୍ଲକ୍ ଡିମିରିଗୁଡ଼ା ପଞ୍ଚାୟତ ଭଟାଙ୍ଗପଦର ଗାଁରେ ଝାଡ଼ାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ପ୍ରାୟ ୬ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି।
ଉଭୟ ନେତା ପ୍ରାଇଭେଟ୍ ଡିନର କରିବା ସହିତ ଅନୌପଚାରିକ ଭାବେ କିଛି ସମୟ ଆଲୋଚନା କରିଥିଲେ। ଏହି ଅବସରରେ ମୋଦିଙ୍କୁ ଇଲେକ୍ଟ୍ରିକ୍ କାର୍ ରେ ବସାଇ ନୋଭୋ ଓଗାରିୟୋଭୋ ପରିସର ବୁଲାଇଥିଲେ ପୁଟିନ୍। ନିଜେ ପୁଟିନ୍ ଡ୍ରାଇଭ୍ କରୁଥିବା ଦେଖିବାକୁ ମିଳିଥିଲା ।
କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ପାଇଁ ଘଟିପାରେ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ହୋଇପାରେ ବଡ଼ ନିଷ୍ପତ୍ତି।