• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

Sonali Ojha

Editor

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭ ...more

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।

less

Posts by Sonali Ojha

Jaga Mission
ଯୋଗ୍ୟଙ୍କୁ ଭଣ୍ଡେଇ ଚାଲିଛନ୍ତି ସରକାର

ହିନସ୍ତା ହେଉଛନ୍ତି ବସ୍ତି ବାସିନ୍ଦା। ସରକାର ଦିନ ଗଡେଇ ଚାଲିଛନ୍ତି, ଯୋଗ୍ୟଙ୍କୁ ଦେଉନାହାନ୍ତି ଜମି ପଟ୍ଟା। ହିତାଧିକାରୀଙ୍କୁ ଖଣ୍ଡେ ଖଣ୍ଡେ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚୁପ ବସିଛି ପ୍ରଶାସନ।

Barter system
ଆଦିବାସୀ ମୁଲକରେ ଏବେ ବି ଚାଲିଛି ବଦଳ ବେପାର

ମୁଦ୍ରା ପ୍ରଚଳନର ବହୁ ପୂର୍ବରୁ ଲୋକେ ଜିନିଷ ବଦଳରେ ଆଣୁଥିଲେ ଜିନିଷ । ନିଜ ଉତ୍ପାଦ ବଦଳରେ ସେମାନେ ଅନ୍ୟ ଉତ୍ପାଦକଙ୍କ ପାଖରେ ଥିବା ସମାନ ପରିମାଣର ଆବଶ୍ୟକୀୟ ଜିନିଷ ନେଇଆସୁଥିଲେ।

ROAD PROBLEM
ଦୁଇ ବର୍ଷ ହେଲା ସରୁନି PMGSY ରାସ୍ତା କାମ

ଅଧପନ୍ତରିଆ ରହିଛି PMGSY ରାସ୍ତା। ୨ ବର୍ଷ ହେଲା ସରୁନି ନିର୍ମାଣ କାମ। ଅଧା କାମ କରି ଧରାଛୁଆଁ ଦେଉନି ଠିକାଦାର। ରାସ୍ତାରେ ପିଚୁର ନାଁ ଗନ୍ଧ ନାହିଁ। ସ୍ଥାନେ ସ୍ଥାନେ ମେଟାଲ୍ ଉଠିଗଲାଣି।

unique tribal festival where trees are worshiped
ଆଦିବାସୀଙ୍କ ନିଆରା ପର୍ବ ‘ଦିଶୁମ ବାଆ ବଙ୍ଗା’

ଜଙ୍ଗଲ ଭିତରର ଯେଉଁ ଶାଳ ଗଛରେ ଭଲ ଫୁଲ ଆସିଥାଏ ତାକୁ ପୂଜା କରିବା ସହ ସେଇ ଗଛରୁ ୫ଟି ଡ଼ାଳ ଆଣି ଗାଁରେ ଘଟ ସ୍ୱରୂପ ପୂଜା କରନ୍ତି। ଆଉ ମାଦଳର ତାଳେ ତାଳେ କାମ୍ଫିଉଠେ ପୂରା ମାହୋଲ।

Morning School
ଆଜିଠୁ ସକାଳୁଆ ସ୍କୁଲ, ଖରାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଖରାକୁ ଦୃଷ୍ଟିରେ ରଖି ସକାଳ ୭ଟାରୁଦିନ ୧୧ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହି ସମୟରେ ପ୍ରଧାନଶିକ୍ଷକମାନେ କ୍ୟାମ୍ପସରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Ganeswar Behera
ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟକା; ହାତ ଛାଡ଼ିଲେ ଗଣେଶ୍ୱର ବେହେରା

କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ ଗଣେଶ୍ୱର ବେହେରା । ୧୯୮୫ ମସିହାରେ ପଟ୍ଟାମୁଣ୍ଡାଇ ଆସନରୁ ପ୍ରଥମ ଥର ବିଧାୟକ ଭାବେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିରୋଧୀ ପ୍ରାର୍ଥୀ ରବିନ୍ଦ୍ର କୁମାର ବେହେରାକୁ ପଟ୍ଟାମୁଣ୍ଡାଇ ଆସନରୁ ପରାଜିତ କରିଥିଲେ ।

Panchang
Panchang Today 2nd April 2024: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...

ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ମଙ୍ଗଳବାର। ଚନ୍ଦ୍ର- ଧନୁ ନିଶାନ୍ତ ୦୪.୩୬ ଗତେ ମକର। ତିଥି- ୮ମୀ ରାତ୍ରି ୦୮.୦୯ ଗତେ ୯ମୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର।

Heatwave
ଅସମ୍ଭାଳ ହେବ ଗ୍ରୀଷ୍ମ ପ୍ରବାହ, ରେକର୍ଡ ପରେ ରେକର୍ଡ ଭାଙ୍ଗିପାରେ ପାରଦ

ଆଗାମୀ ୨ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସମ୍ଭାବନା ରହିଛି।  ଏପ୍ରିଲ ୪ରୁ ୬ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ।

Smartphone
ସ୍ମାର୍ଟ ଫୋନ ମାୟାରେ ବାୟା; ପରିବା ବଦଳରେ ଫ୍ରିଜରେ ପିଲାକୁ ରଖିଦେଲା ମା’...ଦେଖନ୍ତୁ ଭିଡିଓ

ପଛରୁ କିଛି ଶବ୍ଦ ଶୁଣି ବ୍ୟକ୍ତି ଜଣକ ଫ୍ରିଜ ଖୋଲିବା ପରେ ପିଲାଟି ଫ୍ରିଜରେ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଫ୍ରିଜରୁ ପିଲାଟିକୁ କାଢିଥିଲେ। ତେବେ ପିଲାଟିର କୌଣସି ଅସୁବିଧା ବା କ୍ଷତି ହୋଇନାହିଁ।

Maternity Leave
ମାତୃତ୍ୱ ଛୁଟି ମାଗିବାରୁ ସହକର୍ମୀଙ୍କୁ ବିଷ ଦେଇଦେଲେ ମହିଳା !

କର୍ମଚାରୀ ଜଣକ ମହିଳାଙ୍କ ପାଣି ବୋତଲରେ ନିୟମିତ ଭାବରେ କିଛି ମିଶାଉଥିଲେ। ପାଣିର ସ୍ୱାଦ ପରିବର୍ତ୍ତନ ହେବାରୁ  ସେ ଫୁଟାଯାଇଥିବା ପାଣି ପିଇବା ଆରମ୍ଭ କଲେ। ଏହାପରେ ମଧ୍ୟ ସମାନ ସ୍ୱାଦ ଆସିବାରୁ ପାଣିରେ କେହି କିଛି ମିଶାଉଥିବା ସେ ସନ୍ଦେହ କରିଥିଲେ।

EPFO
କର୍ମଚାରୀଙ୍କ ପାଇଁ ଖୁସି ଖବର...EPFO ଆଣିଲା ନୂଆ ନିୟମ

ଏଣିକି ଚାକିରି ପରିବର୍ତ୍ତନ ହେଲା ସହଜ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫଓ ଆପଣଙ୍କର ଭବିଷ୍ୟନିଧି ପାଣ୍ଠି ପାଇଁ ଆରମ୍ଭ କରିଛି ଅଟୋମେଟିକ୍ ଟ୍ରାନ୍ସଫର ସିଷ୍ଟମ।

Bengarluru Murder
ବିବାହ ପାଇଁ ଅରାଜି ହେଲା ପ୍ରେମିକା; ଛୁରି ଭୁସି ଜୀବନ ନେଇଗଲା ପ୍ରେମିକ

ଗିରିଶ ଏକ ଦୋକାନକୁ ଯାଇ ଛୁରି କିଣିଥିଲା । ପରେ ସେ ଶାଲିନି ଗ୍ରାଉଣ୍ଡକୁ ଯାଇ ସେଠାରେ ଫରିହାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା। ସେ ମନା କରିବାରୁ ତାଙ୍କୁ ବାରମ୍ୱାର ଛୁରିରେ ଆକ୍ରମଣ କରିଥିଲା।

Electric shock
ଏମିତି ବି ଆସେ ମୃତ୍ୟୁ...ବୁଢୀ ମାଉସୀର ଦୁଃଖ ବୁଝିବାକୁ ଯାଇ ଚାଲିଗଲା ଜୀବନ

ପଡ଼ିଶା ଘର ବୁଢ଼ୀ ମାଉସୀଙ୍କ ଘରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା। ଏହାକୁ ଠିକ୍ କରିବା ପାଇଁ ସେ ମଧୁଙ୍କୁ ଡାକିଥିଲେ। ତେବେ ଲାଇନ ଠିକ୍ କରିବା ବେଳେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ।

Commercial Gas Cylinder
ଶସ୍ତା ହେଲା ଗ୍ୟାସ ଦର, ୧୯କେଜି ସିଲିଣ୍ଡର ପିଛା ୩୦ଟଙ୍କା ହ୍ରାସ

ଗତ ୩ମାସ ହେଲା ଲଗାତାର କମର୍ସିଆଲ୍ ସିଲିଣ୍ଡର ଦାମ ବଢ଼ୁଥିଲା । ମାତ୍ର ଏବେ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ଦର ସାମାନ୍ୟ ହ୍ରାସ ପାଇଛି।

6 changes from April 1st
ଗ୍ୟାସ ଦରରୁ କ୍ରେଡିଟ୍ କାର୍ଡ ଯାଏ...ଏପ୍ରିଲ ପହିଲାରୁ ହେବ ଏହି ୬ଟି ପରିବର୍ତ୍ତନ

ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଅଧୀନରେ ତିନି ମାସରେ ୩୫ ହଜାର ଟଙ୍କା କିମ୍ବା ଅଧିକ ଖର୍ଚ୍ଚ କଲେ ଏୟାରପୋର୍ଟ ଲାଉଞ୍ଜ ଏକସେସ୍ ସୁବିଧା ପ୍ରଦାନ କରାଯିବ। ସେହିପରି ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଗ୍ୟାସ, ବୀମା ଏବଂ ସୁନା କିଣଲେ ରିୱାର୍ଡ ପଏଣ୍ଟ ଦିଆଯିବ ନାହିଁ ।...

 taxi rolls down gorge
ବାଟରେ ଜଗିଥିଲା ଯମ; ଖାଇକୁ ଖସିଲା ଟ୍ୟାକ୍ସି, ଆଖିବୁଜିଲେ ୧୦ଯାତ୍ରୀ

ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଲାଗି ରହିଛି। ଏହାରି ଭିତରେ ଉଦ୍ଧାରକାରୀ ଟିମ୍ ସମସ୍ତ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରୁ ୨ଜଣଙ୍କର ପରିଚୟ ସ୍ପଷ୍ଟ ହୋଇଛି।

NIT Rourkela
କମାଲ୍ କରୁଛି ଏନଆଇଟି ଛାତ୍ରଙ୍କ ଅଣ୍ଡର ୱାଟର ରୋବୋ... ପାଣିରେ ବୁଲୁଛି...ଡ୍ୟାମର ସ୍ଥିତି ପରଖୁଛି

ଜଳସୀମା ରୋବୋ ୫ ଶହରୁ ୬ ଶହ ମିଟର ଗଭୀରତାକୁ ଯାଇପାରିବାର କ୍ଷମତା ରଖିଛି । କେବଳ ପାଣି ଭିତରେ ଏହା ବୁଲିବ ତାହା ନୁହେଁ, ବଡ ବଡ ଡ୍ୟାମର ସ୍ଥିତି, ପାଣି ଭିତରେ ଥିବା ଅନେକ ବ୍ରିଜର ସ୍ଥିତି କଣ ରହିଛି ଏହି ରୋବୋ କିଛି କ୍ଷଣ...

digital meter is distributed
ଭୋଟ ପୂର୍ବରୁ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ; ଲୋକଙ୍କୁ ବାଣ୍ଟିଲା ଡିଜିଟାଲ ମିଟର

ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ତଳ ଗଞ୍ଜେଇପଦର ଗ୍ରାମରେ ଏକ ଅଟୋ ଯୋଗେ ଡିଜିଟାଲ ମିଟର ଆଣି ବଣ୍ଟନ କରାଯାଇଛି। ପୂର୍ବରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଏଠାରେ ଆନ୍ଧ୍ରର ଭିତ୍ତିଭୂମି ରହିଛି। ଏଣୁ ସେମାନେ ଗାଁର ୩୯ ଜଣ ହିତାଧିକାରୀଙ୍କୁ ଫର୍ମଫିଲପ କରି ଏହା...

 core committee meeting
ଦିଲ୍ଲୀରେ ବିଜେପିର କୋର୍ କମିଟି ବୈଠକ; ବଳକା ୩ ଆସନ ପାଇଁ ମାନସ ମନ୍ଥନ

ବୈଠକରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

Parental Consent Must For Marriage
ବିବାହ ପାଇଁ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରିବାକୁ ଆଇନ୍ ଆଣିବ ଏହି ଦଳ

ସିଙ୍ଗାପୁର, ଫିଲିପାଇନ୍ସ, ଜାପାନ ଏବଂ ବ୍ରାଜିଲ ଭଳି ଦେଶରେ ଅଳ୍ପ ବୟସରେ ବିବାହ କରିବାକୁ ହେଲେ ପିତାମାତାଙ୍କ ସମ୍ମତି ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ଏହାକୁ ଗୁରୁତ୍ୱ ଦେଇଛନ୍ତି।

ସାମ୍ୱାଦିକତା ନିଶା ଆଉ ପେସା ବି। ଆଇଆଇଏମସିରୁ ସାମ୍ୱାଦିକତା ଶେଷ ପରେ ନନ୍ଦିଘୋଷ ଟିଭିରେ ସାମ୍ୱାଦିକତା ଜୀବନ ଆରମ୍ଭ। ନ୍ୟୁଜ ବୁଲେଟିନ, ପ୍ୟାକେଜିଂ, ଆଙ୍କରିଂ ସହ ବ୍ରେକିଂରେ କାମ କରିଛି। ଖବର ସହ ରହିବାକୁ ପସନ୍ଦ। କିଛି ନୂଆ କରିବାର ସୁଯୋଗ ଦେଇଛି ଓଟିଭି।