ରାଜଧାନୀରେ କିଛି ଠିପି ଖୋଲା ବେଆଇନ୍ ମଦ ଦୋକାନ ଓ ବାର୍ ନିୟମ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ରାତିଅଧ ଯାଏ ବାର୍ ଖୋଲା ରହିବାରୁ ଗଣ୍ଡଗୋଳ ଘଟୁଛି।
ବନ୍ଧା ହେଲେ କୋଟିପତି ଯନ୍ତ୍ରୀ। R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍ପେଣ୍ଡ । ଦେଢ ବର୍ଷ ପାଇଁ ସସ୍ପେଣ୍ଡ କଲା ବିଶ୍ବ ବ୍ୟାଡ୍ମିଣ୍ଟନ ଫେଡେରେସନ।
ଗତବର୍ଷ ଶେଷ ସୁଦ୍ଧା ପାଖାପାଖି ୪୮୪ଟି ମାମଲା ବିଚାର ନହୋଇ ପଡିରହିଥିଲା । ସେହିପରି ଏବର୍ଷ ସ୍ଥାୟୀ ଅଧ୍ୟକ୍ଷ ଏବଂ ସଦସ୍ୟ ନଥିବାରୁ ଆଜି ଯାଏ ପ୍ରାୟ ୪୧୭ଟି କେସ୍ ଯୋଡି ହୋଇସାରିଲାଣି ।
ଗାଁରେ ମେଡିକାଲ ଟିମ୍ ରହି ଚିକିତ୍ସା ଜାରି ରଖିଛନ୍ତି। ବର୍ତ୍ତମାନ ୨ ଜଣ ଚିକିତ୍ସିତ ହେଉଛନ୍ତି l ବିଭିନ୍ନ ସ୍ଥାନରୁ ପାଣି ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ମିଳିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଛି ଲେଖିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି IMA ।
ଘାତଚନ୍ଦ୍ର- ନାସ୍ତି। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୭.୫୫ ପର୍ଯ୍ୟନ୍ତ, ପରେ ଦିବା ୦୮.୩୨ ଗତେ ୧। ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ମା’ ଦେବୀ ବାଉରୀଙ୍କ କୃପା ଥିଲା ରାଜବଂଶ ଉପରେ । ସେଥିପାଇଁ ବହୁ ବର୍ଷ ଧରି ନୟାଗଡ଼ରେ ରାଜବଂଶ ରାଜୁତି କରୁଥିଲେ । ଜାଣନ୍ତୁ ସେହି ସମୟର ପୂରା କାହାଣୀ...
ମାସ କେଉଟା ଯାଇନି ପୋଖରୀ ଚାରିପଟୁ ମାଟି ଧସିଲାଣି । ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଛି । ଯାହାକିଛି ସୌନ୍ଦର୍ଯ୍ୟକରଣ ହୋଇଥିଲା ତାହା ସବୁ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ।
ଏ ହେଉଛି କୋରାପୁଟର ୨୬ ନଂ ଜାତୀୟ ରାଜପଥର ଦୃଶ୍ୟ । ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ରାସ୍ତା ସମସ୍ତଙ୍କ ପାଇଁ କାଳ ସାଜିଛି । ଖାଲଖମାରେ ଭର୍ତ୍ତି ଯୋଗୁ ସାଧାରଣ ଲୋକେ ଯାତାୟାତରେ ନାହିଁ ନଥିବାର ହଇରାଣ ହେଉଛନ୍ତି ।
ପିଲାଙ୍କୁ ପାଠ ପଢ଼ାନ୍ତି... ପିଲାଙ୍କ ସହ ଖେଳନ୍ତି... ଆଉ ଏ ଛୋଟଛୋଟ ଛୁଆମାନଙ୍କର ଏମିତି ଯତ୍ନ ନିଅନ୍ତି ଦିଦି ଲିଲି ପୁଷ୍ପିକା ଏକ୍କା । ସବୁକିଛି ସରିବା ପରେ ସ୍କୁଲ ହତାରେ ଗଛମାନଙ୍କ ସହ କିଛି ସମୟ ବିତାନ୍ତି । ଏମିତି କଟେ ଅଙ୍ଗନବାଡି ଦିଦି ଲିଲି ପୁଷ୍ପିକାଙ୍କ...
ଯାତ୍ରା ମଞ୍ଚରେ ମା’କୁ ପୁଅ ମାଡ଼ ମାରୁଥିବାର ଏ ଦୃଶ୍ୟ କେବଳ ଅଭିନୟ ସିନା, କିନ୍ତୁ ଏ ହେଉଛି ବାସ୍ତବ ଦୁନିଆର ଚିତ୍ର । ଅବିକଳ ସେଇ ଦୃଶ୍ୟ... ତାହାଥିଲା ମିଛ, ହେଲେ ଏ କିନ୍ତୁ ସତ ।
ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୧ ତାରିଖ ରବିବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି- ୬ଷ୍ଠୀ (ମଳ) ପ୍ରାତଃ ୦୫.୪୫ ଗତେ ୭ ମୀ। ଘାତଚନ୍ଦ୍ର- ନାସ୍ତି। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ପ୍ରାତଃ ୦୫.୪୫ ଗତେ ୨ ପାଦ-କୃଷି...
ପ୍ରେସରରେ ପୁଳାଏ ଝରି ପୋକ... ଏପଟେ ମହିଳାମାନେ ମଶାରୀ ଟାଙ୍ଗି ହୁଙ୍କା ପାଖରୁଅହୁରି ଝରି ପୋକ ସଂଗ୍ରହ କରୁଛନ୍ତି । ମଶାରୀ ଭିତରେ ଗୋଟିଏ ଗ୍ଲାସ ଦ୍ୱାରା ଝରୀପୋକୁ ଧରାଯାଉଛି । ଆଉ ସେ ସବୁ ଝରିପୋକକୁ ଧରାଯିବା ପରେ ସଫା କରାଯିବ ।
କିଏ ଶୁଣିବ ବିସ୍ଥାପିତଙ୍କ ଦୁଃଖ । କଟକ ନରସିଂହପୁର ବ୍ଲକ ଓଲବ ପଞ୍ଚାୟତରେ ବଢ଼ିଚାଲିଛି ବିସ୍ଥାପିତଙ୍କର ଦୁଃଖ ।
ଚିତ୍ରରେ ଚିତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଏ ଚିତ୍ରଗୁଡ଼ିକ ଯେମିତି ଏ ଝିଅଟିର ହାତରେ ଜୀବନ୍ତ ହୋଇଉଠିଛି । କଳାକଳା ଚକାଡ଼ୋଳା ସାଙ୍ଗକୁ ମହାପ୍ରଭୁଙ୍କ ଚାରିପଟେ ଲାଗିଥିବା ଏ କୁନିକୁନି କାଚଖଣ୍ଡ ଗୁଡ଼ିକ ଆଖିକୁ ଦେଖିବାକୁ ଯେତିକି ସୁନ୍ଦର ସେତିକି ମନଲୋଭା ମଧ୍ୟ ।
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ଶନିବାର। ଚନ୍ଦ୍ର- କନ୍ୟା ଦିବା ୦୪.୧୮ ଗତେ ତୁଳା। ତିଥି- ୬ଷ୍ଠୀ ଅହୋରାତ୍ର। ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୪.୧୮ ପର୍ଯ୍ୟନ୍ତ। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ-...
ବୋଏପାସ୍ ATR-72 ବିମାନଟି ପୂର୍ବାହ୍ନ ୧୧ଟା ୩୦ରେ ଉଡ଼ାଣ ଆରମ୍ଭ କରି ସାଓ ପଲୋ ଅଭିମୁଖେ ଯାଉଥିଲା। ଏଥିରେ ମୋଟ୍ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ହଠାତ୍ ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ମହାବଳୀପୁରମରେ ରହିଛି ପଞ୍ଚରଥ । ଏ ପଞ୍ଚରଥ ପଞ୍ଚୁ ପାଣ୍ଡବଙ୍କୁ ବୁଝାଇଥାଏ । ଏହି ଐତିହ୍ୟସ୍ଥଳୀର ବିଭିନ୍ନ ପ୍ରସ୍ତର କାରୁକାର୍ଯ୍ୟ ପଲ୍ଲବ ରାଜବଂଶଙ୍କ ଦ୍ୱାରା ନିର୍ମିତ। ପଲ୍ଲବ ଶାସନ ସମୟରେ ଚାଇନା ସହ ଏହି ଅଞ୍ଚଳର ବାଣିଜ୍ୟିକ ସମ୍ପର୍କ ରହିଥିବା କଥିତ ଅଛି।
ଏ ହେଉଛନ୍ତି ଜଣେ ଗୋଲ୍ଡ ମେଡାଲିଷ୍ଟ । ସ୍ୱର୍ଣ୍ଣ ପଦକ ବିଜେତା । ହେଲେ ରୁମରେ ଶୋଇବାକୁ ଶାନ୍ତି ଲାଗୁନି ବୋଲି ସେ ପାର୍କରେ ଶୋଇଛନ୍ତି । ଆପଣ ଭାବୁଥିବେ ଖେଳରେ ଥକିବା କାରଣରୁ ସେ ନିଶ୍ଚୟ ଏଠାରେ ଶୋଇପଡ଼ିଛନ୍ତି । ପ୍ୟାରିସରେ ପ୍ରବଳ ଗରମ ହେବା ଯୋଗୁ...