• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Panchayat Election
ପଞ୍ଚାୟତ ନିର୍ବାଚନରେ ଦୋହଲି ଯାଇଛି ବିଜେପିର ପଶ୍ଚିମ ଗଡ଼

ପଞ୍ଚାୟତ ନିର୍ବାଚନରେ ଦୋହଲି ଯାଇଛି ବିଜେପିର ପଶ୍ଚିମ ଗଡ଼ । କେବଳ ପଶ୍ଚମି ଓଡ଼ିଶାରେ ୨୦୧୭ରେ ବିଜେପି, ବିଜେଡିଠାରୁ ଦୁଇଗୁଣା ଅଧିକ ଜିଲ୍ଲା ପରିଷଦ ଜୋନ୍ ପାଇଥିଲା ହେଲେ ଏଥର ମାତ୍ର ୨୦ଟି ଜୋନ୍‌ରେ ଅଟକି ଯାଇଛି ।

Gold Loot
ଭୁବନେଶ୍ୱରର ଏକାଧିକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପାଇଁ ୧୬ କୋଟିର ସୁନା ଆଣି ଫସିଲେ ବ୍ୟାବସାୟିକ ପ୍ରତିଷ୍ଠାନର କର୍ମଚାରୀ

୩୨ କେଜି ସୁନାର କଳା କାରବାର ପାଇଁ ଗଳାବାଟ ବାଛି ହରଡ଼ଘଣାରେ ମୁମ୍ବାଇର ସୁନା ବ୍ୟବସାୟୀ । ଭୁବନେଶ୍ୱରର ଏକାଧିକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପାଇଁ ୧୬ କୋଟିର ସୁନା ଆଣି ଫସିଛନ୍ତି ଏକ ବ୍ୟାବସାୟିକ ପ୍ରତିଷ୍ଠାନର କର୍ମଚାରୀ ।

Russia Ukraine War
ଏଣେ ତେଣେ ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ

ଛାରଖାର୍ ଖାର୍କିଭ୍ । ବୋମାବର୍ଷା ପରେ ଭସ୍ମୀଭୂତ କୋଠା, ଖିନ୍‌ଭିନ୍ ଜନବସତି । ଏଣେ ତେଣେ ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ । ଚାରିଆଡ଼େ ହାହାକାର ସ୍ଥିତି । 

Municipal Election
କିଏ ହେବ କର୍ପୋରେଟର ? କିଏ ହେବ ମେୟର ? ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମିଛି ଭିଡ଼

କିଏ କର୍ପୋରେଟର ତ କିଏ ମେୟର ପ୍ରାର୍ଥୀ ହେବାକୁ କିଣୁଛନ୍ତି ଫର୍ମ। ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଭିଡ଼। ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସହରର ୬୭ଟି ଓ୍ୱାର୍ଡ ପାଇଁ ନୋମିନେସନ ଫର୍ମ ବିକ୍ରି ଆରମ୍ଭ ହୋଇଛି। 

Russia Ukraine War
ଛାରଖାର୍ ଖାର୍କିଭ୍ ! କେଉଁଠି ରକେଟ୍ ଓ ମୋର୍ଟାର୍ ମାଡ଼, ତ ଆଉ କେଉଁଠି ମିସାଇଲ୍‌ରେ ଟାର୍ଗେଟ୍

ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ । ଚାରିଆଡ଼େ ହାହାକାର ସ୍ଥିତି । କେବଳ ୟୁକ୍ରେନୀୟ ସେନାକୁ ନୁହେଁ, ସାଧାରଣ ଲୋକ ରହୁଥିବା ବିଲ୍ଡିଂ ଓ ଆପାର୍ଟମେଣ୍ଟ ଗୁଡ଼ିକୁ ବି ଟାର୍ଗେଟ୍ କରୁଛି ଋଷ ।

Parrot Video Viral
ଜଙ୍ଗଲରେ ଗଛ କୋରଡ଼ରୁ ନାହାକା ଶୂଆ ଶାବକଙ୍କୁ ଧରୁଛି ଶିକାରୀ, ହେଲେ ବନ ବିଭାଗ ଚୁପ୍‌ ! ଭିଡିଓ ଭାଇରାଲ

ଶୂଆ ଏକ ବନ୍ୟ ପ୍ରାଣୀ । ତେଣୁ ତାକୁ ଘରେ ପଞ୍ଜୁରୀ ଭିତରେ ରଖିବା ଏକ ପ୍ରକାର ଅପରାଧ । ଏହା ଜାଣି ମଧ୍ୟ ସମସ୍ତେ ଘରେ ଶୂଆ ରଖିବାକୁ ଇଚ୍ଛୁକ । ଆଉ ବନ ବିଭାଗ ମଧ୍ୟ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉ ନାହିଁ ।

Putin's Secret Child
ଋଷରେ ପୁଟିନ୍‌ଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା, ଗୁପ୍ତ ସନ୍ତାନ ଲୁଇଜ୍‌ର ଫଟୋ ଭାଇରାଲ !

ଲୁଇଜ୍ ରୋସୋଭା ଏବେ ଅଧ୍ୟୟନ କରୁଛନ୍ତି । ସେ ଜଣେ ସାଧାରଣ କ୍ଲିନର୍‌ରୁ ମଲ୍ଟିମିଲିନିୟର ବ୍ୟବସାୟୀ ପାଲିଟିଥିବା ଶ୍ୱେତଲିନା କ୍ରିଭୋନୋଗିଖଙ୍କ ଝିଅ ।

Cuttack MLA Mohammed Moquim
କଟକରେ କଂଗ୍ରେସ କଲା ଡିଲ୍‌ ! ମହମ୍ମଦ ମୋକିମ୍‌ ଦେଲେ ସୂଚନା

କଟକ ମହାନଗର ନିଗମ ନିର୍ବାଚନରେ ମେଣ୍ଟ କରିବ କଂଗ୍ରେସ । ମେଣ୍ଟ ନେଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ସୂଚନା ।

Ukraine Russia War
ଋଷ ଚାଲ୍‌କୁ ଫ୍ଲପ୍‌ କରୁଛି ୟୁକ୍ରେନ୍‌ ! ଏବେ ବଡ଼ ଅପରାଧୀଙ୍କୁ ବନ୍ଧୁକ ଧରାଇ ଜେଲ୍‌ରୁ ମୁକ୍ତ କରିଛନ୍ତି ଜେଲେନ୍‌ସ୍କି

ୟୁକ୍ରେନରେ ବନ୍ଦୀ ଥିବା ବିଭିନ୍ନ କଏଦୀଙ୍କୁ ମୁକ୍ତ କରିଛନ୍ତି ଜେଲେନସ୍କି ସରକାର । ସବୁ ବନ୍ଦୀ କଏଦୀ ଏବେ ହାତରେ ବନ୍ଧୁକ ଧରି ଋଷିଆ ସୈନ୍ୟଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

Ukraine Russia
ଋଷର ବଡ଼ ଚେତାବନୀ ! ତୃତୀୟ ବିଶ୍ୱଯୁଦ୍ଧର ନିର୍ଣ୍ଣାୟକ ହେବ ପରମାଣୁ ବୋମା

ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି । ସଂଧ୍ୟା ୬ଟା (ୟୁକ୍ରେନ୍‌ ସମୟ ୬ଟା, ଭାରତୀୟ ସମୟ ରାତି ୯ଟା) ସୁଦ୍ଧା ଖାରକିଭ୍ ଛାଡ଼ିବାକୁ କୁହାଯାଇଛି ।

deadbody5
ୟୁକ୍ରେନରେ ପୁଣି ଜଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ..

ମୃତ ଛାତ୍ରଙ୍କ ନାଁ ଚନ୍ଦନ ଜିନ୍ଦଲ । ୨୨ ବର୍ଷୀୟ ଚନ୍ଦନ ଜଣେ ଡାକ୍ତରୀ ଛାତ୍ର ହୋଇଥିବା ସୂଚନା ।

Odisha Student In Ukraine
ବାପା-ମାଆ କେତେ ଖୁସିରେ ଝିଅକୁ ପଠାଇଥିଲେ ୟୁକ୍ରେନ୍‌, ଏବେ ଝୁରୁଛନ୍ତି କେମିତି ଆସିବ !

ବାପା ମାଆ, ଝିଅ ପାଇଁ ପଡ଼ିଛନ୍ତି ଚିନ୍ତାରେ । ନା ଭୋକ ହେଉଛି ନା ଶୋଷ । ଝିଅକୁ ଦିନ ରାତି ଝୁରୁଛନ୍ତି । କାଳେ କେତେବେଳେ କ’ଣ ଘଟିବ ସେଥିପାଇଁ ବାରମ୍ବାର କରୁଛନ୍ତି ଭିଡିଓ କଲ । ଆଉ ମନକୁ ବୁଝାଉଛନ୍ତି ।

FIFA Banned Russia
ୟୁକ୍ରେନ୍‌ ଆକ୍ରମଣ ମହଙ୍ଗା ପଡ଼ିଲା ! ୨୦୨୨ ଫିଫା ବିଶ୍ୱକପ୍‌ରୁ ବିଦା ହେଲା ଋଷ

ଏହି ମାସରେ ଋଷ ବିଶ୍ୱକପ ଲାଗି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଲିବାର ଥିଲା । ସେହିପରି ଋଷ ମହିଲା ଦଳ ବି ଇଂଲଣ୍ଡରେ ହେବାକୁ ଥିବା ୟୁରୋପିଅନ ଚାମ୍ପିୟନସିପରେ ଅଂଶଗ୍ରହଣ କରିପାରିବନି ।

Jaynarayan Mishra
ଜୟନାରାୟଣଙ୍କୁ ଅଫର୍‌ ଦେଇଥିଲା ବିଜେଡି, ଯାହାର ପରିଣାମ..

ଓଟିଭିରେ ପଞ୍ଚାୟତ ରାୟ ଡିବେଟ ଚାଲିଥିବା ବେଳେ ରାଜ୍ୟର ଜଣେ ବରିଷ୍ଠ ନେତା ତଥା ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

Covid Guidelines
କୋହଳ ହେଲା କଟକଣା ! ମର୍ଚ୍ଚରେ ବଦଳିଗଲା ଉତ୍ସବ ପାଳନର ନିୟମ, ଜାଣନ୍ତୁ..

ସର୍ବସାଧାରଣ ସ୍ଥାନ, ରାସ୍ତାଘାଟରେ ହୋଲି ପାଳନ ହୋଇପାରିବ ନାହିଁ । ସମସ୍ତ ସାମାଜିକ, ସାଂସ୍କୃତିକ, ରାଜନୈତିକ, କ୍ରୀଡ଼ାକୁ ଅନୁମତି ମିଳିଛି । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ, ମେଳା ଆଦି କୋଭିଡ୍ କଟକଣା ଭିତରେ କରାଯାଇପାରିବ ।

Russia Ukraine
ଘମାଘୋଟ ଯୁଦ୍ଧ, ପଛକୁ ହଟିନାହିଁ ୟୁକ୍ରେନ୍‌ ! ଋଷର ୪୫୦୦ ସୈନ୍ୟ ନିହତ, ଜାଣନ୍ତୁ କାହାର କ୍ଷତି କେତେ ?

ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସେନା ବେଲାରୁଷ ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା ।

Ukraine
ଜୋରଦାର ହେଉଛି ଗଙ୍ଗା ଅଭିଯାନ, ଭାରତୀୟ ଛାତ୍ରଙ୍କ ପାଇଁ ୟୁକ୍ରେନ୍‌ରେ ସ୍ୱତନ୍ତ୍ର ଟ୍ରେନ୍‌

ଭାରତ ସରକାରଙ୍କ ଅପରେସନ ଗଙ୍ଗା ସପ୍ତମ ପର୍ଯ୍ୟାୟରେ ୧୮୨ଜଣ ଭାରତୀୟ ନାଗିରକଙ୍କୁ ରୋମାନିଆର ବୁଚାରେଷ୍ଟରୁ ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଅଣାଯାଉଛି ।

Accident
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଚାଲିଗଲା ୫ ଜଣଙ୍କ ଜୀବନ

ମିଳିଥିବା ସୂଚନା ଅନୁଯାୟୀ ଏନ୍ଏଚ୍-୧୪୯ରେ ଏକ ଟ୍ରକ୍‌ ଛିଡ଼ା ହୋଇଥିଲା । ଆଉ ଏହି ସମୟରେ ଏକ ଦ୍ରୁତଗାମୀ କାର୍‌ ଆସି ଟ୍ରକ୍‌କୁ ଧକ୍କା ଦେଇଥିଲା ।

VOTE Counting
ସରିନି ଗଣତି ! ତିନି ଦିନ ପରେ ବି ବିଜେଡି ଆଗରେ, ଦ୍ୱିତୀୟ ସ୍ଥାନ ପାଇଁ ଲଢ଼ୁଛନ୍ତି କଂଗ୍ରେସ-ବିଜେପି

ପଞ୍ଚାୟତ ନିର୍ବାଚନରେ ୩ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜୁ ଜନତା ଦଳ । ପଞ୍ଚାୟତ ନିର୍ବାଚନରେ ଧରାଶାୟୀ ହୋଇପଡ଼ିଛି ବିଜେପି ଓ କଂଗ୍ରେସ ।

Anjali Behera
ଦିନେ ମନ୍ତ୍ରୀ ଥିଲେ ଅଞ୍ଜଳି, ହେଲେ ଏଥର ସମିତି ସଭ୍ୟ ନିର୍ବାଚନ ବି ଜିତି ପାରିଲେନି

ବାପା ଥିଲେ ବିଜୁବାବୁଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ । ଝିଅ ଅଞ୍ଜଳି ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଥିଲେ ମନ୍ତ୍ରୀ । ହେଲେ ଏବେ ଜିତି ପାରିଲେନି ପଞ୍ଚାୟତ ନିର୍ବାଚନ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।