• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Draupadi Murmu
ରେକର୍ଡ ଭାଙ୍ଗିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ! ଚର୍ଚ୍ଚାରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ଫେସ୍‌ବୁକ୍‌ ଆକାଉଣ୍ଟ ?

ସୋସିଆଲ ମିଡିଆରେ ତାଙ୍କ ଆକାଉଣ୍ଟ ଭେରିଫାଏ ହେବା ପୂର୍ବରୁ ତାଙ୍କୁ ଏତେ ମାତ୍ରାରେ ଲୋକ ଫଲୋ କରିଛନ୍ତି ଯେ, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

Mother Son Stucked
ନଦୀ ମଝିରେ ଅଭାବନୀୟ ଘଟଣା; ୩ ଘଣ୍ଟା ଧରି ଫସି ରହିଲେ ମାଆ ପୁଅ

ନଦୀ ପାର ହେଲା ବେଳେ ପାଣିରେ ଫସି ରହିଲେ ମାଆ ପୁଅ । ୩ ଘଣ୍ଟା ଧରି ଫସି ରହିବା ପରେ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିବାର ସୂଚନା ମିଳିଛି ।

Poison Death
ଦାରିଦ୍ର୍ୟତା ନେଇଗଲା ଜୀବନ ! ବିଷ ପିଇ ଆତ୍ମହତ୍ୟା କଲେ ମାଆ-ଝିଅ, କୁନି ପୁଅକୁ ବି ଛାଡ଼ିଲେନି

ଦାରିଦ୍ର୍ୟତା ଯୋଗୁଁ ବିଧବା ମାଆ, ଝିଅ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।

China America
ଚୀନ-ତାଇୱାନ୍ ମଧ୍ୟରେ ବଢ଼ୁଛି ତିକ୍ତତା ! କେତେବେଳେ ବି ହୋଇପାରେ ଯୁଦ୍ଧ..

ଚୀନ୍‌ର ଚେତାବନୀ ସତ୍ତ୍ୱେ ତାଇପାଇରେ ପହଞ୍ଚିଲେ ଆମେରିକା ସିନେଟ୍‌ର ବାଚସ୍ପତି । ନିଆଁରେ ଘିଅ ଢାଲିବା ସଦୃଶ କାମ କରୁଛି ଆମେରିକା ବୋଲି କହିଲା ଚୀନ୍ ।

Contractual Employee
ଅନିଶ୍ଚିତତା ଘେରରେ ଠିକା ଡିଇଓଙ୍କ ଭବିଷ୍ୟତ ! ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିକ ନୂଆ ନିଯୁକ୍ତି ଉପରେ ରୋକ୍

ନିୟମିତ ହେବା ଦୂର କଥା, ଚାକିରି ରହିବା ନେଇ ଦ୍ୱନ୍ଦ୍ୱ । ଏଜେନ୍ସି ଦ୍ୱାରା ହେବ ଡାଟା ଏଣ୍ଟ୍ରି , ତ୍ରୁଟି କଲେ ଜରିମାନା ।

Deomali
ଆଶ୍ଚର୍ଯ୍ୟ ! ଦେଓମାଳି ବି କ’ଣ ଆମର ନୁହେଁ ? ସରକାରୀ ଖାତା ଖତିଆନ୍‌ରେ ନାହିଁ ରେକର୍ଡ..

ସରକାରୀ ଖାତାରୁ କୁଆଡ଼େ ଗଲା ଦେଓମାଳି ? ରାଜସ୍ୱ କି ଜଙ୍ଗଲ ବିଭାଗ ଖାତାରେ ନାହିଁ ରେକର୍ଡ । ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ତଥ୍ୟରୁ ବିବାଦ ।

Papu pompom
କାଷ୍ଟିଂକାଉଚ୍ ମାମଲାରେ ପପୁଙ୍କୁ କ୍ଲିନଚିଟ୍, ଏବେ ମାନହାନୀ କେସ୍ କରିବେ

ପପୁ ଓ ଗିଟୁଙ୍କୁ ଦୋଷମୁକ୍ତ କଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ ।

SBI Pratikhya
ଦିନେ ଯେଉଁ ବ୍ୟାଙ୍କରେ ସକାଳୁ ଝାଡ଼ୁ ମାରୁଥିଲେ ପ୍ରତୀକ୍ଷା, ଏବେ ସେଠାରେ AGM

ବିବାହର ବର୍ଷକ ପରେ ତାଙ୍କର ପ୍ରଥମ ସନ୍ତାନ ବିନାୟକ ଜନ୍ମ ନେବା ପରେ ସେ ନିଷ୍ପତ୍ତି ନେଲେ ଗାଁକୁ ଫେରିବେ । ଆଉ ସେଠାରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବେ ।

Hellfire Missile
ଅଲ କାଏଦା ମୁଖ୍ୟ ଜଓ୍ୱାହିରିକୁ ମାରିଛି ହେଲିଫାୟାର ମିଶାଇଲ୍, ଯେଉଁଥିରେ ନଥିଲା ଟିକେ ବି ବାରୁଦ

ଏହି ମିଶାଇଲ୍‌ଟି ଲେଜର ଭଳି କାମ କରିଥାଏ । ଯେଉଁଠିକୁ ଟାର୍ଗେଟ କରାଯାଇଥାଏ ସେହିଠାରେ ହିଁ କ୍ଷତି ଘଟାଇଥାଏ । ଅର୍ଥାତ ଯାହାକୁ ଟାର୍ଗେଟ କରାଯାଏ, ସେ ବଞ୍ଚିବା ମୁସ୍କିଲ ହୋଇଯାଏ ।

TMC MP
ସଂସଦରେ କଞ୍ଚା ବାଇଗଣ ଖାଇଲେ TMC ସାଂସଦ

ଗ୍ୟାସ ସିଲିଣ୍ଡର ଦରବୃଦ୍ଧିର ପ୍ରତିବାଦରେ କଞ୍ଚା ଚୋବାଇଲେ ବାଇଗଣ ।

Adhar Card
ଜାଲି ଭୋଟର ଧରିବାକୁ ଆରମ୍ଭ ହେଲା ପ୍ରକ୍ରିୟା, ନିର୍ବାଚନ କମିଶନ ନେଲେ ବଡ଼ ପଦକ୍ଷେପ

ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରେ ଏନେଇ ବ୍ୟବସ୍ଥା ରହିଛି । ଏହାଛଡ଼ା ବୁଥ୍‌ସ୍ତରରେ ନିୟୋଜିତ କର୍ମଚାରୀ ମଧ୍ୟ ଅଫଲାଇନରେ କାମ କରୁଛନ୍ତି ।

Whats app
ହ୍ୱାଟ୍ସଆପ୍‌ରେ ଆସୁଛି ନୂଆ ଫିଚର, ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ମିଳିବ ବଡ଼ କ୍ଷମତା

ଯେବେଠାରୁ ମେଟା ଏହି ମେସେଜିଂ ଆପ୍‌କୁ କିଣିଛି, ସେବେଠାରୁ ଏମିତି ଅନେକ ଛୋଟ ମୋଟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି ।

Salman khan
ସଲମାନଙ୍କୁ ଘାରୁଛି ଭୟ ! ବନ୍ଧୁକ ଲାଇସେନ୍ସ ପାଇବା ପରେ କାର୍‌କୁ କଲେ ବୁଲେଟ୍‌ ପ୍ରୁଫ୍‌

ହତ୍ୟା ଧମକ ମିଳିବା ପରେ ଫ୍ୟାନ୍ସମାନେ ଓ ଖୋଦ୍‌ ସଲୁ ଭାଇ ମଧ୍ୟ ଚିନ୍ତାରେ ।

Less Rain
ଧାରା ଶ୍ରାବଣରେ ଧୁ ଧୁ ଖରା, ରାଜ୍ୟରେ ଆହୁରି ତିନି ଚାରି ଦିନ ଖରା ପାଗ

ଫସଲ ବଞ୍ଚେଇବାକୁ ଜମିକୁୁ ପାଣି ବୋହୁଛି ଚାଷୀ । ୬ରେ ଲଘୁଚାପ, ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ।

Nude Video Call
ନ୍ୟୁଡ୍‌ ଭିଡିଓ କଲ୍‌ ପରେ ଆସିଲା ସିବିଆଇରୁ ଫୋନ୍‌ !

ସପ୍ତାହକ ମଧ୍ୟରେ ଲୁଟି ନେଲେ ୨୫ ଲକ୍ଷ ଟଙ୍କା । ସାଇବରଥାନାରେ ଅଭିଯୋଗ ପରେ ତନାଘନା ।

MLA
ଆହୁରି ବଢ଼ିବ କି ବିଧାୟକଙ୍କ ଦରମା ? ୧୪୭ ମଧ୍ୟରୁ ୯୫ ଜଣ କୋଟିପତି

ଦରମା ୧ ଲକ୍ଷରୁ ୩ ଲକ୍ଷକୁ ବଢ଼ାଇବାକୁ ଦାବି । ପୂର୍ବତନ ବିଧାୟକ କହିଲେ ପେନ୍‌ସନ୍ ୫୦ହଜାର ଦିଅ ।

Crime
ମହିଳା କର୍ମଚାରୀଙ୍କ ନାଁରେ ବଢ଼ୁଛି ଦୁର୍ନୀତି ! ୫ ବର୍ଷରେ ୧୬୮ ଜଣଙ୍କ ଘରେ ରେଡ୍

ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦୁର୍ନୀତି ତାଲିକାରେ ସେମାନଙ୍କ ନାଁ ବି ଅଧିକ ରହୁଛି ।

CAG
CAG ଧରିଲା ଜଙ୍ଗଲ ବିଭାଗର ବଡ଼ ଦୁର୍ନୀତି ! ଗଛ ଲଗେଇବା ନାଁରେ କୋଟି କୋଟି ଟଙ୍କା ଚଳୁ

ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଡ଼ ର୍ନିମାଣରେ ପାଣ୍ଠିର ଅନିୟମିତତା ଓ ଆବଣ୍ଟନରେ ୪୦ କୋଟି ୮୨ ଲକ୍ଷ ଅଧିକ ବ୍ୟୟ ହୋଇଛି ।

Tourist Place
ମନଲୋଭା ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଦେଢ଼ଶୂର-ଭାଇବୋହୂ ପାହାଡ଼

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ ଉମା ପଞ୍ଚାୟତ ରେଘାମୁଣ୍ଡାରେ ରହିଛି ଏହି ଦେଢ଼ଶୁର-ଭାଇବୋହୂ ଭୀମ ପାହାଡ଼ ।

Income Tax
Income Tax ରିଟର୍ଣ୍ଣ ଫାଇଲ୍‌ କରିନାହାନ୍ତି ? ଦେବାକୁ ପଡ଼ିବ ମୋଟା ଜୋରିମାନା ! ଜାଣନ୍ତୁ କାହାକୁ କେତେ ?

ଇନ୍‌କମ୍‌ ଟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶେଷ ତାରିଖରେ ଅର୍ଥାତ୍‌ କେବଳ ରବିବାର ଦିନ, ରାତି ୧୧ଟା ସୁଦ୍ଧା ୬୭ ଲକ୍ଷ ୯୭ ହଜାର ୬୭ ଜଣ ଇନ୍‌କମ୍‌ ଟାକ୍ସ ରିଟର୍ଣ୍ଣ ଫାଇଲ କରିଛନ୍ତି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।