ଜୀବିକା, ଧର୍ମ ଓ ଇତିହାସ ସହ ଯୋଡ଼ି ହୋଇଛି ମୁଙ୍ଗେ ପାହାଡ଼ । ଐତିହାସିକ ପାହାଡ଼ ସୁରକ୍ଷା ପାଇଁ ତେଜିଲା ଅଞ୍ଚଳବାସୀଙ୍କ ଦାବି ।
ଯନ୍ତ୍ରଣା ଭୋଗୁଛନ୍ତି କାମାକ୍ଷାନଗରର ୪୫ ବର୍ଷିଆ ମହିଳା । ଏସସିବି ମେଡିକାଲର ତ୍ରୁଟିପୂର୍ଣ୍ଣ ନିଦାନ ରିପୋର୍ଟକୁ ଦୋଷ ଦେଲେ ପୁଅ । ପ୍ରଶାସନିକ ଅଧିକାରୀଙ୍କୁ ଫେରାଦ ।
ଦୀର୍ଘ ସମୟ ଧରି ସାମ୍ବାଦିକ ମାନେ ତାଙ୍କ ଘର ସାମ୍ନରେ ରହିଥିବାରୁ, ଅଯଥା କଷ୍ଟ ନକରି ଘରକୁ ଫେରିଯିବାକୁ ସେ ଅନୁରୋଧ କରିଥିଲେ । ନିଜ ନିଜ ଘରକୁ ଫେରିଯାଇ ବିଶ୍ରାମ ନେବାକୁ ସାମ୍ବାଦିକଙ୍କୁ ଅନୁରୋଧ କଲେ ।
ଜୀବ ବିଜ୍ଞାନରେ କୋଭିଡ୍-୧୯ ଓ ଭୂଗୋଳ ବହିର ସିଲାବସରେ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଦୁଇଟି ନୂଆ ବିଷୟ ସ୍ଥାନ ପାଇଛି । ହେଲେ ଦୁଇ ମାସ ହେବ ପାଠ ପଢ଼ା ଆରମ୍ଭ ହୋଇସାରିଥିଲେ ବି ବହି ବଜାରକୁ ଆସିନି ।
ଖବରପାଇ ମେଡିକାଲର ବିଭାଗୀୟ ମୁଖ୍ୟ, ମେଡିକାଲ ଅଧୀକ୍ଷକ ଆସି ତଦନ୍ତ କରିଥିଲେ । ହେଲେ ଇଞ୍ଜେକସନ୍ର ତ୍ରୁଟି ନା ଚିକିତ୍ସାରେ ଭୁଲ ଭଟକା ଯୋଗୁଁ ଏଭଳି ଘଟଥିଲା ତାହା ଜଣାପଡ଼ିନଥିଲା ।
ପାଟିରୁ ଏଭଳି ଶବ୍ଦ ଅଜାଣତରେ ଖସି ଯାଇଥିବାରୁ, ରାଷ୍ଟ୍ରପତି ତାଙ୍କୁ କ୍ଷମା ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ଅଧୀର ରଞ୍ଜନ ।
ଖବର ସେତେବେଳେ ଲୋକଲୋଚନକୁ ଆସିଲା, ଯେତେବେଳେ ଅନୁଙ୍କ ଦୁଇ ଝିଅ ଲତିକା ଏବଂ ତନୟା ନିଜ ଆଈଙ୍କ ପାଖରେ ରହିବାକୁ ଲାଗିଲେ ଏବଂ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ରକ୍ତରେ ଏକ ଚିଠି ଲେଖିଲେ ।
ଡାଇମଣ୍ଡ ସିଟି ଫ୍ଲାଟରୁ ଅର୍ପିତାଙ୍କୁ ଗିରଫ କରାଯିବା ପରଠାରୁ ଏହି କାର ସବୁ ଉଭାନ୍ ହୋଇଯାଇଛି । ଏବେ ସିସିଟିଭି ଫୁଟେଜ ଆଧାରରେ କାରଗୁଡ଼ିକୁ ଖୋଜିବା ପାଇଁ ଉଦ୍ୟମ ଚାଲିଛି ।
ଏହି ଘଟଣାରେ ପତ୍ନୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ସ୍ୱାମୀ କିନ୍ତୁ ଗୋଡ଼ ହାତ ଭାଙ୍ଗି ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଚଢ଼ଉରେ ଅର୍ପିତା ମୁଖାର୍ଜୀଙ୍କ ଘରୁ ବାହାରିଲା ଏତେ ପରିମାଣର ଟଙ୍କା । ଏହି ଘଟଣା ପରେ ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ । କିଏ ଅର୍ପିତା ?
ତେଲିଆ ମାଛକୁ ୩ ଲକ୍ଷ ୧୦ ଟଙ୍କାରେ କଲେ ବିକ୍ରି । କୋଲକାତାର ଏକ କମ୍ପାନି ମାଛକୁ କିଣିଲା ।
ଦାଦନ ଖଟିବାକୁ ଯାଉଥିବା ବେଳେ ଧରିଲା ପୋଲିସ । ପିଲାମାନଙ୍କୁ ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର ।
ଘରୋଇ କମ୍ପାନୀର ବାକି ସୁଝି ପାରିଲେନି ସରକାର । ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଉପକରଣ ନେଇଗଲା କମ୍ପାନୀ ।
ଏପ୍ରିଲରେ ସେ ଗୋଟାବାୟାଙ୍କ ଦ୍ୱାରା ଗୃହମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କର ସେ ଜଣେ ବିଶ୍ୱସ୍ତ ନେତା ଭାବେ ପରିଚିତ ।
ଭାରତୀୟ ଟିମ୍ର ବିଜୟ ପାଇଁ ନାୟକ ସାଜିଥିଲେ ମହମ୍ମଦ ସିରାଜ । ଯିଏକି ଶେଷ ଓଭରରେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ ।
ଜ୍ୟୋତିଷି ଦୁନିଆରେ ଏହାକୁ ସାମୁଦ୍ରିକ ଶାସ୍ତ୍ର ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ସାମୁଦ୍ରିକ ଶାସ୍ତ୍ର ବିଶେଷଜ୍ଞ ଏଭଳି ଚମତ୍କାର କିପରି କରୁଛନ୍ତି ।
ଟିଏମସି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରୁ ବାହାରିଲା ଏଭଳି ଗଦାଗଦା ଟଙ୍କା । ଟିଏମସି ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରାୟ ୨୦ କୋଟି ଟଙ୍କା ଜବତ କରିଛି ଇଡି ।
କ୍ରୋଧର ବହ୍ନିରେ ଜଳୁଥିଲେ ୮୫ ବର୍ଷିୟ ବାପା ପାଦୁକ ସାହୁ । ସେ ଏକ ପ୍ରକାର ପ୍ରତିଶୋଧ ପରାୟଣ ହୋଇଉଠିଥିଲେ ।
ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ ।
ବିଜେପି ପକ୍ଷରୁ ଜୋରଦାର ଉତ୍ସବ ପାଳନ ବେଳେ ଶ୍ରେୟ ନେବାକୁ କଳବଳ ଲଗାଇଛି ବିଜେଡି । ୨୫ରେ ଶପଥ ଉତ୍ସବରେ ଯୋଗଦେବାକୁ ଆଗୁଆ ଦିଲ୍ଲୀ ଯିବାକୁ ସଜବାଜ ନବୀନ ।