• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Flood
ବନ୍ୟା ! ଘର ଭିତରେ ପଶିଲା ପାଣି, ବୁଡ଼ିଲା ପୋଲ ଜଣାପଡ଼ୁନି ରାସ୍ତା

ସମ୍ବଲପୁର ମାଲତୀଜୋର ବ୍ରିଜ୍ ଉପରେ ପାଣି ଚାଲୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟାଜଳ ଗାଁ ଓ ସହରମୁହାଁ ।

Heavy Rain
ଖୁବ୍‌ଶୀଘ୍ର ନୂଆ ଲଘୁଚାପ, ଆହୁରି ବର୍ଷିବ ! ୧୦ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୦ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ । ରେଡ୍ ଓ୍ୱାର୍ଣ୍ଣିଂ ଜିଲ୍ଲାରେ ୭ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ । ପ୍ରବଳରୁ ପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ।

Rakesh Jhunjhunwala
ସେୟାର ମାର୍କେଟ୍‌ର ବେତାଜ୍‌ ବାଦ୍‌ଶାହ ରାକେଶ ଝୁନଝୁନୱାଲାଙ୍କ ପରଲୋକ

ତାଙ୍କର ଦେହାନ୍ତ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ସେୟାର ମାର୍କେଟ୍‌ର ବେତାଜ୍‌ ବାଦ୍‌ଶାହ ବୋଲି ମଧ୍ୟ କୁହାଯାଏ ।

Land Fraud
ବାପ୍‌ରେ ବାପ୍‌ ଏମତି ଜାଲିଆତି ! ଗୋଟିଏ ମ୍ୟୁଟେସନ୍‌ରେ ଦୁଇ ଜଣଙ୍କୁ ଜମି ବିକ୍ରି..

ଗୋଟିଏ ଜମିର ଦୁଇ ଦୁଇ ଜଣ ମାଲିକ । ଗୋଟିଏ ମ୍ୟୁଟେସନରେ ଉଭୟଙ୍କୁ ମିଳିଛି ଜମିପଟ୍ଟା । ଜମିର ପ୍ରକୃତ ମାଲିକଙ୍କ ଅଗୋଚରରେ ହୋଇଛି ବିକ୍ରି, ବାହାରିଛି ପଟ୍ଟା । କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲରେ ହୋଇଛି ଏଭଳି ଜାଲିଆତି ।

Flood
ଥମୁନି ବର୍ଷା ! ଅଣାୟତ୍ତ ହେଲେଣି ଲୋକ, ମହାନଦୀ ଫୁଲିବାରୁ ମାଡ଼ି ଆସିଲାଣି ବନ୍ୟା

ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ମହାନଦୀରେ ଆସୁଛି ବନ୍ୟା । ହୀରାଦୁଦରୁ ୩୪ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ । ଆଜି ମୁଣ୍ଡଳୀ ଅତିକ୍ରମ କରିବ ମହାନଦୀର ବନ୍ୟାଜଳ ।

5T School
ବର୍ଷା ଖୋଲିଦେଲା ସ୍ମାର୍ଟ ସ୍କୁଲର ପୋଲ୍ ! ଛାତରୁ ଗଳୁଛି ପାଣି, ବିପଦଶଙ୍କୁଳ ଅବସ୍ଥାରେ ବସୁଛନ୍ତି ପିଲା

ଯାଜପୁର ବିଂଝାରପୁରରରେ ସ୍ମାର୍ଟ ସ୍କୁଲର ବିକଳ ଚିତ୍ର । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପିଲାଙ୍କୁ କ୍ଲାସରୁମର ଅଭାବ । ଗୋଟିଏ ଘର ଭିତରେ ପଢୁଛନ୍ତି ୧୦୦ରୁ ଅଧିକ ପିଲା ।

RBI Deputy Governor
ବିଶ୍ୱର ସର୍ବବୃହତ ଅର୍ଥନୀତି ହେବ ଭାରତ ! ଆଶା ଦେଖାଇଲେ ରିଜର୍ଭ ବ୍ୟାଙ୍କ୍‌ର ଓଡ଼ିଆ ଡେପୁଟି ଗଭର୍ଣ୍ଣର

ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଡକ୍ଟର ମାଇକେଲ ଦେବବ୍ରତ ପାତ୍ର । ଭାରତ କ୍ରୟ ଶକ୍ତି ସମତା ଆଧାରରେ ଏବେ ବିଶ୍ୱର ୩ୟ ବୃହତ୍ ଅର୍ଥନୀତି ।

Triranga
ଜଳ-ସ୍ଥଳ-ଆକାଶ-ମହାକାଶ ସବୁଠି ତ୍ରିରଙ୍ଗା, ହର୍ ଘର୍ ତ୍ରିରଙ୍ଗାରେ ସାମିଲ ଦେଶବାସୀ 

ଅଗଷ୍ଟ ୧୩ରୁ ୧୫ ଯାଏ ହର୍ ଘର୍ ତ୍ରିରଙ୍ଗା । ଜାତୀୟ ପତାକା ସହ ପଦଯାତ୍ରା, ବାଇକ୍ ରାଲି । ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା । 

Dam
ଭୁଶୁଡ଼ିବ ଡ୍ୟାମ ବନ୍ଧ ! ଦକ୍ଷିଣ ପାର୍ଶ୍ୱରୁ ଧସିଲାଣି ମାଟି

ପ୍ରବଳ ବର୍ଷା ପରେ ଧରମପୁରୀ ତହସିଲ ଅଞ୍ଚଳ କୋଠିଦାରେ କାରମ ନଦୀ ଉପରେ ଥିବା ଡ୍ୟାମ୍‌ରୁ ଘଳିଆ ପଡ଼ିଥିଲା ।

Mahanadi
ଛତିଶଗଡ଼ କରୁନି ସହଯୋଗ ! ରାଜ୍ୟରେ ଦେଖାଦେଲାଣି ବନ୍ୟା ଆଶଙ୍କା, ବଢ଼ୁଛି ଜଳସ୍ତର

ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ ।

Lal Singh Chaddha
ଫ୍ଲପ୍‌ ହୋଇଯିବ କି ଆମୀର ଖାନ୍‌ଙ୍କ ‘ଲାଲ ସିଂହ ଚଢ଼ା’ ! ଖାଲି ପଡ଼ୁଛି ହଲ, ବିକ୍ରି ହେଉନି ଟିକେଟ

ପ୍ରଥମ ଦିନ ୧୨ କୋଟି ଓ ଦ୍ୱିତୀୟ ଦିନ ପ୍ରାୟ ୮ କୋଟି ଟଙ୍କା ବେପାର ହୋଇଛି ଏହି ଫିଲ୍ମ । ଆମୀରଙ୍କ ପୂର୍ବ ସିନେମା ଅପେକ୍ଷା ଏହା ବହୁତ କମ୍ । ଏପରିକି ୨୦୦୮ର ଗଜନୀ ପରେ ଏହା ସବୁଠୁ କମ୍ ଆୟ କରିଛି ବୋଲି କୁହାଯାଉଛି...

Hirakud Dam
ଚିନ୍ତାର ବିଷୟ ! ଏପଟେ ବର୍ଷା ଛାଡ଼ିବାର ନାଁ ଧରୁନି, ସେପଟେ ଛତିଶଗଡ଼ ସହଯୋଗ କରୁନି

ଚଳିତ ବର୍ଷ ବହୁତ ଚେଷ୍ଟା କରିବା ସତ୍ତ୍ୱେ ସମନ୍ୱୟ ବୈଠକକୁ ଏଡ଼ାଇ ଯାଇଛି ଛତିଶଗଡ଼ । ଗତ ଜୁଲାଇ ୧୩ରେ ବୈଠକ କରିବାକୁ କହି ପୁଣି ଓହରି ଯାଇଛି ।

Video Viral
ବୟସ ୭୦ ଟପିଲାଣି, ତଥାପି ମୁଣ୍ଡରେ ପାଛିଆ ମୁଣ୍ଡାଇ ପାମ୍ପଡ଼ ବିକୁଛନ୍ତି ବୃଦ୍ଧା ! ଭାଇରାଲ ହେଉଛି ଭିଡିଓ..

ଘରର ସେ ଏକମାତ୍ର ରୋଜଗାରିଆ ହୋଇଥିବା କାରଣରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ବୁଲି ବୁଲି କରୁଛନ୍ତି ପାମ୍ପଡ ବେପାର ।

taliban
ତାଲିବାନ ସରକାରକୁ ବର୍ଷେ ପୂରିବ, ହେଲେ ବିକାଶ ଶୂନ ! ନାରୀ ସ୍ୱାଧୀନତା ଉପରେ ଲାଗିଛି ରୋକ

୨୦୦୧ ପୂର୍ବର ସରକାର ଭଳି ନକରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ବି, ତାଲିବାନ ପୁଣି ନିଜ ପୂର୍ବ କଟକଣା ଲାଗୁ କରିବାରେ ଲାଗିଛି ।

England Drought
ଇଂଲଣ୍ଡରେ ବଡ଼ ମରୁଡ଼ି ! ଫ୍ରାନ୍ସରେ ଜୁଆଡ଼େ ଦେଖିବ ଖାଲି ନିଆଁ

ଏ ବର୍ଷ ମାତ୍ର ୩୫ ପ୍ରତିଶତ ବର୍ଷା ହୋଇଛି ଇଂଲଣ୍ଡରେ । ପୂର୍ବାଞ୍ଚଳ, ଦକ୍ଷିଣାଞ୍ଚଳ, କେନ୍ଦ୍ରାଞ୍ଚଳକୁ ମରୁଡ଼ି ଘୋଷଣା  ।

Ranveer Singh
ରଣବୀର ସିଂଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଥାନାରେ ହାଜର ହେବାକୁ ଡାକିବ ପୋଲିସ

ଅଗଷ୍ଟ ୨୨ରେ ଥାନାରେ ହାଜର ପାଇଁ ନିର୍ଦ୍ଦେଶ । ମୁମ୍ବାଇ ଘରକୁ ଯାଇ ନୋଟିସ୍ ଦେଲା ପୋଲିସ୍  ।

Niali paneer
ନିଆଳି ଛେନାକୁ ନେଇ ବଢ଼ୁଛି ସନ୍ଦେହ, ଲ୍ୟାବ୍‌କୁ ପଠାଗଲା ନମୁନା

ଛେନାର ମାନ ପରଖିଲା ସିଏମସି ସ୍ୱାସ୍ଥ୍ୟ ବିଭାଗ । ଲ୍ୟାବକୁ ପଠାଯିବ ନିଆଳି ଛେନାର ନମୁନା ।

Salman Rushdie
ଖ୍ୟାତନାମା ଲେଖକ ସଲମାନ୍ ରୁସଦିଙ୍କୁ ଛୁରାମାଡ଼

କିଏ ଓ କାହିଁକି ରୁସଦିଙ୍କୁ ଆକ୍ରମଣ କଲା ସେ ନେଇ ଖୋଳତାଡ଼ ହେଉଛି ।

Ratnabhandar
ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତିକୁ ନେଇ ପୁଣି ଚର୍ଚ୍ଚା, କେବେ ଖୋଲିବ

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି ପରବର୍ତ୍ତୀ ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚନା ହେବ । ହେଲେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ।

Naveen At Mayurbhanj
ମୟୁରଭଞ୍ଜରେ ନବୀନ ଖେଳିଲେ ଆଦିବାସୀ କାର୍ଡ, ଟାର୍ଗେଟରେ ଜନଜାତି ଭୋଟ୍ ବ୍ୟାଙ୍କ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ଜିଲ୍ଲା ଗସ୍ତରେ ଯିବା ସହ ୨ଟି ସେଚ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।