ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟମ ଦିନରେ ଭାରତକୁ ତିନିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି ।
ଏହି ଆପ୍ଗୁଡ଼ିକ ମାଧ୍ୟମରେ ଲୋକଙ୍କ ତଥ୍ୟ ଏକାଠି କରି ବିଦେଶୀ ସର୍ଭରକୁ ବେଆଇନ ଭାବେ ଦିଆଯାଉଥିଲା । ଯାହାକି ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା ।
ନିଯୁକ୍ତି ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବିଚାର କରାଯାଉଛି କହିଲେ ମନ୍ତ୍ରୀ ।
୩ ମାସରେ ଖର୍ଚ୍ଚ ହେଲାଣି ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଭିତ୍ତିଭୂମି ସବଳ ନକରି ପ୍ରଚାର ପ୍ରସାର ଜୋର୍ କହିଲେ ବିରୋଧୀ । ସରକାରଙ୍କ ପ୍ରଚାର ପ୍ରସାର ନୁହେଁ, ସଚେତନତା ବଢ଼ାଉଛନ୍ତି କହିଲେ ମନ୍ତ୍ରୀ ।
ଖପ୍ରାଖୋଲରେ ମାଆ-ଝିଅ ବିଷ ପିଇ ଆତ୍ମହତ୍ୟା ଘଟଣା । ଅଭାବ ଅନଟନ, ଋଣ ଭାର ଓ ରୋଗ ଯନ୍ତ୍ରଣାରୁ ଜୀବନ ହାରିଥିବା କହିଲେ ସାମାଜିକ କର୍ମୀ । CWC ଦାୟିତ୍ୱରେ ବର୍ତ୍ତି ଯାଇଥିବା ୪ ବର୍ଷର ଶିଶୁ ।
କାଜୁ ବିକ୍ରିର ସଠିକ ବଜାର ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କାଜୁ ଚାଷୀ ।
କୁହାଯାଏ ପ୍ରେମ ମାନେ ନାହିଁ ବନ୍ଧ ବାଡ଼ । ଦେଖେ ନାହିଁ ଜାତି, ଧର୍ମ କିମ୍ବା ବର୍ଣ୍ଣ । ପ୍ରେମ ଯେ କୌଣସି ପରିସ୍ଥିତିରେ ବି ଆଗକୁ ବଢ଼ିବାକୁ ଶକ୍ତି ଦେଇଥାଏ ।
ଘର ଛାତ ପାଖରେ ଓହଳି ରହିଥିଲା ୧୧ କେଭି ବିଦ୍ୟୁତ ତାର । ଛାତ ଉପରକୁ ଗଲେ ପ୍ରାଣ ଯେ, କେତେବେଳେ ଚାଲିଯିବ ତାହା କେହି ବି କହିପାରିବେ ନାହିଁ । ଦେବଗଡ ଜିଲା ରିଆମାଳର ଲକ୍ଷ୍ମୀପୁର ଗାଁରେ ବିଦ୍ୟୁତ ବିଭାଗର ଏଭଳି ଚରମ ଅବହେଳା ପାଇଁ କଷ୍ଟ...
କେତେବେଳେ କେଉଁଠୁ କଲ ଆସିବ କିମ୍ବା ମୋବାଇଲ୍ରେ କେଉଁ ସୁଇଚ୍ ଚିପି ହୋଇଯିବ, ଆଉ ଆଖି ପିଛୁଳାକେ ସାରା ଜୀବନର ସଞ୍ଚୟ ଉଭାନ ହୋଇଯିବ ।
ଏଏସ୍ଆଇକୁ ଦୋଷ ଦେଲେ ସେବାୟତ ଓ ଭକ୍ତ । ଏତେ ଗୁରୁତର ଘଟଣା ନୁହଁ କହିଲେ ଏଏସ୍ଆଇ ଅଧିକାରୀ । ଆଗକୁ ପୁଣି ଏମିତି ପ୍ଲାଷ୍ଟର ଖଣ୍ଡ ଖସିବନି ତ ?
ରାଜ୍ୟ ବିକାଶ ଲାଗି ସହଯୋଗ ଲୋଡ଼ିଲେ ବିଧାୟକ । ଭବ୍ୟ ରାଷ୍ଟ୍ରପତି ଭବନ ବୁଲି ଦେଖିବା ସହ ଦେଶର ପ୍ରଥମ ନାଗରିକଙ୍କ ସହ ଉଠାଇଲେ ଫଟୋ ।
ଏବେ ସବୁଠୁ ଅଧିକ ହେଉଛି ନ୍ୟୁଡ୍ କଲ୍ ଠକେଇ । ଲୋକଲଜ୍ଜାକୁ ଡରି ଥାନାକୁ ଆସୁନାହାନ୍ତି ପୀଡ଼ିତ । ତୁରନ୍ତ ଏତଲା ଦେବାକୁ ଭୁବନେଶ୍ୱର ଡିସିପିଙ୍କ ପରାମର୍ଶ ।
ଆଇଏଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର ।
ଫିଲ୍ମ ନିର୍ମାତା ଓ ଅନ୍ୟ କଳାକାର ମଧ୍ୟ କହିଛନ୍ତି, ଏଭଳି ପୋଷ୍ଟର ତିଆରି ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଜାଣିଶୁଣି କାହାରିକୁ ଅପମାନିତ କରିବା ପାଇଁ ଏଭଳି ପୋଷ୍ଟର କରାଯାଇ ନାହିଁ ।
ବାରମ୍ବାର ବ୍ୟାଙ୍କ ଅଫିସରଙ୍କୁ କହିଲେ ଚେକ୍ କରିବା ପାଇଁ । ଶେଷରେ ବ୍ୟାଙ୍କ ଷ୍ଟେଟ୍ମେଣ୍ଟ ମଧ୍ୟ ବାହାର କଲେ । ଆଉ ସେଥିରେ ମଧ୍ୟ ତାହା ସ୍ପଷ୍ଟ ଭାବେ ଲେଖା ଥିଲା ଯେ, ଆକାଉଣ୍ଟରେ ଜମା ଅଛି ୨.୭ କୋଟି ଟଙ୍କା ।
ସୋସିଆଲ ମିଡିଆରେ ତାଙ୍କ ଆକାଉଣ୍ଟ ଭେରିଫାଏ ହେବା ପୂର୍ବରୁ ତାଙ୍କୁ ଏତେ ମାତ୍ରାରେ ଲୋକ ଫଲୋ କରିଛନ୍ତି ଯେ, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।
ନଦୀ ପାର ହେଲା ବେଳେ ପାଣିରେ ଫସି ରହିଲେ ମାଆ ପୁଅ । ୩ ଘଣ୍ଟା ଧରି ଫସି ରହିବା ପରେ କିଛି ଯୁବକ ତାଙ୍କୁ ଉଦ୍ଧାର କରିଥିବାର ସୂଚନା ମିଳିଛି ।
ଦାରିଦ୍ର୍ୟତା ଯୋଗୁଁ ବିଧବା ମାଆ, ଝିଅ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି ।
ଚୀନ୍ର ଚେତାବନୀ ସତ୍ତ୍ୱେ ତାଇପାଇରେ ପହଞ୍ଚିଲେ ଆମେରିକା ସିନେଟ୍ର ବାଚସ୍ପତି । ନିଆଁରେ ଘିଅ ଢାଲିବା ସଦୃଶ କାମ କରୁଛି ଆମେରିକା ବୋଲି କହିଲା ଚୀନ୍ ।