• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Mother Donate Land
ଏମିତି ମାଆକୁ ଶହେ ପ୍ରଣାମ ! ପୁଅର ଅଧୁରା ସ୍ୱପ୍ନ ପୂରଣ କଲା, ଦାନ କରିଦେଲା ଧନ ସଂପତ୍ତି ସହ ନିଜ ଶରୀର

ଦୁନିଆରେ ମାଆ ହେଉଛି ଏମିତି ଏକ ଶବ୍ଦ, ଯାହା କି ଦୁନିଆର ସବୁଠାରୁ ଶକ୍ତିଶାଳୀ। ଆଉ ମାଆ ହେଉଛି ଏମିତି ଏକ ସଂଜ୍ଞା, ଯାହା ଖୋଜି ପାଇବା ବୋଧ ହୁଏ ଏ ମଣିଷ ସମାଜ ପାଇଁ କଷ୍ଟକର। ଆପଣମାନେ ଅନେକ ମାଆ-ପୁଅଙ୍କ କଥା ଶୁଣିଥିବେ, ଯେଉଁଠି ମାଆର ଅଧୁରା...

IAS Krishan Kumar
ବଦଳିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କ୍ରିଷନ କୁମାରଙ୍କୁ ଆସିଲା କେନ୍ଦ୍ରରୁ ଡାକରା

କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଗକୁ ଦେଖିବାକୁ ବାକି ରହିଲା ଯେ, କ୍ରିଷନ କୁମାର ଓଡ଼ିଶା ଛାଡ଼ି ଯାଉଛନ୍ତି ନା ନାହିଁ । 

Russia Ukraine War
ଭୟଙ୍କର ହେବ ଋଷ-ୟୁକ୍ରେନ୍ ଯୁଦ୍ଧ ! ପ୍ରଭାବରେ ଏହି ୭ ବଡ଼ କ୍ଷତି ନିଶ୍ଚିତ

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହେବାକୁ ଯାଉଛି ମହାଯୁଦ୍ଧ। ଯାହାର ପ୍ରଭାବ ହୋଇପାରେ ଭୟଙ୍କର ।

Panchayat Election
ତୀବ୍ର ହେଉଛି ଦଳୀୟ କନ୍ଦଳ; BJD ବ୍ଲକ ସଭାପତିଙ୍କୁ ସାଂସଦ ପ୍ରତିନିଧିଙ୍କ ଅପହରଣ !

ବିଜେଡିରେ ତୀବ୍ର ହେଉଛି ଗୋଷ୍ଠି କନ୍ଦଳ । ୨୦୨୨ ପଞ୍ଚାୟତ ନିର୍ବାଚନରେ ବିଜେଡି, ନିଜ କର୍ମୀଙ୍କୁ ମ୍ୟାନେଜ କରିବାରେ ବିଫଳ ହୋଇଥିବା ଦେଖାଦେଇଛି । 

Fake Doctor Ramesh Swain
୧୮ ବାହାଘର ପଛରେ ଥିଲା ଭଉଣୀର ହାତ, କ୍ଲିନିକ୍‌ରେ ଥିଲା ସିକ୍ରେଟ୍‌ ଅଣ୍ଡରଗ୍ରାଉଣ୍ଡ ରୁମ୍‌

ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ଭଉଣୀ ସାମିଲ ଥିଲେ । ଅଭିଯୁକ୍ତ ରମେଶ ସହ ତାଙ୍କ ଉଭଣୀକୁ ଭିଡିଓ କନଫରେନ୍ସିଂରେ ଏକାସଙ୍ଗରେ ପଚରା ଉଚରା କରାଯାଇଥିଲା ।

Odisha Panchayat Election
କିଏ କରୁଛି ଗଣ୍ଡଗୋଳ ? ନିର୍ବାଚନ କମିଶନଙ୍କ ଆଗରେ ମୁହାଁମୁହିଁ ବିଜେପି-ବିଜେଡି

ସରକାରୀ ଅଧିକାରୀମାନେ ଶାସକ ଦଳକୁ ସହଯୋଗ କରୁଥିବା ଅଭିଯୋଗ କରିଛି ବିଜେପି । ବୁଥରେ ହିଂସା, ଜବରଦଖଲ ଓ ଆକ୍ରମଣ ବେଳେ ପୋଲିସ କି ପ୍ରଶାସନକୁ ଡାକିଲେ କେହି ଆସୁନଥିବା କହିଛି ବିଜେପି ।

Panchayat Election
ଭୋଟ୍‌ ସରିଲା, ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଲେ ପ୍ରାର୍ଥୀ ! ହେଲେ କାହିଁକି ?

ଗଞ୍ଜାମ ଜିଲ୍ଲାରୁ ଆସିଛି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ । ଏଠାରେ ଭୋଟ ଗ୍ରହଣ ସରିଥିବା ବେଳେ ଷ୍ଟ୍ରଙ୍ଗ ରୁମ୍‌ରେ ତାଲା ପଡ଼ିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ବିଡିଓଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଉଛନ୍ତି ପ୍ରାର୍ଥୀ । ଆପଣ ଚିନ୍ତା କରୁଥିବେ ଷ୍ଟ୍ରଙ୍ଗ ରୁମ୍‌ରେ...

Fake Doctor
ଆଳୁ ଖୋଳୁ ଖୋଳୁ ମହାଦେବ ! ଖୋଲୁଛି ନୂଆ ନୂଆ ଅପରାଧ ପେଡ଼ି

ଭଉଣୀ ଲୁଟୁଥିଲେ ନଣନ୍ଦ ପୁଟୁଳି ତ ସୁନା ଓ ଟଙ୍କାରେ ଭାଗ ବସାଉଥିଲେ ଭିଣୋଇ ସହ ୧୮ ପତ୍ନୀ ଭିତରୁ ଜଣେ ପତ୍ନୀ । ଏପରିକି ଡ୍ରାଇଭରର ସଂପୃକ୍ତି ବି ରହିଛି

Panchayat Election
ପଞ୍ଚାୟତ ନିର୍ବାଚନ: ବିବାଦ ବଢ଼ୁଛି, ହିଂସା ଥମୁନି ! ସିଲ୍‌ ଥାଇ ବି ଖୋଲିଯାଉଛି ଭୋଟ ବାକ୍ସ

ଜଗତସିଂହପୁର ରାହାମାର ପୋଲିଂ କର୍ମଚାରୀଙ୍କୁ ମାଡ଼, ବିଡିଓଙ୍କୁ ଠେଲାପେଲା । ସୂଚନା ଅନୁସାରେ କୁଜଙ୍ଗ ପଣ୍ଡୁଆ ପଞ୍ଚାୟତର ୧୦ନଂ ବୁଥ୍‌ରେ ନିର୍ବାଚନ ପରେ ବାଲାଟ୍ ବକ୍ସ ଧରି ଫେରିଥିଲେ ପୋଲିଂ ପାର୍ଟି ।

Paramveer Singh
ପରମବୀର ସିଂହଙ୍କୁ ଆଶ୍ୱସ୍ତି, ତାଙ୍କ ଦେହରେ ହାତ ମାରିପାରିବନି ମହାରାଷ୍ଟ୍ର ପୋଲିସ

ପରମବୀର ସିଂ ବନାମ ମହାରାଷ୍ଟ୍ର ସରକାର ଲଢ଼େଇରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ପରମବୀର ସିଂଙ୍କ ବିରୋଧରେ ଥିବା ସମସ୍ତ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯିବ କି ନାହିଁ, ସେନେଇ ଆସନ୍ତା ୯ ତାରିଖରେ ଅନ୍ତିମ ଶୁଣାଣି କରିବେ ।

Ukraine-Russia War
ଯୁଦ୍ଧ ଆଶଙ୍କା ! ଋଷ ଚାଲ୍ ପରେ ଆମେରିକା ଦେଲା ଚେତାବନୀ, କହିଲା ସାରା ବିଶ୍ୱରେ ପଡ଼ିବ ପ୍ରଭାବ

ୟୁକ୍ରେନର ଦୁଇ ବିଦ୍ରୋହୀ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଛନ୍ତି ପୁତିନ । ୟୁକ୍ରେନର ଦୁଇ ବିବାଦୀୟ ଅଞ୍ଚଳକୁ ରୁଷିଆ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ପରେ ଆମେରିକା ଦେଇଛି ଚେତାବନୀ ।

Panchayat Election
ପଞ୍ଚାୟତ ନିର୍ବାଚନ: ପୁଅ ପାଇଁ ଘର ଘର ବୁଲି ଭୋଟ ମାଗୁଛି ମାଆ

ରମାମଣିଙ୍କ ସ୍ୱାମୀ ସ୍ୱର୍ଗତ ନାରାୟଣ ସାହୁ ବାଙ୍ଗୁରି ଗାଁ ପଂଚାୟତରୁ ୩ ଥର ସରପଞ୍ଚ ହୋଇଥିଲେ । ବାପାଙ୍କ ଲୋକପ୍ରିୟତାକୁ ପାଥେୟ କରି ଜନ୍ମେଜୟ ଘରୋଇ କମ୍ପାନୀ ଚାକିରୀ ଛାଡ଼ି ପଂଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

Afghanistan Weat
ପୁଣି ଆଫ୍‌ଗାନିସ୍ତାନକୁ ସହଯୋଗ କଲା ଭାରତ, ପାକିସ୍ତାନ ଦେଇ ପହଞ୍ଚିଲା ଗହମ

ଆଜି ପୁଣି ୫୦ ହଜାର ମେଟ୍ରିକ ଟନ୍ ଗହମ ଆଫଗାନିସ୍ତାନକୁ ପଠାଇଛି ଭାରତ । ଏହା ପାକିସ୍ତାନ ଦେଇ ଆଫଗାନିସ୍ତାନକୁ ଯିବ ।

Panchayat Election
ସାଂଘାତିକ ଜାଲିଆତି ! ବୁଥ୍‌ରେ ଭୋଟର ସଂଖ୍ୟା ଯେତିକି, ତା’ଠାରୁ ଅଧିକ ହୋଇଛି ମତଦାନ

ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କୌଣସି ରାଜନୈତିକ ଦଳ ବୁଥ୍‌ ରିଗିଂ କିମ୍ବା ବୁଥ୍‌ କ୍ୟାପ୍‌ଚର କରି ମନ ଇଚ୍ଛା ଭୋଟ୍ ଦେଇ ବାଲଟ୍‌ ବକ୍ସରେ ପକାଇଛି । 

Fake Doctor
ଖୋଲୁଛି ରିସିକିଆ ନକଲି ଡାକ୍ତରର ଗୁମର, ୧୮ଟି ବିବାହ ପଛରେ ସେ ଏକା ନଥିଲା..

୧୮ ଜଣ ମହିଳାଙ୍କୁ ବାହା ହେବା ସହିତ ଠକେଇ କରିଥିବା ଏହି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କୁ ସହଯୋଗ କରୁଥିଲେ ତାର ପରିବାର ଲୋକ । ବିଶେଷ କରି ଭଉଣୀ ସହାୟତା କରୁଥିବା ପୋଲିସ ଜାଣିବାକୁ ପାଇଛି ।

Jau kandhei
ସବୁଠି ଚର୍ଚ୍ଚା ! ଏଥର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ନିଆରା ପ୍ରଚାର ଶୈଳୀ

ପୂର୍ବଥର ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନ ଟିକେ ଭିନ୍ନ ଧରଣର ହେଉଥିବା ଭଳି ଦେଖାଯାଉଛି । ଅନେକ ବୁଥ୍‌ରେ ତ୍ରୁଟି ବିଚ୍ୟୁତି ହେବାରୁ ୨୩ ତାରିଖରେ ସାନି ମତଦାନ ହେବାକୁ ଯାଉଛି ।

target to journalists
ପୋଲିସ୍, ବିଡିଓ, ସାମ୍ବାଦିକ। ଭୋଟ୍ ହିଂସାକାରୀଙ୍କ କବଳରୁ କେହି ବର୍ତ୍ତୁନାହାନ୍ତି

ପୋଲିସ୍, ବିଡିଓ, ସାମ୍ବାଦିକ। ଭୋଟ୍ ହିଂସାକାରୀଙ୍କ କବଳରୁ କେହି ବର୍ତ୍ତୁନାହାନ୍ତି। କାହାକୁ ନିସ୍ତୁକମାଡ଼ ତ କାହାକୁ ଆକ୍ରମଣ। ପ୍ରଥମ ଦୁଇ ପର୍ଯ୍ୟାୟରେ ବିଶୃଙ୍ଖଳା  ଯାହା ଥିଲା, ତୃତୀୟ ପର୍ଯ୍ୟାୟରେ ସବୁକୁ ବଳିଗଲା। 

Panchayat Election
ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ୨୪ ଘଣ୍ଟା ପହରା ଦେଉଛନ୍ତି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ

ଏବେ ଯେଉଁଠି ନିର୍ବାଚନ ସରିଲାଣି, ସେଠି ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କୁ ଘାରିଛି ଭୋଟ୍ ବାକ୍ସର ସୁରକ୍ଷା ଚିନ୍ତା । ପୋଲିସ ତ ଜଗୁଛନ୍ତି, କିନ୍ତୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ମଧ୍ୟ ନିଜ ତରଫରୁ ଷ୍ଟ୍ରଙ୍ଗ୍ ରୁମ୍ ବାହାରେ ଦିନରାତି ୨୪ ଘଣ୍ଟା ପହରା ଦେଉଛନ୍ତି ।

Panchayat Election
ସାରା ରାଜ୍ୟରେ ଏଥର ନିର୍ବାଚନରେ ବିଶୃଙ୍ଖଳାର ମାଳମାଳ ଚିତ୍ର

ଗଣ୍ଡଗୋଳ.. ହିଂସା... ଗୋଷ୍ଠୀ ସଂଘର୍ଷ.. ବୁଥ୍ ରିଗିଂ... ଟଙ୍କା ବଣ୍ଟାକୁ ନେଇ ଅସନ୍ତୋଷ.. ସାମ୍ବାଦିକଙ୍କୁ ଆକ୍ରମଣ । ସାରା ରାଜ୍ୟରେ ପଂଚାୟତ ନିର୍ବାଚନବେଳେ ଦେଖିବାକୁ ମିଳିଛି ବିଶୃଙ୍ଖଳାର ଏଭଳି ମାଳମାଳ ଚିତ୍ର ।

Panchayat Election
ଥମୁନି ହିଂସା ! ଏଥର ପଂଚାୟତ ନିର୍ବାଚନରେ ବିଶୃଙ୍ଖଳାର ମାଳମାଳ ଚିତ୍ର, ଏଥିପାଇଁ ଦାୟୀ କିଏ ?

ବଳଦା ପଂଚାୟତ ଗୁରୁଡ଼ା ନିକଟ ଠାକୁରାମୀ ଗାଁରେ ଦୁଇ ସରପଂଚ ପ୍ରାର୍ଥୀ ରଜିଂତା ନାୟକ ଓ ବରୁଣ କୁମାର ନାୟକଙ୍କ ଗୋଷ୍ଠୀ ମୁହାଁମୁହିଁ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।