ନିୟମିତ ହେବା ଦୂର କଥା, ଚାକିରି ରହିବା ନେଇ ଦ୍ୱନ୍ଦ୍ୱ । ଏଜେନ୍ସି ଦ୍ୱାରା ହେବ ଡାଟା ଏଣ୍ଟ୍ରି , ତ୍ରୁଟି କଲେ ଜରିମାନା ।
ସରକାରୀ ଖାତାରୁ କୁଆଡ଼େ ଗଲା ଦେଓମାଳି ? ରାଜସ୍ୱ କି ଜଙ୍ଗଲ ବିଭାଗ ଖାତାରେ ନାହିଁ ରେକର୍ଡ । ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ତଥ୍ୟରୁ ବିବାଦ ।
ପପୁ ଓ ଗିଟୁଙ୍କୁ ଦୋଷମୁକ୍ତ କଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ତଦନ୍ତ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ ।
ବିବାହର ବର୍ଷକ ପରେ ତାଙ୍କର ପ୍ରଥମ ସନ୍ତାନ ବିନାୟକ ଜନ୍ମ ନେବା ପରେ ସେ ନିଷ୍ପତ୍ତି ନେଲେ ଗାଁକୁ ଫେରିବେ । ଆଉ ସେଠାରେ ଭଗବାନଙ୍କୁ ଧନ୍ୟବାଦ ଜଣାଇବେ ।
ଏହି ମିଶାଇଲ୍ଟି ଲେଜର ଭଳି କାମ କରିଥାଏ । ଯେଉଁଠିକୁ ଟାର୍ଗେଟ କରାଯାଇଥାଏ ସେହିଠାରେ ହିଁ କ୍ଷତି ଘଟାଇଥାଏ । ଅର୍ଥାତ ଯାହାକୁ ଟାର୍ଗେଟ କରାଯାଏ, ସେ ବଞ୍ଚିବା ମୁସ୍କିଲ ହୋଇଯାଏ ।
ନିର୍ବାଚନ କମିଶନଙ୍କ ୱେବସାଇଟ୍ରେ ଏନେଇ ବ୍ୟବସ୍ଥା ରହିଛି । ଏହାଛଡ଼ା ବୁଥ୍ସ୍ତରରେ ନିୟୋଜିତ କର୍ମଚାରୀ ମଧ୍ୟ ଅଫଲାଇନରେ କାମ କରୁଛନ୍ତି ।
ଯେବେଠାରୁ ମେଟା ଏହି ମେସେଜିଂ ଆପ୍କୁ କିଣିଛି, ସେବେଠାରୁ ଏମିତି ଅନେକ ଛୋଟ ମୋଟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି ।
ହତ୍ୟା ଧମକ ମିଳିବା ପରେ ଫ୍ୟାନ୍ସମାନେ ଓ ଖୋଦ୍ ସଲୁ ଭାଇ ମଧ୍ୟ ଚିନ୍ତାରେ ।
ଫସଲ ବଞ୍ଚେଇବାକୁ ଜମିକୁୁ ପାଣି ବୋହୁଛି ଚାଷୀ । ୬ରେ ଲଘୁଚାପ, ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ।
ସପ୍ତାହକ ମଧ୍ୟରେ ଲୁଟି ନେଲେ ୨୫ ଲକ୍ଷ ଟଙ୍କା । ସାଇବରଥାନାରେ ଅଭିଯୋଗ ପରେ ତନାଘନା ।
ଦରମା ୧ ଲକ୍ଷରୁ ୩ ଲକ୍ଷକୁ ବଢ଼ାଇବାକୁ ଦାବି । ପୂର୍ବତନ ବିଧାୟକ କହିଲେ ପେନ୍ସନ୍ ୫୦ହଜାର ଦିଅ ।
ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦୁର୍ନୀତି ତାଲିକାରେ ସେମାନଙ୍କ ନାଁ ବି ଅଧିକ ରହୁଛି ।
ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଡ଼ ର୍ନିମାଣରେ ପାଣ୍ଠିର ଅନିୟମିତତା ଓ ଆବଣ୍ଟନରେ ୪୦ କୋଟି ୮୨ ଲକ୍ଷ ଅଧିକ ବ୍ୟୟ ହୋଇଛି ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ଉମା ପଞ୍ଚାୟତ ରେଘାମୁଣ୍ଡାରେ ରହିଛି ଏହି ଦେଢ଼ଶୁର-ଭାଇବୋହୂ ଭୀମ ପାହାଡ଼ ।
ଇନ୍କମ୍ ଟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶେଷ ତାରିଖରେ ଅର୍ଥାତ୍ କେବଳ ରବିବାର ଦିନ, ରାତି ୧୧ଟା ସୁଦ୍ଧା ୬୭ ଲକ୍ଷ ୯୭ ହଜାର ୬୭ ଜଣ ଇନ୍କମ୍ ଟାକ୍ସ ରିଟର୍ଣ୍ଣ ଫାଇଲ କରିଛନ୍ତି ।
ଅଗ୍ନିକାଣ୍ଡରେ ଅନେକ ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଛି । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳ ଏକ ପ୍ରକାର ଧୁଆଁମୟ ହୋଇଯାଇଛି ।
ବହୁଚର୍ଚ୍ଚିତ ପାତ୍ରା ଚଲ୍ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ସେଇ କାରଣରୁ ବହି ଆସିବାରେ ଡେରି ହେଉଛି ନା ଅନ୍ୟ କିଛି କାରଣ ଅଛି? ଏହାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏନେଇ ତାଙ୍କ ପାଖରେ କୌଣସି ଖବର ନଥିବା କହିଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ।
ଆଦିବାସୀ ଅଧ୍ୟୁଷିତ ଗୋଲାମୁଣ୍ଡାରେ ଶିକ୍ଷାର ବିକାଶ ପାଇଁ ଅଭିରାମ ଅହରହ ଉଦ୍ୟମ କରିଚାଲିଥିଲେ ।