• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Bihar Spider Girl
କୁନି Spider Girl, ଆଖି ପିଛୁଳାକେ ଚଢ଼ିଯାଉଛନ୍ତି ଚିକ୍କଣ କାନ୍ଥରେ ! ଦେଖନ୍ତୁ ଭିଡିଓ

ସ୍ପାଇଡର ଗାର୍ଲ ଆମେରିକା କି ଲଣ୍ଡନର ନୁହଁନ୍ତି । ସେମାନଙ୍କୁ ଭାରତରେ ଦେଖିବାକୁ ମିଳିଛି । କୁନି କୁନି ଦୁଇ ଭଉଣୀ । ଯେଉଁମାନଙ୍କ ପାଖରେ ରହିଛି ସ୍ପାଇଡର ମ୍ୟାନ୍‌ ଭଳି ସୁପର ପାୱାର ।

Handball Tournament
ରାଜ୍ୟର ପ୍ରଥମ ସିନ୍ଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ କେନ୍ଦୁଝର ହେଲା ଚାମ୍ପିଅନ୍‌

ପୁରୁଷ ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ କେନ୍ଦୁଝର ଟିମ୍ ଚାମ୍ପିଆନ୍ ହୋଇଥିବା ବେଳେ ମହିଳା ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ ଯାଜପୁର ଚାମ୍ପିଆନ୍ ହୋଇଛି ।

Matric Exam
ଏପ୍ରିଲ୍‌ ୧୩ରୁ ନବମ ଶ୍ରେଣୀ ସମ୍ମେଟିଭ୍‌ ପରୀକ୍ଷା-୨

ମାଟ୍ରିକ ପରୀକ୍ଷା ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ମଧ୍ୟ ବିସ୍ତୃତ ସୂଚନା ଦେଇଛି । ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୭ରେ ସରିବ ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା ।

Matric Exam
ମାଟ୍ରିକ୍‌ ପରୀକ୍ଷା ନେଇ ଆସିଲା ସମ୍ପୂର୍ଣ୍ଣ ସୂଚନା, ପଢ଼ନ୍ତୁ..

ପରୀକ୍ଷା ୮୦ ମାର୍କ ବିଶିଷ୍ଟ ରହିବ । ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ । ଏହାସହ ସଂକ୍ଷିପ୍ତ ଉତ୍ତରମୂଳକ ୫୦ ମାର୍କ OMR ସିଟ୍‌ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

MLA Quarter
ଏଗାର ମହଲା ହେବ ବିଧାୟକଙ୍କ ନୂଆ କ୍ୱାର୍ଟର, ରହିବ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା

ବିଧାୟକ କ୍ୱାର୍ଟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବାଚସ୍ପତି । ଏହି ଅବସରରରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ବାଚସ୍ପତି ।

Prashant Jagdev
ଆକ୍ରମଣାତ୍ମକ ମୁଦ୍ରାରେ ବିଜେପି ! ସିଧା ନିଶାନାରେ ଶାସକ ଦଳ

ଜଗଦ୍ଦେବଙ୍କୁ ନିଲମ୍ବନ କରିବା ଏକ ନାଟକ ବୋଲି କହି, ଏତେ ବଡ଼ କାଣ୍ଡ ଭିଆଇଥିବା ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଦଳ ଏପର୍ଯ୍ୟନ୍ତ କାହିଁକି ବହିଷ୍କାର କରି ନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ବିଧାୟକଙ୍କ ଏଭଳି କାଣ୍ଡକୁ ସମ୍ବିତ ତୀବ୍ର ନିନ୍ଦା କରିଛନ୍ତି ।

Rahul Gandhi
ଶୋଚନୀୟ ପରାଜୟ ପରେ ବି ପଦ ଛାଡ଼ିବେନି ସୋନିଆ

ଦଳ ଚାହିଁଲେ ସେ ନିଜେ, ରାହୁଲ ଓ ପ୍ରିୟଙ୍କା ଇସ୍ତଫା ଦେବେ କହିଥିଲେ । ମାତ୍ର ଦଳ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

Municipal Election
କ’ଣ କଲା ଏ ରାଜନୀତି ! ବାପା ବିଜେଡିରୁ ପୁଅ ବିଜେପିରୁ, ଭାଇ ଭାଇରେ ବି ଜୋରଦାର ଟକ୍କର

ବାପା ଭୀମସେନ ମାଣ୍ଡୋଠିଆ ବିଜେପି ସମର୍ଥନରେ, ପୁଅ ରଣଜିତ ମାଣ୍ଡୋଠିଆ ବିଜେଡି ସମର୍ଥନରେ ଲଢ଼େଇ କରୁଛନ୍ତି ପରସ୍ପର ବିରୋଧରେ । ଅନୁଗୋଳ ପୌରପାଳିକା ୫ ନମ୍ବର ଓ୍ୱାର୍ଡର କାଉନସିଲ ପ୍ରାର୍ଥୀ ବନିଛନ୍ତି ଉଭୟେ ବାପ-ପୁଅ ।

Putin- Zhelensky
ପୁଟିନ୍‌ଙ୍କୁ ସିଧାସଳଖ ଭେଟିବାକୁ ଚାହୁଁଛନ୍ତି ଜେଲେନ୍‌ସ୍କି

ଋଷ ଯୁଦ୍ଧ ବିରତି ଘୋଷଣା କଲେ ହିଁ, ସେ ଜେରୁସେଲମ୍‌ରେ ପୁଟିନଙ୍କୁ ଭେଟିବାକୁ ପ୍ରସ୍ତୁତ ଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାଫ୍ତାଲି ବେନେଟଙ୍କୁ ପ୍ରସ୍ତାବ ଦେଇଛନ୍ତି ।

Hang Till Death
ଏକାଥରକେ ୮୧ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ମଧ୍ୟରେ, ମହିଳା ଓ ଶିଶୁଙ୍କୁ ହତ୍ୟା ଭଳି ବିଭିନ୍ନ ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ଏବଂ ଅଲ୍‌କାଏଦା ଓ ଆଇଏସ୍‌ଆଇଏସ୍ ଆତଙ୍କୀ ଅଛନ୍ତି ।

Russia Ukraine War
ଛିନ୍‌ଛତ୍ର ହୋଇଗଲାଣି ୟୁକ୍ରେନ୍‌ ! ଋଷର ୩୦ ମିଜାଇଲ ମାଡ଼, ପୁଣି ୩୫ ମୃତ

ପୋଲାଣ୍ଡ ସୀମାରୁ ମାତ୍ର ୨୫ କିମି ଦୂର ଲିଭିଭ୍‌ରେ ଆଜି ହୋଇଛି ମିଜାଇଲ୍ ମାଡ଼ । ରୁଷିଆ ୩୦ଟି କ୍ରୁଜ ମିଜାଇଲ ମାଡ଼ କରିବାରୁ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।

Babul Supriyo-Satrughna Sinha
TMCରୁ ଉପ-ନିର୍ବାଚନ ଲଢ଼ିବେ ଦୁଇ ପୂର୍ବତନ ମନ୍ତ୍ରୀ

ଏପ୍ରିଲ ୧୨ରେ  ଆସାନସୋଲ୍ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ଏପ୍ରିଲ ୧୬ରେ ହେବ ଭୋଟ୍ ଗଣତି ।

BJD
ଜାଣନ୍ତୁ କିଏ କେଉଁଠି ଜିତିଲା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ

ସାରା ଓଡ଼ିଶାର ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବିଜେଡିର ବାଜିମାତ୍

Punjab AAP
ବିଜୟ ପରେ ପଞ୍ଜାବରେ ଆପ୍‌ କଲା ଶକ୍ତି ପ୍ରଦର୍ଶନ

ଆପ୍‌ର ଐତିହାସିକ ବିଜୟ ପରେ ଅମୃତସରରେ ଏହି ବିଶାଳ ରୋଡ୍ ଶୋ’ର ଆୟୋଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ।

Narendra Modi
ଋଷରେ ବିଷମ ହେଲାଣି ସ୍ଥିତି ! ପଶ୍ଚିମରେ ଯୁଦ୍ଧ ଦେଖି ମୋଦି କଲେ ସୁରକ୍ଷା ସମୀକ୍ଷା ବୈଠକ

ପଶ୍ଚିମରେ ଦେଖାଦେଇଥିବା ଯୁଦ୍ଧ ସଙ୍କଟ ମଧ୍ୟରେ ଭାରତରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Prasant Jagdev
ପ୍ରଶାନ୍ତଙ୍କ ବିରୋଧରେ ବିଜେପିର କଡ଼ା ଆଭିମୁଖ୍ୟ, ସାରା ରାଜ୍ୟରେ କରିବ ସତ୍ୟାଗ୍ରହ

ସୋମବାରଠାରୁ ହେବ ସତ୍ୟାଗ୍ରହ । ରାଜ୍ୟର ସବୁ ସହରାଞ୍ଚଳରେ ବିରୋଧୀ ବିଜେପି କରିବ ଜୋରଳଦାର ସତ୍ୟାଗ୍ରହ । ସବୁ ବ୍ଲକ୍‌ ଓ ଜିଲ୍ଲା ମୁଖ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ବିଜେପି କରିବ ପ୍ରତିବାଦ ।

Amar pattnaik
୪ ରାଜ୍ୟରେ ବିଜେପିର ସଫଳତାକୁ ନେଇ ବିଜେଡି କହିଲା ଓଡ଼ିଶାରେ ପ୍ରଭାବ ପଡ଼ିବ ନାହିଁ

ମହିଳା ମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଓ ନାରୀ ଶକ୍ତିକୁ ଯେଉଁଭଳି ଭାବେ ପ୍ରାଧାନ୍ୟ ଦିଆଯାଉଛି ଏହି ଫଳାଫଳ ତାହାର ପ୍ରତିଫଳନ ବୋଲି କହିଛନ୍ତି ସମୀର ମହାନ୍ତି ।

Arvind Kejriwal
ରାଜଧାନୀରେ ନୁହେଁ ଗାଁରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

କେଜରିଓ୍ୱାଲଙ୍କ ସହିତ ଆଲୋଚନା ପରେ କେବେ ଶପଥ ନିଆଯିବ, ତାହା ଜଣାପଡ଼ିବ । ଆଜି ସଂଧ୍ୟା ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ମାନ୍ । କାଲି ସରକାର ଗଠନ ନେଇ ସେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବେ ।

akhilesh-yadav
ପରାଜୟ ପରେ ଅଖିଳେଶଙ୍କ ବଡ଼ ବୟାନ ! କହିଲେ ବିଜେପି ଖସୁଛି, ସପା ବଢ଼ୁଛି

ବିଜେପିର ସିଟ୍ ତଳକୁ ଖସାଇ ହେବ, ତାହା ଆମେ କରି ଦେଖାଇଛୁ । ଆଗକୁ ଏହା ଆହୁରି ଜାରି ରହିବ । ଗତ ଥର ଅପେକ୍ଷା ଆସନ ସଂଖ୍ୟା ବୃଦ୍ଧି ପାଇବା ଓ ଭୋଟ୍ ହାର ବୃଦ୍ଧି ପାଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଲେ ଅଖିଳେଶ । 

Train Derailed
ପୁଣି ଲାଇନ୍‌ଚ୍ୟୁତ ମାଲ୍‌ବାହୀ ଟ୍ରେନ୍‌, ଏକାଥରକେ ୬ ବଗି ଓଲଟିଲା

କୋଇଲା ବୋଝେଇ ହୋଇ ଟ୍ରେନ୍‌ଟି ଯାଉଥିବା ବେଳେ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।