• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Mundali
ଜଳ ପ୍ରଳୟ ! କାହାର ସର୍ବନାଶ ତ କିଏ ପାଣି ଦେଖି ଖୁସି, କଟକର ମୁଣ୍ଡଳିରେ ବନ୍ୟା ଦେଖିବାକୁ ଆସର

ହଜାର ହଜାର ଲୋକଙ୍କ ଉପସ୍ଥିତି ଯୋଗୁଁ ଉପୁଜୁଛି ଟ୍ରାଫିକ୍ ସମସ୍ୟା । ବନ୍ୟାବେଳେ ବ୍ରିଜ୍‌କୁ ନଯିବାକୁ ଲୋକଙ୍କୁ ଏସଆରସିଙ୍କ ପରାମର୍ଶ ।

Hirakud Dam
ହୀରାକୁଦ ଖୋଲୁଛି ଅଧିକ ଗେଟ୍, ଛତିଶଗ଼ଡ ପକାଉଛି କି ଚାପ ?

ରାଜ୍ୟ ସରକାରଙ୍କ ଯୁକ୍ତି, ସ୍ଥିତି ଦେଖି ଗେଟ୍ ଖୋଲାଯାଉଛି । ଜଳ ପରିଚାଳନା ନେଇ ଓଡିଶା-ଛତିଶଗ଼ଡ ବୈଠକ ହେଉନି: SRC

Flood
ଦାଉ ସାଧୁଛି ବନ୍ୟା ! ଯାଜପୁର-ଜଗତସିଂହପୁର-କେନ୍ଦ୍ରାପଡ଼ା-ପୁରୀରେ ମହାନଦୀର କୋପ

କାଣି, କରାଣ୍ଡିଆ, ମକରା ନଦୀରେ ଘାଇ । ହଜାର ହଜାର ହେର ଚାଷଜମି ସହ ବହୁ ଗାଁ ଜଳମଗ୍ନ । ମହାନଦୀର ଉଛୁଳା ପାଣିରେ ଆଠଗଡ଼ ଓ ବାଙ୍କୀରେ ବ୍ୟାପକ କ୍ଷତି ।

Flood
ବନ୍ୟା ବନ୍ୟା ବନ୍ୟା ! ଗାଁ ଦାଣ୍ଡରେ ପାଣି, ଘର ଭିତରେ ପାଣି; ଛାତ ଉପରେ ତମ୍ବୁଟାଣି କଟୁଛି ଦିନ

ଦୁର୍ଦ୍ଦଶାରେ ଜୀବନ, ଚାଳ ଭାସୁଛି-ଚୁଲି ବୁଡ଼ିଛି ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା ।

Mahanadi Flood
ଭୟଙ୍କର ହେଉଛି ବନ୍ୟା ସ୍ଥିତି ! ଗର୍ଜନ କରୁଛି ମୁଣ୍ଡଳୀ, ପ୍ରବାହିତ ହେଉଛି ୧୨ଲକ୍ଷ କ୍ୟୁସେକ୍ ଜଳ

ବନ୍ୟା ଡର ଥିବାରୁ ଆସନ୍ତା ୨ରୁ ୩ଦିନ ଚିନ୍ତାଜନକ । ହୀରାକୁଦର ମୋଟ୍ ୪୦ ଗେଟ୍ ଖୋଲିବାକୁ ନିଷ୍ପତ୍ତି । ବନ୍ୟା ପାଇଁ ୧୦ ଜିଲ୍ଲାକୁ ଆଲର୍ଟ । ଭିଡିଓ କନଫରେନସିଂରେ ମୁଖ୍ୟମନ୍ତ୍ରୀ କଲେ ବନ୍ୟା ସମୀକ୍ଷା ।

hirakud
ଗମ୍ଭୀର ହେଉଛି ବନ୍ୟା ସ୍ଥିତି ! ୩୧ ଗେଟ୍‌ ଖୋଲିଛି, ଅଧା ରାଜ୍ୟ ବୁଡ଼ିଲାଣି; ଏବେ ୪୦ ଗେଟ୍ ଖୋଲିବ

୪୦ ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡ଼ର କିଛି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

Flood
ବନ୍ୟା ସ୍ଥିତି ଗମ୍ଭୀର, ମୁଣ୍ଡଳିରେ ବଢ଼ୁଛି ଜଳସ୍ତର ! ବୁଡ଼ିଲାଣି ଅଂଶୁପା

ଗାଁ ରାସ୍ତାରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ତିଗିରିଆ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।

Prime Ministers 5 calls to the countrymen from Lalkilla
‘ଆଗାମୀ ୨୫ ବର୍ଷରେ ଭାରତ ଏକ ଉନ୍ନତ ଦେଶର ମାନ୍ୟତା ହାସଲ କରିପାରିବ’

ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତ ସହ ଗୋଲାମୀର ଦୁଃସ୍ୱପ୍ନରୁ ମୁକ୍ତି, ନିଜ ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ସହ ଏକଜୁଟ୍ ହୋଇ ନାଗରିକମାନେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି।

Mahanadi Flood
ଆକ୍ତାମାକ୍ତା କଲାଣି ମହାନଦୀ ବଢ଼ି, ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା

ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ କେମିତି ଦୁଃସ୍ଥିତି ହୋଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ତାହା କହିବାକୁ ଶବ୍ଦ ନାହିଁ ।

Tel River
ପ୍ରଥମେ ଛୋଟ ଧରଣର, ତାପରେ ମଧ୍ୟମ ବନ୍ୟା ହେବ ବୋଲି କୁହଯାଉଥିବା ବେଳେ ଆଜି ବଦଳିଛି ଚିତ୍ର

ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ୍ ଏସ୍‌ଆର୍‌ସି ।

 Anita Bose Pfaff
ଏବେ ସମୟ ଆସିଛି ନେତାଜୀଙ୍କ ଅବଶିଷ୍ଟାଂଶ ଫେରାଇ ଆଣିବାର: ଅନୀତା ବୋଷ ଫାଫ୍‌

ଟୋକିଓର ଏହି ମନ୍ଦିରରେ ଥିବା ନେତାଜୀଙ୍କ ଅବଶିଷ୍ଟାଂଶରୁ ଯଦି ଡିଏନ୍‌ଏ ସଂଗ୍ରହ ହୋଇପାରିବ ତେବେ ତାହା ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ ।

Tel River
ମହାନଦୀରେ ବଡ଼ ବନ୍ୟା ଆଶଙ୍କା, ତେଲ୍ ନଦୀ ମିଶିବା ପରେ ନେଉଛି ଭୟଙ୍କର ରୂପ !

ମୁଣ୍ଡଳିରେ ଚାଲୁଛି ୧୦ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀକୁ ସତର୍କତା ।

Mahanadi Flood
ମହାନଦୀରେ ବନ୍ୟା: ବେଳକୁ ବେଳ ସ୍ଥିତି ଗମ୍ଭୀର ହେଉଛି, ସତର୍କ ରହିବାକୁ ପରାମର୍ଶ

ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ଆଠଗଡ଼, ବଡ଼ମ୍ବା ଓ ବାଙ୍କୀ ବ୍ଲକ୍‌ର ବହୁ ଗାଁ ବିଛିନ୍ନ । ମୁଣ୍ଡଳୀରେ ୧୦ଲକ୍ଷ କ୍ୟୁସେକ୍‌ରୁ ଅଧିକ ପାଣି ପ୍ରବାହିତ ।

Flood
କି ଅବସ୍ଥା ! ବେକେ ପାଣିରେ ବୁଡ଼ି ମଶାଣିକୁ ନିଆଯାଉଛି ମୃତଦେହ

ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ା ଗାଁରେ ।

Heavy Rainfall
ବିଶେଷଜ୍ଞଙ୍କ ମତ, ବର୍ଷା କମିଛି ହେଲେ ବନ୍ୟା ଟଳିନି !

ବର୍ଷା କମିଛି ସତ ହେଲେ ବନ୍ୟା ପରିସ୍ଥିତି ଟଳିନି । ଆଗକୁ ୨ ଦିନ ଯାଏଁ ପାଗ ଶୁଖିଲା ରହିବ ।

Salary Hike
ଖୁସି ଖବର ! ସ୍ୱାଧୀନତା ଦିବସରେ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦେଶ ପ୍ରେମ କଥା କହିବା ସହ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଥିଲେ । 

sarapancha
ଏମିତି ସରପଞ୍ଚ ବିରଳ ! ସ୍କୁଲରେ ପାଠ ପଢ଼ାଉଛନ୍ତି, ଗାଁରେ ବୁଲି ବୁଲି ଲୋକଙ୍କ ଦୁଃଖ ବୁଝୁଛନ୍ତି

ସ୍ଥାନୀୟ ସରପଞ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ, ଆଉ ଏହି ସମୟରେ ନିଜେ ଶିକ୍ଷକ ହୋଇ ପିଲାଙ୍କୁ ପାଠ ପଢାଇଲେ । ନିଜେ ଚକ୍‌ ଖଡ଼ି ଧରି କଳାପଟାରେ ଗଣିତ କସି ପିଲାଙ୍କୁ ବୁଝାଇଲେ l

Hirakud
ଫୁଲୁଛି ମହାନଦୀ, ହୀରାକୁଦରେ ଆହୁରି ଗେଟ୍‌ ଖୋଲିବ ! ଆହୁରି ବର୍ଷିବା ସମ୍ଭାବନା

ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖାଯାଇଛି, ଅଫିସରମାନେ ମଧ୍ୟ ସଜାଗ ଅଛନ୍ତି । ଏହାସହ ଆସନ୍ତା ୨୧ ତାରିଖ ସୁଦ୍ଧା ହୀରାକୁଦରେ ୬୨୨ ଫୁଟ ଯାଏଁ ପାଣି ରଖାଯାଇପାରିବ ବୋଲି ସେ କହିଛନ୍ତି । ତେବେ ୧୮ ସ୍ଥାନରେ ଦୁର୍ବଳ ଥିବା ନଦୀବନ୍ଧକୁ ମରାମତି କରାଯାଇଛି ।

Police seva Medal
ଓଡ଼ିଶାର ୧୫ ଜଣଙ୍କୁ ମିଳିବ ପୋଲିସ ସେବା ମେଡାଲ

୧୧ ଜଣଙ୍କୁ ମେଧାବୀ ପୋଲିସ ସେବା ପଦକ ।

Flood
ଚାରିଆଡ଼େ ବର୍ଷା ! ବିପଦ ସଙ୍କେତ ଉପରେ ଯାଉଛି ବୈତରଣୀ

ଭଦ୍ରକ ଆଖୁଆପଦାରେ କମିବାରେ ଲାଗୁଛି ବୈତରଣୀର ଜଳସ୍ତର । ଏଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ, ବର୍ତ୍ତମାନ 17.96 ମିଟରରେ ପ୍ରବାହିତ ହେଉଛି ଜଳ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।