• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Lord Shiva
ମହାଶିବରାତ୍ରୀ ! ଭଗବାନ ଶିବଙ୍କୁ ଆଦୌ ଅର୍ପଣ କରନ୍ତୁ ନାହିଁ ୫ଟି ଜିନିଷ; ପାଇବେନି ସଫଳତା

ଯଦି ଆପଣମାନେ ଶିବରାତ୍ରୀ ଦିନ ଏହି କାମ କରୁଛନ୍ତି ତେବେ ରାଗିଯାଇଥାଆନ୍ତି ମହାଦେବ। ତେବେ ଆସନ୍ତୁ ଜାଣିବା ଶିବରାତ୍ରୀରେ କଣ କଣ କରିବା ଏବଂ କଣ କରିବା ନାହିଁ।

Organic Farming
ଜୈବିକ ଚାଷ କ’ଣ ? କାହିଁକି ଦିଆଯାଉଛି ଗୁରୁତ୍ୱ ? ବଜାରରେ ଏହାର ମୂଲ୍ୟ ବି ଅଧିକ ଆଉ ଚାହିଦା ବି !

ଜୈବିକ ଚାଷ କହିଲେ ଆମେ କାହାରିକୁ କ୍ଷତି ପହଞ୍ଚାଇବା ବିନା ଚାଷ କାର୍ଯ୍ୟ କରିବା ହିଁ ଜୈବିକ ଚାଷ । ଆପଣ ଏଠି ଭାବୁଥିବେ ଚାଷ କାର୍ଯ୍ୟରେ ବି କ’ଣ କାହାର କେବେ କିଛି କ୍ଷତି ହୋଇଥାଏ ?

ଓଡ଼ିଶା ପାଣିପାଗରେ ବି ଫଳୁଛି କାଶ୍ମୀର ରେଡ୍‌ ବେରୀ, ଦେଖନ୍ତୁ ଜଣେ ଚାଷୀଙ୍କ କାହାଣୀ

ଠିକ୍‌ ଏମିତି ଏକ ନିଷ୍ଠାପର ବ୍ୟକ୍ତିଙ୍କ ବିଷୟରେ ଆମେ ଆଜି ଆଲୋଚନା କରିବା । ଯିଏ କି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି । ନିଜର ଇଚ୍ଛାଶକ୍ତି ଓ ନିଷ୍ଠାପର ପରିଶ୍ରମ ଯୋଗୁଁ ଜଣେ ଚାଷୀ ଏଭଳି କମାଲ କରିଛନ୍ତି ।

Russia Ukraine War
ଘମାଘୋଟ ହେଉଛି ଯୁଦ୍ଧ ! ଋଷଠାରୁ ହାର ମାନୁନି କୁନି ୟୁକ୍ରେନ୍‌, ଜାଣନ୍ତୁ କାହାର କେତେ ଶକ୍ତି..

ଯୁଦ୍ଧ ସ୍ଥିତି ଭିତରେ ଚର୍ଚ୍ଚା, କଣ ରୁଷିଆର ବିଶାଳ ସାମରିକ ଶକ୍ତିକୁ ମୁକାବିଲା କରିପାରିବ ୟୁକ୍ରେନ୍ ? ଉତ୍ତର ଯାହା ବି ହେଉନା କାହିଁକି, ପୁଟିନଙ୍କ ନିଷ୍ପତ୍ତି ଆଗରେ କିନ୍ତୁ ମୁଣ୍ଡ ନୁଆଁଇନି ୟୁକ୍ରେନ୍ ।

Russia Ukraine War
ୟୁକ୍ରେନ୍‌ରେ ଖାଦ୍ୟାଭାବ ! କେଉଁଠି ବୋମା ଫୁଟୁଛି ତ କେଉଁଠି ମିସାଇଲ ମାଡ଼, ଭିଡିଓ କଲରେ କାନ୍ଦି କାନ୍ଦି କହୁଛନ୍ତି ଛାତ୍ରଛାତ୍ରୀ

କାହା ମାଆଙ୍କ ଆଖିରୁ ଲୁହ ଝରୁଛି ତ ଆଉ କାହା ବାପାଙ୍କ କଲିଜା ଓଟାରି ହୋଇଯାଉଛି । କାହିଁକି ବା ନହେବ । ନିଜ ନିଜ ନୟନପିତୁଳା ଯେହେତୁ ଫସିଯାଇଛନ୍ତି ଯୁଦ୍ଧର ବିଭୀଷିକା ଭିତରେ । ମନକୁ ପାପ ଛୁଉଁଛି, ଅଜଣା ଆତଙ୍କ ମାଡ଼ି ବସୁଛି ।

Ukraine Russia War
ମୁଣ୍ଡ ନୁଆଇଁବାକୁ ନାରାଜ ଜେଲେନ୍‌ସ୍କି ! କହିଲେ ଋଷର ଦ୍ୱିତୀୟ ଟାର୍ଗେଟ୍‌ ମୋ ପରିବାର..

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି କହିଛନ୍ତି, ମୁଁ ଋଷର ପ୍ରଥମ ଟାର୍ଗେଟ, ମୋ ପରିବାର ଦ୍ୱିତୀୟ ଟାର୍ଗେଟ୍ । ଏହା ଜାଣିଥିଲେ ବି ମୁଁ କିଭ୍ ଛାଡ଼ିବି ନାହିଁ । ଅନ୍ୟପକ୍ଷରେ ୟୁକ୍ରେନ ସେନା ଅସ୍ତ୍ରତ୍ୟାଗ କଲେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଛି ଋଷ ।

Ukraine Russia War
ଋଷ ସୈନିକଙ୍କ ବର୍ବରତା ! ରାସ୍ତାରେ ଯାଉଥିବା କାର ଉପରେ ଚଢ଼ାଇଦେଲେ ଯୁଦ୍ଧ ଟ୍ୟାଙ୍କ, Viral Video

ୟୁକ୍ରେନର ରାଜଧାନୀ କିଭ ଉପରେ ଋଷ ଆକ୍ରମଣର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯାଉଛି । ସେହି ଭିଡିଓ ଗୁଡ଼ିକୁ ଦେଖିଲେ ସେଠାକାର ପରିସ୍ଥିତି କେତେ ଭୟଙ୍କର ତାହା ସହଜରେ ଅନୁମାନ କରାଯାଇପାରିବ ।

Father Of All Bomb
ଋଷ ପାଖରେ ଅଛି ‘ଫାଦର ଅଫ୍ ଅଲ୍‌ ବମ୍‌’, ଜାଣନ୍ତୁ ଏହା କେତେ ଶକ୍ତିଶାଳୀ

ଗୁରୁବାର ସକାଳୁ ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଋଷ ପକ୍ଷରୁ ଚାରିପଟୁ ଆକ୍ରମଣ କରାଯାଉଛି । ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପ୍ରଥମେ ଆକ୍ରମଣ ପାଇଁ ଘୋଷଣା କରିଥିଲେ ।

Cyber Attack
ୟୁକ୍ରେନ୍‌କୁ ଚାରିଆଡ଼ୁ ଘେରିଲା ଋଷ, ଏବେ Cyber Attack କରି କରୁଛି ଡାଟା ଡିଲିଟ୍

ଗୋଟିଏ ପଟେ ବୋମା ବର୍ଷା ଚାଲିଥିବା ବେଳେ ଅନ୍ୟପଟେ ସାଇବର ଆଟାକ୍‌ ମଧ୍ୟ ଆରମ୍ଭ କରିଛି ଋଷ । ୟୁକ୍ରେନରେ ଶହ ଶହ କମ୍ପ୍ୟୁଟରକୁ ଟାର୍ଗେଟ କରୁଥିବା ଏକ ବିପଜ୍ଜନକ ସଫ୍ଟୱେୟାର ଏବେ ସାମ୍ନାକୁ ଆସିଛି ।

Ukraine- Russia War
ଘମାଘୋଟ ଯୁଦ୍ଧ ! ଋଷିଆର ୫ ଲଢ଼ୁଆ ବିମାନକୁ ମାରି ଖସାଇଲା ୟୁକ୍ରେନ୍‌ ସେନା

ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଲୁହାଂସ୍କ ପ୍ରଦେଶରେ ରୁଷୀୟ ଲଢ଼ୁଆ ବିମାନ ମାରି ଖସାଇଥିବା ନେଇ ୟୁକ୍ରେନ ଦାବି କରିଛି

Imran Khan
ପାକିସ୍ତାନ-ଆମେରିକା ମଧ୍ୟରେ ବଢ଼ୁଛି ତିକ୍ତତା, ବାରମ୍ବାର ମନା ସତ୍ତ୍ୱେ ଋଷ ଗସ୍ତରେ ଇମ୍ରାନ

ଯୁଦ୍ଧ ଆଶଙ୍କା ମଧ୍ୟରେ ବୁଧବାର ମସ୍କୋ ଯାତ୍ରା କରିଛନ୍ତି ଇମ୍ରାନ । ସାମ୍ପ୍ରତ୍ତିକ ସ୍ଥିତିରେ ପ୍ରଥମ ବିଶ୍ୱ ନେତା ଭାବେ ଇମ୍ରାନଙ୍କ ଋଷରେ ପହଞ୍ଚିଛନ୍ତି । ତେବେ ଇମ୍ରାନଙ୍କ ଏଭଳି ଆଚରଣରୁ ସ୍ପଷ୍ଟ ବାରି ହେଉଛି ଯେ, ଆମେରିକା ସହ ପାକିସ୍ତାନର ସମ୍ପର୍କରେ ଅବନତି ଘଟିଛି ।

Russian President Vladmir Putin
ଯୁଦ୍ଧ ଆରମ୍ଭ ! ବିଶ୍ୱ ନେତାଙ୍କୁ ଧମକ ଦେଲେ ପୁଟିନ୍‌, କହିଲେ ମୁଣ୍ଡ ପୁରାଇଲେ ଭୟାବହ ହେବ ସ୍ଥିତି

ପୁଟିନ୍‌ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍‌ର କିଭ୍ ଓ ଖାରକିଭ୍‌ରେ ରୁଷିଆର ମିଜାଇଲ ଆକ୍ରମଣ ହୋଇଥିବା ଦେଖାଯାଇଛି । ବିଭିନ୍ ସ୍ଥାନରେ ବୋମା ବର୍ଷା ହୋଇଥିବା ସ୍ଥିତି ସଙ୍କଟାପନ୍ନ ହୋଇଛି ।

Russia Ukraine
ସାଂଘାତିକ ସ୍ଥିତି ! ପୁଟିନ୍‌ଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ୍‌ରେ ବୋମା ବର୍ଷା

ଖାରକିଭ୍‌ରେ ବିସ୍ଫୋରଣ ଯୋଗୁ କେମିତି ଅନ୍ଧାର ରାତିରେ ସବୁଆଡ଼ ଆଲୋକିତ ହେଉଛି ଓ ଧୂଆଁ ବାହାରୁଛି, ତାହା ଦେଖିବାକୁ ମିଳିଛି। ଏହାବାଦ ଡୋନେସ୍କର ମରିଉପୋଲରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଏହାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି ।

United nation
ଯୁଦ୍ଧ ଆଶଙ୍କା ! ଜାତିସଂଘ ସୁରକ୍ଷା ପରିଷଦର ଘନ ଘନ ବୈଠକ, ଶାନ୍ତି ଚାହୁଁଛି କହିଲା ୟୁକ୍ରେନ୍‌

ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ମିଟ୍ରୋ କୁଲେବା ଜାତିସଂଘ ସାଧାରଣ ପରିଷଦରେ ତାଙ୍କ ବ୍ୟକ୍ତବ୍ୟ ରଖି କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅତୀତର ଭୁଲକୁ ଆଉ ଥରେ ପୁନରାବୃତ୍ତି ନକରିବା ଉଚିତ୍‌ ।

Mehul-Mallya-Nirab
୧୮ ହଜାର କୋଟି ଫେରାଇଛନ୍ତି ମେହୁଲ-ମାଲ୍ୟା-ନୀରବ

କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁସାର ମେହଟ୍ଟା ମଙ୍ଗଳବାର ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଦେଶରେ ବର୍ତ୍ତମାନ ମୋଟ ୬୭ ହଜାର କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲା ପଡ଼ିରହିଛି ।

Panchayat Election
ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍, ଆରମ୍ଭରୁ ହିଂସା

ଏଥର ଭୋଟ୍ ଦେଉଛନ୍ତି ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର । ୧୩ ହଜାର ୫୧୪ଟି ବୁଥ୍ ବ୍ୟବସ୍ଥା ହୋଇଛି । ଶାନ୍ତିଶୃଙ୍ଖଳାରେ ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି ।

Panchayat Election
ପଞ୍ଚମ ପର୍ଯ୍ୟାୟରେ ବି ଥମିନି ହିଂସା, ପୁଣି ଗଡ଼ିଲା ମୁଣ୍ଡ

ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଗଡ଼ିଛି ମୁଣ୍ଡ । ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବଡ଼ବୋଦସା ଗାଁ ଦାଣ୍ଡରେ ବୋମାମାଡ଼ ହୋଇ ଜଣେ ଯୁବକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।

lingaraj temple
ଶିବରାତ୍ରୀରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟ ଧାର୍ଯ୍ୟ, ମନ୍ଦିରରେ ଭକ୍ତ ବି ଜାଳିପାରିବେ ଦୀପ

ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

Panchayat Election
ଷ୍ଟ୍ରଙ୍ଗରୁମ୍‌ ଉପରେ ଭରସା ନାହିଁ ! କେଉଁଠି ଟ୍ରାକ୍ଟର ତ କେଉଁଠି ଜରିପାଲ ପକାଇ ଜଗିଛନ୍ତି ପ୍ରାର୍ଥୀ

ଭୋଟ୍ ଗଣତି କେନ୍ଦ୍ର ବାହାରେ ବିଶେଷ କରି ଗଣତି ସମୟରେ ହେବାକୁ ଥିବା ଭିଡ଼ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସଂପର୍କରେ ଆଲୋଚନା ହୋଇଛି ।

Panchayat Election
ଭୋଟ୍ ସରିନି.. ରେଜଲ୍ଟ ବି ଆସିନି.. ହେଲେ ତେଜିଲାଣି ପଲିଟିକାଲ୍ ବାଦିପାଲା

ଚଳିତ ପଞ୍ଚାୟତ ନିର୍ବାଚନରେ ଚାଲିଥିବା ବେକାବୁ ହିଂସାକୁ ନେଇ ଚାଲିଛି ଦୋଷ ଠେଲାଠେଲି । ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ନିଇତି ଆଗ ପଛ ହୋଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେଉଥିଲେ, କିନ୍ତୁ ଆଜି ସିଧା ତାଙ୍କ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ବିଜେଡି-ବିଜେପି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।