ରାଜ୍ୟରେ କେତେ ସୁରକ୍ଷିତ ହାତୀ ଆଜି ବିଶ୍ୱ ହାତୀ ଦିବସରେ ଆସନ୍ତୁ ଜାଣିନେବା।
ସମ୍ଭାବ୍ୟ ବର୍ଷାକୁ ଦେଖି ୧୩ରୁ ୧୫ ତାରିଖ ଯାଏଁ ସବୁ ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ ।
୩ ବର୍ଷ ପରେ ସେସବୁ କେମିତି ଚାଲିଛି, ମୋବାଇଲ ଟୟଲେଟ୍ ଅବସ୍ଥା କେମିତି ଅଛି ଆସନ୍ତୁ ଜାଣିବା।
୧୯୯୯ ମସିହାରେ ତୁଙ୍ଗନାଥ ଚତୁର୍ବେଦୀ, ଯିଏ କି ଜଣେ ଆଇନଜୀବୀ । ସେ ମଥୁରାରୁ ମୋରାଦାବାଦ ଯିବା ପାଇଁ ଦୁଇଟି ରେଳ ଟିକେଟ୍ କାଟିଲେ । ପ୍ରତି ଟିକେଟ୍ର ଦାମ ଥିଲା ୩୫ ଟଙ୍କା । ହେଲେ ତାଙ୍କଠାରୁ ୭୦ ବଦଳରେ ରଖାଯାଇଥିଲା ୯୦ ଟଙ୍କା ।
ସେଚ ପ୍ରକଳ୍ପ ଉଦ୍ଘାଟନ ସହ ଗାଇଲେ ଜିଲ୍ଲାର ଗୁଣ । ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ନେଇ ତେଜିଲା ରାଜନୀତି ।
ରତ୍ନଭଣ୍ଡାରର ମରାମତି ପାଇଁ ASI ର ଚିଠିକୁ ନେଇ ଚର୍ଚ୍ଚା । ଚୂଡ଼ାନ୍ତ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ବିପଦପୂର୍ଣ୍ଣ ସ୍ଥିତିରେ ଅଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ।
ହୀରାକୁଦର ୨୦ଟି ଗେଟ୍ରେ ହେଉଛି ଜଳ ନିଷ୍କାସନ । ଅବିଶ୍ରାନ୍ତ ବର୍ଷାରେ ଭୂସ୍ଖଳନ, ଜଳବନ୍ଦୀ ଆଶଙ୍କା ।
ଭକ୍ତମାନେ ଯେଉଁ ସ୍ଥାନରୁ ଜଳ ଉଠାଇଥିଲେ ତାହାର ନାମ ହେଉଛି ରୋମାନ୍ ବାଥ୍ । ଏହା ଏକ ଉଷ୍ମ ପ୍ରସ୍ରବଣ ।
ଉକ୍ତ ବ୍ୟକ୍ତିଙ୍କର ଏକ ଜରୁରୀ ଡକ୍ୟୁମେଣ୍ଟ ହଜିଯାଇଥିଲା । ତାକୁ ପୁଣି ଥରେ ପାଇବା ପାଇଁ ସେ ଥାନାକୁ ଯାଇଥିଲେ, FIR ଦେବାକୁ ।
ନ୍ୟାସନାଲ୍ ରୁରାଲ୍ ହେଲଥ୍ ମିଶନ୍-NRHM ଜରିଆରେ ଏହାକୁ ନବ ଦମ୍ପତିଙ୍କ ପାଖକୁ ପଠାଯିବ ।
ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ମାନଙ୍କୁ ନଜରରେ ରଖି ୧ ଜୁନ୍ ୨୦୧୫ ମସିହାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପେନସନ୍ ଯୋଜନା ଲାଗୁ କରିଥିଲେ ।
ଯାତ୍ରୀଙ୍କୁ ନେଇ ବସ୍ଟି ଭୁବନେଶ୍ୱରରୁ ପୁରୀ ଆଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ବିଲ୍ଡର୍ ଶିଶିର ଦାସଙ୍କୁ ଜାମିନ ମିଳିଛି । ପାରାଦୀପ ପୋର୍ଟ ଲାଞ୍ଚ କାରବାରରେ ଗିରଫ ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ବିଚାର ବିଭାଗୀୟ ହାଜତରେ ରହିବେ ।
ବର୍ଷାରୁ ରକ୍ଷା ପାଇଁ ଷ୍ଟାଡିୟମ ଛାତରେ ପଡ଼ିଥିଲା ଜରି ପାଲ । ଅନ୍ତର୍ଜାତୀୟ ଇଭେଣ୍ଟ ମାନ୍ୟତାପ୍ରାପ୍ତ ସ୍ଥଳର ବିଳକ ଚିତ୍ରକୁ ନେଇ ବଢୁଛି କ୍ଷୋଭ ।
ଜୁଏଲାରୀ ଦୋକାନରେ ଚଢ଼ଉ ବେଳେ ୨୩ ସୁନା ବିସ୍କୁଟ୍ ଜବତ । ମାମଲାରେ ଆୟକର ଓ ଜିଏସ୍ଟି ବିଭାଗର ଖୋଳତାଡ଼ ।
ଦ୍ୱିତୀୟ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ହେଲେ ତେଜସ୍ୱୀ ଯାଦବ । ବିହାରରେ ମହାମେଣ୍ଟ ସରକାରର ଦ୍ୱିତୀୟ ପାଳି, ରେକର୍ଡ ୮ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ
କଳିଙ୍ଗନଗରରେ ଷ୍ଟିଲ ଓ ସିପିପି ପ୍ଲାଣ୍ଟ କରିବ ଓଡ଼ିଶା ଆଲୟଜ୍ ଷ୍ଟିଲ୍ । ଉଭୟ ପ୍ଲାଣ୍ଟରେ ନିବେଶ ହେବ ୮ ହଜାର କୋଟି ଟଙ୍କା । ଆଉ ଏଥିରେ ୫ ହଜାର ଜଣ ନିଯୁକ୍ତି ପାଇବେ ।
ଏବେ ସୁଦ୍ଧା ଏହି ୯ ଜଣଙ୍କୁ ମିଶାଇ ୧୭୩ ଅଧିକାରୀଙ୍କ ପ୍ରତି ହେଲାଣି କାର୍ଯ୍ୟାନୁଷ୍ଠାନ ।
ନୁପୂରଙ୍କ ଅନ୍ତରୀଣ ସୁରକ୍ଷା ଅବଧି ମଧ୍ୟ ବଢ଼ାଇଲେ ସର୍ବୋଚ୍ଚ ନ୍ୟାୟାଳୟ ।