• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Imran Khan
ପୁଣି ଥରେ ଲଜ୍ଜିତ ହେଲା ପାକିସ୍ତାନ ! ଲଞ୍ଚ ହଉ ହେଉ ଫୁସ୍‌ ହୋଇଗଲା ମିସାଇଲ

ଏଏନ୍‌ଆଇ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ସିଂଘର ଜମଶୁର ଇଲାକାରେ ଗୁରୁବାର ଦିନ ୧୨ଟା ସମୟରେ ଅଦ୍ଭୁତ ଧରଣର କିଛି ଜିନିଷ ଆକାଶରୁ ଖସୁଥିବା ଲୋକେ ଦେଖିଥିଲେ ।

Shelter House
ଏ କି ବ୍ୟବସ୍ଥା ? ଭୁବନେଶ୍ୱରରେ କାହା ପାଇଁ ଆଶ୍ରୟସ୍ଥଳୀ ? ରାତିରେ ଡାକିଲେ ବି ଖୋଲୁ ନାହାନ୍ତି..

ରାଜଧାନୀରେ ଅନେକ ଆଶ୍ରୟସ୍ଥଳୀ ରହିଛି ହେଲେ ଏଠାକୁ ଯିବେ କେମିତି ? ଗଲେ ସାହରା ମିଳିବ କେମିତି ? ତାହା ଜଣାଇବାକୁ ନାହିଁ କୌଣସି ବ୍ୟବସ୍ଥା ।

Russia Ukrain War
ଧିରେ ଧିରେ ଧୀମା ପଡ଼ିଲାଣି ଋଷ, ମନ୍ଥର ହେଲାଣି ଆକ୍ରମଣ !

ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିଲେ ବି, ଶହ ଶହ ଲୋକ ଧ୍ୱଂସାବଶେଷ ଭିତରେ ଫସିରହିଥିବା ଆଶଙ୍କା କରାଯାଉଛି ।

Kapil Sharma
ଭୁବନେଶ୍ୱରର ଅନ୍ଧାର ରାତିରେ ବାଇକ୍‌ ଧରି ବୁଲୁଛନ୍ତି କପିଲ, ଆଉ କହୁଛନ୍ତି ଏହା ଆନନ୍ଦ..

କପିଲଙ୍କ ଭିଡିଓ ଭାଇରାଲ ହେବା ତ ସାଧାରଣ କଥା । କାରଣ ସେ ଏବେ ଦେଶର ଜଣେ ଜଣାଶୁଣା କଳାକାର ତଥା କମେଡି କିଙ୍ଗ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ ।

Naveen Patnaik With Kapil Sharma
ନବୀନଙ୍କୁ ଭେଟିଲ କମେଡି କିଙ୍ଗ୍‌ କପିଲ ଶର୍ମା

କପିଲ ନିଜର ଅପ୍ କମିଂ ଫିଲ୍ମର ସୁଟିଂ ପାଇଁ ଭୁବନେଶ୍ୱରରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ନିର୍ଦ୍ଦେଶିକା ନନ୍ଦିତା ଦାସ ବି ଏହି ସମୟରେ ଉପସ୍ଥିତ ଥିଲେ ।

Narendra Modi
ଋଷ ବିପକ୍ଷରେ ଭୋଟ ଦେଲା ଭାରତ

ୟୁକ୍ରେନ୍ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ନିର୍ଦ୍ଦେଶ ଦେଇଥିବା ବେଳେ, କ୍ରେମ୍‌ଲିନ ଏହା ସମ୍ଭବ ନୁହେଁ ବୋଲି ସଫାସଫା ଶୁଣାଇଦେଇଛନ୍ତି ।

Covid New Varriant
ପୁଣି କବାଟ ଠକ୍‌ ଠକ୍‌ କଲାଣି କରୋନା, ନୂଆ ରୂପରେ କରୁଛି ବିସ୍ତାର

ଏବେ ଇସ୍ରାଏଲରେ ଠାବ ହୋଇଛି କୋଭିଡ୍‌ର ଏକ ନୂଆ ଭ୍ୟାରିଆଣ୍ଟ । ଇସ୍ରାଏଲରେ ଦୁଇ କିଶୋର ବୟସ୍କ ଯାତ୍ରୀଙ୍କ ଠାରେ ଏହି ନୂଆ ଭ୍ୟାରିଆଣ୍ଟ ଠାବ ହେବା ପରେ ବଢିଛି ଚିନ୍ତା ।

Vigilance Raid
ପୁଣି ଜଣେ ସହକାରୀ ଯନ୍ତ୍ରୀ ଭିଜିଲାନ୍ସ ପଞ୍ଝାରେ

ଚଢାଉ ବେଳେ ପ୍ରମୋଥଙ୍କ ଘରୁ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା, ସୁନା ଗହଣା ସହ ୧ କୋଟି ୧୬ ଲକ୍ଷ ଟଙ୍କାର ସଂପତ୍ତି ଠାବ ହୋଇଛି ।

Karolina Bielawska
ପୋଲାଣ୍ଡ ସୁନ୍ଦରୀ କାରୋଲିନ୍ ବିଲାଓ୍ୱସ୍କା ହେଲେ ମିସ୍ ଓ୍ୱାର୍ଲଡ

ଆମେରିକାରେ ରହୁଥିବା ଭାରତୀୟ ବଂଶୋଭବ ଶ୍ରୀସାଇନି ପ୍ରଥମ ରନର୍ସଅଫ୍‌ ହୋଇଥିଲେ । ଆଇଭୋରି କୋଷ୍ଟର ଅଲିଭିଆ ୟାସେ ଦ୍ୱିତୀୟ ରନର୍ସ ଅଫ ହୋଇଛନ୍ତି ।

Berhampur ULB Polls
ବ୍ରହ୍ମପୁରରେ କାହାକୁ ବାଛିବେ ମେୟର ? କେଉଁ ପ୍ରାର୍ଥୀଙ୍କ କ’ଣ ରହିଛି ବ୍ୟାକ୍‌ଗ୍ରାଉଣ୍ଡ ? ଜାଣନ୍ତୁ..

ବିଜେଡିରୁ ସଂଘମିତ୍ରା ଦଳେଇ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁ ରଥ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସବିତା ସୁଆର ।

ICJ
ରୁଷିଆକୁ ତାଗିଦ୍ କଲେ ICJ, ଯୁଦ୍ଧ ବନ୍ଦ କରିବାକୁ ଦେଲେ କଡ଼ା ନିର୍ଦ୍ଦେଶ

କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ କଲେ ତାଗିଦ୍ ।

muslim to hindu convert
ବାହା ହେବା ପାଇଁ ନିଜ ଇଚ୍ଛାରେ ମୁସ୍‌ଲିମ୍‌ରୁ ହିନ୍ଦୁ ହେଲେ ଯୁବତୀ

ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରରେ । ବରଗଡ଼ ପାଇକମାଲ ଗାଁର ସାଇନା ବାନୁ ନାମକ ଜଣେ ଯୁବତୀ ଧର୍ମ ପରିବର୍ତ୍ତନ କରି ଏବେ ସୋନମ ଆର୍ଯ୍ୟ ହୋଇଛନ୍ତି ।

Earthquake
ଜାପାନ୍‌ରେ ଭୂ-କମ୍ପ ! ବିଚ୍ଛିନ୍ନ ହେଲା ବିଦ୍ୟୁତ ସେବା, ୨ କୋଟି ଘର ଅନ୍ଧାରରେ

ଭୂମିକମ୍ପ ଯୋଗୁଁ ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ୨ କୋଟି ଘର ଅନ୍ଧାରରେ ରହିଛି ।

Camera Man Manas Swain
ମାନସ ହତ୍ୟା ମାମଲା: ସାମାନ୍ୟ ମେମୋରି କାର୍ଡ ପାଇଁ କ୍ୟାମେରାମ୍ୟାନଙ୍କୁ ହତ୍ୟା ! ନା ଆଉ କିଛି ରହିଛି ରହସ୍ୟ ?

ପୋଲିସ ମାସେ ହେଲା ଏହି ହତ୍ୟାକାଣ୍ଡର ଖିଅ ଖୋଜୁଥିବା ବେଳେ ମାନସ ପୂର୍ବରୁ କାମ କରୁଥିବା ୱେବ ଚ୍ୟାନେଲ ମାଲିକାଣୀଙ୍କ ସପୃକ୍ତି ନେଇ ସ୍ପଷ୍ଟ କରିଛି ।

Puri Crime
ଶ୍ରୀକ୍ଷେତ୍ରରେ ଗର୍ଜିଲା ଗନ୍, ୧୦ ବର୍ଷ ତଳର କ୍ରାଇମ୍ ଷ୍ଟୋରୀ ରିପିଟ୍ ! ପଏଣ୍ଟ ବ୍ଲାଙ୍କରୁ ଫୁଟିଲା ଗୁଳି

ବାରବାଟୀ ଜାଗାଘର ନୃସିଂହଙ୍କୁ ଦର୍ଶନ କରିବାକୁ ଯାଇଥିବାବେଳେ ଗୁଳି କରାଯାଇଥିଲା କୃଷ୍ଣଚନ୍ଦ୍ରଙ୍କୁ । ଏଣେ ତେଣେ ପଡ଼ିରହିଛି ଖୋକା, ଆଉ ଚପଲ । ରକ୍ତ ଜୁଡୁବୁଡୁ ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ମେଡ଼ିକାଲ୍ ଅଣାଯାଇଥିଲା । କିନ୍ତୁ ସେତେବେଳକୁ ଚାଲିଯାଇଥିଲା ପ୍ରାଣ ।

ULB Polls
ପୌର ନିର୍ବାଚନ: କଂପୁଛି ସହରର ଗଳିକନ୍ଦି ! ବିଜେଡି ଭାରି ଉତ୍ସାହିତ, ମୋଦି ମ୍ୟାଜିକ୍ ଭରସାରେ ବିଜେପି

୨୪ ତାରିଖରେ ପଡିବ ଭୋଟ । ପ୍ରଚାର ପାଇଁ ହାତରେ ମାତ୍ର ୬ ଦିନ । ତେଣୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ସବୁ ଦଳ । ତେବେ ପଞ୍ଚାୟତ ନିର୍ବାଚନ ପରେ କଣ ହେବ ପୌର ନିର୍ବାଚନର ଫଳାଫଳ ?

zelensky With Biden
ଥମୁନି ଋଷର ନିଷ୍ଠୁରତା ! ଖୋଲାଖୋଲି ଆମେରିକାକୁ ଅସ୍ତ୍ରଶସ୍ତ୍ର ସହାଯ୍ୟ ମାଗିଲେ ରାଷ୍ଟ୍ରପତି ଜେଲେନ୍‌ସ୍କି

ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ ଏବେ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ନୁହେଃ ।

Bargarh ULB Politics
ବରଗଡ଼ ପୌରାଞ୍ଚଳରେ ଭରପୁର ସମସ୍ୟା, ବିଜେଡି ପ୍ରାର୍ଥୀଙ୍କୁ ହେଉଛି ଅଡ଼ୁଆ

୧୯ଟି ୱ।ର୍ଡକୁ ନେଇ ଗଠିତ ପୌରପରିଷଦ, ଏଥର ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ପ୍ରଥମ ଥର କରି ଆମ ଆଦମୀ ପାର୍ଟି ନିର୍ବାଚନରେ ଭାଗନେଇଛି ।

Orissa High Court
ଏଣିକି ସକାଳୁ ସକାଳୁ ଖୋଲିବ କୋର୍ଟ

ସବୁ ଜିଲ୍ଲା ଜଜ୍ ମାନଙ୍କୁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଚିଠି କରାଯାଇଛି । ତେବେ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦାଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । 

BMC Mayor
କାହାକୁ ବାଛିବେ ମେୟର ? କେଉଁ ପ୍ରାର୍ଥୀଙ୍କ କ’ଣ ରହିଛି ବ୍ୟାକ୍‌ଗ୍ରାଉଣ୍ଡ ? ଜାଣନ୍ତୁ..

ବିଜେଡିରୁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ । ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସୁନୀତି ମୁଣ୍ଡ୍ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।