ମହାନଦୀରେ ବଡ଼ ବନ୍ୟା ଆଶଙ୍କା । ପ୍ରଥମେ ଛୋଟ ଧରଣର, ତାପରେ ମଧ୍ୟମ ବନ୍ୟା ହେବ ବୋଲି କୁହଯାଉଥିବା ବେଳେ ଆଜି ବଦଳିଛି ଚିତ୍ର । ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ୍ ଏସ୍ଆର୍ସି । ଏହି ପରିସ୍ଥିତିର ମୁକାବିଲା ପାଇଁ ଆଜି ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ସମୀକ୍ଷା ବୈଠକ କରିଥିଲେ । ଯେଉଁଥିରେ ଫୋକସ୍ ଥିଲା ବନ୍ୟା ପରିଚାଳନା ।
Published: Satyendu Shekher Mishra
Last updated: 15 August 2022, 10:02 PM IST
ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।