Advertisment

ଓଡ଼ିଶାର ୧୫ ଜଣଙ୍କୁ ମିଳିବ ପୋଲିସ ସେବା ମେଡାଲ

୧୧ ଜଣଙ୍କୁ ମେଧାବୀ ପୋଲିସ ସେବା ପଦକ ।

author-image
Satyendu Shekher Mishra
Police seva Medal

Police seva Medal

ଘୋଷଣା ହେଲା ପୋଲିସ ସେବା ମେଡାଲ । ଓଡ଼ିଶାର ୧୫ ଜଣଙ୍କୁ ମିଳିବ ପୋଲିସ ସେବା ମେଡାଲ । ୨ ଜଣଙ୍କୁ ମିଳିବ ଶୌର୍ଯ୍ୟ ସେବା ପଦକ । ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତିଙ୍କ ବିଶିଷ୍ଟ ସେବା ପଦକ । ଆଉ ୧୧ ଜଣଙ୍କୁ ମେଧାବୀ ପୋଲିସ ସେବା ପଦକ ।

Advertisment
Police Seva Medal
Advertisment
Advertisment