Advertisment

ଆକ୍ତାମାକ୍ତା କଲାଣି ମହାନଦୀ ବଢ଼ି, ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା

ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ କେମିତି ଦୁଃସ୍ଥିତି ହୋଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ତାହା କହିବାକୁ ଶବ୍ଦ ନାହିଁ ।

author-image
Satyendu Shekher Mishra

ଆକ୍ତାମାକ୍ତା କଲାଣି ମହାନଦୀ ବଢ଼ି । ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ବନ୍ୟା ପାଣିରେ ଭୁବୁଟୁବୁ ସୋନପୁରର ବିନିକା । ବର୍ଷା ଓ ବଢ଼ି ପାଣିରେ ଏକାକାର ହରଭଙ୍ଗା । ସୋନପୁରରେ ଘୁ ଘୁ ଶବ୍ଦ ସହ ସୁଅ କାଟି ମାଡ଼ି ଚାଲିଛି ମହାନଦୀ । ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ କେମିତି ଦୁଃସ୍ଥିତି ହୋଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ତାହା କହିବାକୁ ଶବ୍ଦ ନାହିଁ । ଆକାଶ ମାର୍ଗରୁ ଉତ୍ତୋଳିତ ଚିତ୍ର ହିଁ ନିରବରେ ସବୁ କିଛି ବୟାନ କରୁଛି ।

Advertisment
Mahanadi Flood Hirakud Heavy Rain
Advertisment
Advertisment