• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Odish BJP
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍, କାନ୍ଥ ଭୁଶୁଡ଼ି ପରିବାରର ୬ ଜଣଙ୍କ ଜୀବନ ଯାଇଛି; ଦାୟୀ କିଏ ?

ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ମୟୂରଭଞ୍ଜରେ କଚ୍ଚା ଘର ଭାଙ୍ଗି ୬ ଜଣଙ୍କ ମୃତ୍ୟୁ ହୋଇଛି କହିଲେ ସମୀର ମହାନ୍ତି ।

Indian Army
ଭାରତୀୟ ସେନାର ଉଦାରତା, ଆକ୍ରମଣ କରିବାକୁ ଆସିଥିବା ଆତଙ୍କବାଦୀକୁ ଦେଲେ ନୂଆ ଜୀବନ

ପାକିସ୍ତାନ ଗୁଇନ୍ଦା ସଂସ୍ଥାର କର୍ଣ୍ଣେଲ ୟୁନୁସ୍ ଚୌଧୁରୀ ତାଙ୍କୁ ପଠାଇଥିଲେ । ୩୦୦୦୦ ଟଙ୍କା ପାଇଁ ଆକ୍ରମଣ କରିବାକୁ ଆସିଥିଲା ।

Sweta
ଶ୍ୱେତା ମୃତ୍ୟୁ ମାମଲାରେ ନୂଆ ଫର୍ଦ୍ଦ ଯୋଡ଼ିଲେ ସାଙ୍ଗ, ଡାଇରୀ କହୁଛି ସେମାନେ ସ୍ୱାମୀ-ସ୍ତ୍ରୀ !

XIMB ଯାଇ ବଦଳି ଯାଇଥିଲେ ସୌମ୍ୟ । ଶ୍ୱେତା-ସୌମ୍ୟ ସମ୍ପର୍କକୁ ନେଇ ଗୁମୁର ଖୋଲିଲେ ବନ୍ଧୁ । ଓଟିଭିକୁ ପ୍ରତିକ୍ରିୟା ଦେଲେ ଶ୍ୱେତାଙ୍କ ବନ୍ଧୁ ପ୍ରୀତୀଶ ନାୟକ ।

OTV Relief
ବନ୍ୟା ବିପନ୍ନଙ୍କୁ ଓଟିଭି କେୟାର୍ସ ପକ୍ଷରୁ ରିଲିଫ୍‌ ବଣ୍ଟନ

୩ ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।

Father-Daughter
ବାପା ଯେମିତି ଝିଅ ସେମିତି, କେହି କାହାଠୁ କମ୍‌ ନୁହେଁ ! ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ

ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବାପ-ଝିଅଙ୍କୁ ଗୋଲ୍ଡ ମେଡାଲ । ଷ୍ଟେଟ୍ ପାଓ୍ୱାରଲିଫ୍ଟିଂ ଚାମ୍ପିୟନସିପରେ ଉଭୟ ଜିତିଲେ ସ୍ବର୍ଣ୍ଣ ଚର୍ଚ୍ଚାରେ ଜୟପୁରର ବାପା-ଝିଅ ଯୋଡ଼ି, ଛୁଟୁଚ୍ଛି ଶୁଭେଚ୍ଛାର ସୁଅ ।

Babushan Mohanty
ଛିଣ୍ଡୁନି ଷ୍ଟାର କଳି ! ୫ କୋଟିର ମାନହାନି ମକଦ୍ଦମା, ୟୁଟ୍ୟୁବ୍‌ରୁ ଭିଡିଓ ଡିଲିଟ୍ ପାଇଁ ପ୍ରକୃତିଙ୍କ ଆବେଦନ

ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଦାୟର କରିଛନ୍ତି ୫ କୋଟିର ମାନହାନି ମୋକଦ୍ଦମା ।

Suresh Mahapatra
ପୁଣି ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ; ଅତ୍ୟଧିକ ଆନୁଗତ୍ୟ ନା ଦକ୍ଷତା, ଉଠିଲା ପ୍ରଶ୍ନ

ପୂର୍ବତନ ପ୍ରଶାସକ କହିଲେ ବ୍ୟୁରୋକ୍ରାସି ଉପରେ ଖରାପ ପ୍ରଭାବ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ପାଇଁ ବୃଦ୍ଧି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ ।

Sweta Suicide Case
ସପ୍ତାହେ ପରେ ବି ରହସ୍ୟରେ ଶ୍ୱେତା ମୃତ୍ୟୁ ଘଟଣା, ବଏଫ୍ରେଣ୍ଡଙ୍କ ନିରବତା ଓ ପୋଲିସ୍ ତଦନ୍ତକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର ଡିସିପି କହିଲେ ସୌମ୍ୟଜିତଙ୍କୁ ହୋଇଛି ପଚରାଉଚରା । ଶ୍ୱାସରୁଦ୍ଧରୁ ଶ୍ୱେତାଙ୍କ ମୃତ୍ୟୁ ନେଇ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ ।

Flood
ଅକଥନୀୟ ଜଳଯନ୍ତ୍ରଣା ! ଶୌଚ ହେବାକୁ ଡଙ୍ଗାରେ ମାଇଲ ମାଇଲ୍ ଯାଉଛନ୍ତି ଝିଅ-ବୋହୂ

ଜରି ପାଲ ତଳେ କଦର୍ଯ୍ୟ ସ୍ଥିତିରେ ପାଠ ପଢୁଛନ୍ତି ବିଦ୍ୟାର୍ଥୀ । ଆହୁରି ଦୟନୀୟ ଅଞ୍ଚଳର ବୃଦ୍ଧ-ବୃଦ୍ଧାଙ୍କ ଅବସ୍ଥା।

Dhanuyatra
ଏଥର ଧୁମ୍‌ଧାମ୍‌ରେ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ର

ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ ।

Ranveer Kapoor
ପତ୍ନୀ ଆଲିଆଙ୍କ ବେବି ବମ୍ପକୁ ନେଇ ବିବାଦୀୟ ମନ୍ତବ୍ୟ ପରେ କ୍ଷମା ମାଗିଲେ ରଣବୀର

ସୋସିଆଲ ମିଡିଆରେ ତାଙ୍କୁ ନେଇ ଢ଼େର ଚର୍ଚ୍ଚା ମଧ୍ୟ ହୋଇଛି ।

Hirakud Dam
ହୀରାକୁଦ ବନ୍ଧର ବିଭନ୍ନ ସ୍ଥାନରେ ଫାଟ, ୨୩ ବର୍ଷ ହେଲା ଯାଞ୍ଚର ନାଁ ଗନ୍ଧ ନାହିଁ

ସ୍ପିଲ୍‌ୱେର ତଳମୁଣ୍ଡରେ ଆଉ କିଛି ଫାଟ ଅଛି କି ନାହିଁ, ଡ୍ରୋନ୍ ସାହାଯ୍ୟରେ ଅନୁସନ୍ଧାନ କରିବାକୁ ପରାମର୍ଶ ଦିଆଯାଇଥିଲା ।

Keonjhar Medical College
କେନ୍ଦୁଝର ମେଡିକାଲ କଲେଜରେ ଏଥର ୧୦୦ ସିଟ୍‌ରେ ନାମଲେଖା

ଏହି ମେଡିକାଲ କଲେଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ।

Adani - NDTV
NDTVକୁ କିଣିବ ଆଦାନୀ ଗ୍ରୁପ୍ ! ଏବେ କିଣି ସାରିଲାଣି ୨୯%

NDTVର ୨୯.୧୮% ଅଂଶଧନକୁ ଆଦାନୀ ଗ୍ରୁପ ପରୋକ୍ଷରେ କିଣି ସାରିଥିବା ଜଣାପଡ଼ିଛି ।

Flood
ଖସୁଛି ସୁବର୍ଣ୍ଣରେଖା, ତଥାପି ବନ୍ୟାରେ ଉବୁଟୁବୁ ୨୫୦ରୁ ଅଧିକ ଗାଁ

ଝାଡ଼ଖଣ୍ଡରୁ ଜଳପ୍ରବାହ କମିବା ପରେ ଏବେ ବର୍ଷା ବଢ଼ାଇଲା ଲୋକଙ୍କ ଦୁର୍ଦ୍ଦଶା । ଛିଣ୍ଡା ପାଲ ତଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ବିପନ୍ନ ।

Embankment Breach
ଜଳପ୍ରବାହଠୁ ଅଧିକ ଘାଇଲା କରୁଛି ଦୁର୍ବଳ ନଦୀବନ୍ଧ, ବଢ଼ି ଆସୁ ଆସୁ ମହାନଦୀରେ ୭ ଘାଇ

ନଦୀରେ ଘାଇ ଯୋଗୁଁ ବିପନ୍ନ ହେଲା ଶହ ଶହ ଗାଁ ଗଣ୍ଡା । ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।

Capital Hospital
ବଢ଼ି ପରେ ବିଗୁଡୁଛି ସ୍ୱାସ୍ଥ୍ୟ ସମସ୍ୟା, କ୍ୟାପିଟାଲ୍ ହସ୍ପିଟାଲ୍‌ରେ ରୋଗୀଙ୍କ ଭିଡ଼

ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରୁ ଆସୁଛନ୍ତି ରୋଗୀ । ଘଣ୍ଟା ଘଣ୍ଟାର ଅପେକ୍ଷା, ଭିତ୍ତିଭୂମି ନଥିବାରୁ ଚଟାଣରେ ଚିକିତ୍ସା ।

Plus Two Exam
+2 ରେ ଏଥର ବି ହେବ ତ୍ରୈମାସିକ ପରୀକ୍ଷା

୨୦୨୨-୨୩ରେ ପ୍ଲସ୍ ଟୁ କ୍ୱାଟର୍‌ଲି ପରୀକ୍ଷା । CHSE କୁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ  ।

Odisha Citizens Award
ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ଜୁରିର ପ୍ରଥମ ବୈଠକ ସରିଲା

ପରବର୍ତ୍ତୀ ବୈଠକରେ ନାଁ ସର୍ଟଲିଷ୍ଟ କରାଯିବ । ତା ପରେ ହେବ ଅନ୍‌ଲାଇନ୍ ଭୋଟିଂ । ଅନ୍‌ଲାଇନ୍ ଭୋଟିଂ ଓ ଜୁରି ମତକୁ ନେଇ ବିଜେତା ଘୋଷଣା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।