• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Kendrapada
“ଶୁଣ ଶାଶୂଘର ଲୋକ...ମୋ ସିନ୍ଦୂର ପୋଛ, ମତେ ବିଧବା କର”

ବାପଘରେ ଶୁଭଶ୍ରୀ ରହୁଥିବା ବେଳେ ସ୍ୱାମୀ ନିଜ ଘରେ ଅର୍ଥାତ୍‌ ଶାଶୂଘରେ ରହୁଥିଲେ। କିନ୍ତୁ ୯ ଦିନ ହେବ ଶୁଭଶ୍ରୀଙ୍କ ସ୍ୱାମୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଶୁଭଶ୍ରୀଙ୍କ ସ୍ୱାମୀଙ୍କ ଦେହାନ୍ତ ହେବା ପରେ ବି ଶାଶୂଘର ଲୋକ ତାଙ୍କୁ ଖବର ଦେଇନଥିଲେ। ହେଲେ କୌଣସି ଉପାୟରେ ଶୁଭଶ୍ରୀ ଖବର ପାଇବା...

Malkangiri Orphan Child
ଆଗପଛ ହୋଇ ଚାଲିଗଲେ ବାପା-ମାଆ...କଅଁଳ କାନ୍ଧରେ ଏବେ ୩ ଭାଇ ଭଉଣୀଙ୍କ ଭାର

ବାପା-ମାଆ ଥିବା ବେଳେ ସରକାରଙ୍କ ପକ୍ଷରୁ ଗଣ୍ଡେ ଚାଉଳ ମିଳୁଥିଲା ହେଲେ ଏବେ ସେତିକ ବି ମିଳୁନି। ସାହାଯ୍ୟ କହିଲେ ମାସକୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ମିଳୁଛି ମାତ୍ର ୭୦୦ ଟଙ୍କା। ଏତିକି ଟଙ୍କାରେ ମାସକୁ ୪ ପ୍ରାଣୀ ଚଳିବେ ବା କେମିତି? ଆଉ ଏମିତି ସମୟରେ ଦେବଦୂତ ପରି ଆସି...

Wife Birthday
ସାବଧାନ ସ୍ୱାମୀ !! ଏଣିକି ସ୍ତ୍ରୀଙ୍କ ଜନ୍ମଦିନ ଭୁଲିଲେ ଯିବାକୁ ପଡ଼ିବ ଜେଲ୍‌

ଏମିତି ଏକ ଦେଶ ହେଉଛି ସାମୋଆ। ସୌନ୍ଦର୍ଯ୍ୟପାଇଁ ସାରା ପୃଥିବୀରେ ଜଣାଶୁଣା ଦ୍ୱୀପର ଦେଶ ହେଉଛି ସାମୋଆ। ଯେଉଁଠି ଏମିତି ଆଇନର ପାଳନ କରାଯାଏ। ଯାହାକୁ ନେଇ ବିଶ୍ବରେ ଜୋରଦାର ଚର୍ଚ୍ଚା ବି ହୁଏ। ଏଇ ଦେଶରେ ସ୍ତ୍ରୀଙ୍କ ଜନ୍ମ ଦିନ ଭୁଲିବା ଏକ ବଡ ଅପରାଧ ବୋଲି...

Educated Sarapancha
ନିଆରା ରାଜନେତା : କୋଚିଂ ସେଣ୍ଟର ଖୋଲି ପିଲାଙ୍କୁ ଦେଉଛନ୍ତି ମାଗଣା ଶିକ୍ଷା

ବଲାଙ୍ଗିର ପାଟଣାଗଡ ମଧ୍ୟପୁର ପଂଚାୟତର ସରପଂଚ ରାମ ଗୋପାଳ ନାଏକ। ପେଶା ସିନା ରାଜନୀତି ହେଲେ ନିଶା ପାଠ ପଢାଇବା। ସେଇଥି ପାଇଁ ତ ନିଜସ୍ୱ ଇଚ୍ଛାରେ କୋଚିଂ ସେଣ୍ଟର କରି ପିଲାଙ୍କୁ ପଢାଉଛନ୍ତି ପାଠ। ସ୍ଥାନୀୟ ଅଂଚଳରେ ଥିବା ପୁରୁଣା ଶିଶୁ ମନ୍ଦିର କୋଠାକୁ ସଫା ସୁତୁରା...

Journalist Death
କାଳ ହେଲା ବାହାଘର : ଅଧା ରାସ୍ତାରୁ ଟାଣିନେଲା ଯମ

ଦୁର୍ଘଟଣାରେ ସୁନ୍ଦରଗଡ଼ର ଯୁବ ସମ୍ବାଦିକ ଖଗେଶ୍ବର ତରେଇଙ୍କର ମୃତ୍ୟୁ ହେବା ପରେ ପରିବାର ମଧ୍ୟରେ ଖେଳିଯାଇଛି ଶୋକର ଛାୟା। ଖଗେଶ୍ଵର ନିଜ ବନ୍ଧୁଙ୍କ ସହ ବାଇକ୍ ଯୋଗେ କୋଇଡାରୁ ଯାଜପୁରକୁ ଏକ ବିବାହ ଭୋଜି ପାଇଁ ଯାଉଥିଲେ। କିନ୍ତୁ ବାଟରେ ମୃତ୍ୟୁ ଯେମିତି ତାଙ୍କୁ ଅନେଇ ବସିଥିଲା। କେନ୍ଦୁଝର...

Colleage
କଲେଜ୍‌ରେ ଟିଙ୍କ ଟେନସନ୍‌ : ଆସିବାକୁ ଡରିଲେଣି ପିଲା

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବେ ଭୟରେ ଛାତ୍ରଛାତ୍ରୀ। ଯାହାକୁ ଦେଖିବ, ଯାହାଙ୍କଠାରୁ ଶୁଣିବ...ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଏ ଟିଙ୍କଙ୍କ ଦାଉରୁ ଆମେ କେମିତି ପାଇବା ରକ୍ଷା? ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏ ଘଟଣା ଏବେକାର ନୁହେଁ ବରଂ ବର୍ଷବର୍ଷର। ଯେଉଁଥିରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ...

Disable Lover
ଇଏ ବି ପ୍ରେମ : ସ୍ୱାମୀ କାନ୍ଧରେ ଦୁନିଆ ଦେଖୁଛି ସ୍ତ୍ରୀ

ଦାରିଙ୍ଗବାଡି ଦନେକବାଡି ଗାଁର ସୁନିତା ନାୟକ ଆଉ ତାଙ୍କୁ ବିବାହ କରିଛନ୍ତି ଟିକାବାଲି ବ୍ଲକ ବଡିମୁଣ୍ଡା ଗାଁର ମଳୟ ଦିଗାଳ । ଦୁହେଁ ପ୍ରେମରେ ପଡିବା ପରେ ଏବେ ସ୍ୱାମୀ-ସ୍ତ୍ରୀ ଭାବେ ସମାଜରେ ଚଳି ଆସୁଛନ୍ତି । ଏମାନଙ୍କର ଖୁସି ଦେଖିଲେ ଆପଣ ବି ଆନନ୍ଦିତ ହେବେ। ଆଇନାରେ...

Saheed
ପୁଲୱାମା ଘଟଣାକୁ ୪ ବର୍ଷ ବିତିଲା : ଏବେ ବି ଶହୀଦଙ୍କୁ ମିଳିପାରିଲାନି ସମ୍ମାନ

ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀକୁ। ଫୁଲୱାମା ଆତଙ୍କବାଦୀ ହାମ୍‌ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ...

MadhuBabu
ସରକାର ନଦେଖିଲେ ସବୁ ଧ୍ୱଂସ ହୋଇଯିବ !

କଟକ ଜିଲ୍ଲା ସାଲେପୁର ବ୍ଲକ ସତ୍ୟଭମାପୁର ଗାଁରେ ମଧୁବାବୁଙ୍କ ଜନ୍ମ। ସ୍ଥାନୀୟ ଅଂଚଳର ଅନେକ ସ୍ମୃତି ଏବେ ମଧୁବାବୁଙ୍କ କଥା ମନେପକାଏ। ମଧୁ ପୁଷ୍କରିଣୀ, ଅଭ୍ୟର୍ଥନା ଗୃହ, ମଧୁବାବୁଙ୍କ ଏନ୍ତୁଡ଼ିଶାଳ ସବୁକିଛି ଅଛି। ମଧୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ବି ଅଛି

Pulwama
ପୁଲୱାମା ଘଟଣାକୁ ୪ ବର୍ଷ : ସେଦିନ ଗୋଲାପ ନୁହେଁ ରକ୍ତରେ ଲାଲ୍‌ ହୋଇଥିଲା ଭାରତ

ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍...

Sarathi Baba
ଅନୁଗାମୀଙ୍କ ଜରିଆରେ ପୁଣି ପୂର୍ବ ମୁଦ୍ରାକୁ ଫେରୁଛନ୍ତି କି ସାରଥୀ ?

ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ନୂଆଗାଁ ଶାସନରେ ଘଣ୍ଟ, ହୁଳହୁଳି ସାଙ୍ଗକୁ ବାଜୁଛି ଝାଞ୍ଜ ମୃଦଙ୍ଗ । କମ୍ପୁଛି ପୂରା ପରିବେଶ । ଭକ୍ତି ରସରେ ମତୁଆଲା ଭକ୍ତ । ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଆତ୍ମଘୋଷିତ ବାବା ସାରଥୀଙ୍କ ପ୍ରବଚନ କାର୍ଯ୍ୟକ୍ରମରେ । ଏହା ସ୍ପଷ୍ଟ...

Odisha Politics
ତେଜିଲା ରାଇସ ପଲିଟିକ୍ସ ! BJPର ମାଗଣା ଚାଉଳ ମାଇଲେଜରେ ବ୍ରେକ୍ ଦେବାକୁ BJDର ଉଦ୍ୟମ

ରାଜ୍ୟରେ ଥମୁନି ଚାଉଳ ରାଜନୀତି । ମାଗଣାରେ ଚାଉଳ ବଣ୍ଟନ ପକ୍ରିୟା ଜାରି ଥିବାବେଳେ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ସରକାର ମାଗଣାରେ ଚାଉଳ ଦେବା ଆରମ୍ଭ କରିଥିବାରୁ କାଳେ ବିଜେପି ମାଇଲେଜ୍ ନେଇଯିବ ତାକୁ କାଉଣ୍ଟର କରିବାକୁ ବାଟ କାଢିଛି ବିଜେଡି । ଆଉ ପଞ୍ଚାୟତରୁ ରାଜ୍ୟସ୍ତର...

Vani Vihar
ଉତ୍କଳ ବିଶ୍ୱବିଦ୍ୟାଳୟ VC କହିଲେ, ‘JNUରୁ କିଏ ଆସିଥିଲେ, କାହାକୁ ମାଡ଼ ହୋଇଛି ଜାଣିନି’

ଯାହା କେବେ ହୋଇ ନଥିଲା ତାହା ହେଲା । ବାଣୀବିହାରରେ ସେମିନାର ଚାଲିଥିବା ବେଳେ ଗଣ୍ଡଗୋଳ, ହୋହଲ୍ଲା, ଆକ୍ରମଣ । ଉତ୍କଳ ବିଶ୍ୱବିଦ୍ୟାଳୟ ଭିତରେ ଗତକାଲିର ଏ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ସିଟିଜେନ୍ ଫୋରମ୍ ବ୍ୟାନରରେ- ସମ୍ବିଧାନ ଓ ଶିକ୍ଷା ନାଁରେ ଆୟୋଜିତ ଆଲୋଚନାଚକ୍ରରେ...

Bijay Pattnaik
ପ୍ରବଳ ବର୍ଷିଲେ ବିଜୟ ! କହିଲେ BJDର ରୁଦ୍ଧଦ୍ୱାର ଶାସନ, ପରିବର୍ତ୍ତନ ଜରୁରୀ...

ଉଁ ବିଜେଡି ସରକାରରେ ଦିନେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ସେହି ବିଜୟ ପଟ୍ଟନାୟକ ଏବେ ସରକାରଙ୍କ ବିରୋଧରେ ଶାଣିତ କରିଛନ୍ତି ସ୍ୱର । କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବିଜୟ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ...

Naba Das - Gopal Das
ସରିଲା ରିମାଣ୍ଡ, ଜେଲ୍ ଗଲା ଗୋପାଳ ! କିନ୍ତୁ ସୁରକ୍ଷା ନେଇ ଚିନ୍ତାରେ ଜେଲ୍ କର୍ତ୍ତୃପକ୍ଷ

ଗତରାତିରେ ଗୋପାଳକୁ ଧରି ଗୁଜରାଟରୁ ଝାରସୁଗୁଡ଼ାକୁ ଫେରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ଆଜି ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିବା ପରେ ୧୬୪ ବୟାନ ରେକର୍ଡ କରିବା ସହ ଝାରସୁଗୁଡ଼ା ସବ୍-ଜେଲକୁ ପଠାଇ ଦିଆଯାଇଥିଲା । ହେଲେ ଜେଲ୍ ଭିତରେ ଗୋପାଳର ସୁରକ୍ଷାକୁ ନେଇ ଚିନ୍ତିତ ଜେଲ...

Astrologer
ମହାଦେବ ସ୍ୱପ୍ନରେ ଆସିଲେ...! ଏବେ ଗଛ ମୂଳରେ ଭବିଷ୍ୟତ କହୁଛନ୍ତି ୧୩ ବର୍ଷର ନାବାଳକ !

ଗଛ ମୂଳରେ ଚାଲିଛି ପୂଜାର୍ଚ୍ଚନ। ବିଭିନ୍ନ ଦେବାଦେବୀଙ୍କ ଫଟୋ ବି ଲାଗିଛି। ଆଉ ଜୋରସୋରରେ ଚାଲିଛି ପୂଜା। ଦେହରେ ଗେରୁଆ ବସ୍ତ୍ର, ବେକରେ ପଡିଛି ରୁଦ୍ରାକ୍ଷ ମାଳା। ଭୋଲାବାବାଙ୍କ ମନ୍ତ୍ର ଉଚ୍ଚାରଣ କରି ପୂଜା କରୁଥିବା ନାବାଳକ ଜଣକ ହେଉଛନ୍ତି ସ୍ୱାଧୀନ ରଣା। ବୟସ ୧୩ ହେବ। କିନ୍ତୁ...

Tution sir
ରଂଗିଲା ଟ୍ୟୁସନ ମାଷ୍ଟରଙ୍କୁ ମହଙ୍ଗା ପଡ଼ିଲା ପ୍ରେମପାଠ, ଝିଆରୀକୁ ଧରି ଫେରାର୍

ବାରମ୍ବାର ପ୍ରେମ ନିବେଦନ ପରେ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ଶାରୀରିକ ସମ୍ପର୍କ। ପ୍ରେମିକା ଗର୍ଭବତୀ ହେବା ପରେ ସ୍ଥାନୀୟ ଅଂଚଳର ଏକ ଭଡାଘରେ ରହୁଥିଲେ ଉଭୟ। କିନ୍ତୁ ଏବେ କୁନି ଝିଅକୁ ନେଇ କେଉଁ ଆଡେ ଫେରାର ମାରିଛନ୍ତି ସତ୍ୟ। ଯାହାକୁ ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା...

President Of India
ଜାଣିରଖନ୍ତୁ ରାଷ୍ଟ୍ରପତିଙ୍କୁ କି କି ସୁବିଧା ମିଳେ?

କିଛିଦିନ ବ୍ୟବଧାନରେ ସେ ଓଡିଶା ଆସୁଥିବାରୁ ତାଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଆସନ୍ତୁ ଜାଣିବା ଦେଶର ପ୍ରଥମ ନାଗରିକ ଭାବେ ଦ୍ରୌପଦୀଙ୍କୁ ଭାରତ ସରକାରଙ୍କ ପକ୍ଷରୁ କେଉଁ କେଉଁ ସୁବିଧା ମିଳୁଛି

President Of India
ଦ୍ରୌପଦୀ ମୁର୍ମୁ: ଶିକ୍ଷୟିତ୍ରୀରୁ କେମିତି ହେଲେ ରାଷ୍ଟ୍ରପତି ?

ଦ୍ରୌପଦୀ ହେଉଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଏହାସହ ସେ ସର୍ବକନିଷ୍ଠ ରାଷ୍ଟ୍ରପତି ମଧ୍ୟ । ଦ୍ରୌପଦୀଙ୍କ ବ୍ୟକ୍ତିଗତ ଜୀବନକୁ ବାଦ ଦେଲେ ବୃତ୍ତିଗତ ଜୀବନ ତଥା ରାଜନୈତିକ ଜୀବନ ବେଶ୍ ରୋଚକପୂର୍ଣ୍ଣ । ୧୯୯୪ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରେ ଶିକ୍ଷୟିତ୍ରୀ...

Raisina Hills
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ରାଇସିନା ହିଲ୍‌ : କାହିଁକି ଏହାକୁ ନେଇ ଚର୍ଚ୍ଚା ଚାଲେ?

ସ୍ୱାଧୀନତାର ପ୍ରାୟ ୨ ଦଶନ୍ଧି ପୂର୍ବରୁ ଅର୍ଥାତ୍ ୧୯୨୯ ମସିହାରେ ନିର୍ମିତ ରାଷ୍ଟ୍ରପତି ଭବନରେ ଭାରତର ଇତିହାସର ଛାପ ଯେମିତି ସୁସ୍ପଷ୍ଟ, ବର୍ତ୍ତମାନର ଆଧୁନିକ ସୁବିଧାସୁଯୋଗ ବି ସେମିତି ଉପଲବ୍ଧ। ୩୩୦ ଏକର ପରିମିତ ପରିସରରେ ରହିଛି ଏହି ୩୪୦ କକ୍ଷ ବିଶିଷ୍ଟ ଭବ୍ୟ ସୌଧ । ଯେଉଁଠି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି